Home Middle

ଗ୍ୟାସ ସିଲିଣ୍ଡର ଦାମ କମ୍‌ର ଟାଇମିଂକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ

ନୂଆଦିଲ୍ଲୀ,୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦେଶର ମହିଳାମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି। ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଏକ ବଡ଼ ହ୍ରାସ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗ୍ୟାସ ସିଲିଣ୍ଡରର…

‘ଲୋକତନ୍ତ୍ର ବିପଦରେ’, ଟ୍ରମ୍ପଙ୍କୁ ବାଇଡେନଙ୍କ ତେରଛା ବାଣ

ଓ୍ବାଶିଂଟନ,୮।୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଦେଶ (ଷ୍ଟେଟ ଅଫ ୟୁନିଅନ ସ୍ପିଚ) କୁ ସମ୍ବୋଧିତ କରି ଆମେରିକାର ଗଣତନ୍ତ୍ର ବିପଦରେ ଥିବା ଚେତାବନୀ ଦେଇଛନ୍ତି। ତାଙ୍କ ସମ୍ବୋଧନ ଆରମ୍ଭରେ ବାଇଡେନ କହିଛନ୍ତି, ମୁଁ ବିପଦ…

ମହିଳା ଦିବସରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା, କମିଲା ଗ୍ୟାସ ଦର

ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ମହିଳାମାନଙ୍କୁ ବଡ ଉପହାର ଦେଇଛନ୍ତି। ଏହି ଘୋଷଣା କରି ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ସରକାର ଏଲପିଜି ସିଲିଣ୍ଡର ମୂଲ୍ୟରେ…

ବଡ଼ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: କୌଣସି ଏସିଆନ୍‌ ବ୍ୟାଟ୍ସମ୍ୟାନ୍‌ ଏମିତି କରିପାରିନାହାନ୍ତି

ଧର୍ମଶାଳା,୮।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଶେଷ ଟେଷ୍ଟର ପ୍ରଥମ ଇନିଂସରେ ଇଂଲଣ୍ଡ ଦଳ ୨୧୮ ରନରେ ଅଲଆଉଟ ହୋଇଥିଲେ। ଏହାର ଜବାବରେ ଭାରତ ଗୋଟିଏ ଉଇକେଟ ହରାଇ ୧୩୦ ରନ୍‌ କରିଛନ୍ତି। ବର୍ତ୍ତମାନ ଭାରତୀୟ ଅଧିନାୟକ ରୋହିତ ଶର୍ମା…

ସମ୍ଭାବ୍ୟ ମେଣ୍ଟକୁ ନେଇ ଲୋକଙ୍କ ମତ: ଏଥର କୌଣସି ‘ବି’ ନୁହେଁ, ‘ସି’

ଭୁବନେଶ୍ୱର,୮ା୩:ରାଜ୍ୟରେ ଆସନ୍ତା ନିର୍ବାଚନ ପାଇଁ ବିଜେଡି ଏବଂ ଭାଜପା ମଧ୍ୟରେ ମେଣ୍ଟ ସମ୍ଭାବନାକୁ ନେଇ ନାନା ଆଲୋଚନା ହେଉଛି। ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଭାଜପା ଏକାଠି ଲଢ଼ିବାକୁ ଅନେକେ ନାପସନ୍ଦ କରି ସୋସିଆଲ ମିଡିଆରେ ମନ୍ତବ୍ୟ ଦେଉଛନ୍ତି। ଏଭଳି…

ଏଥର ଭିନ୍ନ ଫର୍ମୂଲା: ମେଣ୍ଟ ହେବ, ମାତ୍ର ସରକାରରେ ସାମିଲ ହେବେ ନାହିଁ

ଭୁବନେଶ୍ୱର,୮ା୩: ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଏବଂ ଭାଜପା ମେଣ୍ଟ ଗଠନକୁ ନେଇ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା ଲାଗିରହିଛି। ନବୀନ ନିବାସରେ ବିଜେଡି ନେତାଙ୍କ ବୈଠକ ପରେ ବୈଠକ ଏବଂ ଦିଲ୍ଲୀରେ ଭାଜପା ଅଧ୍ୟକ୍ଷ ଜେ.ପି. ନଡା ଓ ଅମିତ…

ଆଜି ଆସିପାରେ କଂଗ୍ରେସର ପ୍ରଥମ ଲିଷ୍ଟ:୪୦ ଜଣିଆ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ

ନୂଆଦିଲ୍ଲୀ,୮।୩:ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ୪୦ ଜଣିଆ ପ୍ରାର୍ଥୀ ତାଲିକା ଗୁରୁବାର ଚୂଡ଼ାନ୍ତ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ କେରଳର ଓ୍ବାୟନାଡ୍‌ରୁ ନିର୍ବାଚନ ଲଢ଼ିବେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।…

ବିଜେଡି-ଭାଜପା ମେଣ୍ଟ! ଏମିତି ହେବ ଆସନ ବୁଝାମଣା

ଭୁବନେଶ୍ୱର,୮ା୩ (ଅନିଲ ଦାସ):ବିଜେଡି ଏବଂ ଭାଜପା ମଧ୍ୟରେ ମେଣ୍ଟ ଓ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। ମିଳିଥିବା ଅସମର୍ଥିତ ସୂଚନା ଅନୁଯାୟୀ, ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏବଂ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ…

ଆଜି ହୋଇପାରେ ମେଣ୍ଟ ଘୋଷଣା

ଭୁବନେଶ୍ୱର,୭ା୩ (ଅନିଲ ଦାସ):ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଏବଂ ଭାଜପା ମେଣ୍ଟ ଗଠନକୁ ନେଇ ୨ ଦିନ ହେବ ଚର୍ଚ୍ଚା ଲାଗିରହିଛି। ବୁଧବାର ନବୀନ ନିବାସରେ ବିଜେଡି ନେତାଙ୍କ ବୈଠକ ଓ ସନ୍ଧ୍ୟାରେ ଦିଲ୍ଲୀରେ ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ…

ଆଉଟ୍‌ଲୁକ୍‌ର ସଫଳତମ ମହିଳା ତାଲିକାରେ ଆଦ୍ୟାଶା ସତପଥୀ

ଭୁବନେଶ୍ୱର,୮।୩(ଶର୍ମିଷ୍ଠା ପାଣିଗ୍ରାହୀ): ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ଆଉଟଲୁକ୍‌ ପତ୍ରିକା ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ଭାରତର ୩୬ଜଣ ସଫଳତମ ମହିଳାଙ୍କ ମଧ୍ୟରେ ଓଡ଼ିଶାରୁ ଆଦ୍ୟାଶା ସତପଥୀଙ୍କୁ ସ୍ଥାନିତ କରାଯାଇଛି। ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ…

୨୦ ବର୍ଷରେ ବହୁ ଆଗକୁ ବଢ଼ିଛନ୍ତି ମହିଳା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୩(ଅନିଲ ଦାସ): ଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶାର ମହିଳାମାନେ ବହୁତ ଆଗକୁ ବଢ଼ିଛନ୍ତି। ରାଜ୍ୟ ସରକାର ସେମାନଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଅଧିକାରର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ ଉଦ୍ୟମ ଜାରି ରଖିଛନ୍ତି ବୋଲି ବିଶ୍ୱ ମହିଳା ଦିବସ…

ଏନଡିଏକୁ ଫେରିବେ ନବୀନ ! ପୁରଣ ହେବ ମୋଦିଙ୍କ ୪୦୦ ଆସନ ଜିତିବା ସ୍ବପ୍ନ

ଭୁବନେଶ୍ୱର,୭।୩: ଦୀର୍ଘ ୧୫ ବର୍ଷ ପରେ ଭାଜପା ନେତୃତ୍ୱାଧୀନ ଏନଡିଏକୁ ବିଜେଡି ଫେରୁଥିବା ଚର୍ଚ୍ଚା ହେଉଛି। ୨୦୨୪ ନିର୍ବାଚନରେ ଏକାକୀ ୩୭୦ ଏବଂ ଏନଡିଏ ୪୦୦ ଆସନ ଜିତିବା ଲକ୍ଷରେ ଥିବା ଭାଜପା ଏହାର ପୁରୁଣା ସହଯୋଗୀ ମାନଙ୍କୁ ନିଜ ସହିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri