Home Middle

ମଦ ଘୋଟାଲା ମାମଲାରେ ଷଷ୍ଠ ଥର ପାଇଁ କେଜ୍ରିୱାଲଙ୍କୁ ସମନ କଲା ଇଡି

ନୂଆଦିଲ୍ଲୀ,୧୪।୨: କଥିତ ମଦ ଘୋଟାଲା ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଷଷ୍ଠ ଥର ପାଇଁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଫେବୃଆରୀ ୧୯ ତାରିଖରେ ହଜାର ହେବାକୁ ଇଡି କହିଛି। ଏହା ପୂର୍ବରୁ ଇଡି କେଜ୍ରିୱାଲଙ୍କୁ ୫ ଥର ସମନ କରିସାରିଛି।…

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୧୪ା୨: ଆସନ୍ତା ୨୯ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବେ ବୋଲି ଜଣାପଡ଼ିଛି। ମୟୂରଭଞ୍ଜ ଜିଲାର ଖିଚିଂ କିଚକେଶ୍ୱରୀ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ରାଷ୍ଟ୍ରପତି ଭବନରୁ କିଚକେଶ୍ୱରୀ ମନ୍ଦିର ପ୍ରଶାସନକୁ ଚିଠି ହୋଇଛି। ରାଷ୍ଟ୍ରପତିଙ୍କର…

ସିଭିଲ ସର୍ଭିସ ପରୀକ୍ଷା ୨୦୨୪ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୪।୨: ସିଭିଲ ସର୍ଭିସ ପରୀକ୍ଷା ୨୦୨୪ ପାଇଁ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ମଙ୍ଗଳବାର ବିଜ୍ଞପ୍ତି ଜାରି କରି ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଯୋଗ୍ୟ ଆଶାୟୀମାନେ ୟୁପିଏସସି ଅଫିସିଆଲ୍ ୱେବସାଇଟ୍ https://upsc.gov.in/ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ। ଆବେଦନପତ୍ର ଦାଖଲ…

Virtual ATM: ଆଉ ଯିବାକୁ ପଡିବନି ATM, ଗୋଟିଏ ଓଟିପିରେ ମିଳିଯିବ ନଗଦ ଟଙ୍କା

ନୂଆଦିଲ୍ଲୀ,୧୪।୨: ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ ବା UPI ଦେଶରେ ସବୁଠାରୁ ଲୋକପ୍ରିୟ ପେମେଣ୍ଟ ଅପ୍ସନ। ଅନଲାଇନ ଟ୍ରାଞ୍ଜାକ୍ସନ ବିପ୍ଲବ ଆସିବା ପରଠାରୁ ମୋବାଇଲ ଓ ଇଣ୍ଟରନେଟ ସାହାଯ୍ୟରେ ଉପଭୋକ୍ତାମାନେ ଅନଲାଇନ ପେମେଣ୍ଟ କରୁଛନ୍ତି। ସବୁଠି ଅନଲାଇନ ସୁବିଧା ଉପଲବ୍ଧ ହେଉଥିବାରୁ ଲୋକଙ୍କୁ…

କାଲିଫର୍ନିଆରେ ଭାରତୀୟ ବଂଶୋଦ୍ଭବଙ୍କ ଗୋଟିଏ ପରିବାର ନିଶ୍ଚିହ୍ନ, ଦୁଇ ପିଲାଙ୍କ ସହ ଚାଲିଗଲା ଦମ୍ପତିଙ୍କ ଜୀବନ

ଓ୍ବାଶିଂଟନ,୧୪ା୨: କାଲିଫର୍ନିଆର ସାନ୍‌ ମେଟେଓରେ ଭାରତୀୟ ମୂଳ ପରିବାରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ ମଧ୍ୟରେ କେରଳର ଗୋଟିଏ ପରିବାରର ୪ ଜଣ ଅଛନ୍ତି। ଏଥିରେ ସ୍ବାମୀ-ସ୍ତ୍ରୀ ଏବଂ ସେମାନଙ୍କର ଦୁଇ ନିରୀହ ସନ୍ତାନ ରହିଛନ୍ତି। ହତ୍ୟା ନା ଆତ୍ମହତ୍ୟା…

ଅଶୋକଙ୍କୁ ମିଳିଲା ରାଜ୍ୟ ସଭା ଉପହାର: ଭାଜପାରେ ଯୋଗ ଦେବାର ଗୋଟିଏ ଦିନ ପରେ…

ନୂଆଦିଲ୍ଲୀ,୧୪।୨ : କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିବା ଅଶୋକ ଚୌହ୍ବାନଙ୍କୁ ପରଦିନ ଉପହାର ମିଳିଛି। ବାସ୍ତବରେ ଭାଜପା ରାଜ୍ୟସ ଭା ପାଇଁ ନୂତନ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଯେଉଁଥିରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ୬…

ଯେଉଁ ଜମିକୁ ମନ୍ଦିର ନିର୍ମାଣ ପାଇଁ ଆପଣ ଚିହ୍ନଟ କରିବେ ମୁଁ ତାକୁ ଦେବି: ଆବୁଧାବିରେ କହିଲେ ମୋଦି…

ଆବୁଧାବି,୧୪।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇ ଗସ୍ତରେ ଅଛନ୍ତି। ସେଠାରେ ପିଏମ ମୋଦି ରୁପେ କାର୍ଡ ମଧ୍ୟ ଲଞ୍ଚ କରିଛନ୍ତି, ଅର୍ଥାତ ବର୍ତ୍ତମାନ ଭାରତର ରୁପେ କାର୍ଡ ୟୁଏଇରେ ମଧ୍ୟ କାମ କରିବ। ପରବର୍ତ୍ତୀ ସମୟରେ ରାଜଧାନୀ ଆବୁଧାବିରେ ପ୍ରଧାନମନ୍ତ୍ରୀ…

ଚାଷୀଙ୍କ ଉପରେ ହେଉଛି ଅପରାଧୀଙ୍କ ଭଳି ବ୍ୟବହାର: ଭାରତ ରତ୍ନ ପାଇଥିବା ବ୍ୟକ୍ତିଙ୍କ ଝିଅ କହିଲେ…

ନୂଆଦିଲ୍ଲୀ,୧୪।୨ : କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସବୁଜ ବିପ୍ଳବର ପିତା ତଥା କୃଷି ବୈଜ୍ଞାନିକ ଡକ୍ଟର ଏମଏସ ସ୍ବାମୀନାଥନଙ୍କୁ ଭରତ ରତ୍ନ ସମ୍ମାନରେ ସମ୍ମାନୀତ କରିବାକୁ ଘୋଷଣା କରିଛନ୍ତି। ତେବେ ତାଙ୍କ ଝିଅ ମଧୁରା ସ୍ବାମୀନାଥନ କହିଛନ୍ତି ଯଦି…

ପ୍ରିୟଙ୍କା ଗାନ୍ଧୀ କେଉଁଠାରୁ ଲଢ଼ିବେ ନିର୍ବାଚନ ?…

ନୂଆଦିଲ୍ଲୀ,୧୪।୨ : ବୁଧବାର ରାଜ୍ୟ ସଭା ନିର୍ବାଚନ ପାଇଁ ସୋନିଆ ଗାନ୍ଧୀ ରାଜସ୍ଥାନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସୋନିଆଙ୍କ ସ୍ବାସ୍ଥ୍ୟ ଭଲ ନ ଥିବାରୁ ସେ ରାୟବରେଲୀରୁ ନିର୍ବାଚନ ଲଢ଼ିବେ ନାହିଁ। ତେବେ ଏହି ଆସନରୁ ଏବେ କିଏ ଲଢ଼ିବେ…

ସୋନିଆ ଦାଖଲ କଲେ ନାମାଙ୍କନ ପତ୍ର…

ନୂଆଦିଲ୍ଲୀ,୧୪।୨ : ବୁଧବାର ରାଜ୍ୟସଭା ନିର୍ବାଚନ ପାଇଁ ୪ ଟି ରାଜ୍ୟରୁ ପ୍ରାର୍ଥୀଙ୍କ ନାମ କଂଗ୍ରେସ ଘୋଷଣା କରିଛି। ରାଜସ୍ଥାନ, ମହାରାଷ୍ଟ୍ର, ବିହାର ଏବଂ ହିମାଚଳ ପ୍ରଦେଶରେ ରାଜ୍ୟସଭା ର୍ନିବାଚନ ପାଇଁ କଂଗ୍ରେସ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି। ରାଜସ୍ଥାନରୁ ସୋନିଆ…

ଭାରତୀୟ ନୌସେନାରେ ନୂତନ ଡ୍ରେସ କୋଡ: କୁର୍ତ୍ତା-ପାଇଜାମା ଏବଂ ଚୁଡିଦାର-ପ୍ଲାଜୋ କେବେ ଆଉ କିପରି ପିନ୍ଧାଯିବ ଜାଣନ୍ତୁ…

ନୂଆଦିଲ୍ଲୀ,୧୪।୨ : ତୀର୍ଥସ୍ଥାନ, ମନ୍ଦିର, କୋର୍ଟ ଏବଂ ସିବିଏସଇ ବିଦ୍ୟାଳୟ ପରେ ବର୍ତ୍ତମାନ ଭାରତୀୟ ନୌସେନାରେ ଏକ ନୂତନ ଡ୍ରେସ କୋଡ ଲାଗୁ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ନୌସେନାରେ ୧୦ ଟି ଡ୍ରେସ କୋଡ ଥିଲା। କିନ୍ତୁ ବର୍ତ୍ତମାନ ଏକାଦଶ ଡ୍ରେସ…

ବିମାନ ଯାତ୍ରୀଙ୍କୁ ବଡ଼ ଝଟକା: ମୁମ୍ବାଇ ବନ୍ଦରରୁ ଉଡ଼ାଣ ବନ୍ଦ ! କାହିଁକି ଗ୍ରହଣ କରାଗଲା ଏଭଳି ନିଷ୍ପତ୍ତି ?…

ମୁମ୍ବାଇ,୧୪।୨ : ସାରା ଦେଶରେ ବିମାନ ଯାତ୍ରୀଙ୍କ ପାଇଁ ଏକ ଖରାପ ଖବର ଅଛି। ଦେଶର ସର୍ବବୃହତ ତଥା ଅନ୍ତର୍ଜାତୀୟ ବିମାନବନ୍ଦର ମୁମ୍ବାଇ ବିମାନ ବନ୍ଦରରୁ ବିମାନ ଉଡ଼ାଣ ବନ୍ଦ ହୋଇଯାଇଛି। ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବିମାନ ବନ୍ଦରରୁ ବିମାନ ଉଡ଼ାଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri