Home Middle

କଣ୍ଟାବାଞ୍ଜିରୁ ଲଢିବେ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ, ପ୍ରଥମେ ଲଢିଥିଲେ…

ଭୁବନେଶ୍ୱର,୨୧।୪: ବାଜି ସାରିଛି ୨୦୨୪ ନିର୍ବାଚନର ବିଗୁଲ। ଆରମ୍ଭ ହୋଇଛି ଗଣତନ୍ତ୍ରର ବଡ଼ପର୍ବ। ଏଥିପାଇଁ ରାଜ୍ୟରେ ମଇଦାନକୁ ଓହ୍ଲାଇଲେଣି ପ୍ରମୁଖ ତିନ ଦଳ। ତେବେ ଆଉ ଥରେ ଶାସନ କ୍ଷମତାକୁ ଫେରିବା ପାଇଁ ଲୋକ ସଭା ବିଧାନସଭାରେ ହେଭିଓ୍ବେଟଙ୍କୁ ଟିକେଟ୍‌ ଦେଇଛି…

ଦାଉଦ ଇବ୍ରାହିମ୍‌ଙ୍କ ସବୁଠୁ ବଡ଼ ଶତ୍ରୁ ଏବେ ବି ଜୀବିତ, ୮ ବର୍ଷ ପରେ ସାମ୍ନାକୁ ଆସିଲା ଫଟୋ

ନୂଆଦିଲ୍ଲୀ୨୧ା୪: ପ୍ରାୟ ୮ବର୍ଷ ଧରି ତିହାର ଜେଲରେ ରହିଥିବା ଅଣ୍ଡରଓ୍ବାଲର୍‌ଡ ଡନ୍‌ ଛୋଟା ରାଜନ ତଥା ଦାଉଦ ଇବ୍ରାହିମ୍‌ଙ୍କ ସବୁଠୁ ବଡ଼ ଶତ୍ରୁ ଏବେ ବି ଜୀବିତ। ଛୋଟା ରାଜନଙ୍କର ଏହି ପ୍ରଥମ ଫଟୋରେ ଲକ୍‌ ପଡ଼ିଥିବାରୁ କିଛି ଗଣମାଧ୍ୟମ ରିପୋର୍ଟରେ…

ଜଳୁଛି ଓଡ଼ିଶା: ସାଢ଼େ ୧୧ରେ ୪୧ ଛୁଇଁଲା

ଭୁବନେଶ୍ୱର,୨୧ା୪: ରାଜ୍ୟରେ ତାତି ବଢ଼ି ଚାଲିଛି। ଲୋକେ ଖରାଗରମରେ ଆଉଟୁପାଉଟୁ ହେଉଛନ୍ତି। ପୂର୍ବାହ୍ନ ସାଢ଼େ ୧୧ ସୁଦ୍ଧା ଝାରସୁଗୁଡ଼ା ଏବଂ କେନ୍ଦୁଝରରେ ତାପମାତ୍ରା ୪୧ ଡିଗ୍ରୀରୁ ଅଧିକ ରହିଛି। ସେହିପରି ଭୁବନେଶ୍ୱରରେ ତାପମାତ୍ରା ୪୦.୭ ଡିଗ୍ରୀ, ବାଲେଶ୍ୱରରେ ୪୦.୧ ଡିଗ୍ରୀ, ରାଉରକେଲାରେ…

ପୁଣି ତାତିଲା ବାରିପଦା

ଭୁବନେଶ୍ୱର,୨୧ା୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରବିବାର ସକାଳୁ ଅସହ୍ୟ ତାତି ଅନୁଭୂତ ହେଲାଣି। ଗତକାଲି ତାତିରେ ଦେଶରେ ପ୍ରଥମ ତଥା ଏସିଆ ମହାଦେଶରେ ତୃତୀୟ ସ୍ଥାନରେ ରହିଥିବା ବାରିପଦା ଆଜି ସକାଳୁ ମଧ୍ୟ ତାତିଲାଣି। ଗତକାଲି ଏଠାରେ ସର୍ବୋଚ୍ଚ…

ଟେକ୍‌ ସିଟିକୁ ଟ୍ୟାଙ୍କର ସିଟି କରିଦେଇଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ୂଆଦିଲ୍ଲୀ,୨୧।୪:କିଛି ସପ୍ତାହ ତଳେ ଜଳ ସଙ୍କଟକୁ ନେଇ ବେଙ୍ଗାଲୁରୁ ଚର୍ଚ୍ଚାରେ ରହିଥିଲା। ସହରବାସୀ ବାଲତି ଓ ଅନ୍ୟାନ୍ୟ ପାତ୍ର ଧରି ପାଣି ଟ୍ୟାଙ୍କର ପାଖରେ ଲମ୍ବା ଧାଡି କରି ଛିଡା ହୋଇଥିଲେ। ଆଉ ଏହାକୁ ନେଇ ପ୍ରଚାରବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ପୋଲିସ-ନକ୍ସଲ ଗୁଳି ବିନିମୟ, ଜଣେ ନକ୍ସଲଙ୍କ ଜୀବନ ଗଲା

ରାୟପୁର,୨୧ା୪: ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁରର କେଶକୁଟଲ ଅଞ୍ଚଳରେ ପୋଲିସ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏକ ଏନ୍‌କାଉଣ୍ଟର ସାମ୍ନାକୁ ଆସିଛି। ଏନ୍‌କାଉଣ୍ଟରରେ ପୋଲିସ ଜଣେ ନକ୍ସଲଙ୍କୁ ହତ୍ୟା କରିଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଭୈରମଗଡ଼ ଥାନା ପରିସରରେ ଥିବା…

ଶାହାଙ୍କ ସମ୍ପତ୍ତି ୩୬ କୋଟି, ହେଲେ କୌଣସି କାର୍‌ ନାହିଁ

ଗାନ୍ଧୀନଗର, ୨୧।୪: ଗୁଜରାଟର ଗାନ୍ଧୀନଗର ଲୋକ ସଭା ଆସନରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଶାହା ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ତାଙ୍କର ସମୁଦାୟ ୩୬ କୋଟି ଟଙ୍କାର ସମ୍ପତ୍ତି ରହିଛି। ଶାହାଙ୍କର ୨୦…

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ ରାୟଗଡ଼ା ଜିଲାରେ ବିଜେଡିର ପ୍ରଚାର ପାଇଁ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ପ୍ରବଳ ଖରାରେ ବି ଫୁଟିବ ପଦ୍ମ

ଘଣ୍ଟାପଡ଼ା/କଣ୍ଟାମାଳ,୨୧ା୪(ପ୍ରଭାତ କୁମାର ସାହୁ/ଆଦିତେଶ୍ୱର ମିଶ୍ର)ବୌଦ୍ଧ ଜିଲା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ପଲସାଗୋରା ମକର ପଡିଆରେ ଭାଜପାର ବିଶାଳ ଜନସମାବେଶ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଆସନର ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର…

ପୁନଶ୍ଚ ଗଣେଶ୍ୱର-ସିପ୍ରା ମୁକାବିଲା

କେନ୍ଦ୍ରାପଡ଼ା,୨୧ା୪(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ବିଧାନସଭା ଆସନରେ ପୁଣିଥରେ ଗଣେଶ୍ୱର ବେହେରା ଏବଂ ଡ.ସିପ୍ରା ମଲ୍ଲିକଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ। ଶନିବାର ବିଧାୟକ ଶଶିଭୂଷଣ ବେହେରାଙ୍କ ବଦଳରେ ଗଣେଶ୍ୱରଙ୍କୁ ବିଜେଡି ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ଏହି ଆସନ ପାଇଁ ସିପ୍ରାଙ୍କୁ ଚୟନ କରିଛି।…

ପଞ୍ଚମ ବିଜୟ ସହ ଦ୍ୱିତୀୟରେ ସନ୍‌ରାଇଜର୍ସ

ନୂଆଦିଲ୍ଲୀ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶନିବାର ଅନୁଷ୍ଠିତ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୬୭ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ୭ ମ୍ୟାଚରୁ ୫ମ ବିଜୟ ସହ ହାଇଦ୍ରାବାଦ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଏକାଧିକ ରେକର୍ଡ…

୪୦ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କାର୍ତ୍ତିକ ପାଣ୍ଡିଆନ, ଶ୍ରୀମୟୀ ମିଶ୍ର ସାମିଲ

ଭୁବନେଶ୍ୱର,୨୦ା୪(ଅନିଲ ଦାସ)-ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଶନିବାର ବିଜେଡି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଏଥିରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୪୦ ଜଣ ରହିଛନ୍ତି। ଦଳର ଷ୍ଟାର ପ୍ରଚାରକମାନେ ହେଲେ କାର୍ତ୍ତିକ ପାଣ୍ଡିଆନ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri