କ୍ଷମତାସୀନ ମୁଖ୍ୟମନ୍ତ୍ରୀ ଗିରଫ, ଭାରତୀୟ ଇତିହାସରେ ପ୍ରଥମ
ନୂଆଦିଲ୍ଲୀ,୨୧।୩: ଅବକାରୀ ଦୁର୍ନୀତି ମାମଲାରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି। ଭାରତୀୟ ଇତିହାସରେ ଏଭଳି ଘଟଣା ପ୍ରଥମ ଥର ଘଟିଛି, ଯେଉଁଠି ଜଣେ କ୍ଷମତାସୀନ ମୁଖ୍ୟମନ୍ତ୍ରୀ ଗିରଫ ହୋଇଛନ୍ତି। ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କୁ ଅନ୍ତରୀଣ…
ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କଲା ଇଡି
ନୂଆଦିଲ୍ଲୀ,୨୧।୩: ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଗୁରୁବାର କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ତାଙ୍କ ବାସଭବନରେ ପହଞ୍ଚିଥିଲା। ମନି ଲଣ୍ଡରିଂ ଆକ୍ଟ (PMLA) ର ଧାରା ୫୦ ଅନୁଯାୟୀ ତଦନ୍ତକାରୀ ଦଳ ବର୍ତ୍ତମାନ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘରେ ଇଡି ଟିମ୍, ସର୍ଚ୍ଚ ଅପରେସନ ଜାରି
ନୂଆଦିଲ୍ଲୀ,୨୧।୩: ହାଇକୋର୍ଟରୁ ଗିରଫ ପାଇଁ ଜାମିନ ନାମଞ୍ଜୁର ହୋଇଯିବା ପରେ ଗୁରୁବାର ସନ୍ଧ୍ୟାରେ ଇଡି ଦଳ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପହଞ୍ଚିଛି। କେଜ୍ରିୱାଲ ଅବକାରୀ ଦୁର୍ନୀତି ମାମଲାରେ ହାଜର ହେବା ପାଇଁ ଇଡିର ଅନେକ ଥର ସମନ ପରେ…
ହାଇକୋର୍ଟରୁ କେଜରିଓ୍ବାଲଙ୍କୁ ବଡ ଝଟ୍କା
ନୂଆଦିଲ୍ଲୀ,୨୧।୩: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତି ମିଳିନାହିଁ। ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇବାକୁ ହାଇକୋର୍ଟ ମନା କରି ଦେଇଛନ୍ତି। ଦୁଇ ସପ୍ତାହ ମଧ୍ୟରେ କୋର୍ଟ ଇଡିରୁ ଉତ୍ତର ମାଗିଛନ୍ତି। କେଜରିୱାଲଙ୍କ ଆବେଦନ ଉପରେ ହାଇକୋର୍ଟ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ…
ସୁପ୍ରିମକୋର୍ଟ ଛାଟ ପରେ ନିର୍ବାଚନ ଆୟୋଗକୁ ସମସ୍ତ ନିର୍ବାଚନୀ ବଣ୍ଡ ତଥ୍ୟ ଦେଲା ଏସବିଆଇ
ନୂଆଦିଲ୍ଲୀ,୨୧।୩: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ଗୁରୁବାର ଏକ ଆଫିଡେଭିଟ୍ ଦାଖଲ କରି ଏହା ମାନ୍ୟଵର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ପାଳନ କରିଥିବା କହିଛି। ନିର୍ବାଚନୀ ବଣ୍ଡ ସମ୍ପର୍କିତ ସମସ୍ତ ତଥ୍ୟ ନିର୍ବାଚନୀ ଆୟୋଗଙ୍କ ନିକଟରେ ଦାଖଲ କରିଥିବା ସୂଚନା ଦେଇଛି। ଏସବିଆଇ…
ଆତ୍ମଘାତୀ ବିସ୍ଫୋରଣରେ ୩ ମୃତ, ୧୨ ଆହତ
କାବୁଲ,୨୧ା୩: ଗୁରୁବାର ଆଫଗାନିସ୍ତାନର କାନ୍ଦାହାର ସହରରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଜଣେ ପ୍ରାଦେଶିକ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଦେଶକୁ ଶାସନ କରୁଥିବା ତାଲିବାନ ଅଧିକାରୀଙ୍କ ଗଡ଼ ଭାବରେ…
କେନ୍ଦ୍ର ସରକାରଙ୍କୁ ବଡ଼ ଝଟ୍କା, PIB ଫ୍ୟାକ୍ଟ ଚେକ୍ ୟୁନିଟ୍ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୧।୩: ପିଆଇବିର ଫ୍ୟାକ୍ଟ ଚେକ୍ ୟୁନିଟ୍ ଉପରେ ରୋକୋ ଲଗାଇଛନ୍ତି ସୁପ୍ରିମକୋର୍ଟ। କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର ଏନେଇ ବିଜ୍ଞପ୍ତି ଜାରି କରାଯାଇଥିଲା। ଏହାପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଗୁରୁବାର ଫ୍ୟାକ୍ଟ ଚେକ୍ ୟୁନିଟ୍(ଏଫ୍ସିୟୁ) ଉପରେ ରୋକ ଲଗାଯାଇଛି। ଭାରତର…
ହ୍ବାଟସ୍ ଆପରେ ‘ବିକଶିତ ଭାରତ’ ବାର୍ତ୍ତା ଶେୟାର କରିବା ତୁରନ୍ତ ବନ୍ଦ କରନ୍ତୁ, ସରକାରଙ୍କୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୧।୩: ସରକାରଙ୍କୁ ଗୁରୁବାର ନିର୍ବାଚନ କମିଶନ ‘ବିକଶିତ ଭାରତ ସମ୍ପର୍କ’ ଅଧୀନରେ ହ୍ବାଟସ ଆପ ବାର୍ତ୍ତା ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ବୁଧବାର ‘ବିକଶିତ ଭାରତ ସମ୍ପର୍କ’ ଅଧୀନରେ ବହୁ ସଂଖ୍ୟକ ଲୋକଙ୍କୁ ହ୍ବାଟସ ଆପ ବାର୍ତ୍ତା ପଠାଯାଇଥିଲା।…
ଜ୍ଞାନବାପୀ ପରେ ଏବେ ଭୋଜଶାଳାରେ ଏଏସ୍ଆଇର ସର୍ଭେ, ଜାଣନ୍ତୁ କ’ଣ ରହିଛି ପୁରୁଣା ବିବାଦ…
ଭୋପାଳ,୨୧ା୩: ମଧ୍ୟପ୍ରଦେଶ ନିକଟ ଭୋଜଶାଳାରେ ଏସ୍ଆଇ ଟିମ୍ ଆସନ୍ତାକାଲି ଅର୍ଥାତ୍ ୨୨ ତାରିଖରୁ ଏକ ସର୍ଭେ କରିବ। ଏହି ସର୍ଭେ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହିନ୍ଦୁ ଫ୍ରଣ୍ଟ୍ ଫର୍ ଜଷ୍ଟିସ ଏହାର ଆବେଦନରେ ଦାବି କରିଛନ୍ତି ଯେ, ମୁସଲମାନମାନଙ୍କୁ ଭୋଜଶାଳାରେ…
ଇଡିର ଏହି ଉତ୍ତରରେ କେଜ୍ରିଓ୍ବାଲଙ୍କ ସମସ୍ୟା ବଢ଼ିପାରେ
ନୂଆଦିଲ୍ଲୀ,୨୧ା୩: ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆବେଦନ ଗୁରୁବାର ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ, ମାମଲାର ଶୁଣାଣି କରୁଥିବା ବେଞ୍ଚ ଅନୁସନ୍ଧାନକାରୀ ଏଜେନ୍ସି ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି)କୁ କହିଛି ଯେ, ଆପଣ କୋର୍ଟକୁ ନିଶ୍ଚିତ…
ନବୀନ ନିବାସରେ ଚାଲିଛି କସରତ
ଭୁବନେଶ୍ୱର,୨୧ା୩: ଇତିମଧ୍ୟରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ଏହା ପରଠାରୁ ବିଭିନ୍ନ ରାଜନୈତିକ ଦଳ ସକ୍ରିୟ ହୋଇଉଠିଛନ୍ତି। ଏହି ପରିପ୍ରେକ୍ଷୀରେ ନବୀନ ନିବାସରେ ବୈଠକ ଉପରେ ବୈଠକ ବସୁଛି। ଗୁରୁବାର ଆସିକା ସଂସଦୀୟ କ୍ଷେତ୍ରର ସମୀକ୍ଷା ବୈଠକ ବସିଥିଲା।…
ଭିସୁଟକୁ ମଡର୍ଣ୍ଣ ଡ୍ରେସ୍ ପିନ୍ଧି ଏଣ୍ଟ୍ରି ମନା
ସମ୍ବଲପୁର,୨୧।୩: ଭିସୁଟ୍ କୁଳପତିଙ୍କ କଡା ନିର୍ଦ୍ଦେଶ। ଆଧୁନିକ ଏବଂ ଛୋଟ ପୋଷାକ ପିନ୍ଧି ଆସିପାରିବେନି ଛାତ୍ରୀଛାତ୍ର। ଏନେଇ ସମ୍ବଲପୁର ଭିସୁଟ କୁଳପତି ନୋଟିସ୍ ଜାରି କରିଛନ୍ତି। ଚଳିତ ବର୍ଷ ବସନ୍ତ ଉତ୍ସବ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ଏହି ନିଷ୍ପତ୍ତି ନିଆଯାଇଥିବା…
Archives


