Home Middle

ମହାରାଷ୍ଟ୍ରରେ ଛିଣ୍ଡିଲା ଆସନ ଭାଗବଣ୍ଟା: ଉଦ୍ଧବଙ୍କୁ ୨୧, କଂଗ୍ରେସକୁ…

ମୁମ୍ବାଇ,୯।୪: ଲୋକ ସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରେ ଫାଇନାଲ ହୋଇଛି ଆସନ ଭାଗବଣ୍ଟା। ମହାରାଷ୍ଟ୍ରର ମହାବିକାଶ ଅଗାଡି ମେଣ୍ଟ ମଧ୍ୟରେ ସିଟ ଭାଗବଣ୍ଟାକୁ ନେଇ ଜାରି ରହିଥିବା ସମସ୍ୟାର ସମାଧାନ ହୋଇଛି। କେତେ ସିଟରେ କିଏ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ମଧ୍ୟ…

ମୁଖ୍ୟ ନିର୍ବାଚନ କମିଶନରଙ୍କୁ ‘ଜେଡ୍‌’ ସୁରକ୍ଷା

ନୂଆଦିଲ୍ଲୀ,୯।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ‘ଜେଡ୍‌’ ବର୍ଗର ସୁରକ୍ଷା ମିଳିବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ, ଇଣ୍ଟେଲିଜେନ୍ସ ବ୍ୟୁରା (ଆଇବି) ର ଗୁପ୍ତଚର ରିପୋର୍ଟ ଆଧାରରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତେବେ ଗୃହ…

ମହିଳାଙ୍କୁ ମିଳିବ ମାସିକ ଏକ ହଜାର ଟଙ୍କା ଭତ୍ତା

ଭୁବନେଶ୍ୱର,୯।୪: ଭାଜପା କ୍ଷମତାକୁ ଆସିଲେ ମହିଳାଙ୍କୁ ମିଳିବ ମାସିକ ଏକ ହଜାର ଟଙ୍କା ଭତ୍ତା ସହ ଏମଏସପିରେ ଧାନ କ୍ୱିଟାଲ ପିଛା ୩୧ ଶହ ଟଙ୍କା ହେବ। ଏଭଳି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଆସନର ଭାଜପା…

ଫାଇନାଲ ହେଲା ଟିକେଟ୍‌! ପ୍ରତାପ କହିଲେ ଲେଖାଶ୍ରୀ ଲଢିଲେ କୌଣସି…

ଭୁବନେଶ୍ୱର,୯।୪: ଲେଖାଶ୍ରୀ ସାମନ୍ତସିଂହାର ଭାଜପା ଛାଡି ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ଦଳ ବାଲେଶ୍ୱରରୁ ଲୋକ ସଭା ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ମଧ୍ୟରେ ଭାଜପା ଲୋକ ସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି।…

ମଣିପୁରର ସ୍ଥିତିକୁ ନେଇ ମୋଦିଙ୍କୁ ଜବାବ ଦେଳେ ଜୟରାମ, କହିଲେ ଅପମାନଜନକ

ନୂଆଦିଲ୍ଲୀ,୯।୪: ସୋମବାର ଏପ୍ରିଲ ୮ ମଣିପୁରରେ ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ଉପରେ କଂଗ୍ରେସ ଅଭିଯୋଗ କରିଛି ଯେ ଉତ୍ତର-ପୂର୍ବ ରାଜ୍ୟରେ ହିଂସା ଭାରତୀୟ ଜନତା ପାର୍ଟି (ଭାଜପା) ର ବିଭାଜନ ତଥା ଧୃବିକରଣ ରାଜନୀତିର ଫଳାଫଳ। ଦଳର…

ଅନିୟନ୍ତ୍ରିତ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ବିରୋଧରେ ପିଆଇଏଲ୍‌

ନୂଆଦିଲ୍ଲୀ,୯ା୪: ଉଭୟ ପୁରୁଷ ଓ ମହିଳାର ମିଶ୍ରିତ ଜୈବିକ ଲକ୍ଷଣ ନେଇ ଜନ୍ମିତ ପିଲା ଅନିୟନ୍ତ୍ରିତ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରାଉଥିବା ବେଳେ ସେମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଥିଲା। ସର୍ବୋଚ୍ଚ ଅଦାଲତ…

ଇସିଙ୍କ ପାଖରେ ଫେରାଦ ହେଲା କଂଗ୍ରେସ

ନୂଆଦିଲ୍ଲୀ,୯ା୪: କଂଗ୍ରେସର ଇସ୍ତାହାରରେ ମୁସ୍‌ଲିମ ଲିଗ୍‌ର ନୀତି ଆଦର୍ଶ ପ୍ରତିଫଳିତ ହେଉଛି ଏବଂ ଏହାର ପ୍ରତ୍ୟେକ ପୃଷ୍ଠାରେ ଭାରତକୁ ଖଣ୍ଡ ଖଣ୍ଡ କରିବାର ଗନ୍ଧ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। ଏହା ବିରୋଧରେ ବରିଷ୍ଠ କଂଗ୍ରେସ ନେତାମାନେ ସୋମବାର ନିର୍ବାଚନ…

ପ୍ରଦୀପ ପାଣିଗ୍ରାହୀ ବନାମ ଭୃଗୁ ବକ୍ସିପାତ୍ର, ବ୍ରହ୍ମପୁରରେ ସମ୍ମାନର ଲଢେଇ ଲଢ଼ିବେ ବିଜେଡି-ଭାଜପା

ଭୁବନେଶ୍ୱର,୮।୪: ଓଡ଼ିଶାରେ ଆଗାମୀ ସାଧାରଣ ଏବଂ ଲୋକ ସଭା ନିର୍ବାଚନରେ ଶାସକ ଦଳ ବିଜେଡି ଏବଂ ଭାଜପା ପ୍ରାୟ ସମସ୍ତ ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିବା ସହିତ ଓଡ଼ିଶାରେ ଲୋକସଭା ନିର୍ବାଚନ ପାଇଁ ପରସ୍ପରକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ…

ପୁଣି ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ ଦାୟିତ୍ୱ ପାଇଲେ ବୀର ବିକ୍ରମ ଯାଦବ

ଭୁବନେଶ୍ୱର,୮।୪: ବଦଳିଲେ ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ। ନୂଆ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ପାଇଲେ ବୀର ବିକ୍ରମ ଯାଦବ । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୬ ବ୍ୟାଚର ଆଇଏଏସ୍ ଅଫିସର ହେଉଛନ୍ତି ବୀର…

ଏପ୍ରିଲ୍ ସୁଦ୍ଧା ଓଡ଼ିଶାର ବିଭିନ୍ନ ଜଙ୍ଗଲର ୮,୦୦୦ ସ୍ଥାନରେ ଲାଗିଛି ନିଆଁ

ଭୁବନେଶ୍ୱର,୮।୪: ଏପ୍ରିଲ୍ ୭ ପର୍ଯ୍ୟନ୍ତ ସୁଦ୍ଧା ଓଡ଼ିଶାର ପ୍ରାୟ ୮,୦୦୦ ସ୍ଥାନରେ ଜଙ୍ଗଲ ନିଆଁ ଲାଗିଛି। ଏଥିସହ ପ୍ରାୟ ୯୯.୫ ପ୍ରତିଶତ ନିଆଁ ସଫଳତାର ସହ ଆୟତ୍ତ କରାଯାଇଛି। ପିସିସିଏଫ୍ ଦେବଦତ୍ତ ବିଶ୍ୱାଳ ସୋମବାର ସୂଚନା ଦେଇଛନ୍ତି ଯେ କାଳବୈଶାଖୀ ଏବଂ…

ଚାରି ମାସ ତଳେ ଘର ଛାଡ଼ି ଚାଲି ଆସିଥିଲେ, ପ୍ରେମିକ ହତ୍ୟା କରି ନଦୀରେ ପକାଇଦେଲା

ଭୁବନେଶ୍ୱର,୮।୪: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ପ୍ରେମିକାକୁ ହତ୍ୟା କରି ଦୟା ନଦୀରେ ପକାଇଦେଲା ପ୍ରେମିକ। ସୋମବାର ଧଉଳି ଥାନା ଅନ୍ତର୍ଗତ ଦୟା ନଦୀ କୂଳରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ହତ୍ୟା ପରେ ପ୍ରେମିକ ଯୁବତୀଙ୍କ ମୃତଦେହକୁ…

ଓଡ଼ିଶାରେ ଆଉ ତିନି ଦିନ ବର୍ଷା ପାଇଁ ଏହି ସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୮।୪: କାଳବୈଶାଖୀର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ୨୪ ଘଣ୍ଟା ମଧ୍ୟରେ ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର ଜିଲ୍ଲା ସହିତ ରାଜ୍ୟର ପ୍ରାୟ ସମସ୍ତ ଜିଲାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri