କଟକ-ବାରବାଟୀରେ ଭାଜପାର ବଡ଼ ଗେମ୍, ଏହି ଅଭିନେତାଙ୍କୁ ମିଳପାରେ ଚାନ୍ସ!
ଭୁବନେଶ୍ୱର,୧୭।୪: ଅନୁଭବ ମହାନ୍ତିଙ୍କୁ ଭାଜପା କଟକ-ବାରବାଟୀରୁ ପ୍ରାର୍ଥୀ ହେବା ଚର୍ଚ୍ଚା ହେଉଛି। ଅନ୍ୟପଟେ କେନ୍ଦ୍ରାପଡା ଏମପି ହୋଇଥିବାରୁ ଏହି ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ସାଲେପୁରରୁ ଅନୁଭବଙ୍କୁ ପ୍ରାର୍ଥୀ କରିପାରେ ଦଳ। ଅରିନ୍ଦମ ରାୟ ବି କଟକ-ବାରବାଟୀରୁ ପ୍ରାର୍ଥୀ ହେବା ନେଇ…
ପ୍ରଥମ ପଯର୍ୟାୟ ମତଦାନ ପାଇଁ ପ୍ରଚାର ଶେଷ, ବହୁ ଭେଟେରାନଙ୍କ ହେବ ଭାଗ୍ୟ ପରୀକ୍ଷା
ନୂଆଦିଲ୍ଲୀ,୧୭।୪: ଆଉ ଦିନକ ପରେ ଆରମ୍ଭ ହେବାକୁ ଯାଉଛି ଲୋକ ସଭା ନିର୍ବାଚନ। ପ୍ରଥମ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୯ରେ ହେବାକୁ ଯାଉଛି। ଏଥିପାଇଁ ବୁଧବାର ସଂଧ୍ୟାରେ ୧୦୨ଟି ଆସନରେ ନିର୍ବାଚନ ପ୍ରଚାର ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ…
କଣ୍ଟାବାଂଜିରୁ ମୁଖ୍ୟମନ୍ତ୍ରୀ ଲଢିବାର ବଡ଼ କାରଣ!
ଭୁବନେଶ୍ୱର,୧୭।୪: ପୁଣି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ପଞ୍ଚମ ପର୍ଯ୍ୟାୟ ବିଧାନସଭା ତାଲିକାରେ ୯ଜଣ ବିଧାୟକଙ୍କ ନାଁ ଘୋଷଣା କରାଯାଇଛି। ସବୁଠାରୁ ବଡ଼ କଥା ହେଲା, ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତାଲିକାରେ ଅଛନ୍ତି। ହିଞ୍ଜିଳି ପରେ ଏବେ ମୁଖ୍ୟମନ୍ତ୍ରୀ…
ବିସିସିଆଇର ବଡ଼ ନିଷ୍ପତି, ଟି୨୦ ବିଶ୍ୱକପ ଦଳରେ ସ୍ଥାନ ପାଇବାକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଗରେ ରଖିଲା ଏହି ସର୍ତ୍ତ
ମୁମ୍ବାଇ,୧୭।୪: ଭାରତୀୟ ସ୍ତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମକ ଚଳିତ ଆଇପିଏଲରେ ଦେଖିବାକୁ ମିଳୁ ନଥିଲା ବେଳେ ସମସ୍ୟା ଆଉ ଟିକିଏ ବଢି ଯାଇଛି। ବର୍ତ୍ତମାନ ସୁଦ୍ଧା ହାର୍ଦ୍ଦିକ ୬ ଟି ମ୍ୟାଚ୍ ରେ ୨୬.୨୦ ହାରରେ ୧୩୧ ରନ୍ ସ୍କୋର…
ମାଗଣା ଗ୍ୟାସ ସିଲିଣ୍ଡର, ସମସ୍ତଙ୍କୁ ଘର, ଯୁବକଙ୍କୁ ରୋଜଗାର, ଟିଏମସି ଘୋଷଣାପତ୍ରରେ ଆନକ ଗ୍ୟାରେଣ୍ଟି ଦେଲେ ମମତା
କୋଲକାତା,୧୭।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭର ଦୁଇ ଦିନ ପୂର୍ବରୁ ବୁଧବାର ତ୍ରୁଣମୂଳ କଂଗ୍ରେସ ଏହାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ଏହି ମନିଫେଷ୍ଟୋରେ ୧୦ଟି ପ୍ରତିଶୃତି ଉଲ୍ଲେଖ କରାଯାଇଛି । ପାର୍ଟି ସଂଯୋଜକ ମମତା…
କ୍ୟାବିନେଟ ମନ୍ତ୍ରୀଙ୍କ ସହ ଭର୍ଚୁଆଲ ମିଟିଂ ପାଇଁ କେଜରିଓ୍ବାଲଙ୍କୁ ମିଳିଲା ଅନୁମତି
ନୂଆଦିଲ୍ଲୀ,୧୭।୪: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏହି ଆବେଦନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସରକାରଙ୍କୁ ଜେଲରୁ ଚଳାଇବାକୁ ଅନୁମତି ଦେବାକୁ ଦାବି କରାଯାଇଛି। ବୃତ୍ତି ଅନୁଯାୟୀ ଓକିଲ ଶ୍ରୀକାନ୍ତ ପ୍ରସାଦଙ୍କ ଦ୍ୱାରା ଦାଖଲ…
ନୀତିନ ଗଡକରୀଙ୍କ ପୁଅ କରିବେ ରାଜନୀତିରେ ଏଣ୍ଟ୍ରି! ବଡ଼ ବୟାନ ଦେଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ,୧୭।୪: ପାଖେଇ ଆସିଲାଣି ଲୋକ ସଭା ନିର୍ବାଚନ। ନିର୍ବାଚନ ଯେତେ ପାଖେଇ ଆସୁଛି ସବୁ ଦଳ ପରସ୍ପରକୁ ଆରୋପ ପ୍ରତ୍ୟାରୋପରେ ସେତେ ପୋତି ପକାଉଛନ୍ତି। ଭାଜପା, ବିରୋଧୀ ଦଳଙ୍କୁ ପରିବାରବାଦ ଅଭିଯୋଗ ଲଗାଉଥିବାବେଳେ ଅନ୍ୟପଟେ ବିରୋଧି ଦଳ ମଧ୍ୟ ଭାଜପା ଉପରେ…
ଗରିବଙ୍କୁ ମିଳିବ ୩ କୋଟି ନୂଆ ଘର, ମୋଦିଙ୍କ ନୂଆ ଗ୍ୟାରେଣ୍ଟି
ଅଗରତାଲା,୧୭।୪: ତ୍ରିପୁରାର ଅଗରତାଲା ଠାରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ପ୍ରତିଶୃତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଦେଶର ଗରିବ ଲୋକଙ୍କ ପାଇଁ ୩ କୋଟି ନୂଆ ଘର ନିର୍ମାଣ କରିବାକୁ ଯାଉଛନ୍ତି। ଏଥିରୁ…
କଳ୍ପନାଜଳ୍ପନାର ଅନ୍ତ: ବର୍ଷାଙ୍କୁ ପୁଣି ଭରସା କଲା ବିଜେଡ଼ି
ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ):ଆସନ୍ତା ନିର୍ବାଚନ ପାଇଁ ବିଜେଡି ବରଗଡ଼ ଜିଲାର ୫ ବିଧାନସଭା ନିର୍ବାଚନ ଣ୍ଡଳୀ ମଧ୍ୟରୁ ପଦ୍ମପୁର ଆସନକୁ ପ୍ରାର୍ଥୀ ଘୋଷଣାର ଚତୁର୍ଥ ପର୍ଯ୍ୟାୟ ପର୍ଯ୍ୟନ୍ତ ଝୁଲାଇ ରଖିଥିଲା। ତେବେ ବୁଧବାର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ…
ପଶ୍ଚିମ ଓଡ଼ିଶାରେ ନବୀନଙ୍କୁ ଟକ୍କର ଦେବେ ଲଷ୍ମଣ
ଭୁବନେଶ୍ୱର, ୧୭।୪: ବିଜେଡି ଆଜି ଆଉ ୯ ଜଣ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ପଞ୍ଚାମ ପର୍ଯ୍ୟାୟ ବିଧାନସଭା ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରଥମ ପର୍ଯ୍ୟାୟ ମତଦାନ ନିମନ୍ତେ ବାକି ଥିବା ଜୟପୁର, ଚିତ୍ରକୋଣ୍ଡା ଆସନ ପାଇଁ…
ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ
ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ ଯାଉଛନ୍ତି କାରଣ ସେମାନେ ଭାରତରେ ଖୁସି ନୁହଁନ୍ତି। ସେ କହିଛନ୍ତି ଯେ ଯୁବ ଭାରତୀୟମାନଙ୍କର…
ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଏଇଠୁ ଲଢିବେ ନବୀନ
ଭୁବନେଶ୍ୱର, ୧୭।୪: ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ସମ୍ବଲପୁର ଓ ରେଢ଼ାଖୋଲ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି। ରେଢ଼ାଖୋଲରୁ ପ୍ରାର୍ଥୀ ହେଲେ ପ୍ରସନ୍ନ ଆଚାର୍ଯ୍ୟ ଏବଂ ସମ୍ବଲପୁରରୁ ପ୍ରାର୍ଥୀ ହେଲେ…
Archives


