Home Middle

ଜଙ୍ଗଲକୁ ଅଣଦେଖା, ବଢ଼ୁଛି ହାତୀ ମୃତ୍ୟୁ

ଭୁବନେଶ୍ୱର,୧୫ା୯(ଅନିଲ ଦାସ): ଜଳବାୟୁ ପରିବର୍ତ୍ତନ ଯୋଗୁ ଦିନକୁ ଦିନ ପରିବେଶ ଉତ୍ତପ୍ତ ହେଉଥିବା ବେଳେ ଜୀବଜନ୍ତୁଙ୍କ ସୁରକ୍ଷା ଲାଗି ଥିବା ଜଙ୍ଗଲ ଅସୁରକ୍ଷିତ ହୋଇପଡ଼ିଛି। ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ ଜଙ୍ଗଲ ଧ୍ୱଂସ ହେଉଥିବା ବେଳେ ଅଗ୍ନିକାଣ୍ଡ ପାଇଁ ମଧ୍ୟ ଅନେକ…

ପିଲାମାନଙ୍କ ପାଇଁ ଖୁସି ଖବର, ସୁଭଦ୍ରା ଯୋଜନା ଶୁଭାରମ୍ଭ ନିମନ୍ତେ ମଙ୍ଗଳବାର ସ୍କୁଲ-କଲେଜ ଛୁଟି ଘୋଷଣା

ଭୁବନେଶ୍ୱର,୧୪।୯: ପିଲାମାନଙ୍କ ପାଇଁ ଖୁସି ଖବର। ୧୭ ତାରିଖ ଅର୍ଥାତ୍‌ ମଙ୍ଗଳବାର ଛୁଟି ରହିବ ସ୍କୁଲ ଓ କଲେଜ। ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ନିମନ୍ତେ ସ୍କୁଲ-କଲେଜ ଛୁଟି ରହିବ। ଏହା କେବଳ ଭୁବନଶ୍ୱେର ପାଇଁ ଲାଗୁ ହେବ। ବିଏମସି ଅଞ୍ଚଳରେ…

ଶେଷ ହେବ କି ଡାକ୍ତରଙ୍କ ଆନ୍ଦୋଳନ? ମମତାଙ୍କ ନିକଟରେ କ’ଣ ସର୍ତ୍ତ ରଖି ରାଜି ହେଲେ…

କୋଲକାତା,୧୪।୯: ପଶ୍ଚିମବଙ୍ଗରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଜୁନିୟର ଡାକ୍ତର ଫ୍ରଣ୍ଟ ଦ୍ୱାରା ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ ଅନେକ ଦିନର ବିରୋଧ ପରେ ବର୍ତ୍ତମାନ ଫ୍ରଣ୍ଟର ଏକ ପ୍ରତିନିଧୀ ଦଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ…

ହାସିନାଙ୍କୁ ଦିଲ୍ଲୀରୁ ଢାକା ନେବା ୟୁନୁସ ସରକାରଙ୍କ ପାଇଁ ହେବ ନାହିଁ ଏତେ ସହଜ

ନୂଆଦିଲ୍ଲୀ/ଢାକା,୧୪।୯: ଯେତେବେଳେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ତାଙ୍କ ଦେଶରେ ବ୍ୟାପକ ବିରୋଧର ସମ୍ମୁଖୀନ ହୋଇଥିଲେ, ସେ ଅଗଷ୍ଟ ୫ରେ ଭାରତ ପଳାଇ ଆସିଥିଲେ। ସେ ତାଙ୍କ ସରକାର ହଟାଇବା ପରଠାରୁ ଭାରତରେ ରହିଆସୁଛନ୍ତି। ଶେଖ ହାସିନାଙ୍କୁ ତାଙ୍କ ଭଉଣୀ…

ପାକିସ୍ତାନକୁ ହରାଇ ସେମିରେ ଭାରତ

ହୁଲୁନବୁଇର (ଚାଇନା), ୧୪।୯: ଏସିଆନ ପୁରୁଷ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ କ୍ରମାଗତ ଚମତ୍କାର ପ୍ରଦର୍ଶନ କରିଆସୁଛି। ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୨-୧ ଗୋଲ୍‌ରେ ପାକିସ୍ତାନକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି। ଭାରତର ଅଧିନାୟକ ହରମାନପ୍ରୀତ ସିଂ ୨ଟି…

ପୃଥିବୀଠାରୁ ୪୦୦ କିଲୋମିଟର ଦୂରରେ ଥାଇ ସୁନୀତା ପଠାଇଲେ ଏହି ବାର୍ତ୍ତା, କହିଲେ ଏହା ହେଉଛି ପରୀକ୍ଷା, ଆମେ…

ଓ୍ବାଶିଂଟନ,୧୪ା୯: ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ବଚ ଓ୍ବିଲମୋର ମହାକାଶରେ ଫସି ରହି ପୃଥିବୀକୁ ବହୁତ ମିସ୍‌ କରୁଛନ୍ତି। ଶନିବାର ସେ ଅନ୍‌ଲାଇନ୍‌ ସାମ୍ବାଦିକ ସମ୍ମିଳନୀ (PC) ସମୟରେ ଦୁହେଁ ପୃଥିବୀଠାରୁ ୪୦୦ କିଲୋମିଟର ଦୂରରେ ସେମାନଙ୍କ ବିଷୟରେ ଏକ ବଡ଼…

ବିଜେଡିର ସମାଲୋଚନା ପରେ ପ୍ରକାଶ ପାଇଲା ନୂଆ ତାଲିକା, ମୃତ ଅଧିକାରୀଙ୍କ ବଦଳରେ ସ୍ଥାନ ପାଇଲେ ଏହି ଅଧିକାରୀ

ଭୁବନେଶ୍ୱର,୧୪ା୯: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସଂଶୋଧନ ତାଲିକା ପ୍ରକାଶ ପାଇଛି। ପୂର୍ବ ତାଲିକାରେ ଜଣେ ମୃତ ଅଧିକାରୀଙ୍କ ନାଁ ରହିଥିଲା। ଏନେଇ ବିଜେଡି ସମାଲୋଚନା ପରେ ତାଙ୍କ ସ୍ଥାନରେ ଜଣେ ନୂଆ ଅଧିକାରୀ ସାମିଲ…

ଯବାନଙ୍କ ଗୁଳିରେ ଟଳିପଡ଼ିଲେ ୩ ଆତଙ୍କବାଦୀ

ଶ୍ରୀନଗର,୧୪ା୯: ଜମ୍ମୁ-କଶ୍ମୀରରେ ଘଟିଥିବା ଏନ୍‌କାଉଣ୍ଟରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଶନିବାର ସକାଳେ ସେଠାରେ ଥିବା ପୋଲିସ କହିଛି ଯେ, ଭାରତୀୟ ସେନା ଏବଂ ଜମ୍ମୁ-କଶ୍ମୀର ମଧ୍ୟରେ ମିଳିତ ଅପରେଶନରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ବର୍ତ୍ତମାନ…

ତୁମ ‘୪ ସୂତ୍ରରେ ନିଆଁ ଲାଗୁ’, କାହିଁକି ଏମିତି କହିଲେ ଉଦ୍ଧବ ଠାକ୍‌ରେ

ମୁମ୍ବାଇ,୧୪ା୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶିବସେନା (ୟୁବିଟି) ପ୍ରଧାନମନ୍ତ୍ରୀ ମୋଦି ଏବଂ ଏନ୍‌ଡିଏ ସରକାରକୁ ମୁହଁତୋଡ଼ ଜବାବ ଦେଇଛନ୍ତି। ସେପ୍ଟେମ୍ବର ୧୪ରେ ଏକ ସମ୍ପାଦକୀୟରେ ଲେଖାଅଛି ଯେ, ମୋଦି ସରକାର ରୁଷିଆ-ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବା ପାଇଁ ପାରା ଉଡ଼ାଉଛନ୍ତି,…

ଆକାଶରୁ ଶୁଭିଲା ଭୟଙ୍କର ଶବ୍ଦ, ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ପ୍ରଭାବରେ…

ନକ୍‌,୧୪ା୯: ସାରା ବିଶ୍ୱରେ ଏକ ରହସ୍ୟମୟ ଶବ୍ଦ ଶୁଣିବାକୁ ମିଳିଛି। ବର୍ଷେ ପରେ ଏହି ଶବ୍ଦ ପୁଣି ଥରେ ଶୁଣିବାକୁ ମିଳିଛି। ଗତବର୍ଷ ଠିକ୍‌ ଏହି ସେପ୍ଟେମ୍ବରରେ ଏପରି ଶବ୍ଦ ଶୁଣିବାକୁ ମିଳିଥିଲା। ସେତେବେଳେ ୯ ଦିନ ପର୍ଯ୍ୟନ୍ତ ବିଶ୍ୱର ଅଧିକାଂଶ…

ମୃତ ଓଏଏସ୍‌ ଅଫିସରଙ୍କୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ବଣ୍ଟନ, ସମାଲୋଚନା କଲା ବିଜେଡି, କହିଲା…

ଭୁବନେଶ୍ୱର,୧୪ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। ଏନେଇ ମୋଦିଙ୍କ ସୁରକ୍ଷା ପାଇଁ ଅଧିକାରୀମାନଙ୍କୁ ଦାୟିତ୍ୱ ସବୁ ବଣ୍ଟନ କରାଯାଇଛି। ଏଥିରେ ଜଣେ ମୃତ ଓଏଏସ୍‌ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଯାହାକୁ ନେଇ ବିବାଦ ଦେଖାଦେଇଛି। ସାଧାରଣ ପ୍ରଶାସନ ପକ୍ଷରୁ ପ୍ରକାଶିତ…

ପ୍ରବଳରୁ ଅତି ପ୍ରବଳ ବର୍ଷିବ: ଆଜି ଏହି ୨ ଜିଲାରେ ରେଡ୍‌ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୪।୯:ବାଂଲାଦେଶ ଉପକୂଳ ଅତିକ୍ରମ କଲା ଅବପାତ। ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୮ କିମି ବେଗରେ ଗତି କରୁଛି। ୪୮ ଘଣ୍ଟାରେ ବାଂଲାଦେଶ ଉପକୂଳ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବ। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଆଜି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri