Home Middle

ମହାକୁମ୍ଭ ଯାଉଥିବାବେଳେ ଅଘଟଣ: ବୋଲେରୋ-ବସ୍‌ ଧକ୍କା: ୧୦ ଶ୍ରଦ୍ଧାଳୁ ମୃତ, ୧୯ ଆହତ

ପ୍ରୟାଗରାଜ,୧୫।୨: ଉତ୍ତର ପ୍ରଦେଶର ପ୍ରୟାଗରାଜ ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ୧୯ ଜଣ ଆହତ ହୋଇଛନ୍ତି। ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି…

ମଦ ପ୍ରେମୀଙ୍କ ପାଇଁ ଖୁସିଖବର! ଟ୍ରମ୍ପ-ମୋଦି ନେଲେ ବଡ଼ ନିଷ୍ପତ୍ତି, ଏଣିକି…

ନୂଆଦିଲ୍ଲୀ,୧୫।୨: ହ୍‌ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତିଗୁଡ଼ିକ ମଧ୍ୟରେ, ଆମେରିକାରୁ ଆମଦାନି ହେଉଥିବା ବର୍ବନ ହ୍‌ବିସ୍କି ପାଇଁ ମଧ୍ୟ ଏକ ପ୍ରମୁଖ…

ଟ୍ରମ୍ପ୍‌ଙ୍କ ଟାରିଫ୍‌: ଯେସାକୁ ତେସା

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ(ରଏଟର୍ସ/ଏଜେନ୍ସି),୧୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର ଠିକ୍‌ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଏକ ନୂଆ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଛନ୍ତି। ଏହା ହେଉଛି ରେସିପ୍ରୋକାଲ୍‌ ଟାରିଫ୍‌ ବା ପାରସ୍ପରିକ ଶୁଳ୍କ। ଅର୍ଥାତ୍‌ ଯେଉଁ ଦେଶଗୁଡ଼ିକ ଆମେରିକାଠାରୁ ଆମଦାନୀ କରୁଥିବା ସାମଗ୍ରୀଗୁଡ଼ିକ ଉପରେ…

ସୁପ୍ରିମକୋର୍ଟରେ ପୂର୍ବତନ CJIଙ୍କ ପୁଅ ଲଢ଼ିବେ ୟୁଟ୍ୟୁବର Ranveer Allahbadiaଙ୍କ କେସ୍‌, ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ,୧୪।୨: କମେଡିଆନ ସମୟ ରାଇନାଙ୍କ ରିଆଲିଟି ଶୋ’ ‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ’ରେ ବିବାଦୀୟ ବୟାନ ଦେଇଥିବା ରଣବୀର ଆଲ୍ଲାହାବାଦିଆଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ମହାରାଷ୍ଟ୍ରରୁ ଆସାମ ଯାଏ FIR ରୁଜୁ ହୋଇଛି। ତାଙ୍କ କେସ୍‌ ଓକିଲ ଅଭିନବ ଚନ୍ଦ୍ରଚୂଡ଼ ଲଢ଼ୁଛନ୍ତି,…

ଡିଲ୍‌ ଫାଇନାଲ୍‌, ମୋଦିଙ୍କ ଆଗରେ ବଡ଼ ଘୋଷଣା କଲେ Trump, ପାକିସ୍ତାନ ଥରହର

ଓ୍ବାଶିଂଟନ୍‌,୧୪।୨: ଭାରତ ଏବଂ pakistan ମଧ୍ୟରେ ଦୀର୍ଘ ସମୟ ଧରି ଏକ ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ରହିଛି। ଭାରତ ବାରମ୍ବାର ପାକିସ୍ତାନ ଉପରେ ଆତଙ୍କବାଦୀ ସଂଗଠନଗୁଡ଼ିକୁ ସମର୍ଥନ କରୁଥିବା ଅଭିଯୋଗ କରିଆସୁଛି। ୨୦୦୮ ମସିହାରେ ମୁମ୍ବାଇ ଆକ୍ରମଣ ଏବଂ ପଠାନକୋଟ ଆକ୍ରମଣ ପରେ…

ଋଷିକୂଲ୍ୟା ନଦୀ ପାର୍ଶ୍ୱକୁ ହାଣି ଚାଲିଛନ୍ତି ମାଫିଆ: ପୋଲିସ ଉପରକୁ ଅଙ୍ଗୁଳି ଉଠାଉଛନ୍ତି ପ୍ରତାପପୁରବାସୀ

ରୁଷୋତ୍ତମପୁର,୧୪।୨(ସିମାଞ୍ଚଳମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପପୁର ଗ୍ରାମ ଋଷିକୂଲ୍ୟା ନଦୀ ବାଲିଘାଟରୁ ବେଆଇନ ଭାବରେ ବାଲି ଚୋରାଚାଲାଣ ହେବାରେ ଲାଗିଛି । ଏ ନେଇ ଖବରପାଇ ପୁରୁଷୋତ୍ତମପୁର ଆଇଆଇସି ରାଜେଶକୁମାର ନାୟକଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇ ସୁଶାନ୍ତ କୁମାର ମିଶ୍ର…

ଆମେରିକାରୁ ଫେରି ରାହୁଲଙ୍କ ସହ ବଡ଼ ବୈଠକ କରିବେ ମୋଦି, ହେବ ବଡ଼ ଘୋଷଣା, ରାଜନୀତିରେ ଚହଳ

ନୂଆଦିଲ୍ଲୀ,୧୪।୨: ୨ଦିନିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଗସ୍ତରୁ ଫେରିବା ପରେ ତାଙ୍କର ବିରୋଧୀ ଦଳ ତତା କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ସହ ଏକ ବଡ଼ ବୈଠକ ବସିବାକୁ ଯାଉଛି। ଯାହାକୁ ନେଇ ଏବେ ସବୁଠି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବକେୟା ଦରମା ପାଇବେ CRP, ବ୍ୟାଙ୍କମିତ୍ର, MBK, ଏହି ଦିନ ଆକାଉଣ୍ଟକୁ ଆସିବ ଟଙ୍କା

ଭୁବନେଶ୍ୱର,୧୪।୨: ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା। ୧୦ ମାସର ବକେୟା ଦରମା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ। CRP, ବ୍ୟାଙ୍କମିତ୍ର, MBK, ପ୍ରାଣୀମିତ୍ର ବକେୟା ଦରମା ପାଇବେ । ଗତବର୍ଷ ଏପ୍ରିଲରୁ ୧୦ ମାସର ବକେୟା ଦରମା ନୂଆ ସରକାର ଦେବେ।…

ଓଡ଼ିଶାର ୫୫୨ଟି ସରକାରୀ ସ୍କୁଲରେ ଛାତ୍ରୀଙ୍କ ପାଇଁ ନାହିଁ ପୃଥକ ଶୌଚାଳୟ

ଭୁବନେଶ୍ୱର: ଓଡ଼ିଶାର ମୋଟ ୫୫୨ଟି ସରକାରୀ ସ୍କୁଲରେ ଛାତ୍ରୀଙ୍କ ପାଇଁ ପୃଥକ ଶୌଚାଳୟ ସୁବିଧା ନାହିଁ। ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ…

ଓଡ଼ିଶାରେ ଭୁଷୁଡ଼ିଲାଣି ଶିକ୍ଷା ବ୍ୟବସ୍ଥା: ଫେଡ଼ାଣ ଜାଣି ନାହାନ୍ତି ଅଷ୍ଟମ ଶ୍ରେଣୀ ପିଲା

ଭୁବନେଶ୍ୱର,୧୪ା୨: ସରକାର ଓଡ଼ିଶାରେ ଶିକ୍ଷାର ଗୁଣବତ୍ତା ଉନ୍ନତ କରିବା ପାଇଁ ପ୍ରୟାସ କରୁଥିବା ବେଳେ, ୮ମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିୟୋଗ ଏବଂ ହରଣ ଭଳି ଗାଣିତିକ ଗଣନାରେ ପଛରେ ପଡ଼ିଛନ୍ତି। ତେବେ ଏହି ସଂଖ୍ୟା ପ୍ରତିବର୍ଷ ବଢିଚାଲିଛିବରୁ ଏହା ଚିନ୍ତାଜନକ ବୋଲି…

ଭାରତକୁ ଅତ୍ୟାଧୁନିକ F-35 ଅଫର କଲେ ଟ୍ରମ୍ପ: ବଢିବ ଭାରତୀୟ ବାୟୁସେନାର ଶକ୍ତି

ନୂଆଦିଲ୍ଲୀ ,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସମ୍ପ୍ରତି ଅନୁଷ୍ଠିତ ବୈଠକ ସମୟରେ ଯୁକ୍ତରାଷ୍ଟ୍ର ଭାରତକୁ ଏଫ-୩୫ ଲାଇଟନିଂ-୨ ଲଢ଼ୁଆ ବିମାନ ଯୋଗାଇବା ପାଇଁ ଏକ ଐତିହାସିକ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ ନୂଆଦିଲ୍ଲୀରେ…

ଭାରତ ଉପରେ କଠୋର ହେଲେ ଚାଇନା ସହିତ କିପରି ମୁକାବିଲା କରିବେ ? ଜାଣନ୍ତୁ କ’ଣ ଉତ୍ତର ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ ,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହ୍ୱାଇଟ ହାଉସରେ ବୈଠକ ହୋଇଛି। ବୈଠକ ପରେ ଉଭୟ ନେତା ଏକ ମିଳିତ ଖବରଦାତା ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିଥିଲେ। ଏହି ସମୟରେ ରାଷ୍ଟ୍ରପତି ଟ୍ରମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?