Home Middle

୪ ବର୍ଷରେ ୩୬୦୦୦ରୁ ଅଧିକ ମହିଳା, ୮୪୦୦ ଶିଶୁ ନିଖୋଜ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୨: ରାଜ୍ୟରେ ହ୍ରାସ ପାଉନି ମହିଳା ବିରୋଧୀ ଅପରାଧ। ଗତ ୮ ମାସରେ ୧୮ ହଜାରଟି ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଛି। ବିଧାୟିକା ସୋଫିଆ ଫିର୍ଦ୍ଦୋଷଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ମିଳିଥିବା…

ଓଡ଼ିଶାରେ ବୃଦ୍ଧି ପାଇଛି ଅପରାଧ: ବିଧାନସଭାରେ ସ୍ୱୀକାର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୨: ପୂର୍ବ ବର୍ଷ ତୁଳନାରେ ୨୦୨୪ ରେ ଓଡ଼ିଶାରେ ଅପରାଧ ହାର ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି…

ଓଡିଶାରେ IAS, IPS ଅଧିକାରୀଙ୍କ ଅଭାବ: ଖାଲି ପଡ଼ିଛି ୧୭୫ ପଦବୀ

ଭୁବନେଶ୍ୱର,୧୭।୨: ଓଡ଼ିଶାରେ ବର୍ତ୍ତମାନ ଭାରତୀୟ ପ୍ରଶାସନିକ ସେବା (IAS) ଏବଂ ଭାରତୀୟ ପୋଲିସ ସେବା (IPS) ଅଧିକାରୀଙ୍କ ଘୋର ଅଭାବ ଦେଖାଦେଉଛି। ଯାହା ଏକ ଗୁରୁତ୍ୱପୂର୍ଣ୍ଣ ଶାସନ ସମସ୍ୟା ଏବଂ ଆଇନ ଶୃଙ୍ଖଳାକୁ ବିଗାଡିବାର ଇଙ୍ଗିତ କରୁଛି। ସୋମବାର ବିଧାନସଭାରେ ଏକ…

ପାକିସ୍ତାନର ହିନମନ୍ୟତା! ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ହଟାଇଲା ଭାରତର ପତାକା, ସୋସିଆଲ ମଡିଆରେ…

ଇସଲାମାବାଦ,୧୭।୨: ଚାମ୍ପିୟନ୍ସ ଟ୍ରଫି ୧୯ ଫେବୃଆରୀରୁ ଆରମ୍ଭ ହେଉଛି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ କରାଚୀରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ୧୯୯୬ ବିଶ୍ୱକପ ପରେ ଏହା ପ୍ରଥମ ଥର ପାଇଁ ପାକିସ୍ତାନ ଏକ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି।…

ଆମେରିକାରୁ ନିର୍ବାସିତ ପ୍ରବାସୀ ମହିଳା-ଶିଶୁଙ୍କୁ ନେଇ ଟ୍ରମ୍ପ ସରକାରଙ୍କ ବଡ ନିଷ୍ପତ୍ତି, ଜାଣନ୍ତୁ ଏହା କ’ଣ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୭।୨: ପଞ୍ଜାବର ଅମୃତସରରେ ଦ୍ୱିତୀୟ ଆମେରିକୀୟ ସାମରିକ ବିମାନରୁ ଓହ୍ଲାଇଥିବା ନିର୍ବାସିତଙ୍କ ମଧ୍ୟରେ ଥିବା ମହିଳା ଏବଂ ପିଲାମାନଙ୍କୁ ‘ଉଡ଼ାଣ ସମୟରେ ଶିକୁଳିରେ ବାନ୍ଧି ଦିଆ ଯାଇନଥିଲା’। ରବିବାର ବିଭିନ୍ନ ସୂତ୍ରରୁ ଏହି ସୂଚନା ମିଳିଛି। ମହିଳା ଏବଂ ଶିଶୁ ସମେତ…

ସର୍ବୋଚ୍ଚରେ ଲୋକଙ୍କ ପାଗଳାମି

କିଛିମାସ ହେବ ମନେହେଉଛି ଯେପରି ଭାରତ ଏକ ଦଳାଚକଟା ଦେଶରେ ପରିଣତ ହେଲାଣି। ଆମେ ଜଗନ୍ନାଥ ମନ୍ଦିର ଦଳାଚକଟାକୁ ଦେଖି ବ୍ୟସ୍ତ ହେଉଥିବା ବେଳେ ତାହାଠାରୁ କାହିଁ ଅଧିକ ହାଥ୍‌ରାସ ଏବଂ ପ୍ରୟାଗରାଜଠାରେ ମାସେବ୍ୟାପୀ ଚାଲିଥିବା ମହାକୁମ୍ଭ ଏବଂ ନୂଆଦିଲ୍ଲୀ ରେଳ…

ରାଜଧାନୀରେ ଭୂକମ୍ପ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ରହିଛି…

ନୂଆଦିଲ୍ଲୀ,୧୭ା୨: ରାଜଧାନୀ ଦିଲ୍ଲୀର ଏନ୍‌ସିଆର୍‌ ସମତେ ଉତ୍ତର ଭାରତରେ ସୋମବାର ସକାଳ ୫.୩୬ ମିନିଟ୍‌ରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ କେନ୍ଦ୍ର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୦ ଥିଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ,ଏହି…

ଆଜି ରାଜ୍ୟ ବଜେଟ: ନୂଆ ଯୋଜନା ଆଣିବେ ସରକାର, ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଲାଗିବ ମୋହର

ଭୁବନେଶ୍ୱର,୧୭।୨ (ଅନୁରାଧା ମହାରଣା): ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ରାଜ୍ୟର ଅର୍ଥ ବିଭାଗ ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଥିବାବେଳେ ତାଙ୍କ ବଜେଟ ପେଡ଼ିରେ କ’ଣ ରହିଛି ତାହାକୁ…

ସଭାପତିଙ୍କ ନାଁ ଘୋଷଣା କଲା ଭାଜପା, ଏଣିକି ଓଡ଼ିଶାରେ ମୂଳଦୁଆ ମଜଭୁତ କରିବ ଦଳ

ଭୁବନେଶ୍ୱର, ୧୬।୨: ରାଜ୍ୟ ସଭାପତି ନିଯୁକ୍ତ ହେବ ପୂର୍ବରୁ ଭାରତୀୟ ଜନତା ପାର୍ଟି(ଭାଜପା) ରବିବାର ୧୩ ଜିଲା ସଭାପତିଙ୍କ ନାଁ ଘୋଷଣା କରିଛି। ପୂର୍ବରୁ ୧୬ରୁ ଅଧିକ ଜିଲାର ସଭାପତିଙ୍କ ନାଁ ଘୋଷଣା ହୋଇଥିଲା ବେଳେ ରବିବାର ୧୩ ଜିଲା ସଭାପତିଙ୍କ…

ଜାତିସଂଘ ରିପୋର୍ଟ: ଭାରତରେ ବଡ଼ ଧରଣର ଆକ୍ରମଣ ଯୋଜନା କରିଥିଲା ଇସଲାମିକ୍ ଷ୍ଟେଟ୍, ସବୁ ପଣ୍ଡ କରିଦେଲେ ମୋଦି ସରକାର

ନୂଆଦିଲ୍ଲୀ, ୧୬।୨: ମିଳିତ ଜାତିସଂଘ (UN)ର ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଅନୁଯାୟୀ, ଇସଲାମିକ୍ ଷ୍ଟେଟ୍ (IS) ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିଲା। ​​କିନ୍ତୁ ଭାରତ ସରକାରଙ୍କ ସତର୍କତା ଯୋଗୁଁ ଆତଙ୍କବାଦୀଙ୍କ ସବୁ ଯୋଜନା ବିଫଳ ହୋଇଯାଇଛି। ତଥାପି,…

IPL 2025 full Schedule: ପ୍ରଥମ ମ୍ୟାଚ୍‌ରେ କୋଲକାତାକୁ ଭେଟିବ RCB

ମୁମ୍ବାଇ,୧୬।୨: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ସିଜିନର ସମ୍ପୂର୍ଣ୍ଣ ସୂଚୀ ରବିବାର ପ୍ରକାଶ ପାଇଛି। ପ୍ରଥମ ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମଧ୍ୟରେ ଇଡେନ ଗାର୍ଡେନରେ ଖେଳାଯିବ। ଆଇପିଏଲ୍ ୨୦୨୫ ସିଜିନ୍…

Sahadev Nayak Murder Case: ସହଦେବ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମା ନାୟକ ଥାନାରେ କଲେ ଆତ୍ମସର୍ମପଣ

ଭୁବନେଶ୍ୱର,୧୬ା୨: ରାଜଧାନୀ ଭୁବନେଶ୍ୱରରେ ବହୁ ଚର୍ଚ୍ଚିତ ସହଦେବ ନାୟକଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ରମା ନାୟକ ରବିବାର ଥାନାରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ପରେ ପୋଲିସ ତାଙ୍କୁ ଗିରଫ କରିଛି। ଘଟଣା ଦିନ ସହଦେବଙ୍କୁ ବିଚ୍‌ ରାସ୍ତାରେ ଖଣ୍ଡାରେ ହାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?