ଦୁଇ ବିରୋଧୀଙ୍କ ମେଣ୍ଟ
ୟୁରୋପ ମହାଦେଶର ଅନ୍ୟତମ ପ୍ରଭାବଶାଳୀ ରାଷ୍ଟ୍ର ଜର୍ମାନୀ ଏବେ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଭାବେ ପରିଚିତ। ପୃଥିବୀର ଅନେକ ଦେଶ ଭଳି ସେଠାରେ ମଧ୍ୟ ରାଜନୈତିକ ସଙ୍କଟ ଲାଗି ରହିଛି। ୨୦୨୫ ସେପ୍ଟେମ୍ବରରେ ଜର୍ମାନୀର ଜାତୀୟ ନିର୍ବାଚନ ଅନୁଷ୍ଠିତ ହେବାକୁ…
ଓଡ଼ିଶାରେ ଭୂକମ୍ପର ଝଟ୍କା, ତୀବ୍ରତା ରହିଛି…
ଭୁବନେଶ୍ୱର,୨୫ା୨: ଓଡ଼ିଶାରେ ମଙ୍ଗଳବାର ମୃଦୁ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ଆଜି ସକାଳ ୬ଟା ୧୦ରେ ରାଜଧାନୀ ଭୁବନେଶ୍ୱର, ବାଲେଶ୍ୱର, ପାରାଦୀପରେ ଭୂକମ୍ପ ଅନୁଭୂତ ହୋଇଛି। ବଙ୍ଗୋପସାଗରେ ଭୂକମ୍ପର କେନ୍ଦ୍ରସ୍ଥଳର ରହିଥିବାବେଳେ ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୫.୧ ରହିଛି। ପୁରୀରୁ…
ଡବ୍ଲୁପିଏଲ୍ ଇତିହାସରେ ପ୍ରଥମ ସୁପର ଓଭର୍: ଜାଣନ୍ତୁ କେଉଁ ଦଳ ମାରିଲା ବାଜି
ବେଙ୍ଗାଲୁରୁ,୨୪/୨:ମହିଳା ପ୍ରିମିୟର ଲିଗ୍(ଡବ୍ଲୁପିଏଲ୍) ଇତିହାସରେ ପ୍ରଥମ ସୁପର ଓଭର ଦେଖିବାକୁ ମିଳିଛି। ୟୁପି ୱାରିୟର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଟାଇରେ ଶେଷ ହୋଇଥିଲା। ଉଭୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୮୦ ରନ୍ କରିଥିଲେ। ଏହି…
ଧୂଳିସାତ୍ ହେଲା ପାକିସ୍ତାନର ଚାମ୍ପିଅନ୍ସ ଟ୍ରଫି ଆଶା, ଟୁର୍ନାମେଣ୍ଟରୁ ପଡ଼ିଲା ବାଦ୍
ନୂଆଦିଲ୍ଲୀ,୨୪।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ପାକିସ୍ତାନ ଏବେ ଟୁର୍ନାମେଣ୍ଟରୁ ବାହାର ହୋଇଯାଇଛି। ବାଂଲାଦେଶ ବିପକ୍ଷରେ ନ୍ୟୁଜିଲାଣ୍ଡର ବିଜୟ ଆୟୋଜକ ପାକିସ୍ତାନକୁ ଚାମ୍ପିଅନ୍ସ ଟ୍ରଫିରୁ ବାହାର କରିଦେଇଛି। ପାକିସ୍ତାନକୁ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା।…
ଆର୍ଥିକ ବର୍ଷ-୨୫ରେ ୧.୨୫ ଲକ୍ଷ ନିଯୁକ୍ତି ଦେବ ଭାରତୀୟ ଟେକ୍ ଶିଳ୍ପ
ନୂଆଦିଲ୍ଲୀ,୨୪।୨: ନ୍ୟାସନାଲ୍ ଆସୋସିଏସନ୍ ଅଫ୍ ସଫ୍ଟୱେର୍ ଆଣ୍ଡ୍ ସର୍ଭିସ୍ କମ୍ପାନୀଜ୍ (ନାସକମ୍) ଦ୍ୱାରା ଫେବୃଆରୀ ୨୪ ତାରିଖରେ ପ୍ରକାଶିତ ବାର୍ଷିକ ରଣନୀତିକ ସମୀକ୍ଷା ରିପୋର୍ଟ ଅନୁଯାୟୀ, ଟେକ୍ ଶିଳ୍ପ ୨୦୨୪-୨୫ ଆର୍ଥିକ ବର୍ଷରେ କର୍ମଚାରୀ ସଂଖ୍ୟା ବୃଦ୍ଧିକୁ ଦ୍ୱିଗୁଣିତ କରି ୧.୨୫…
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ମାମଲାର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୪।୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗ ଉଠାଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏହା ଅନ୍ୟ ଦେଶର ମାମଲା। ଆବେଦନରେ କେନ୍ଦ୍ର ସରକାରଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରାଯାଇଥିଲା, କିନ୍ତୁ କୋର୍ଟ…
ୟୁନୁସ ସରକାରଙ୍କୁ କଡ଼ା ଜବାବ ଦେଲେ ଜୟଶଙ୍କର
ନୂଆଦିଲ୍ଲୀ/ଢାକା,୨୪।୨: ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର କହିଛନ୍ତି ଯେ ବାଂଲାଦେଶକୁ ନିଷ୍ପତ୍ତି ନେବାକୁ ପଡିବ ଯେ ସେ ଭାରତ ସହିତ କି ପ୍ରକାରର ସମ୍ପର୍କ ରଖିବାକୁ ଚାହୁଁଛି। ଏହା ହୋଇପାରିବ ନାହିଁ ଯେ ଗୋଟିଏ ପଟେ ତୁମେ ଭଲ ସମ୍ପର୍କ…
ସବୁ ଦୁର୍ନୀତି ମାମଲାର ପ୍ରାଥମିକ ତଦନ୍ତ ଜରୁରୀ ନୁହେଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୪ା୨(ପିଟି): ଦୁର୍ନୀତି ନିବାରଣ ଆଇନ ବଳରେ ରୁଜୁ ହେଉଥିବା ସବୁ ମାମଲାରେ ପ୍ରାଥମିକ ତଦନ୍ତ ବାଧ୍ୟତାମୂଳକ ନୁହେଁ। ଏପରି କି ପ୍ରାଥମିକ ତଦନ୍ତ ଅଭିଯୁକ୍ତଙ୍କ ନ୍ୟସ୍ତ ଅଧିକାର ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ୨୦୨୪ ମାର୍ଚ୍ଚରେ କର୍ନାଟକ ହାଇକୋର୍ଟ…
୨୬୭ ଡ୍ରୋନ୍ ଆକ୍ରମଣ କଲା ରୁଷିଆ
କିଭ୍/ମସ୍କୋ(ରଏଟର୍ସ/ ଏଜେନ୍ସି),୨୪ା୨: ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ରବିବାର ଏକ୍ସ’ରେ କହିଛନ୍ତି, ରୁଷିଆ ରାତିଅଧିଆ ୨୦୦ରୁ ଊର୍ଦ୍ଧ୍ୱ ଡ୍ରୋନ୍ ଆକ୍ରମଣ କରିଛି। ପ୍ରତିଦିନ ୟୁକ୍ରେନୀୟ ନାଗରିକ ‘ଆକାଶମାର୍ଗରୁ ଆତଙ୍କ’କୁ ସାମ୍ନା କରୁଛନ୍ତି। ଯୁଦ୍ଧର ତୃତୀୟ ବାର୍ଷିକୀ ଅବ୍ୟବହିତ ପୂର୍ବରୁ ୟୁକ୍ରେନ୍ ବିରୋଧରେ…
ICC Champions Trophy : ଦୁବାଇରେ ପାକିସ୍ତାନକୁ ହରାଇଲା ଭାରତ
ଦୁବାଇ, ୨୩।୨: ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଭାରତ ଦମ୍ଦାର ପ୍ରଦର୍ଶନ କରିଛି। ବିରାଟ କୋହଲିଙ୍କ ଚମତ୍କାର ଅପରାଜିତ ଶତକ ବଳରେ ଭାରତ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଛି। ୨ଟି ମ୍ୟାଚରୁ…
USAID Controversy: ଆମେରିକାରୁ ମିଳିଛି ୭୫୦ ମିଲିୟନ ଡଲାର ପାଣ୍ଠି, ମାନିଲେ ଭାରତ ସରକାର, ଦେଶରେ ଚହଳ
ନୂଆଦିଲ୍ଲୀ,୨୩।୨: ଆମେରିକୀୟ USAID ପାଣ୍ଠିକୁ ନେଇ ଭାରତରେ ରାଜନୀତି ସରଗରମ ରହିଛି। ଏନେଇ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଏକ ରିପୋର୍ଟ ଜାରି ହୋଇଛି। ରିପୋର୍ଟରୁ ଜଣାପଡିଛି ଯେ USAID 2023-24 ରେ 750 ମିଲିୟନ ଆମେରିକୀୟ ଡଲାର ପାଣ୍ଠି ମିଳିଛି। ୭ଟି…
IND vs PAK: ୧୪,୦୦୦ ରନ୍ ପୂରଣ କଲେ କୋହଲି
ଦୁବାଇ,୨୩।୨: ପାକିସ୍ତାନ ବିପକ୍ଷ ଆଇସିସି ଚାମ୍ପିୟନ୍ସ ଟ୍ରଫି ମ୍ୟାଚ୍ରେ ଭାରତୀୟ ଦଳର ତାରକା ବ୍ୟାଟର ବିରାଟ କୋହଲି ଏକାଧିକ ବ୍ୟକ୍ତିଗତ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଦିନିକିଆ କ୍ରିକେଟରେ ୧୪,୦୦୦ ରନ୍ ପୂରଣ କରିଛନ୍ତି। ୧୨.୨ ଓଭରରେ ପାକିସ୍ତାନ ବୋଲର ହାରିସ୍…
Archives


