Home Middle

ବର୍ଷା ବିଗାଡିଦେଳା ଖେଳ: ଗାବା ଟେଷ୍ଟ ଡ୍ର’

ବ୍ରିସବେନ,୧୮।୧୨: ବ୍ରିସବେନର ଗାବା ଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଡ୍ର ହୋଇଥିଲା। ଅଷ୍ଟ୍ରେଲିଆ ଜିତିବା ପାଇଁ ଭାରତକୁ ୨୭୫ ରନର ଲକ୍ଷ୍ୟ ଦେଇଥିଲା। କିନ୍ତୁ ମ୍ୟାଚର ପଞ୍ଚମ ଦିନରେ ଚା’ ବିରତି ପରେ…

‘ଲଢେଇ ମନ୍ତ୍ରୀପଦ ପାଇଁ ନୁହେଁ, ଅସ୍ମିତା ପାଇଁ…’, ମହାୟୁତି ଛାଡିବେ ଭୁଜବଳ? ସମର୍ଥକଙ୍କ ସହ ବୈଠକରେ…

ମୁମ୍ବାଇ,୧୮।୧୨: ବରିଷ୍ଠ ଏନସିପି ନେତା ଛଗନ ଭୁଜବଳ ମହାରାଷ୍ଟ୍ର କ୍ୟାବିନେଟରେ ଅନ୍ତର୍ଭୁକ୍ତ ନ ହୋଇଥିବାରୁ ତାଙ୍କର କ୍ରୋଧ ପ୍ରକାଶ କରିଛନ୍ତି। ବୁଧବାର ତାଙ୍କ ନିର୍ବାଚନମଣ୍ଡଳୀ ନାଶିକ ୟେବଲାଠାରେ ସମର୍ଥକମାନଙ୍କର ଏକ ବୈଠକ ଡାକିଥିଲେ। ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା…

ସ୍ନୋ ପାଉଡର ଲଗାଅ ନାହିଁ

ଧନର ଦେବୀ ଲକ୍ଷ୍ମୀ। ତାଙ୍କର ଅନ୍ୟନାମ ଚଞ୍ଚଳା। ଅର୍ଥାତ୍‌ ସେ ଗୋଟିଏ ଜାଗାରେ ରହିପାରନ୍ତି ନାହିଁ। ଯଦି ଲୋକଙ୍କ ପାଖରେ ଧନ ଅଛି ତେବେ ତାହାକୁ ଅନ୍ୟ ଲୋକ ପାଇଲେ କ୍ଷତି କ’ଣ। ସରକାର ଯେଉଁ ବ୍ୟବସ୍ଥା କରିଛନ୍ତି ସେଥିରେ ଏବେ…

ଭାରତକୁ ଧମକ ଦେଲେ ଟ୍ରମ୍ପ, ବାଇଡେନ କହିଲେ ବହୁତ ବଡ଼ ଭୁଲ କରିଦେଲ…

ଓ୍ବାଶିଂଟନ୍‌,୧୮।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ଜିତିବା ଦିନଠାରୁ ସେ ତାଙ୍କ ନିଷ୍ପତ୍ତିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ସେ ପୁଣି ଥରେ ଏପରି ବିବୃତ୍ତି ଦେଇଛନ୍ତି ଯାହା ଉଭୟ ଭାରତ ଏବଂ ଚାଇନା ପାଇଁ ଚିନ୍ତାର କାରଣ ପାଲଟିଛି।…

ବାପାଙ୍କୁ ଜିଅନ୍ତା ଜାଳିଦେଲେ ପୁଅ

ଲକ୍ଷ୍ନୌ,୧୭ା୧୨: ଉତ୍ତରପ୍ରଦେଶର ନିଗୋହାନ ଅଞ୍ଚଳ ଅନ୍ତର୍ଗତ ରାମପୁର ଗ୍ରାମରେ ସମ୍ପତ୍ତି ବିବାଦକୁ ନେଇ ଜଣେ ୨୬ ବର୍ଷୀୟ ଯୁବକ ତାଙ୍କ ବାପାଙ୍କୁ ଜିଅନ୍ତା ଜାଳିଦେଇଛନ୍ତି। ପୋଲିସ ଧର୍ମେଶ ରାଓ୍ବତ ଏବଂ ତାଙ୍କୁ ହତ୍ୟାରେ ସହଯୋଗ କରିଥିବା ବାନ୍ଧବୀ ସଙ୍ଗୀତା (୨୪)ଙ୍କୁ ଗିରଫ…

ମାଲବାହୀ ଟ୍ରେନ୍ ଧକ୍କାରେ ୨ ମୃତ, ୨ ଗୁରୁତର

ରାଉରକେଲା,୧୭ା୧୨: ମାଲବାହୀ ଟ୍ରେନ୍ ଧକ୍କାରେ ୨ ମୃତ ୨ ଗୁରୁତର। ଏଭଳି ଏକ ଦୁଃଖଦ ଦୁର୍ଘଟଣା ଘଟିଛି ରାଉରକେଲାର କଲୁଙ୍ଗା ରେଲୱେ ଫାଟକ ନିକଟରେ। ରେଲୱେ ଟ୍ରାକ୍ ପାର୍ ହେଉଥିବା ବେଳେ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେବା ଫଳରେ ଏହି…

IAS ଅଫିସରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ନେଲେ ସରକାର

ଭୁବନେଶ୍ୱର,୧୭ା୧୨(ଅନିଲ ଦାସ): ୧୯୯୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର ସଚିବ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ସରକାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗ ପ୍ରମୁଖ ସଚିବ ପଦବୀରୁ ହଟାଇ…

କଳାହାଣ୍ଡି ଜିଲାରେ ମୃଦୁ ଭୂକମ୍ପ

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟା ୭ଟା ୩ ମିନିଟ୍ ରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ଜିଲାର ଭବାନୀପାଟଣା,ଧର୍ମଗଡ,ଜୁନାଗଡ଼ କୋକସରା, ଜୟପାଟଣା, ଗୋଲାମୁଣ୍ଡା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି ।…

ଅବସର ନେବେ ରୋହିତ ଶର୍ମା! ଆଉଟ ହେଲା ପରେ ଦେଲେ ଏପରି ସଂକେତ

ନୂଆଦିଲ୍ଲୀ,୧୭।୧୨: ଟି-୨୦ ବିଶ୍ୱକପ ପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ବର୍ତମାନ ଚାଲିଥିବା ବର୍ଡ଼ର-ଗାଭାସ୍କର ଟ୍ରଫିରେ ମଧ୍ୟ ରୋହିତଙ୍କ ବ୍ୟାଟ ଶାନ୍ତ ରହିଛି। ଏହାରି ମଧ୍ୟରେ ମଙ୍ଗଳବାର ରୋହିତ ଗାବା ଟେଷ୍ଟରେ ଏପରି କିଛି କରିଛନ୍ତି,…

ରାଜନୀତିରେ ଭାଜପା ବିରୋଧୀ, ଏହା ସତ୍ତ୍ୱେ ‘ଓ୍ବାନ ନେଶନ-ଓ୍ବାନ ଇଲେକ୍ସନ’କୁ କାହିଁକି ସମର୍ଥନ କରୁଛନ୍ତି ଏହି ୪ ଦଳ? 

ନୂଆଦିଲ୍ଲୀ,୧୭।୧୨: ବହୁ ଚର୍ଚ୍ଚିତ  ‘ଓ୍ବାନ୍‌ ନେଶନ୍‌-ଓ୍ବାନ୍‌ ଇଲେକ୍ସନ୍‌’ ବିଲ୍‌ ଲୋକ ସଭାରେ ଉପସ୍ଥାପିତ ହୋଇଛି। କ୍ଷମତାରେ ଥିବା ଦଳମାନେ ଏହି ବିଲ୍‌କୁ ସମର୍ଥନ କରୁଥିବା ବେଳେ ଇଣ୍ଡିଆ ମେଣ୍ଟରେ ସାମିଲ ବିରୋଧୀ ଦଳ ଏହାକୁ ବିରୋଧ କରୁଛନ୍ତି। ଏସବୁ ମଧ୍ୟରେ ସମର୍ଥନ…

ବହୁମତ ଥାଇ ମଧ୍ୟ ହାରିଗଲେ ମୋଦି ସରକାର: ଲୋକସଭାରେ କଂଗ୍ରେସ ଦେଲା ଚକମା

ନୂଆଦିଲ୍ଲୀ,୧୭।୧୨: ମଙ୍ଗଳବାର ଲୋକସଭାରେ ବହୁମତ ସହିତ ପାରିତ ହୋଇଛି ”ଏକ ଦେଶ ଏକ ନିର୍ବାଚନ” ବିଲ୍। କେନ୍ଦ୍ରରେ ଭାଜପା ସରକାର ସମ୍ବିଧାନରେ ସଂଶୋଧନ ତଥା ଏକକାଳୀନ କେନ୍ଦ୍ର ଏବଂ ରାଜ୍ୟ ନିର୍ବାଚନକୁ କରିବା ପାଇଁ ଦୁଇଟି ବିଲ୍ ଆଗତ କରିଥିଲେ। ସମ୍ବିଧାନର…

ଏକ ଦେଶ-ଏକ ନିର୍ବାଚନ: ସରିଲା ଖେଳ ସବୁ ବଦଳିଯିବ!

ନୂଆଦିଲ୍ଲୀ,୧୭।୧୨: କେନ୍ଦ୍ର ସରକାର ‘ଏକ ଦେଶ-ଏକ ର୍ନିବାଚନ’ ବିଲ୍‌କୁ ଆଜି ଲୋକ ସଭାରେ ଉପସ୍ଥାପିତ କରିଛନ୍ତି। ଏହାପୂର୍ବରୁ ଡିସେମ୍ବର ୧୨ରେ କେନ୍ଦ୍ର କ୍ୟାବିନେଟ ଏହି ବିଲକୁ ଅନୁମୋଦନ କରି ସାରିଛନ୍ତି। ଯାହା ପରେ ଆଜି ଏହି ବିଲ ସଂସଦରେ ଉପସ୍ଥାପିତ ହୋଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri