Home Middle

ସରକାରୀ ମେଡିକାଲ କଲେଜରେ ଗ୍ୟାସ୍‌ ଲିକ୍‌, ନିଃଶ୍ୱାସ ନେଇ ନ ପାରି ରୋଗୀ…

ଲକ୍ଷ୍ନୌ,୨୫ା୫: ଉତ୍ତରପ୍ରଦେଶର ଶାହଜାହାନପୁରର ସରକାରୀ ମେଡିକାଲ କଲେଜରେ ଗ୍ୟାସ୍‌ ଲିକ୍‌ ଯୋଗୁ ରୋଗୀମାନଙ୍କୁ ତୁରନ୍ତ ଓ୍ବାର୍ଡରୁ ବାହାରକୁ ନିଆଯାଇଥିଲା। ସୂଚନା ଅନୁଯାୟୀ, ଗ୍ୟାସ ଲିକ୍‌ ଯୋଗୁ ଲୋକମାନେ ନିଃଶ୍ୱାସ ନେବାରେ ଅସୁବିଧା ଭୋଗ କରିଥିଲେ। ଗ୍ୟାସ୍‌ ଲିକ୍‌ ସମ୍ପର୍କରେ ସୂଚନା ପାଇବା…

ଭାଜପା ନେତାଙ୍କୁ ମୋଦିଙ୍କ ତାଗିଦ୍‌, ‘ଅପରେଶନ ସିନ୍ଦୂର’ ଉପରେ ବୟାନ ଦେଲେ ହେବ…

ନୂଆଦିଲ୍ଲୀ,୨୫ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଅପରେଶନ ସିନ୍ଦୂର’ ଉପରେ ଅନାବଶ୍ୟକ ବୟାନ ଦେଇ ଭାଜପାର ଭାବମୂର୍ତ୍ତି ନଷ୍ଟ କରୁଥିବା ନେତାମାନଙ୍କୁ ଏକ ବିଶେଷ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ନେତାମାନେ ସେମାନଙ୍କର ଭାଷଣକୁ ନିୟନ୍ତ୍ରଣ କରିବା ଉଚିତ ଏବଂ ଅନାବଶ୍ୟକ…

ଓଡ଼ିଶାରେ ମାତ୍ର ୨.୭% ଲୋକଙ୍କ ପାଖରେ ଅଛି କାର, ୫୦%ରୁ କମ୍ ପାଖରେ ବାଇକ: ସର୍ଭେ

ଭୁବନେଶ୍ୱର,୨୪ା୫: ଏକ ଜାତୀୟ ସ୍ତରୀୟ ଗାଡ଼ି ମାଲିକାନା ସର୍ଭେରେ ଓଡ଼ିଶା ତଳେ ରହିଛି, ଯେଉଁଥିରେ ମାତ୍ର ୨.୭% ପରିବାରରେ କାର ଅଛି, ଯାହା ଜାତୀୟ ହାର ୭.୫% ଠାରୁ ବହୁତ କମ। ସେହିପରି ରାଜ୍ୟରେ ଦୁଇ ଚକିଆ ଗାଡ଼ିର ପ୍ରଚଳନ ମଧ୍ୟ…

ଲାଲୁ ପ୍ରସାଦ ବଡ଼ ପୁଅଙ୍କୁ ଦଳରୁ ବିଦା କରିବା ପରେ ସାନ ପୁଅଙ୍କ ପ୍ରତିକ୍ରିୟା, କହିଲେ ମୁଁ ଏସବୁ ସହି ପାରୁନି କି…

ପାଟ୍‌ନା,୨୫ା୫: ତେଜ ପ୍ରତାପ ଏବଂ ଅନୁଷ୍କା ମାମଲାରେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ତାଙ୍କ ବଡ଼ ପୁଅ(ତେଜ ପ୍ରତାପ)ଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏବେ ତେଜ ପ୍ରତାପଙ୍କ ସାନ ଭାଇ ତଥା ଆରଜେଡି ନେତା ତେଜସ୍ବୀ ଯାଦବ…

ବାତ୍ୟା ରୂପ ନେବ କି ଲଘୁଚାପ ? ବଡ଼ ସୂଚନା ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୫।୫: ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନ ଅନୁଯାୟୀ ଓଡ଼ିଶାରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଝଟ୍‌କା ପବନ ମଧ୍ୟ ବହିବ। ଆଗାମୀ ୨୭ ତାରିଖ ବେଳକୁ ପଶ୍ଚିମକେନ୍ଦ୍ରୀୟ…

ଆଉ କେଇଟା ସେକେଣ୍ଡରେ ପଡିଥାନ୍ତା ହାତଗଣ୍ଠି: ବିବାହ ମଣ୍ଡପରେ ଏମିତି କାଣ୍ଡ କାରନାମା କଲେ ଝିଅ , ସମସ୍ତଙ୍କ ମଥା ଗୋଲ

ଆଉ କେଇଟା ସେକେଣ୍ଡରେ ପଡିଥାନ୍ତା ହାତଗଣ୍ଠି। ଝିଅରୁ ହୋଇଯାଇଥାନ୍ତେ ସ୍ତ୍ରୀ, ହେଲେ ବିବାହ ବେଦୀରେ ଝିଅଙ୍କ ଏମିତି କାଣ୍ଡକାରନାମା, ଶୁଣିକି ସମସ୍ତଙ୍କ ମଥା ଗୋଲ। ବରଙ୍କୁ ହେବାକୁ ପଡ଼ିଶା ଶିଶୁପାଳ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି କର୍ଣ୍ଣାଟକ ହାସନ ଜିଲାରେ।…

ବିଶ୍ୱରେ ଚହଳ! ଭାରତ ପାଲଟିଲା ଚତୁର୍ଥ ବୃହତ୍ତମ ଅର୍ଥନୀତି

ନୂଆଦିଲ୍ଲୀ,୨୫।୫: ଭାରତ ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତିରେ ପରିଣତ ହୋଇଛି। ଏବେ ଆକଳନ କରାଯାଉଛି ଯେ ଆଗାମୀ ୩୦ ରୁ ୩୬ ମାସ ମଧ୍ୟରେ ଭାରତ ଜର୍ମାନୀକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ପାଲଟିବ।…

ଟ୍ରମ୍ପଙ୍କ ଦେଶରେ ଏତେ ବଡ଼କଥା କହିଦେଲେ ଥରୁର, ଆମେରିକାରେ ଚହଳ!

ନୂଆଦିଲ୍ଲୀ, ୨୫।୫: କଂଗ୍ରେସ ଏମପି ଶଶି ଥରୁରଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ ଆମେରିକା ସମେତ ପାଞ୍ଚଟି ଦେଶରେ ଭାରତର ଆତଙ୍କବାଦ ବିରୋଧୀ ନୀତି ଏବଂ ଦୃଢ଼ ଆଭିମୁଖ୍ୟକୁ ବିଶ୍ୱ ସମୁଦାୟ ଆଗରେ ଉପସ୍ଥାପନ କରିବା ପାଇଁ ଗସ୍ତ କରୁଛନ୍ତି।…

ଭାରତ-ପାକିସ୍ତାନ ଯୁଦ୍ଧ ପଛରେ ଆମେରିକାର ହାତ! ବଡ଼ ଖୁଲାସା କଲେ…

ଇସଲାମବାଦ,୨୫।୫: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଆମେରିକା ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ଖୱାଜା ଆସିଫ ସାରା ବିଶ୍ୱରେ ଘଟୁଥିବା ହିଂସା ଏବଂ ଯୁଦ୍ଧ ସମ୍ପର୍କରେ ଆମେରିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଆମେରିକା…

ରାତି ପାହିଲେ ସାବିତ୍ରୀ: ଜାଣନ୍ତୁ କ’ଣ ରହିଛି ଫଳ ରେଟ୍‌

ଭୁବନେଶ୍ୱର,୨୫।୫: ରାତି ପାହିଲେ ସାବିତ୍ରୀ, ସବୁଠି ଚଳଚଞ୍ଚଳ, ଫଳ ବଜାର କୁହ କି ଶାଢ଼ି ଦୋନ, ଅବା ଲେଡିସ୍‌ କର୍ଣ୍ଣର ସବୁଠି ଭିଡ଼। ବର୍ଷକେ ଥରେ ଆସୁଛି ସାବିତ୍ରୀ ସ୍ବାମୀଙ୍କ ଶୁଭ ମନାସି ମହିଳା ରଖିଥାନ୍ତି ଏହି ବ୍ରତ। ଅନ୍ୟପଟେ ଫଳଦର…

ପାକିସ୍ତାନ ଉପରେ ପୁଣି ବଡ଼ ଆଟାକ୍‌, ଭୟଙ୍କର ବୋମା ମାଡ଼…

ଇସଲାମବାଦ,୨୫।୫: ପାକିସ୍ତାନର ଅଶାନ୍ତ ଉତ୍ତର-ପଶ୍ଚିମ ଅଞ୍ଚଳ ପୁଣି ଥରେ ହିଂସାର ଶିକାର ହୋଇଛି। ଖାଇବର ପଖତୁନଖୱାରେ ହୋଇଥିବା ଦୁଇଟି ସନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣ କେବଳ ସୁରକ୍ଷା ବ୍ୟବସ୍ଥାକୁ ସ୍ପଷ୍ଟ କରିନାହିଁ ବରଂ ପୁଣି ଥରେ ଏହି ପ୍ରଶ୍ନ ଉଠାଇଛି ଯେ ପାକିସ୍ତାନ…

ବଡ଼ ଖବର: ଦାନାବାନ୍ଧିଲାଣି ଲଘୁଚାପ, କଳା ଅନ୍ଧାର କରି ଘୋଟିଆସିବ …

ଭୁବନେଶ୍ୱର,୨୫।୫: ଦାନା ବାନ୍ଧୁଛି ଲଘୁଚାପ। ୨୭ ତାରିଖ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପାସଗରରେ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି। ଏହାର ପ୍ରଭାବରେ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?