Home Middle

ବଡ଼ ଖବର: ଦାନାବାନ୍ଧିଲାଣି ଲଘୁଚାପ, କଳା ଅନ୍ଧାର କରି ଘୋଟିଆସିବ …

ଭୁବନେଶ୍ୱର,୨୫।୫: ଦାନା ବାନ୍ଧୁଛି ଲଘୁଚାପ। ୨୭ ତାରିଖ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପାସଗରରେ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି। ଏହାର ପ୍ରଭାବରେ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ…

ଦେଶ ବିକାଶର ଇଞ୍ଜିନ୍‌ ହେବ ଓଡ଼ିଶା

ଓଡ଼ିଶା ଭାରତର ବିକାଶରେ ଇଞ୍ଜିନ୍‌ ପାଲଟିବ ବୋଲି ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟର ୬ ସହର ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଜଟଣୀ ଓ ପାରାଦୀପକୁ ନେଇ ମେଟ୍ରୋପଲିଟାନ୍‌ ରିଜିଅନ୍‌ କରାଯିବାର ପ୍ରସ୍ତାବ ରହିଥିବା…

ବିଶ୍ୱରେ X ସେବା ପୁଣି ଠପ୍‌: ୟୁଜର୍ସ ଆଣିଲେ ଅଭିଯୋଗ

ଓ୍ବାଶିଂଟନ୍‌,୨୪।୫: ଏଲନ ମସ୍କଙ୍କ ସୋସିଆଲ ମିଡିଆ ସାଇଟ X ପୁଣି ଥରେ ଡାଉନ ହୋଇଯାଇଛି। ଅନେକ ଦେଶର ୟୁଜର୍ସ ଏନେଇ ଅଭିଯୋଗ ଆଣିଛନ୍ତି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ଅସୁବିଧା ପରିଲକ୍ଷିତ ହେଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଗତକାଲି ରାତିରେ ମଧ୍ୟ…

ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ନୀତୀଶ

ନୂଆଦିଲ୍ଲୀ,୨୪ା୫: ନୀତି ଆୟୋଗର ଦଶମ ଗଭର୍ଣ୍ଣିଂ କାଉନସିଲ ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଜାତୀୟ ରାଜଧାନୀ ଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ହୋଇଛି। ବିକଶିତ ଭାରତ @୨୦୪୭ ଉପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆଗାମୀ ୨୫ ବର୍ଷ…

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ୧୮ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୪।୫: ଟିମ ଇଣ୍ଡିଆକୁ ଆସନ୍ତା ମାସରେ ଇଂଲଣ୍ଡ ଗସ୍ତ କରିବ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଖେଳାଯିବ। ଏହି ସିରିଜ ୨୦୨୫୦୨୭ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଚକ୍ରର ଅଂଶ ହେବ। ଏହି ଗସ୍ତ ପାଇଁ…

ଟେଷ୍ଟ ଅଧିନାୟକ ନାଁ ଘୋଷଣା କଲା ବିସିସିଆଇ: ରୋହିତଙ୍କ ସ୍ଥାନ ନେଲେ ଗିଲ୍‌

ନୂଆଦିଲ୍ଲୀ,୨୪।୫: ବିସିସିଆଇ ଟିମ ଇଣ୍ଡିଆର ନୂତନ ଟେଷ୍ଟ ଅଧିନାୟକଙ୍କ ନାମ ଘୋଷଣା କରିଛି। ମେ ୨୪ ତାରିଖରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବୋର୍ଡ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଏହି ଘୋଷଣା କରିଥିଲେ। ଯୁବ ତାରକା ଶୁଭମନ ଗିଲ ଏବେ…

ଶୂନଶାନ ଅନ୍ଧାର  ରାତିରେ ଦେଶ ସୀମାରେ କିଏ?: ଯାହାକୁ ନେଇ ଏବେ ବଢ଼ୁଛି …

ନୂଆଦିଲ୍ଲୀ,୨୪।୫: ପହଲଗାମରେ ଆତଙ୍କୀଙ୍କ ନରସଂହାର କାର୍ଯ୍ୟପରେ, ଅପରେଶନ ସିନ୍ଦୂର କରିଥିଲେ ଭରତୀୟ ସେନା । ଏକାବେଳକେ ଆତଙ୍କୀଙ୍କ ଆଡ୍ଡାକୁ ଟାର୍ଗେଟ କରି ଉଡାଇ ଦିଆଯାଇଥିଲା। ପରେ ପୂରା ଅପରେଶନ୍‌ ସିନ୍ଦୂରକୁ ସାମ୍ବାଦିକ ସମ୍ମିଳନୀ ମଧ୍ୟମରେ ଜଣାଇଥିଲେ ସୋଫିଆ କ୍ୟୁରେଶୀ। ପରେ ପାକ୍‌-…

ନିର୍ଦ୍ଧାରିତ ସମୟର ଗୋଟିଏ ସପ୍ତାହ ପୂର୍ବରୁ କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ,୨୪।୫: କେରଳରେ ମୌସୁମୀ ପ୍ରବେଶ କରିଛି। ଏହା ନିର୍ଦ୍ଧାରିତ ସମୟର ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ମୌସୁମୀ କେରଳ ଛୁଇଁଛି। ଗତ ୧୬ ବର୍ଷ ମଧ୍ୟରେ ଏହି ବର୍ଷ ମୌସୁମୀ କେରଳରେ ସବୁଠାରୁ ଶୀଘ୍ର ପହଞ୍ଚିଛି। ଗତ ଦୁଇ ଦିନ ଧରି…

ଏତେ ଶୀଘ୍ର ଦୁନିଆକୁ ଛାଡ଼ି ଚାଲିଗଲେ ପ୍ରସିଦ୍ଧ ଅଭିନେତା

ବଲିଉଡ ଇଣ୍ଡଷ୍ଟ୍ରି ଉପରେ ଖସିଛି ଦୁଃଖର ପାହାଡ଼। ସଲମାନ ଖାନ ଏବଂ ଅଜୟ ଦେବଗନଙ୍କ ସହ ଫିଲ୍ମରେ ନଜର ଆସିଥିବା ଅଭିନେତା ମୁକୁଲ ଦେବ ଦୁନିଆକୁ ଅଲବିଦା କହିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ ବୟସ ହୋଇଥିଲା। ମୁକୁଲ ‘ସନ…

ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନର ମୁହଁ ବନ୍ଦ କଲା ଭାରତ: ଏବେ କରିବ କ’ଣ

ନ୍ୟୁୟର୍କ,୨୪।୫: ଭାରତ ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ପାକିସ୍ତାନର ମୁହଁ ବନ୍ଦ କରିଛି ଭାରତ। ପାକିସ୍ତାନର ‘ଘୋର କପଟତା’କୁ ନିନ୍ଦା କରି କହିଛି, ଯେଉଁ ଦେଶ ଆତଙ୍କବାଦୀ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ କରେ ନାହିଁ, ତାହାର ସାଧାରଣ…

୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ, ୧୬ ବର୍ଷ ପରେ ଏଥର…

ଭୁବନେଶ୍ୱର,୨୪ା୫: ଚାଷୀଙ୍କ ପାଇଁ ଖୁସି ଖବର। ପୂର୍ବବର୍ଷଗୁଡ଼ିକ ତୁଳନାରେ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର କେରଳ ଛୁଇଁବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ କେରଳ ଛୁଇଁବା…

ଜ୍ୟୋତି ମାଲହୋତ୍ରାଙ୍କ ସପକ୍ଷରେ ପୁଣି ବାହାରିଲେ ତାଙ୍କ ପାକିସ୍ତାନୀ ଭଉଣୀ, କହିଲେ ସେ ଗୁପ୍ତଚର ନୁହନ୍ତି, ଲୋକେ ତାଙ୍କୁ…

ଇସଲାମାବାଦ/ଚଣ୍ଡିଗଡ଼,୨୪ା୫: ହରିୟାଣାର ବାସିନ୍ଦା ତଥା ଲୋକପ୍ରିୟ YouTuber ଜ୍ୟୋତି ମାଲହୋତ୍ରାଙ୍କୁ ପାକିସ୍ତାନ ପାଇଁ ଗୁପ୍ତଚର କରିବା ଅଭିଯୋଗରେ ଗିରଫ କରାଯାଇଛି। ଜ୍ୟୋତିଙ୍କ ପାକିସ୍ତାନୀ ଭଉଣୀ ହୀରା ବାତୁଲ ପୁଣି ଥରେ ଜ୍ୟୋତିଙ୍କ ପାଇଁ ଓକିଲାତି କରିବାକୁ ତାଙ୍କ ସମର୍ଥନରେ ବାହାରିଛନ୍ତି। ହୀରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?