ଆୟକର ରିଟର୍ଣ୍ଣ ଦାଖଲ ଶେଷ ତାରିଖ ବୃଦ୍ଧି କଲେ ସରକାର: ଜାଣନ୍ତୁ ନୂଆ ତାରିଖ
ନୂଆଦିଲ୍ଲୀ,୨୭।୫: ଆୟକର ବିଭାଗ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖକୁ ୩୧ ଜୁଲାଇ ୨୦୨୫ରୁ ବୃଦ୍ଧି କରି ୧୫ ସେପ୍ଟେମ୍ବର ୨୦୨୫ କରିଛନ୍ତି। ଆୟକର ରିଟର୍ଣ୍ଣ ଫର୍ମଗୁଡ଼ିକର ବିଜ୍ଞପ୍ତି ଜାରି କରିବାରେ ବିଳମ୍ବ ହେବା…
କ୍ୟାବ୍ ବୁକ୍ କରିଥିଲେ ମହିଳା: ଗାଡ଼ି ଭିତରେ ଯାହା ଦେଖିଲେ….
କ୍ୟାବ୍ ବୁକ୍ କରିଥିଲେ ମହିଳା, କ୍ୟାବ୍ ଆସିବା ପରେ ସେ ଯାହା ଦେଖିଲେ, କିଛି ସମୟ ପାଇଁ ତାଙ୍କ ମୁଣ୍ଡ କାମକଲାନି। ସେ ଟୋଟାଲ ହଲ୍ଚଲ୍ ହୋଇଗଲେ। କାରଣ କ୍ୟାବ୍ର ଡ୍ରାଇଭର ଜଣକ ଆଉ କେହି ନୁହେଁ, ସେହି ମହିଳାଙ୍କ ବସ୍…
ବାଂଲାଦେଶ ସୀମାରେ ଯୁଦ୍ଧ ସ୍ଥିତି! ଏୟାରବେସ୍ ଆକ୍ଟିଭ୍ କଲା ଭାରତ
ନୂଆଦିଲ୍ଲୀ,୨୭।୫: ବାଂଲାଦେଶର ଚାଇନା ସହ ବଢୁଥିବା ସମ୍ପର୍କକୁ ମୁକାବିଲା କରିବା ପାଇଁ ଭାରତ ଅରୁଣାଚଳ ପ୍ରଦେଶରେ ଥିବା ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ବ୍ୟବହୃତ ବିଜୟନଗର ଏୟାରବେସ୍କୁ ପୁଣିଥରେ ସକ୍ରିୟ କରିବାକୁ ଯୋଜନା କରୁଛି। ଏହି ଏୟାରବେସ, ଯାହା ଚାଙ୍ଗ ଜିଲ୍ଲାରେ…
ସବୁ ଯୋଜନାରୁ ବାଦ ପଡ଼ିଥିଲେ ମିଳିବ ଘର; ମନ୍ତ୍ରୀ ଦେଲେ ବଡ଼ ସୂଚନା
ଭୁବନେଶ୍ୱର,୨୭।୫: ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ସବୁ ଯୋଜନାରୁ ବାଦ ପଡ଼ିଥିଲେ ଅନ୍ତ୍ୟୋଦୟ ଯୋଜନାରେ ଘର ମିଳିବ ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୦ ହଜାର ଘର ଦିଆଯାଇଛି।…
ସୃଷ୍ଟି ହେଲା ଲଘୁଚାପ: ଭୀଷଣ ବର୍ଷିବ, ସତର୍କ କରାଇଲେ SRC
ଭୁବନେଶ୍ୱର,୨୭ା୫: ପଶ୍ଚିମ କେନ୍ଦ୍ରୀୟ ଓ ତା’ର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ମଙ୍ଗଳବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ…
ଟାର୍ଗେଟରେ WhatsApp: ଯୁବକଙ୍କ ପାଖକୁ ଆସିଲା ଗୋଟିଏ ଫଟୋ ଡାଉନ୍ଲୋଡ ପରେ ଆକାଉଣ୍ଟରୁ କଟିଗଲା ୨ଲକ୍ଷ
ଭୋପାଳ,୨୭।୫: WhatsApp ଆମସମସ୍ତଙ୍କୁ ଏକ ସାଥିରେ ଯୋଡି ରଖିଛି। ଯୁବକ ହୁଅନ୍ତୁ କି ବୟସ୍କ ପ୍ରାୟ ସମସ୍ତେ ଏହି ମେସେଜିଂ ଆପକୁ ବ୍ୟବହାର କରୁଛନ୍ତି। ଫ୍ୟାମିଲି ଗ୍ରୁପ୍ ଟିଏ କରି ମଧ୍ୟ ସେଥିରେ କିଛି ଫଟୋ, ଭିଡିଓ ଶେୟାର କରୁଛନ୍ତି। ସବୁଠୁ…
ବାଂଲାଦେଶୀ ବିଶୃଙ୍ଖଳା, ଦେଶ ପ୍ରତି ବିପଦ: ଅନୁପ୍ରବେଶକାରୀ ରହୁଥିବା ସ୍ତାନରେ…
ସ୍ଥାନରେଭୁବନେଶ୍ୱରଳ,୨୭।୬: ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗରେ ନଗର ଉନ୍ନୟନ ମନ୍ତ୍ରୀକୃଷ୍ଣଚନ୍ଦ୍ର ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦେଶର ସୁରକ୍ଷା ପାଇଁ ସରକାର ସଂକଳ୍ପବଦ୍ଧ। ଅନୁପ୍ରବେଶକାରୀ ରହୁଥିବା ସ୍ଥାନରେ ବିଭ୍ରାନ୍ତ ସୃଷ୍ଟି ହେଉଛି। ବାଂଲାଦେଶୀ ବିଶୃଙ୍ଖଳା ଓ ଦେଶ ପ୍ରତି ବିପଦ ତିଆରି…
ରଣନୀତିକ ବିପଦ
ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ବାଭାବିକ ସ୍ଥିତି ଲାଗିରହିଛି। ପାକିସ୍ତାନକୁ ଭାରତୀୟମାନେ ପରମ ଶତ୍ରୁ ଭାବେ ଦେଖୁଛନ୍ତି। କିନ୍ତୁ କୂଟନୈତିକ ଓ ରଣନୀତିକ ସ୍ତରରେ ଚାଇନା ଯେଭଳି ବ୍ୟବହାର ପ୍ରଦର୍ଶନ କରୁଛି, ସେ ଭାରତର ପ୍ରଧାନ…
୧୦୭ ବର୍ଷର ରେକର୍ଡ ଭାଙ୍ଗିଲା ମୁମ୍ବାଇ ବର୍ଷା
ମୁମ୍ବାଇ, ୨୭।୫: ସଅଳ ମୌସୁମୀ ସହ ଲଗାଣ ବର୍ଷା ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଜନଜୀବନକୁ ପ୍ରଭାବିତ କରିଛି। ଚଳିତ ମାସରେ ମୁମ୍ବାଇରେ ହୋଇଥିବା ବର୍ଷା ୧୦୭ ବର୍ଷର ରେକର୍ଡ ଭାଙ୍ଗିଛି। ଲଗାଣ ବର୍ଷା ଯୋଗୁ ସୋମବାର ସହରର ଅନେକ ଅଞ୍ଚଳ…
ଏହି ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସାଙ୍ଗକୁ ପବନ: ସତର୍କ ସୂଚନା ଜାରି
ଭୁବନେଶ୍ୱର,୨୭ା୫(ଅନୁରାଧା ମହାରଣା):ପଶ୍ଚିମ କେନ୍ଦ୍ରୀୟ ଓ ତା’ର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ମଙ୍ଗଳବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ୨ଦିନରେ ଏହା ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।…
ପୁରୀରୁ ଆରମ୍ଭ ହେବ କେନ୍ଦ୍ର ସରକାରଙ୍କ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’
ଭୁବନେଶ୍ୱର,୨୬।୫: କୃଷି କ୍ଷେତ୍ରରେ ନୂତନତ୍ୱ ସୃଷ୍ଟି କରିବା ପାଇଁ କେନ୍ଦ୍ର ସରକାର ମଇ ୨୯ରୁ ଏକ ପାନ୍-ଇଣ୍ଡିଆ ଅଭିଯାନ—‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ଆରମ୍ଭ କରିବ। ଏହି ଅଭିଯାନ, ଯାହା କେନ୍ଦ୍ରର କୃଷି ଉଦ୍ୟୋଗଗୁଡ଼ିକୁ ତৃଣମୂଳ ସ୍ତରକୁ ନେବ, ଜୁନ୍ ୧୨ରେ…
୨୦୨୪ରେ ୧୪% ବୃଦ୍ଧି ପାଇଛି ଟେଲିଭିଜନ ବିଜ୍ଞାପନ; ଶୀର୍ଷରେ ଏହି ବ୍ରାଣ୍ଡ
ନୂଆଦିଲ୍ଲୀ,୨୬ା୫: ଟିଏମ୍ ଆଡ଼୍ଏକ୍ସ ରିପୋର୍ଟ ଅନୁଯାୟୀ ୨୦୨୪ରେ ଭାରତର ଟେଲିଭିଜନ ବିଜ୍ଞାପନ ପରିମାଣ ଦୀର୍ଘକାଳୀନ ପୁନରୁଦ୍ଧାର ଦେଖାଇଛି, ଯାହା ୨୦୨୦ ତୁଳନାରେ ୧୪% ବୃଦ୍ଧି ପାଇଛି। ତେବେ, ୨୦୨୩ ତୁଳନାରେ ପରିମାଣ ୪% ହ୍ରାସ ପାଇଛି, ଯାହା ସମ୍ପ୍ରତି ମାନ୍ଦାକୁ ଇଙ୍ଗିତ…

