Home Middle

ଥମୁନି କିଟ୍‌ ଅଶାନ୍ତି: ଖରାରେ ବସି ଛାତ୍ରୀଛାତ୍ର କଲେ ପ୍ରତିବାଦ, ଆଣିଲେ ସଙ୍ଗୀନ ଅଭିଯୋଗ

ଭୁବନେଶ୍ୱର,୧୮।୨: ଥମୁନି କିଟ୍‌ ଅଶାନ୍ତି। ପ୍ରଚଣ୍ଡ ଖରାରେ ବସି ଛାତ୍ରୀଛାତ୍ର ନୀରବ ପ୍ରତିବାଦ କରିଛନ୍ତି। କିପରି ହଷ୍ଟେଲ ଛାଡ଼ିବା ପାଇଁ ବାଧ୍ୟ କରାଯାଇଥିଲା ତାହା ଛାତ୍ରୀଛାତ୍ର କହିଛନ୍ତି। ମାଡ଼ ମରାଯିବା ସହ ମୋବାଇଲ, ଲାପଟପ ଛଡ଼ାଇ ନେଇଥିବା ଅଭିଯୋଗ କରିଛନ୍ତି ଛାତ୍ରୀଛାତ୍ର।…

KIIT ଛାତ୍ରୀ ମୃତ୍ୟୁ ମାମଲା; ସଫେଇ ଦେଲା କିଟ୍

ଭୁବନେଶ୍ୱର, ୧୮ା୨: KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲମସାଲ ମୃତ୍ୟୁ ମାମଲାରେ କର୍ତ୍ତୃପକ୍ଷ ସଫେଇ ରଖିଛନ୍ତି। ଘଟଣାରେ ଚାରିଆଡୁ ଚାପ ପଡିବା ପରେ ମତ ବଦଳାଇବା ସହିତ ଛାତ୍ରମାନଙ୍କୁ ମାଡ଼ ମାରିଥିବା ୨ ସିକ୍ୟୁରିଟି ଗାର୍ଡଙ୍କୁ ବହିଷ୍କାର କରିଛନ୍ତି। ଏଥିସହିତ…

KIIT ଛାତ୍ରୀଙ୍କ ମୃତ୍ୟୁ ପରେ ବାପା ସୁନୀଲ ଲାମସାଲ୍‌ଙ୍କ ସାଂଘାତିକ ବୟାନ

ଭୁବନେଶ୍ୱର, ୧୮ା୨: KIIT ବିଶ୍ୱବିଦ୍ୟାଳୟରେ ଝିଅ ପ୍ରକୃତି ଲମସାଲ ମୃତ୍ୟୁ ମାମଲାରେ ବଡ ବୟାନ ଦେଇଛନ୍ତି ବାପା ସୁନୀଲ ଲାମସାଲ୍‌। ସେ ଅଭିଯୋଗ କରିଛନ୍ତି ଯେ, ‘ନେପାଳ ଯାଇ ଆମ ୟୁନିଭରସିଟିରେ ପଢ଼ ବୋଲି ପିଲାଙ୍କୁ ଡାକି ଆଣୁଛନ୍ତି। ଏଠାରେ କିନ୍ତୁ…

KIIT ବିଶ୍ୱବିଦ୍ୟାଳୟ ବିବାଦ: ବଳାତ୍କାରରୁ ପ୍ରକୃତି ଲମସାଲଙ୍କ ଆତ୍ମହତ୍ୟା, ଟାର୍ଗେଟରେ ଯୁବତୀ

ଭୁବନେଶ୍ୱର, ୧୮ା୨: KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲମସାଲ ମୃତ୍ୟୁ ମାମଲାରେ ସାରା ବିଶ୍ୱରେ ନିନ୍ଦିତ ହୋଇଛି ଓଡିଶା। ଏହି ଘଟଣାରେ ଶିକ୍ଷାନୁଷ୍ଠାନରେ ଅଶାନ୍ତ ବାତାବରଣ ସୃଷ୍ଟି ହେବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁଷ୍ଠାନକୁ ତୁରନ୍ତ ସାଇନ୍ ଏ ଡାଏ…

KIIT University Girl Student’s Death: ପ୍ରଥମେ ତଡ଼ିଦେଲେ, ପରେ ଟଙ୍କା ଦେଇ ସ୍ୱର ଚାପି ଦେବାକୁ ଉଦ୍ୟମ

ଭୁବନେଶ୍ୱର,୧୮।୨: କିଟ୍ ବିଶ୍ବବିଦ୍ୟାଳୟରେ ବି.ଟେକ୍ ଛାତ୍ରୀ ମୃତ୍ୟୁ ଘଟଣାରେ ହଷ୍ଟେଲରେ ଥିବା ସମସ୍ତ ନେପାଳୀ ଛାତ୍ରୀଛାତ୍ରଙ୍କୁ ସୋମ‌ବାର ହଷ୍ଟେଲ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ପରେ ଜୋରଜବରଦସ୍ତି ସମସ୍ତ ଛାତ୍ରୀଛାତ୍ରଙ୍କୁ କଟକ ରେଳ ଷ୍ଟେଶନକୁ ବିଶ୍ବବିଦ୍ୟାଳୟର ବସ୍ ଯୋଗେ ପଠାଇ…

ବଜେଟରୁ ଅଧା ଖର୍ଚ୍ଚ କରିପାରିନାହାନ୍ତି ୧୭ ବିଭାଗ, ପଛରେ ପଡିଛନ୍ତି ବିପର୍ଯ୍ୟୟ, କ୍ରୀଡ଼ା

ଭୁବନେଶ୍ୱର,୧୮।୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ୨୦୨୫-୨୬ ଆର୍ଥିକବର୍ଷ ପାଇଁ ୨.୯୦ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି, ଯାହାକି ୨୦୨୪-୨୫ ଆର୍ଥିକବର୍ଷର ବଜେଟ ପରିମାଣ ୨.୬୫ ଲକ୍ଷ କୋଟି ଟଙ୍କା ତୁଳନାରେ ୯% ଅଧିକ। ତେବେ ୨୦୨୪- ୨୫…

ବଜେଟରେ ସୁନେଲି ସ୍ୱପ୍ନ: ବଢ଼ିଲା ମୁଣ୍ଡପିଛା ଋଣବୋଝ

ଭୁବନେଶ୍ୱର,୧୮।୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ୨୦୨୫-୨୬ ଆର୍ଥିକବର୍ଷ ପାଇଁ ୨.୯୦ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି, ଯାହାକି ୨୦୨୪-୨୫ ଆର୍ଥିକବର୍ଷର ବଜେଟ ପରିମାଣ ୨.୬୫ ଲକ୍ଷ କୋଟି ଟଙ୍କା ତୁଳନାରେ ୯% ଅଧିକ। ୨୦୨୩-୨୪ରେ ରାଜ୍ୟର ଅର୍ଥନୈତିକ…

କାର୍ଯ୍ୟକାରୀ ହେବ ‘ସୁଭଦ୍ରା ପ୍ଲସ୍’: ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୨: ରାଜ୍ୟରେ ଭାଜପା ସରକାର କ୍ଷମତାସୀନ ହେବା ପରଠୁ ଓଡ଼ିଶାର ମହିଳାମାନଙ୍କର ଉନ୍ନତୀକରଣ ଓ ସଶକରଣ ଦିରରେ ଗୁରୁତ୍ୱାରୋପ କରି ଆସୁଛନ୍ତି। ଏହି କ୍ରମରେ ରାଜା ସରକାର ମହିଳାମାନଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନର…

KIIT ବିଶ୍ବବିଦ୍ୟାଳୟର ଲାଇସେନ୍ସ ରଦ୍ଦ ପାଇଁ ଶିଳ୍ପମନ୍ତ୍ରୀଙ୍କୁ ଦାବିପତ୍ର

ଭୁବନେଶ୍ୱର,୧୮।୨: KIIT ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲମସାଲ ମୃତ୍ୟୁ ମାମଲାରେ ସାରା ବିଶ୍ୱରେ ନିନ୍ଦିତ ହୋଇଛି ଓଡିଶା। ଏହି ଘଟଣାରେ ଶିକ୍ଷାନୁଷ୍ଠାନରେ ଅଶାନ୍ତ ବାତାବରଣ ସୃଷ୍ଟି ହେବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁଷ୍ଠାନକୁ ତୁରନ୍ତ ସାଇନ୍ ଏ ଡାଏ ଘୋଷଣା…

ଆଉ ଏକ ବଡ଼ ବିମାନ ଦୁର୍ଘଟଣା, ଲ୍ୟାଣ୍ଡିଂ ବେଳେ ଓଲଟିପଡିଲା

ଟୋରଣ୍ଟୋ,୧୮।୨: କାନାଡାର ଟୋରଣ୍ଟୋ ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ସୂଚନାଯୋଗ୍ୟ, ଡେଲ୍ଟା ଏୟାରଲାଇନ୍ସର ଏକ ବିମାନ ଅବତରଣ ସମୟରେ ବିମାନବନ୍ଦରରେ ଓଲଟି ପଡ଼ିଥିଲା। ଏହି ବିମାନରେ ମୋଟ ୮୦ଜଣ ଯାତ୍ରୀ ଥିଲେ। କୁହାଯାଉଛି ଯେ ଦୁର୍ଘଟଣାରେ ୧୮ଜଣ ଆହତ…

ଜ୍ଞାନେଶ କୁମାର ହେବେ ଭାରତର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ,୧୭/୨: ଭାରତର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଭାବେ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନିଯୁକ୍ତ କରାଯାଇଛି । ସେ ବିଦାୟୀ ରାଜୀବ କୁମାରଙ୍କ ସ୍ଥାନ ନେବେ। ସେ କେରଳ କ୍ୟାଡରର ୧୯୮୮ ବ୍ୟାଚ୍ ର ଜଣେ ଆଇଏଏସ୍ ଅଧିକାରୀ। ଜ୍ଞାନେଶ…

କିଛିଦିନ ପାଇଁ ନୂଆ ସିଇସି ନିଯୁକ୍ତି ପ୍ରକ୍ରିୟା ସ୍ଥଗିତ ରଖାଯାଉ: ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ କାହିଁକି ଏମିତି କହିଲେ ରାହୁଲ

ନୂଆଦିଲ୍ଲୀ,୧୭।୨:ଦେଶର ନୂତନ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ନିଯୁକ୍ତି ଦେବା ପାଇଁ ସୋମବାର ଚୟନ କମିଟିର ବୈଠକ ହୋଇଛି ପିଏମଓରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ସ୍ବରାଷ୍ଟ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri