Home Middle

“ସମସ୍ତ ଭାରତୀୟ ପାଇଲଟ ଘରକୁ ଫେରିଛନ୍ତି”: ଅପରେସନ ସିନ୍ଦୂର ଉପରେ ବାୟୁସେନାର ବଡ ବୟାନ

ନୂଆଦିଲ୍ଲୀ,୧୧।୫: ଭାରତୀୟ ସେନା ରବିବାର ଏକ ପ୍ରେସ ବ୍ରିଫିଂରେ କହିଛି ଯେ, ଅପରେସନ ସିନ୍ଦୂରରେ ସାମିଲ ହୋଇଥିବା ସମସ୍ତ ପାଇଲଟ ଘରକୁ ଫେରିଛନ୍ତି। ଏହି ଅପରେସନର ଲକ୍ଷ୍ୟ ସଫଳତାର ସହ ପୂରଣ ହୋଇଥିବା ବାୟୁସେନା ଦାବି କରିଛି। ଭାରତୀୟ ସେନାର ଡିରେକ୍ଟର…

ଅପରେସନ ସିନ୍ଦୂରରେ ୫ ସୈନିକଙ୍କୁ ହରାଇଛି ଭାରତୀୟ ସେନା

ନୂଆଦିଲ୍ଲୀ,୧୧।୫: ଭାରତୀୟ ସେନାର ଅପରେସନ ସିନ୍ଦୂରରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କବାଦୀ ଅଡ୍ଡାଗୁଡ଼ିକୁ ଧ୍ୱଂସ କରାଯାଇଥିବା ବେଳେ ଏହି ଅଭିଯାନରେ ଭାରତର ୫ ଜଣ ବୀର ଯବାନ ସହିଦ ହୋଇଛନ୍ତି। ଡାଇରେକ୍ଟର ଜେନେରାଲ ଅଫ ମିଲିଟାରୀ ଅପରେସନ୍ସ…

ଭାରତୀୟ ସେନାର କଡା ଜବାବରେ ପାକିସ୍ତାନର ୪୦ ଜଣ ଯବାନ ନିହତ: DGMO

ନୂଆଦିଲ୍ଲୀ,୧୧।୫: ଭାରତୀୟ ସେନାର ‘ଅପରେସନ ସିନ୍ଦୂର’ରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କବାଦୀ ଅଡ୍ଡା ଧ୍ୱଂସ କରାଯିବା ସହ ପାକିସ୍ତାନ ସେନାକୁ ମଧ୍ୟ ବଡ଼ କ୍ଷତି ସହିବାକୁ ପଡ଼ିଛି। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଡାଇରେକ୍ଟର ଜେନେରାଲ ଅଫ…

ଅପରେସନ ସିନ୍ଦୁରରେ IC-814 ଅପହରଣକାରୀ, ପୁଲୱାମା ଆକ୍ରମଣକାରୀ ସମେତ ୧୦୦ ଆତଙ୍କବାଦୀ ନିହତ: ସେନା

ନୂଆଦିଲ୍ଲୀ,୧୧।୫: ଭାରତୀୟ ସେନା ରବିବାର ନିଶ୍ଚିତ କରିଛି ଯେ, ପାକିସ୍ତାନର ଅନେକ ଗୁରୁତ୍ୱପୂର୍ଣ୍ଣ ଆତଙ୍କବାଦୀ, ଯେଉଁମାନେ ୧୯୯୯ ମସିହାରେ ଇଣ୍ଡିଆନ ଏୟାରଲାଇନ୍ସ ଫ୍ଲାଇଟ (IC-814) ଅପହରଣ ଏବଂ ୨୦୧୯ ମସିହାରେ ପୁଲୱାମାରେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣରେ ଜଡ଼ିତ ଥିଲେ, ସେମାନେ…

ଭାରତୀୟ ବାୟୁସେନାର ଆକ୍ରମଣରେ ପାକିସ୍ତାନର ଅନେକ ସ୍ଥାନ ଧ୍ୱଂସ, ଫଟୋ ଦେଖାଇ ଜଣାଇଲେ DGAO

ନୂଆଦିଲ୍ଲୀ,୧୧।୫: ଭାରତୀୟ ବାୟୁସେନା (ଆଇଏଏଫ) ଦ୍ୱାରା ସଂଚାଳିତ ‘ଅପରେସନ ସିନ୍ଦୂର’ରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କବାଦୀ ଅଡ୍ଡା ସମେତ ପାକିସ୍ତାନ ସେନାର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଧ୍ୱଂସ ହୋଇଛି। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଡାଇରେକ୍ଟର ଜେନେରାଲ…

ଦିଘା ଜଗନ୍ନାଥ ମନ୍ଦିର ବିବାଦ: ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନିଲମ୍ବନ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ,୧୧।୫: ପଶ୍ଚିମବଙ୍ଗର ଦିଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦକୁ କେନ୍ଦ୍ର କରି ଶ୍ରୀମନ୍ଦିର ପ୍ରଶାସନ ବରିଷ୍ଠ ଦଇତାପତି ସେବାୟତ ତଥା ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନିଲମ୍ବନ କରିଛି। ଏହି ଘଟଣା ଓଡ଼ିଶା ତଥା ପଶ୍ଚିମବଙ୍ଗରେ ତୀବ୍ର ଚର୍ଚ୍ଚାର ବିଷୟ ପାଲଟିଥିଲା।…

ଯୁଦ୍ଧବିରତି ଉଲ୍ଲଂଘନ ହେଲେ ଜବାବ ଦେବା ପାଇଁ କମାଣ୍ଡରମାନଙ୍କୁ “ପୂର୍ଣ୍ଣ କ୍ଷମତା”

ନୂଆଦିଲ୍ଲୀ,୧୧।୫: ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପଶ୍ଚିମ ସୀମାରେ ଥିବା ସମସ୍ତ ସେନା କମାଣ୍ଡରମାନଙ୍କୁ ଶନିବାର ଭାରତ ଓ ପାକିସ୍ତାନର ଡିଜିଏମଓ (ମିଲିଟାରୀ ଅପରେସନ୍ସ ନିର୍ଦ୍ଦେଶକ) ମଧ୍ୟରେ ହୋଇଥିବା ବୁଝାମଣା ଉଲ୍ଲଂଘନ ହେଲେ ଜବାବ ଦେବାକୁ ଅନୁମତି ଦେଇଛନ୍ତି।…

ସାଟେଲାଇଟ ଫଟୋରୁ ଜଣାପଡିଲା ସତ; ପାକିସ୍ତାନ ଏୟାରବେସ ଧ୍ଵଂସ କରିଦେଇଛି ଭାରତୀୟ ସେନା

ନୂଆଦିଲ୍ଲୀ,୧୧।୫: ଚାଇନାର ଏକ ଉପଗ୍ରହ ସଂସ୍ଥା (MIZAZVISION) ଦ୍ୱାରା ପ୍ରକାଶିତ ସାଟେଲାଇଟ ଫଟୋରେ ଭାରତୀୟ ସଶସ୍ତ୍ର ବାହିନୀର ଆକ୍ରମଣ ପରେ ପାକିସ୍ତାନର ନୁର ଖାନ ଏୟାରବେସରେ ହୋଇଥିବା କ୍ଷୟକ୍ଷତି ଦେଖାଯାଇଛି। ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନର ରଫିକି, ମୁରିଦ, ନୁର ଖାନ,…

ରାଗିଗଲେ ମୋଦି, କହିଲେ ଆମେ କାହାର ମଧ୍ୟସ୍ଥତା ଆବଶ୍ୟକ କରୁନୁ

ନୂଆଦିଲ୍ଲୀ,୧୧ା୫: କଶ୍ମୀରକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯଦି ଆତଙ୍କବାଦୀଙ୍କୁ ଆମ ହାତକୁ ଦେବେ ତେବେ PoK ଭାରତକୁ ଫେରିବା ନେଇ କଥା ହୋଇପାରିବୁ। ଏହା ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା କରିବୁନି ବୋଲି ମୋଦି…

‘ଅପରେଶନ ସିନ୍ଦୂର’ଠାରୁ ଯୁଦ୍ଧବିରତି ପର୍ଯ୍ୟନ୍ତ, ଭାରତ ପାଇଲା କ’ଣ ପାକିସ୍ତାନ ହରାଇଲା କ’ଣ ଜାଣନ୍ତୁ…

ନୂଆଦିଲ୍ଲୀ,୧୧ା୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ବିରୋଧରେ ଅପରେଶନ ସିନ୍ଦୂରରେ, ଭାରତୀୟ ସେନା ପାକିସ୍ତାନ ଏବଂ ପିଓକେର ଅନେକ ସ୍ଥାନକୁ ଟାର୍ଗେଟ କରିଥିଲା, ଯାହା ଫଳରେ ଆତଙ୍କବାଦୀମାନଙ୍କୁ ବହୁତ କ୍ଷତି ହୋଇଥିଲା। ଏହି କାର୍ଯ୍ୟ ଭାରତର ବର୍ଦ୍ଧିତ ସାମରିକ ଶକ୍ତି ଏବଂ ଆତଙ୍କବାଦ…

ସଂସଦର ସ୍ବତନ୍ତ୍ର ଅଧିବେଶନ ପାଇଁ ଚିଠି ଲେଖିଲେ ରାହୁଲ; ମୋଦିଙ୍କ ପାଇଁ ଆଗକୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୧।୫: କେନ୍ଦ୍ର ସରକାର ପାକିସ୍ତାନ ସହିତ ଏକ ଯୁଦ୍ଧବିରତି ଚୁକ୍ତି ଘୋଷଣା କରିବାର ଗୋଟିଏ ଦିନ ପରେ, ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅପରେସନ୍ ସିନ୍ଦୂର ଏବଂ ଯୁଦ୍ଧବିରତି ଆଲୋଚନା ପାଇଁ…

ପାକିସ୍ତାନ ଆର୍ମିର ବଡ଼ ଘୋଷଣା, ମାନିଲା କରିଛି ଆତଙ୍କବାଦୀ ଆକ୍ରମଣ

ନୂଆଦିଲ୍ଲୀ, ୧୧।୫: ଭୂଲ ମାନିଲା ପାକିସ୍ତାନ। କରିଛି ଆତଙ୍କବାଦୀ ହମଲା।ସାମ୍ବାଦିକ ସମ୍ମିଳନୀ କରି ଏନେଇ ବଡ଼ ବୟାନ ଦେଇଛି ପାକିସ୍ତାନୀ ସେନା। ପାକିସ୍ତାନ ସେନାର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଏକ ଚାଞ୍ଚଲ୍ୟକର ସ୍ବୀକାରୋକ୍ତିରେ ୨୦୧୯ ମସିହା ଫେବୃଆରୀରେ ଜମ୍ମୁ ଓ କଶ୍ମୀରର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri