ୟୁଏନ୍ଏଚ୍ଆର୍ସିରେ ଭାରତ-ପାକ୍ ମୁହଁ।ମୁହିଁ: ୩୭୦ ଉଚ୍ଛେଦ ସାର୍ବଭୌମ ନିଷ୍ପତ୍ତି
ଜେନେଭା,୧୧ା୯,(ପି.ଟି./ଆଇଏଏନ୍ଏସ୍): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ମଙ୍ଗଳବାର ଭାରତ ଓ ପାକିସ୍ତାନ ପୁଣିଥରେ ଅନ୍ତର୍ଜାତୀୟ ମଞ୍ଚରେ ମୁହଁ।ମୁହିଁ ହୋଇଛନ୍ତି। ପାକିସ୍ତାନ ଜାତିସଂଘ ମାନବାଧିକାର ପରିଷଦ (ୟୁଏନ୍ଏଚ୍ଆର୍ସି) ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇ ଭାରତକୁ ଘେରିବାକୁ…
ଛୁଟିଦିନରେ ଖୋଲିବ ଆର୍ଟିଓ
ଭୁବନେଶ୍ୱର,୧୧-୯(ବ୍ୟୁରୋ):ଗତ ୧ ତାରିଖରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଲୋକମାନେ ସେମାନଙ୍କ ଗାଡ଼ି ସମ୍ବନ୍ଧିତ କାଗଜପତ୍ର ଦେଖାଇ ନ ପାରିବା ଯୋଗୁ ୧୦ ଗୁଣା ଜରିମାନା ଆଦାୟ କରାଗଲା। ଏନେଇ ବିଭିନ୍ନ ପ୍ରକାର ପ୍ରତିବାଦ ଓ ଅପ୍ରୀତିକର…
ମାନିଲା ପାକିସ୍ତାନ: ଜମ୍ମୁ-କଶ୍ମୀର ଭାରତର
ନୂଆଦିଲ୍ଲୀ,୧୦।୯: ଶେଷରେ ପାକିସ୍ତାନ ମାନିଛି ଯେ ଜମ୍ମୁ-କଶ୍ମୀର ହେଉଛି ଭାରତର ରାଜ୍ୟ। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସି ଜେନେଭାରେ କଶ୍ମୀରକୁ ନେଇ ଭାରତକୁ ଟାର୍ଗେଟ କରିବାକୁ ଉଦ୍ୟମ କରିଛନ୍ତି। ହେଲେ ସତ୍ୟ କ’ଣ ତାହା ତାଙ୍କ ମୁହଁରୁ ଆପଣାଛାଏଁ…
ଦିଲ୍ଲୀକୁ ଘାରିଛି ଗଞ୍ଜେଇ ନିଶା: ଏବିସିଡି ସର୍ଭେ ତାଲିକାରେ ତୃତୀୟ ସ୍ଥାନ; ମୁମ୍ବାଇ ୬ଷ୍ଠରେ
ନୂଆଦିଲ୍ଲୀ,୧୦।୯: ଦିଲ୍ଲୀ ଗଞ୍ଜେଇ ନିଶା ବ୍ୟବହାରରେ ପୃଥିବୀରେ ତୃତୀୟ ସ୍ଥାନ ହାସଲ କରିଛି। ସେହିପରି ମାୟାନଗରୀ ମୁମ୍ବାଇ ପ୍ରକାଶିତ ଏକ ତାଲିକାରେ ଗଞ୍ଜେଇ ନିଶା ବ୍ୟବହାରରେ ୬ଷ୍ଠ ସ୍ଥାନରେ ରହିଛି। ଗଞ୍ଜେଇ ବ୍ୟବହାର ବୃଦ୍ଧି ପାଉଥିବା ପୃଥିବୀର ପ୍ରମୁଖ ସହର ଉପରେ…
ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଶକ୍ତ ଧକ୍କା : ଆୟ ଆଠଣା ଖର୍ଚ୍ଚ ଟଙ୍କାଏ; ପେଟିମ୍ର କ୍ଷତି ୪ ହଜାର ୨ଶହ ୧୭ କୋଟି
ନୂଆଦିଲ୍ଲୀ,୧୦।୯: ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଶକ୍ତ ଧକ୍କା ଲାଗିଛି। ଏହି ବ୍ୟବସ୍ଥାରେ ଆୟ ଆଠଣା ହେଉଥିବାବେଳେ ଖର୍ଚ୍ଚ ଟଙ୍କାଏ ରହିଥିବା କୁହାଯାଉଛି। ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପେଟିଏମ୍ର କ୍ଷତି ପରିମାଣ ଇତିମଧ୍ୟରେ ୪ ହଜାର ୨ଶହ ୧୭ କୋଟି…
ବାବରୀ ମସଜିଦ୍ ଭଙ୍ଗା ମାମଲା: କଲ୍ୟାଣ ସିଂଙ୍କ ସମେତ ଭାଜପାର ଅନ୍ୟ ୧୩ ନେତାଙ୍କ ଉପରେ ସିବିଆଇ ନଜର
ନୂଆଦିଲ୍ଲୀ,୧୦।୯: କଲ୍ୟାଣ ସିଂ ରାଜ୍ୟପାଳ ପଦ ଛାଡ଼ିବା ପରେପରେ ଏବେ ତାଙ୍କ ଉପରେ ସଙ୍କଟ ଦେଖାଦେଇଛି। ବାବରୀ ମସଜିଦ୍ ଭଙ୍ଗା ମାମଲାରେ କଲ୍ୟାଣ ସିଂଙ୍କ ସମେତ ଭାଜପାର ଅନ୍ୟ ୧୩ ନେତାଙ୍କ ଉପରେ ସିବିଆଇର ନଜର ରହିଛି। କଲ୍ୟାଣ ସିଂଙ୍କୁ ଅଭିଯୁକ୍ତ…
ପୁରୀରେ ଡବଲ ଏନ୍କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ବିଶୁ, ଟିକି ଆହତ
ପୁରୀ ଅଫିସ,୧୦।୯: ପୁରୀରେ ଡବଲ ଏନ୍କାଉଣ୍ଟର ହୋଇଛି। ସୋମବାର ଦୁଇଟି ପୃଥକ ସ୍ଥାନାରେ ଏନ୍କାଉଣ୍ଟର ହୋଇଥିବା ବେଳେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ ବ୍ରାଉନସୁଗାର ଓ କୋରେସ୍କ ବ୍ୟବସାୟୀ ବିଶ୍ୱରଞ୍ଜନ ସାହୁ ଓରଫ ବିଶୁ ଏବଂ ବାଲି…
ଭାରତରେ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର: ଆତଙ୍କବାଦୀ ସଂଗଠନ ସହିତ ଆଇଏସ୍ଆଇର ଗୁପ୍ତ ବୈଠକ
ଇସଲାମାବାଦ୍,୧୦।୯: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ସୃଷ୍ଟି କରିବାକୁ ଉଦ୍ୟମ କରିବା ସହିତ ଭାରତରେ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚୁଛି। ଏନେଇ ପାକିସ୍ତାନ ସୈନ୍ୟ ବିଭାଗ ନିର୍ଦ୍ଦେଶରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା…
୩ ସେନାର ଆଧୁନିକୀକରଣ ପାଇଁ ମେଗା ଯୋଜନା: ବ୍ୟୟ ହେବ ୧୩୦ ବିଲିୟନ ଡଲାର
ନୂଆଦିଲ୍ଲୀ,୧୦ା୯(ପି.ଟି.): ଆଗାମୀ ୫ରୁ ୭ ବର୍ଷ ମଧ୍ୟରେ ଭାରତୀୟ ସୈନ୍ୟବାହିନୀର ଆକ୍ରମଣ କ୍ଷମତା ବୃଦ୍ଧି ସହ ଏହାର ଆଧୁନିକୀକରଣ ଲାଗି ସରକାର ମେଗା ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ୧୩୦ ବିଲିୟନ ଡଲାର ବ୍ୟୟ ହେବ। ୩ ସେନାର ଆଧୁନିକୀକରଣକୁ ତ୍ୱରାନ୍ବିତ…
ବଦଳି ପରେ ତଦନ୍ତ ଚେପା
ଭୁବନେଶ୍ୱର,୧୦।୯: ଥାନାକୁ ଯାଉଥିବା ଅଭିଯୋଗକୁ କେଉଁ ଅଫିସର ବୁଝିବେ ତାହା ସ୍ଥିର କରିଥାନ୍ତି ଆଇଆଇସି। ଏପରିକି ଚୋରି ଓ ଦୁର୍ଘଟଣା ଭଳି ଛୋଟଛୋଟ ମାମଲା ଏଏସ୍ଆଇଙ୍କୁ ଦିଆଯାଉଥିବା ବେଳେ ବଳାତ୍କାର ଓ ଅନ୍ୟ ମାମଲାଗୁଡିକର ତଦନ୍ତ ଭାର ଏସ୍ଆଇ ନେଇଥାନ୍ତି। କିନ୍ତୁ…
ବିକ୍ରମ ଭାଙ୍ଗିନି, ଢଳିରହିଛି
ବେଙ୍ଗାଲୁରୁ/ଚେନ୍ନାଇ,୧୦ା୯: ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ବିକ୍ରମ ସୂକ୍ଷ୍ମ ଅବତରଣ କରିବାରେ ବିଫଳ ହୋଇଥିଲେ ହେଁ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆଶା ହରାଇନାହିଁ। ଏହା ସହ ସଂଯୋଗ ସ୍ଥାପନ ପାଇଁ ବୈଜ୍ଞାନିକମାନେ ଅନବରତ ଉଦ୍ୟମ ଜାରି ରଖିଛନ୍ତି। ସୂକ୍ଷ୍ମ…
ଟ୍ରାଫିକ୍ ନିୟମ ୩ ମାସ କୋହଳ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୯।୯(ବ୍ୟୁରୋ): ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ। ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡ଼େ ଚାଲିଛି ଧରପଗଡ଼। ଆଇନ ଭାଙ୍ଗିଲେ ଆଦାୟ ହେଉଛି ୧୦ ଗୁଣ ଅଧିକ ଜରିମାନା। ସଂଶୋଧିତ ମୋଟର ଯାନ…
Archives


