Home Middle

ଏନ୍‌କାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁ ଆହତ

ପୁରୀ ଅଫିସ,୧୮।୧୦: ପୁରୀ- ଭୁବନେଶ୍ବର ଜାତୀୟ ରାଜପଥ ପିପିଲି ବାଇପାସ୍‌ ରାସ୍ତା ତରାକାଜ ଓଭରବ୍ରିଜ ପାର୍ଶ୍ୱରେ ଗୁରୁବାର ବିଳମ୍ବିତ ରାତିରେ ଏନ୍‌କାଉଣ୍ଟର ହୋଇଛି। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବାଲିଘାଟର ଭାଗିରଥି ପ୍ରଧାନ ଓରଫ ଭାଗୁ ଗୁରୁତର ହୋଇଛନ୍ତି। ଗୁଳି ତାଙ୍କ…

ଇନୋଭେଶନ ଇଣ୍ଡେକ୍ସ:ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ

ନୂଆଦିଲ୍ଲୀ,୧୮-୧୦:ରାଜ୍ୟଗୁଡ଼ିକର ଇନୋଭେଶନ ସାମର୍ଥ୍ୟ ଓ ପ୍ରଦର୍ଶନକୁ ତଉଲିବା ଲାଗି ନୀତି ଆୟୋଗ ପକ୍ଷରୁ ଗୁରୁବାର ପ୍ରଥମ ଥର ଭାରତର ନବପ୍ରବର୍ତ୍ତନ ସୂଚକାଙ୍କ (ଇନୋଭେଶନ ଇଣ୍ଡେକ୍ସ) ପ୍ରକାଶ ପାଇଛି। ବୃହତ୍‌ ରାଜ୍ୟ ବର୍ଗରେ ଓଡ଼ିଶା ଦ୍ୱାଦଶ ସ୍ଥାନରେ ରହିଛି। ଏହି ରାଜ୍ୟକୁ ପୁଞ୍ଜିପ୍ରବାହ…

କଶ୍ମୀର ସେଓରେ ଆତଙ୍କବାଦୀଙ୍କ ସ୍ଲୋଗାନ୍‌: କାରବାର ବନ୍ଦ ପାଇଁ ପାକିସ୍ତାନର ଷଡ଼ଯନ୍ତ୍ର

ଶ୍ରୀନଗର,୧୭।୧୦: ଜମ୍ମୁ-କଶ୍ମୀରରେ ଚଳିତ ଋତୁରେ ସେଓ କାରବାରରେ ବାଧା ପହଞ୍ଚାଇବା ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର ରଚିଛି। ସେଥିପାଇଁ ସେଓ ବ୍ୟବସାୟ ଜଡ଼ିତ ଥିବା ଲୋକଙ୍କୁ ପାକିସ୍ତାନ ଇସାରାରେ ଆତଙ୍କବାଦୀମାନେ ଟାର୍ଗେଟ୍‌ କରିଛନ୍ତି। ସମ୍ପ୍ରତି କଠୁଆ ଜିଲାରୁ ଆସିଥିବା ସେଓ ପେଟିରେ ଆମକୁ…

ଚାଇନା ତିଆରି ତ୍ରିରଙ୍ଗା ଆମଦାନୀ କରିବ ନାହିଁ ଭାରତ: ଫ୍ଲାଗ୍‌ କୋଡ୍‌ ଅବମାନନା ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: ଏଣିକି ଚାଇନାରେ ତିଆରି ଭାରତୀୟ ତ୍ରିରଙ୍ଗା ଆମଦାନୀ ହେବନାହିଁ। ବୈଦେଶିକ ବ୍ୟାପାର ମହାନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ଅଧିସୂଚନା ଜାରି ହୋଇଛି। ଭାରତୀୟ ଜାତୀୟ ପତାକାର ଫ୍ଲାଗ୍‌ କୋଡ୍‌କୁ ଅବମାନନା କରାଯାଉଥିବା ଅଭିଯୋଗ ହେବା ପରେ ଏଭଳି ନିଷ୍ପତ୍ତି ଗ୍ରହଣ…

ଦୀପାବଳିରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ଗୋରଖପୁରରେ ୫ ସନ୍ଦିଗ୍ଧ

ଲକ୍ଷ୍ନୌ,୧୭।୧୦: ଦୀପାବଳିରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚାଯାଇଛି। ଏଥିପାଇଁ ୫ ସନ୍ଦିଗ୍ଧ ଗୋରଖପୁରରେ ପହଞ୍ଚିଛନ୍ତି। ସେମାନେ ଏକ ଧଳା ଡିଜାୟର ଗାଡ଼ିରେ ନେପାଳ ଯାଇଛନ୍ତି। ଭାରତ-ନେପାଳ ସୀମା ଜଙ୍ଗଲରେ ସନ୍ଦିଗ୍ଧମାନେ ଥିବା ଏନ୍‌ଆଇଏ ପକ୍ଷରୁ ଗୋଇନ୍ଦା ବିଭାଗକୁ…

ଧନୁଷ ତୋପ ସେନାରେ ସାମିଲ୍‌: ଚାଇନା-ପାକିସ୍ତାନର ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ,୧୭।୧୦: ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇଁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଧନୁଷ ତୋପକୁ ସେନାରେ ସାମିଲ୍‌ କରାଯାଇଛି। ଏହାକୁ ନେଇ ଚାଇନା-ପାକିସ୍ତାନର ଚିନ୍ତା ବଢ଼ିଛି। ଏହା ୫୦ କିମିରୁ ଅଧିକ ଦୂର ଲକ୍ଷ୍ୟଭେଦ କରିବାକୁ ସକ୍ଷମ। ଏଥିରେ ବ୍ୟବହାର କରାଯାଉଥିବା…

ଅଯୋଧ୍ୟା ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ସ୍ବୀକାର କରିବି: ଇକ୍‌ବାଲ୍‌ ଅନସାରୀ

ନୂଆଦିଲ୍ଲୀ,୧୭।୧୦: ଅଯୋଧ୍ୟା ମାମଲାରେ ଏତେ ବର୍ଷ ପରେ ସୁପ୍ରିମ୍‌କୋର୍ଟ ରାୟର ନିକଟବର୍ତ୍ତୀ ହୋଇଛନ୍ତି। ଦୀର୍ଘଦିନ ଧରି ଏଠାରେ ଚାଲିଥିବା ରାଜନୀତି ଏବେ ବନ୍ଦ ହୋଇଯିବ। ସ୍ଥାନୀୟ ଲୋକଙ୍କ ବିକାଶ ହେବାର ସମ୍ଭାବନା ରହିବ ବୋଲି ଏହି ମାମଲାରେ ଜଡ଼ିତ ଥିବା ଇକ୍‌ବାଲ୍‌…

ବିଜେପୁର ଉପନିର୍ବାଚନ: ରୋଡ୍‌ ଶୋ’ରେ ବାହାରି ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବରଗଡ଼ ଅଫିସ, ୧୭ା୧୦- ବରଗଡ଼ ଜିଲା ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର ୪ଦିନ ବାକି। ଦୁଇ ଦିନ ପରେ ନିର୍ବାଚନୀ ପ୍ରଚାର ଅବଧି ସରିବ। ତେବେ ଗୁରୁବାର ଦୁଇ ଦିନିଆ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ…

ଜଗନମୋହନଙ୍କ ନୂଆ ଯୋଜନା: ବୁଣାକାର-ଆଇନଜୀବୀ ଓ ଧୀବରଙ୍କୁ ମିଳିବ ଆର୍ଥିକ ସହାୟତା

ଅମରାବତୀ,୧୭।୧୦: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌.ଜଗନମୋହନ ରେଡ୍ଡୀ ରାଜ୍ୟର ବୁଣାକାର-ଆଇନଜୀବୀ ଓ ଧୀବରଙ୍କ ଆର୍ଥିକ ବିକାଶ ପାଇଁ ନୂଆ ଯୋଜନା ପ୍ରଣୟନ କରିଛନ୍ତି। ଓ୍ବାଇଏସ୍‌ଆର୍‌ ନେତନ୍ନା ନେସ୍ତାମ୍‌ ଯୋଜନା ଅନ୍ତର୍ଗତ ବୁଣାକାରଙ୍କୁ ବର୍ଷକୁ ୨୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ।…

ବଢ଼ିଲା ଭାରତର ଚିନ୍ତା: ଗୁଜରାଟ ସୀମାରେ ପାକିସ୍ତାନ ଚାଇନାକୁ ଦେଲା ୫୫ ବର୍ଗ କିମି ଜମି

ନୂଆଦିଲ୍ଲୀ,୧୭।୧୦: ଗୁଜରାଟ ସୀମାରେ ଭାରେତ ପାଇଁ ପାକିସ୍ତାନ ବିପଦ ସୃଷ୍ଟି କରିଛି। ଏଠାରେ ଥିବା ହରାମିନାଳେ ନିକଟରେ ୫୫ ବର୍ଗ କିମି ଜମି ପାକିସ୍ତାନ ଚାଇନାକୁ ଦେଇଛି। ଏହାଦ୍ୱାରା ଭାରତର କେତେକ ଗତିବିଧି ଉପରେ ଚାଇନା ରଖିପାରିବାର ଆଶଙ୍କା ଦେଖାଦେଇଛି। ଏହାକୁ…

ସୁପ୍ରିମକୋର୍ଟରେ ଶୁଣାଣି ବେଳେ ହାଇଡ୍ରାମା

ନୂଆଦିଲ୍ଲୀ,୧୭ା୧୦ (ପି.ଟି./ଆଇଏଏନ୍‌ଏସ୍‌): ରାଜନୈତିକ ଦୃଷ୍ଟିରୁ ଦେଶର ସର୍ବାଧିକ ସମ୍ବେଦନଶୀଳ ଅଯୋଧ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଶେଷ ହୋଇ ରାୟ ସଂରକ୍ଷିତ ରଖାଯାଇଛି। ୫ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ପୀଠରେ ବୁଧବାର ଏହାର ଚୂଡ଼ାନ୍ତ ବିଚାର ବେଳେ କୋର୍ଟରୁମ୍‌ରେ ହାଇଡ୍ରାମା ଦେଖିବାକୁ…

ସରିଲା ଅଯୋଧ୍ୟା ବିଚାର

ନୂଆଦିଲ୍ଲୀ,୧୭ା୧୦(ପି.ଟି./ଆଇଏଏନ୍‌ଏସ୍‌): ସୁପ୍ରିମକୋର୍ଟରେ ୪୦ ଦିନର ମାରାଥନ୍‌ ଶୁଣାଣି ପରେ ବୁଧବାର ଅଯୋଧ୍ୟାର ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ ଜମି ବିବାଦ ମାମଲାର ବିଚାର ଶେଷ ହୋଇଛି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri