Home Middle

ଏବେ ସମାନ ନାଗରିକ ସଂହିତା ପାଳି

ନୂଆଦିଲ୍ଲୀ,୧୦।୧୧: ଭାଜପାର ନିର୍ବାଚନ ପ୍ରତିଶ୍ରୁତି ପାଳନ ଧାରା ଜାରି ରହିଛି। ତିନି ତଲାକ୍‌ ପରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହୋଇଥିଲା। ଏହାପରେ ଅଯୋଧ୍ୟା ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ହୋଇଛି। ଏବେ ଭାଜପା ଦେଶର ସମାନ ନାଗରିକ ସଂହିତା(ୟୁନିଫର୍ମ ସିଭିଲ୍‌ କୋଡ୍‌) ଲାଗୁ…

ସରକାର ଗଢ଼ିବାକୁ ଭାଜପାକୁ ରାଜ୍ୟପାଳଙ୍କ ଆମନ୍ତ୍ରଣ

ମୁମ୍ବାଇ,୧୦ା୧୧(ପି.ଟି.): ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ୧୫ ଦିନ ବିତିଥିଲେ ମଧ୍ୟ ସରକାର ଗଠନ ନେଇ ଅଚଳାବସ୍ଥା ଲାଗି ରହିଛି। ଏକକ ସଂଖ୍ୟାଗରିଷ୍ଠ ଦଳ ଭାଜପା ସରକାର ଗଢ଼ିବାକୁ ଆଗ୍ରହୀ ଏବଂ ସମର୍ଥ କି ନୁହେଁ ତାହା ଜଣାଇବାକୁ ରାଜ୍ୟପାଳ…

ଆସନ୍ତା ସପ୍ତାହରେ ୪ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ,୧୦ା୧୧(ପି.ଟି.): ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ୧୭ ତାରିଖରେ ଅବସର ନେବାକୁ ଯାଉଥିଲାବେଳେ ଏହା ପୂର୍ବରୁ ତାଙ୍କ ଖଣ୍ଡପୀଠ ଆସନ୍ତା ସପ୍ତାହରେ ୪ଟି ଗୁରୁତ୍ୱପୂର୍ଣ୍ଣ ମାମଲାରେ ରାୟ ପ୍ରଦାନ କରିବେ। ନରେନ୍ଦ୍ର ମୋଦି ସରକାରଙ୍କ ରାଫାଲ ଯୁଦ୍ଧବିମାନ କିଣିବା ପ୍ରସ୍ତାବକୁ ସୁପ୍ରିମକୋର୍ଟ…

ସାଗରଦ୍ୱୀପ ନିକଟରେ ସ୍ଥଳଭାଗ ଛୁଇଁଲା ବୁଲ୍‌ବୁଲ୍‌

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ବାତ୍ୟା ‘ବୁଲ୍‌ବୁଲ୍‌’ ଶନିବାର ରାତି ପ୍ରାୟ ୧୧ଟାରେ ପଶ୍ଚିମବଙ୍ଗ ୨୪ପ୍ରଗଣା ଜିଲାର ସାଗରଦ୍ୱୀପ ଏବଂ ବାଂଲାଦେଶର ଖେପପୁରା ମଧ୍ୟରେ ସ୍ଥଳଭାଗ ଛୁଇଁଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିଥିଲା ବୋଲି ଭାରତୀୟ ପାଣିପାଗ…

ପଞ୍ଚ ନ୍ୟାୟାଧୀଶ: ଦେଶକୁ ବାନ୍ଧିଲେ ଏକତା ରଜ୍ଜୁରେ

ନୂଆଦିଲ୍ଲୀ,୯।୧୧: ଅଯୋଧ୍ୟାକୁ ନେଇ ଐତିହାସିକ ରାୟ ପ୍ରକାଶ ପାଇଛି। ଦୀର୍ଘ ଦିନ ଧରି ଲାଗିଥିବା ସମସ୍ୟାର ଅନ୍ତ ଘଟିଛି। ଦେଶରେ ପୁଣି ସୃଷ୍ଟି ହୋଇଛି ଶାନ୍ତିର ବାତାବରଣ। ଦେଶବାସୀଙ୍କୁ ଏକତା ରଜ୍ଜୁରେ ବାନ୍ଧିଥିବା ପଞ୍ଚ ନ୍ୟାୟଧୀଶ ସବୁଦିନ ପାଇଁ ଦେଶର ଇତିହାସରେ…

ଏକ ଭାରତ-ଶ୍ରେଷ୍ଠ ଭାରତ ଭାବନା ଉଦ୍‌ଜୀବିତ ହେଉ: ଶାହ

ନୂଆଦିଲ୍ଲୀ,୯।୧୧: ଭାରତବାସୀଙ୍କ ମଧ୍ୟରେ ସବୁବେଳେ ଏକତାର ଦୃଷ୍ଟାନ୍ତ ଦେଖିବାକୁ ମିଳେ। ଏବେ ଜାତୀୟ ସଂହତି କ୍ଷେତ୍ରରେ ଏହା ଏକ ଭାରତ-ଶ୍ରେଷ୍ଠ ଭାରତ ଭାବନାକୁ ଉଦ୍‌ଜୀବିତ କରୁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି।…

ଅଯୋଧ୍ୟା ଶୁଣାଣିକୁ ସ୍ବାଗତ ଜଣାଇଲେ ମୋହନ ଭାଗବତ

ନୂଆଦିଲ୍ଲୀ,୯।୧୧: ଅଯୋଧ୍ୟା ଜମି ବିବାଦକୁ ନେଇ ସୁପ୍ରିମକୋର୍ଟ ପକ୍ଷରୁ ଶନିବାର ଐତିହାସିକ ରାୟ ପ୍ରକାଶ ପାଇଛି। ଏବେ ଏହାକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଉଛି। ରାଷ୍ଟୀୟ ସ୍ବୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ…

ନ୍ୟାୟପାଳିକା ଉପରେ ଲୋକଙ୍କ ଆସ୍ଥା ବଢ଼ିଲା: ରାମ-ରହିମ୍‌ ଭକ୍ତି ପାଲଟିଲା ରାଷ୍ଟ୍ରୀୟ ଭକ୍ତି

ନୂଆଦିଲ୍ଲୀ,୯।୧୧: ରାମ ଜନ୍ମଭୂମି ବାବରୀ ମସଜିଦ୍‌ର ଐତିହାସିକ ରାୟ ଯୋଗୁ ଦେଶର ନ୍ୟାୟପାଳିକା ଉପରେ ଲୋକଙ୍କ ଆସ୍ଥା ବଢ଼ିଛି। ଏହି ରାୟ ଯୋଗୁ ରାମ-ରହିମ୍‌ ଭକ୍ତି ଏବେ ରାଷ୍ଟ୍ରୀୟ ଭକ୍ତି ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ଜଣାଇଛନ୍ତି।…

୬ ଘଣ୍ଟା ମଧ୍ୟରେ ବାଂଲାଦେଶ ମୁହାଁ ହେବ ‘ବୁଲ୍‌ବୁଲ୍‌’: ସାଗର ଦ୍ୱୀପ ଏବଂ ଖେପୁପାରା ମଧ୍ୟରେ ଲ୍ୟାଣ୍ଡ୍‌ଫଲ୍‌ କରିବା ସମ୍ଭାବନା

ନୂଆଦିଲ୍ଲୀ,୯।୧୧: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଆସନ୍ତା ୬ ଘଣ୍ଟା ପରେ ପଶ୍ଚିମବଙ୍ଗ ପାର ହୋଇ ବାଂଲାଦେଶ ମୁହାଁ ହେବ। ଏହା ବାଂଲାଦେଶର ସାଗର ଦ୍ୱୀପ ଏବଂ ଖେପୁପାରା ମଧ୍ୟରେ ଲ୍ୟାଣ୍ଡ୍‌ଫଲ୍‌ କରିବା ସମ୍ଭାବନା ରହିଛି ବୋଲି…

ଭାଇଚାରାର ବିଜୟ: ସହମତିରେ ରାୟ ପ୍ରକାଶ; ମସଜିଦ୍‌ ନିର୍ମାଣରେ ସହାୟତା କରିବେ କେନ୍ଦ୍ର ଓ ରାଜ୍ୟ ସରକାର

ନୂଆଦିଲ୍ଲୀ,୯।୧୧: ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଏଥିରେ ଭାଇଚାରାର ବିଜୟ ହୋଇଛି। ଏହି ରାୟ ପୁଣିଥରେ ଭାରତର ଜାତୀୟ ସଂହତିକୁ ପ୍ରତିପାଦିତ କରିଛି। ରାମ ଜନ୍ମଭୂମି ନ୍ୟାସ ଏବଂ ସୁନ୍ନୀ ଓ୍ବାକଫ୍‌ ବୋର୍ଡ ମଧ୍ୟରେ ସହମତି ଦ୍ୱାରା ଐତିହାସିକ ରାୟ…

ଐତିହାସିକ ରାୟ ପ୍ରକାଶ: ରାମ ଜନ୍ମଭୂମି ନ୍ୟାସ ଟ୍ରଷ୍ଟକୁ ୩ ମାସ ମଧ୍ୟରେ ମନ୍ଦିର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୯।୧୧: ରାମ ଜନ୍ମଭୂମି ବାବରୀ ମସ୍‌ଜିଦ୍‌ ମାମଲାର ଐତିହାସିକ ରାୟ ଶନିବାର ପୂର୍ବାହ୍ନ ୧୦ଟା ୩୦ରେ ପ୍ରକାଶ ପାଇଛି। ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି। ବିବାଦୀୟ ଜମି ରାମଲଲାଙ୍କର ବୋଲି…

୨୦୧୯ ଲୋକ ସଭା ନିର୍ବାଚନ: ୮୨୦ କୋଟି ବ୍ୟୟ କରିଥିଲା କଂଗ୍ରେସ

ନୂଆଦିଲ୍ଲୀ,୯ା୧୧: ଗତ ଲୋକ ସଭା ନିର୍ବାଚନରେ ଭାଜପାର ଅର୍ଥବଳ ଆଗରେ ଆମେ ସୀମିତ ସମ୍ବଳରେ ଲଢ଼ିପାରିଲୁ ନାହିଁ ବୋଲି କଂଗ୍ରେସ ଯେଉଁ ଅଭିଯୋଗ କରିଆସୁଥିଲା ତାହା ଏବେ ଭୁଲ୍‌ ପ୍ରମାଣିତ ହୋଇଛି। ସାଧାରଣ ନିର୍ବାଚନ ସମେତ ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ, ଓଡିଶା, ତେଲଙ୍ଗାନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri