Home Middle

ଆଜି ସମଗ୍ର ଓଡ଼ିଶାରେ ପ୍ରବଳ ବର୍ଷିବ, ୭ ଜିଲାକୁ ରେଡ ଆଲର୍ଟ

ଭୁବନେଶ୍ୱର,୩।୧: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଓଡ଼ିଶାରେ ପ୍ରବଳ ବର୍ଷା ଆଣିଛି, ଯାହା ଏବର୍ଷର ଦୁର୍ଗାପୂଜା ଉତ୍ସବରେ ବାଧା ସୃଷ୍ଟି କରିଛି। ଗୋପାଳପୁର ନିକଟରେ ଏହି ଗଭୀର ଅବପାତ ଓଡ଼ିଶା ଉପକୂଳ ଅତିକ୍ରମ କରିଛି ଏବଂ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଦକ୍ଷିଣ…

ଇତିହାସ ରଚିଲେ ମୀରାବାଇ ଚାନୁ: ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପରେ ଜିତିଲେ ରୌପ୍ୟ

ନରୱେ,୩।୧୦: ନରୱେର ଫୋର୍ଡେରେ ଚାଲିଥିବା ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପରେ ମୀରାବାଇ ଚାନୁ ରୌପ୍ୟ ପଦକ ଜିତିଛନ୍ତି। ଟୁର୍ନାମେଣ୍ଟ ଇତିହାସରେ ଏହା ତାଙ୍କର ତୃତୀୟ ପଦକ। ସେ ଭାରତ ପାଇଁ ସର୍ବାଧିକ ବିଶ୍ୱ ଚାମ୍ପିଅନସିପ ପଦକ ଜିତିଥିବା ତୃତୀୟ ଭାରୋତ୍ତୋଳନକାରୀ ହୋଇଛନ୍ତି। ପୂର୍ବରୁ,…

ଗାଈ ଚରାଇବାକୁ ଯାଇଥିଲେ ତ୍ରିନାଥ, ଧସିଲା ପାହାଡ଼: ଆଉ ତା’ପରେ…

ଗଜପତି,୩।୧୦(ପାରଳାଖେମୁଣ୍ଡି): ଗଜପତି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ରାମ.ଉଦୟଗିରିରେ ଲଗାଣ ବର୍ଷାରେ ପାହାଡ ଧସି ଏକ ଅଘଟଣ ଘଟିଛି। ଗାଈ ଚରାଇବାକୁ ଯାଇଥିବାବେଳେ ପାହାଡ଼ ଧସି ପଥରରେ ଚାପି ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ରା.ଉଦୟଗିରି ଥାନା…

NIELIT ଡିଜିଟାଲ୍ ବିଶ୍ୱବିଦ୍ୟାଳୟର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଓଡ଼ିଶାରେ ସେଣ୍ଟର

ନୂଆଦିଲ୍ଲୀ,୩।୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର NIELIT ଡିଜିଟାଲ୍‌ ବିଶ୍ୱବିଦ୍ୟାଳୟ (NDU) ପ୍ଲାଟଫର୍ମର ଉଦ୍‌ଘାଟନ କରିଛନ୍ତି। ଏହି ପ୍ଲାଟଫର୍ମ ଯୁବପିଢ଼ିଙ୍କୁ AI, ସାଇବର ସୁରକ୍ଷା, ଡାଟା ସାଇନ୍ସ, ସେମିକଣ୍ଡକ୍ଟର ଆଦି ଉନ୍ନତ ପ୍ରଯୁକ୍ତି କ୍ଷେତ୍ରରେ ଉଚ୍ଚମାନର…

ଭାରତ କାହା ଆଗରେ ନଇଁବ ନାହିଁ: ଆମେରିକାକୁ ଚେତାବନୀ ଦେଲେ ପୁଟିନ

ମସ୍କୋ,୩।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାକୁ ଟାର୍ଗେଟ କରିଥିଲେ। ଆମେରିକା ଭାରତ ଏବଂ ଚାଇନାକୁ ରୁଷିଆର ଶକ୍ତି ସମ୍ପର୍କ ସମାପ୍ତ କରିବାକୁ ଚାପ ପକାଇବାକୁ ଚାହୁଁଛି, କିନ୍ତୁ ଏପରି ପଦକ୍ଷେପ ଓଲଟା ପ୍ରଭାବ ପକାଇପାରେ ବୋଲି ପୁଟିନ ଆମେରିକାକୁ ଚେତାବନୀ…

ଭୁବନେଶ୍ବରରେ ରାବଣପୋଡ଼ି ଉତ୍ସବରେ ଚାଞ୍ଚଲ୍ୟ: ୧୫୦ରୁ ଅଧିକ ମୋବାଇଲ୍‌ ଚୋରି

ଭୁବନେଶ୍ୱର,୩।୧: ରାଜଧାନୀ ଭୁବନେଶ୍ବରରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବିଜୟା ଦଶମୀ ଅବସରରେ ବିଭିନ୍ନ ସ୍ଥାନରେ ରାବଣପୋଡ଼ି ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ବରମୁଣ୍ଡା ଦଶହରା ପଡ଼ିଆ ଅନ୍ୟତମ ଆକର୍ଷଣର କେନ୍ଦ୍ର ଥିଲା, ଯେଉଁଠାରେ ଏକ ୭୦ ଫୁଟ ଉଚ୍ଚତା…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନର “ଆଜାଦ କଶ୍ମୀର” ନାରା, ଏସିଆ କପ୍ ପରେ ପୁଣି ବିବାଦ

କୋଲମ୍ବୋ,୩।୧: କୋଲମ୍ବୋରେ ଚାଲିଥିବା ମହିଳା ଦିନିକିଆ ବିଶ୍ୱକପରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ମ୍ୟାଚ ସମୟରେ ପୂର୍ବତନ ପାକିସ୍ତାନ ମହିଳା କ୍ରିକେଟ ଦଳର ଅଧିନାୟକ ସାନା ମୀରଙ୍କ ଏକ ରାଜନୈତିକ ମନ୍ତବ୍ୟ ବିବାଦ ସୃଷ୍ଟି କରିଛି। ନାଟାଲିଆ ପରଭେଜ ବ୍ୟାଟିଂ…

ଗଜପତିରେ ଲଗାଣ ବର୍ଷା: ରିଲିଫ୍ କମିଶନରଙ୍କୁ ତୁରନ୍ତ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨।୧: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଲାଗିରହିଛି। ଗଜପତି ଜିଲାରେ ବର୍ଷାରୁ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ହୋଇ ଅନେକ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୁରୁବାର ଜିଲାପାଳଙ୍କ ସହିତ…

ଦଶହରାରେ ବଡ ଅଘଟଣ: ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ି ୧୩ ମୃତ

ମଧ୍ୟପ୍ରଦେଶ,୨।୧: ଗୁରୁବାର ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ମଧ୍ୟପ୍ରଦେଶରେ ଦୁଇଟି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁମାନଙ୍କ ମଧ୍ୟରେ ୧୦ ଜଣ ଶିଶୁ ଅଛନ୍ତି। ଉଜ୍ଜୟିନୀ ନିକଟସ୍ଥ ଇନ୍ଗୋରିୟାରେ ଏକ ଟ୍ରାକ୍ଟର୍-ଟ୍ରଲି ଚମ୍ବଳ ନଦୀରେ ଖସି ପଡ଼ିଥିଲା, ଯେତେବେଳେ ୧୨…

ବର୍ଷାକୁ ନେଇ IMD ଡିଜି ଦେଲେ ବଡ଼ ସୂଚନା, ଆଜି ରାତିରେ…

ଭୁବନେଶ୍ୱର,୨।୧୦: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଗଭୀର ଅବପାତ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ରାତି ସାରା ବର୍ଷା ଲାଗି ରହିବ ବୋଲି IMD ଡିଜି ସୂଚନା ଦେଇ…

ଗଭୀର ଅବପାତ: ୭ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୨।୧୦: ଗଭୀର ଅବପାତ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଜି ଓ ଆସନ୍ତାକାଲି ପାଇଁ ଓଡ଼ିଶାର ଅଧିକାଂଶ ଜିଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ୭ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ ୱାର୍ନିଂ…

ସ୍ବାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ଅବିସ୍ମରଣୀୟ ଅବଦାନ, କିନ୍ତୁ… ମୋହନ ଭାଗବତ କହିଦେଲେ ବଡ଼କଥା

ନୂଆଦିଲ୍ଲୀ,୨।୧୦: ଆଜି ବିଜୟାଦଶମୀ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS) ୧୦୦ ବର୍ଷ ପୂରଣ କରିଛି। ଏହି ବିଶେଷ ଅବସରରେ, RSS ମୁଖ୍ୟ ମୋହନ ଭାଗବତ ନାଗପୁରରେ ସ୍ବୟଂସେବକମାନଙ୍କୁ ସମ୍ବୋଧିତ କରିଥିଲେ। ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରିଥିଲେ। ଭାଗବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?