ଟ୍ରମ୍ପଙ୍କ ଧମକ ଦେଖି ଡରିଗଲା ଭାରତ: ରୁଷିଆ ସହ କଲା…
ନୂଆଦିଲ୍ଲୀ,୨।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆରୁ ଅଶୋଧିତ ତୈଳ ଆମଦାନି କରିବା ପାଇଁ ଭାରତ ଉପରେ ୨୫% ଜରିମାନା ଲଗାଇଛନ୍ତି। ଏହା ଭାରତର ଶୁଳ୍କକୁ ୫୦% ବୃଦ୍ଧି କରିଛି। ଆମେରିକା ବିଶ୍ୱାସ କରେ ଯେ, ଭାରତ ଏବଂ ଚାଇନା ୟୁକ୍ରେନ…
ଗଛକୁ ପିଟିଲା କାର୍: ଚାଲିଗଲା ଜଣଙ୍କ ଜୀବନ, ୫ ଗୁରୁତର
ରୁପ୍ରା ରୋଡ, ୨।୧୦(ସଞ୍ଜୀବ ଦାସ): କଳାହାଣ୍ଡି ଜିଲାରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଆଜି ଭୋର୍ ୫ ଟା ସମୟରେ ଭବାନୀପାଟଣାରୁ ଭୁବନେଶ୍ୱରକୁ ସଂଯୋଗ କରୁଥିବା ୨୬ ନମ୍ବର୍ ରାଜ୍ୟ ରାଜପଥର ଦେହେଲି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।…
ଡରାଇଲା ଆମେରିକାର ଆକଳନ, ବଙ୍ଗୋପସାଗରରେ ଆସୁଛି ବଡ଼ ବାତ୍ୟା
ନୂଆଦିଲ୍ଲୀ/ଭୁବନେଶ୍ୱର,୨।୧୦: ବଙ୍ଗୋପସାଗରରେ ଆସୁଛି ବଡ଼ ବାତ୍ୟା! ଏନେଇ ଆଲର୍ଟ ଜାରି କରିଛି ଆମେରିକାର ପାଣିପାଗ ବିଭାଗ The Joint Typhoon Warning Centre (ଜେଟିଡବ୍ଲ୍ୟୁସି)। କିନ୍ତୁ ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି ଯେ ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଲଘୁଚାପ…
ଆହୁରି ଢାଳିବ ବର୍ଷା: ଅବପାତ ରୂପ ନେଲା ଲଘୁଚାପ, ଏସବୁ ଜିଲାକୁ ଆଲର୍ଟ ଜାରି
ଭୁବନେଶ୍ୱର,୧।୧୦: ମଙ୍ଗଳବାର ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ଅବପାତରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅନୁଯାୟୀ, ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ୨ ଅକ୍ଟୋବର ସକାଳେ ଗଭୀର ଅବପାତରେ ପରିଣତ ହେବ। ୩ ଅକ୍ଟୋବର…
କେନ୍ଦ୍ରୀୟ କର୍ମଚାରୀଙ୍କ DA ୩ ପ୍ରତିଶତ ବୃଦ୍ଧି: ପିଛିଲା ଭାବେ ୧ ଜୁଲାଇରୁ ଲାଗୁ ହେବ
ନୂଆଦିଲ୍ଲୀ,୧।୧୦: କେନ୍ଦ୍ର ସରକାର ଦେଶର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନଧାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ୍ (DR) ୩ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଘୋଷଣା କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କରିଛନ୍ତି। ଏହି…
ଶେଷରେ ଭାରତ ଆଗରେ ନଇଁଲା ପାକିସ୍ତାନ: ହାତ ଯୋଡ଼ି ନକଭି କହିଲେ..
ଇସଲାମାବାଦ୍,୧।୧୦: ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ମୋହସିନ ନକଭି ଭାରତକୁ କ୍ଷମା ମାଗିଛନ୍ତି। ସେ ଏସିଆନ କ୍ରିକେଟ ପରିଷଦ ବୈଠକରେ କହିଛନ୍ତି, ସେମାନେ ଏବେ ଏକ ନୂତନ ଆରମ୍ଭ କରିବା ଉଚିତ। ଏସିଆ କପ ୨୦୨୫ର ଫାଇନାଲ ମ୍ୟାଚ ପରେ ନକଭି…
କାର୍ଯ୍ୟ ବି, ସନ୍ତାନ ବି
ଜାତିସଂଘ ପକ୍ଷରୁ ସଦ୍ୟ କରାଯାଇଥିବା ଏକ ଆକଳନରୁ ଜଣାପଡ଼ିଛି ଯେ, ୨୦୮୦ ପରେ ବିଶ୍ୱର ଜନସଂଖ୍ୟା ହ୍ରାସ ପାଇବ। ସେବେ ଯାଏ ଜନସଂଖ୍ୟା ବଢ଼ି ପ୍ରାୟ ୧୦.୮ ବିଲିୟନ ଅର୍ଥାତ୍ ୧,୦୮୦ କୋଟିରେ ପହଞ୍ଚତ୍ବ। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ୨୧୦୦…
ଫିଲିପାଇନ୍ସରେ ଶକ୍ତିଶାଳୀ ଭୂକମ୍ପ: ୨୨ ଜଣଙ୍କ ଜୀବନ ଗଲା, ବଢିପାରେ ମୃତ୍ୟୁ ସଂଖ୍ୟା
ମାନିଲା,୧।୧୦: ଫିଲିପାଇନ୍ସରେ ଭୂମିକମ୍ପ । ମଙ୍ଗଳବାର ମଧ୍ୟ ଫିଲିପାଇନ୍ସରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ୬.୯ ଥିବା ଜଣାପଡିଛି। ଏହି ଭୂକମ୍ପରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ (USGS) କହିଛି ଯେ, ଭୂମିକମ୍ପର…
ଦୀପାବଳି ପୂର୍ବରୁ ବଡ଼ ଝଟକା: ମହଙ୍ଗା ହେଲା LPG ସିଲିଣ୍ଡର
ନୂଆଦିଲ୍ଲୀ,୧।୧୦: ସରକାର ଆଜିଠାରୁ ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୬ ଟଙ୍କା ବୃଦ୍ଧି କରିଛନ୍ତି। ୧୪ କିଲୋଗ୍ରାମର ଘରୋଇ ସିଲିଣ୍ଡରର ମୂଲ୍ୟ ଅପରିବର୍ତ୍ତିତ ରହିଛି। ଦିଲ୍ଲୀରେ ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ଏବେ ୧୫୯୫.୫୦ ହେବ,…
ଲୋକଙ୍କ ପକେଟ୍ ହେବ ଖାଲି! ଆଜିଠୁ ବଦଳିଗଲା ଏହି ୫ ନିୟମ, ଜାଣନ୍ତୁ କ’ଣ…
ନୂଆଦିଲ୍ଲୀ,୧।୧୦: ଆଜି ଏକ ନୂତନ ମାସ, ଅକ୍ଟୋବରର ଆରମ୍ଭ। ଏହି ମାସରେ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ସିଧାସଳଖ ଆପଣଙ୍କ ଜୀବନ ଏବଂ ଆପଣଙ୍କ ୱାଲେଟକୁ ପ୍ରଭାବିତ କରିବ। ଆଜିଠାରୁ, ଟ୍ରେନ ଟିକେଟ, UPI, ପେନସନ ଯୋଜନା ଏବଂ…
ଲଜ୍ଜାରେ ନଇଁଲା ଓଡ଼ିଶା ମୁଣ୍ଡ: ମହିଳାଙ୍କୁ ଉଲଗ୍ନ କରିବା ମାମଲାରେ ଦେଶରେ ପ୍ରଥମ, ବର୍ଷକରେ ୧୯୭୮ କେସ୍ ରିପୋର୍ଟ
ନୂଆଦିଲ୍ଲୀ,୩୦।୯: ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ର ସଦ୍ୟତମ ରିପୋର୍ଟ ‘କ୍ରାଇମ୍ ଇନ୍ ଇଣ୍ଡିଆ ୨୦୨୩’ରେ ଏକ ଚିନ୍ତାଜନକ ଚିତ୍ର ପ୍ରକାଶ ପାଇଛି। ୨୦୨୩ରେ ମହିଳାଙ୍କୁ ଉଲଗ୍ନ କରିବା ମାମଲାରେ ଓଡ଼ିଶା ଦେଶରେ ସର୍ବାଧିକ ୧,୯୭୮ଟି କେସ୍ ରେଜିଷ୍ଟର୍ କରିଛି, ଯାହା…
ତାମିଲନାଡୁରେ ପୁଣି ବଡ଼ ଦୁର୍ଘଟଣା, ଥର୍ମାଲ ପାଓ୍ବାର ଷ୍ଟେଶନ ବିଲ୍ଡିଂ ଭୁଶୁଡିବାରୁ ଚାପି ହୋଇ ୯ମୃତ
ଚେନ୍ନାଇ,୩୦।୯: ମଙ୍ଗଳବାର ସଂଧ୍ୟାରେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ପୁଣି ଏକ ବଡ଼ ଦୁର୍ଘଟଣା ଘଟିଛି। ଏନୋର ଥର୍ମାଲ ପାୱାର ପ୍ଲାଣ୍ଟର ନୂଆ ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ, ବିଲ୍ଡିଂ ଭୁଶୁଡ଼ି ପଡ଼ିବାରୁ ଅନେକ ଶ୍ରମିକ ଫସି ଯାଇଥିଲେ। ଦୁର୍ଘଟଣାର ଖବର…

