ଇରାନର ନାଁ ନେଇ ଭାରତକୁ ଆଉ ଏକ ବଡ଼ ଝଟକା ଦେଲା ଆମେରିକା
ଓ୍ବାଶିଂଟନ/ନୂଆଦିଲ୍ଲୀ,୩୧।୭: ଆମେରିକା ଭାରତକୁ ଆଉ ଏକ ଝଟକା ଦେଇଛି। ଏହା ୬ଟି ଭାରତୀୟ ପେଟ୍ରୋଲିୟମ କମ୍ପାନୀକୁ ନିଷେଧ କରିଛି। ଆମେରିକାର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହି କମ୍ପାନୀଗୁଡ଼ିକ ଇରାନ ସହିତ ବ୍ୟବସାୟ କରୁଥିଲେ। ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ବୈଦେଶିକ…
ସରକାର ଆପଣାଇବେ ‘ସିଙ୍ଗଲ ସାଇନ୍ ଅନ୍’
ଭୁବନେଶ୍ୱର,୩୧ା୭, (ରବିନାରାୟଣ ଜେନା): ପ୍ରଶାସନକୁ ଗତିଶୀଳ କରିବା ସହିତ ସ୍ବଚ୍ଛତା ଓ ଉତ୍ତରଦାୟିତା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋଟିଏ ପରେ ଗୋଟିଏ ନୂଆ ତରିକା ଆପଣାଯାଉଛି। କେତେବେଳେ ମନ୍ତ୍ରୀଙ୍କ ଦାୟିତ୍ୱ ସଚିବଙ୍କୁ ହସ୍ତାନ୍ତର କରାଯାଉଛି ତ ଆଉ କେତେବେଳେ ଫାଇଲ…
ପହିଲାରେ ରାଜ୍ୟ କ୍ୟାବିନେଟ୍
ଭୁବନେଶ୍ୱର,୩୧ା୭ (ରବିନାରାୟଣ ଜେନା) ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ପହିଲାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି କ୍ୟାବିନେଟ୍ ବୈଠକରେ…
OAS ଅଫିସରଙ୍କ ବିରୋଧରେ ସ୍ତ୍ରୀ, ନବଜାତକ ପ୍ରତି ନିଷ୍ଠୁରତା ଅଭିଯୋଗ: ଏଫ୍ଆଇଆର୍ ରୁଜୁ
ଭୁବନେଶ୍ୱର,୩୦।୭: ଓଡ଼ିଶା ଆଡମିନିଷ୍ଟ୍ରେଟିଭ ସର୍ଭିସ (OAS) ଅଫିସର ସାର୍ଥକ ସୌରଭ ମହାପାତ୍ରଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ଓ ନବଜାତକ ପ୍ରତି ନିଷ୍ଠୁରତା, ହଇରାଣ ଓ ମାନସିକ ନିର୍ଯାତନ ଅଭିଯୋଗରେ ଭୁବନେଶ୍ୱର କମିଶନରେଟ ପୋଲିସ ଏକ ଏଫ୍ଆଇଆର୍ ଦାଖଲ କରିଛି। ମହିଳା ଥାନାରେ…
ଟ୍ରମ୍ପଙ୍କ ୨୫% ଟାରିଫ ଘୋଷଣା ପରେ ଭାରତର କଡା ଜବାବ, ନିଆଯିବ କଠୋର ପଦକ୍ଷେପ
ନୂଆଦିଲ୍ଲୀ,୩୦।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ପଣ୍ୟ ଉପରେ ୨୫% ଟାରିଫ ଘୋଷଣା କରିବାର କିଛି ଘଣ୍ଟା ପରେ, ଭାରତ କହିଛି ଯେ ଏହା କୃଷକ, ଉଦ୍ୟୋଗୀ ଏବଂ MSMEଙ୍କ ସ୍ୱାର୍ଥ ରକ୍ଷା ପାଇଁ କଠୋର ପଦକ୍ଷେପ ନେବ ଏବଂ…
Infosys ୨୦୨୫ରେ ୨୦,୦୦୦ ନବାଗତଙ୍କୁ ନିଯୁକ୍ତ କରିବ, AI ଉପରେ ଗୁରୁତ୍ୱ
ବେଙ୍ଗାଲୁରୁ,୩୦।୭: ଇନ୍ଫୋସିସ୍ ୨୦୨୫ରେ ପ୍ରାୟ ୨୦,୦୦୦ କଲେଜ ସ୍ନାତକଙ୍କୁ ନିଯୁକ୍ତ କରିବାକୁ ଯୋଜନା କରିଛି ବୋଲି ଦି ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ କରିଛି। ସିଇଓ ସଲିଲ ପରେଖ କହିଛନ୍ତି, ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ କମ୍ପାନୀ ବର୍ତ୍ତମାନ ସୁଦ୍ଧା…
ରୁଷିଆ ପାଇଁ ଭାରତ ଉପରେ ଟ୍ରମ୍ପ ଖପ୍ପା: କଲେ ବଡ଼ ଘୋଷଣା, ଅଗଷ୍ଟ ୧ରୁ…
ଓ୍ବାଶିଂଟନ,୩୦।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଗଷ୍ଟ ୧ ତାରିଖର ଡେଡ୍ଲାଇନ୍ ପୂର୍ବରୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲଗାଇଛନ୍ତି। ଟାରିଫ ଲଗାଇବା ସମୟରେ ଟ୍ରମ୍ପ ଭାରତ ପ୍ରତି ଧମକପୂର୍ଣ୍ଣ ଶବ୍ଦ ବ୍ୟବହାର କରିଛନ୍ତି। ଏହି ଟାରିଫ ଭାରତର ରୁଷିଆ…
OSSSC ବାତିଲ କଲା RI, ARI, ଅମିନ, ICDS ପରୀକ୍ଷା: ୧୫ ଦିନ ଭିତରେ ସାନି ପ୍ରିଲିମ୍ ପରୀକ୍ଷା
କଟକ,୩୦।୭: ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (OSSSC) ରେଭେନ୍ୟୁ ଇନ୍ସ୍ପେକ୍ଟର (RI), ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସ୍ପେକ୍ଟର (ARI), ଅମିନ ଏବଂ ICDS ସୁପରଭାଇଜର ପଦବୀ ପାଇଁ ଆୟୋଜିତ କମ୍ବାଇନ୍ଡ ରିକ୍ରୁଟମେଣ୍ଟ ଏକ୍ସାମିନେସନ (CRE) ୨୦୨୪ର ପ୍ରିଲିମିନାରୀ ପରୀକ୍ଷା ବାତିଲ କରିଛି।…
OTET ପ୍ରଶ୍ନପତ୍ର ଲିକ୍ ମାମଲା: ୬ ଜଣ ଗିରଫ, ବାଲେଶ୍ୱରରୁ କୋରାପୁଟ ଲମ୍ବିଛି ଚେର
ଭୁବନେଶ୍ୱର,୩୦ା୭: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ୬ ଜଣଙ୍କୁ ଗିରଫ କରିଛି। ଏକ ପ୍ରେସ୍ମିଟ୍ରେ କ୍ରାଇମବ୍ରାଞ୍ଚ ଡିଜି ସୂଚନା ଦେଇ କହିଛନ୍ତି ଯେ, ଏହି ଲିକ୍ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣାଙ୍କ…
୩ ଜିଲାର ୮ ବ୍ଲକ ବନ୍ୟା ପ୍ରଭାବିତ: ୧୦ ହଜାର ଲୋକଙ୍କୁ…
ଭୁବନେଶ୍ୱର,୩୦ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ୩ଟି ବନ୍ୟା ପ୍ରଭାବିତ ଜିଲା ବୁଲି ଦେଖିବା ପରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରି ଆସି ସବିଶେଷ ସୂଚନା ଦେଇଛନ୍ତି। ରାଜ୍ୟର ଯେଉଁ ସ୍ଥାନରେ ବନ୍ୟା…
ୟୁଟ୍ୟୁବ ଯାଇ କାହାର ଅନ୍ତିମ ସଂସ୍କାର ହେଉଛି ଦେଖ: ସଂସଦରେ କାହିଁକି ଏମିତି କହିଲେ ଜୟଶଙ୍କର
ନୂଆଦିଲ୍ଲୀ,୩୦।୭:ଅପରେଶନ ସିନ୍ଦୁର ସଂସଦର ଉଭୟ ଗୃହରେ ବିତର୍କ ଚାଲିଛି। ବୁଧବାର ରାଜ୍ୟ ସଭାରେ ବିରୋଧୀଙ୍କ ହଟ୍ଟଗୋଳ ଉପରେ ଏସ ଜୟଶଙ୍କର କହିଛନ୍ତି, ଯିଏ ଅପରେଶନ ସିନ୍ଦୁରର ସଫଳତା ଉପରେ ସନ୍ଦେହ କରୁଛନ୍ତି, ସେ ୟୁଟ୍ୟୁବକୁ ଯାଇ କାହାର ଅନ୍ତିମ ସଂସ୍କାର ହେଉଛି…
ସଂସଦରେ ମହିଳା ଏମ୍ପିଙ୍କ କଥା ଶୁଣି ରାଗରେ ଲାଲ ପଡ଼ିଗଲେ ପ୍ରଧାନମନ୍ତ୍ରୀ ମୋଦି: ଶୁଣାଇଦେଲେ ଭିତିରି କଥା
ନୂଆଦିଲ୍ଲୀ,୩୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଅପରେଶନ ସିନ୍ଦୂର ଉପରେ ଭାଷଣ ଦେବା ସମୟରେ କଂଗ୍ରେସକୁ କୋଣଠେସା କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କଂଗ୍ରେସର ଯୁବ ଏମପ ପ୍ରଣୀତି ଶିନ୍ଦେଙ୍କ ଉପରେ ରାଗିଯାଇଛନ୍ତି। ପ୍ରଣୀତିଙ୍କ ମନ୍ତବ୍ୟକୁ ବାହାନା କରି ଦଳର ହାଇକମାଣ୍ଡଙ୍କୁ…
Archives


