ଯାଜପୁରରେ କଲେରା ଆକ୍ରାନ୍ତ ଚିହ୍ନଟ: ୮ ଜଣଙ୍କ ରିପୋର୍ଟ ପଜିଟିଭ୍
ଯାଜପୁର, ୧୩।୬: ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ରୋଗ ଅଣାୟତ୍ତ ହେବା ସହ ଏହା ମଧ୍ୟରେ କଲେରା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ବଢ଼ିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ୪୧ଟି ନମୁନା ପରୀକ୍ଷଣ ପରେ ୮ ଜଣଙ୍କ ରିପୋର୍ଟ କଲେରା ପଜିଟିଭ୍ ଚିହ୍ନଟ…
ବିଶ୍ୱାସଙ୍କ ପରି ଦୁନିଆର ସବୁଠାରୁ ଲକି ମଣିଷ ଫ୍ରାନୋ ସେଲାକ: ପ୍ଲେନକ୍ରାଶ୍, ବସ୍ ଦୁର୍ଘଟଣା ପରି ୭ଥର ମୃତ୍ୟୁମୁଖରୁ ଫେରିଛନ୍ତି
ନୂଆଦିଲ୍ଲୀ,୧୩।୬: କ୍ରୋଏସିଆର ଜଣେ ସଙ୍ଗୀତ ଶିକ୍ଷକ ଫ୍ରାନୋ ସେଲାକଙ୍କ ଜୀବନ ଏକ ଫିଲ୍ମ କାହାଣୀଠାରୁ କମ ନୁହେଁ। ୧୯୨୯ ମସିହାରେ ଜନ୍ମ ହୋଇଥିବା ସେଲାକ ସାତ ଥର ମୃତ୍ୟୁକୁ ଜୟ କରିଛନ୍ତି ଅର୍ଥାତ୍ ମୃତ୍ୟୁମୁଖରୁ ଫେରି ଆସିଛନ୍ତି। ଶେଷରେ ଲଟେରୀରେ ପ୍ରାୟ…
ସିଭିଲ୍ ଡିଫେନ୍ସ ଭଲ୍ୟୁଣ୍ଟରଙ୍କ ଦୈନିକ ଡ୍ୟୁଟି ଭତ୍ତା ବଢ଼ାଇଲେ ସରକାର; ଥିଲା ୩୧ ଟଙ୍କା, ହେଲା…
ଭୁବନେଶ୍ୱର, ୧୩ା୬(ସୁନିତ୍ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀ (ସିଭିଲ ଡିଫେନ୍ସ ଭଲ୍ୟୁଣ୍ଟର) ମାନଙ୍କ ଦୈନିକ ଭତ୍ତା ପରିମାଣ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀମାନଙ୍କ ଦୈନିକ…
ନାବାଳିକା ଛାତ୍ରୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରେମ ସମ୍ପର୍କ ରଖିଥିଲେ ୨ ଟ୍ୟୁସନ ସାର: ପରେ ବ୍ଲାକ ମେଲିଂ କରି…
ଦିଗପହଣ୍ଡି,୧୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଜୁନିୟର କଲେଜରେଯୁକ୍ତ ୨ ପ୍ରଥମ ବର୍ଷରେ ପାଠ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ସମ୍ପୃକ୍ତ ଟ୍ୟୁସନ ଶିକ୍ଷକ ଏସ.ସନାତନ ରେଡ୍ଡୀଙ୍କୁ ଶୁକ୍ରବାର ଦିଗପହଣ୍ଡି ଥାନା ଏସ.ଆଇ…
ରାଜ୍ୟ ପାଇଁ ଖୁସି ଖବର : ମିଳିବ ନିଯୁକ୍ତିର ମହା ସୁଯୋଗ, ଏସବୁ କ୍ଷେତ୍ରରେ ହେବ…
ଭୁବନେଶ୍ୱର,୧୩।୬: ରାଜ୍ୟରେ ୩୮୭୮.୮୬ କୋଟିର ପୁଞ୍ଜି ନିବେଶକୁ ମଞ୍ଜୁରୀ।୧୧ ଜିଲ୍ଲାରେ ୧୭ଟି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପ୍ଲାଷ୍ଟିକ, ଟେକ୍ସଟାଇଲ, ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ନିବେଶ କରାଯିବ। ଏହାଦ୍ବାରା ୧୦,୫୮୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ରାଜ୍ୟ…
ଯାଜପୁରରେ ଝାଡ଼ାବାନ୍ତି ସ୍ଥିତିକୁ ନେଇ ସରକାରୀ ଅଧିକାରୀ, କର୍ମଚାରୀଙ୍କ ଛୁଟି ବାତିଲ, ଜାଣନ୍ତୁ କେବେ ଯାଏ
ଯାଜପୁର,୧୩।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ ଝାଡ଼ାବାନ୍ତି ଆତଙ୍କୁ ନେଇ ଜିଲାରେ ଛୁଟି ବାତିଲ କରିଯାଇଛି । ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ୧୪ ତାରିଖ ରୁ ୧୬ ତାରିଖ ଯାଏଁ ଛୁଟି ବାତିଲ…
ଭୟଙ୍କର ସଂଯୋଗ: ସକାଳେ ପେପର୍ରେ ବାହାରିଥିଲା ବିଜ୍ଞାପନ, ଦ୍ୱିପହରରେ ହେଲା ପ୍ଲେନକ୍ରାଶ୍!
ଅହମଦାବାଦ, ୧୩।୬: ଗୁଜୁରାଟର ଅହମଦାବାଦରେ ଏକ ଭୟାବହ ବିମାନ ଦୁର୍ଘଟଣାରେ ଅତି କମରେ ୨୬୫ ଜଣଙ୍କର ମୃତ୍ୟୁ ହୋଇଛି। ଏୟାର ଇଣ୍ଡିଆର ବୋଇଙ୍ଗ ୭୮୭-୮ ଡ୍ରିମଲାଇନର (ଫ୍ଲାଇଟ ନମ୍ବର AI-171), ଯାହା ଅହମଦାବାଦରୁ ଲଣ୍ଡନ ଯାତ୍ରା କରୁଥିଲା, ସରଦାର ବଲ୍ଲଭଭାଇ ପଟେଲ…
କ’ଣ ସତରେ ପ୍ଲେନର ୧୧A ସିଟ୍ ସବୁଠାରୁ ସୁରକ୍ଷିତ? ଜଣାପଡିଲା ଅସଲ ସତ
ନୂଆଦିଲ୍ଲୀ,୧୩।୬: ୧୨ ଜୁନ ୨୦୨୫ରେ ଅହମ୍ମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣା ଦେଶକୁ ଥରାଇ ଦେଇଛି। ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ AI ୧୭୧ ଉଡ଼ାଣ ଭରିବାର ମାତ୍ର କିଛି ସେକେଣ୍ଡ ପରେ ମେଘାଣୀ ନଗର ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।…
ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ବର୍ଷେ ପୂର୍ବରୁ ହୋଇଥିଲା ଭବିଷ୍ୟବାଣୀ, ହୋଇଗଲା ସତ…
ଅହମ୍ମଦାବାଦ,୧୩।୬: ଗୁରୁବାର ଅହମ୍ମଦାବାଦରୁ ଲଣ୍ଡନ ଗାଟୱିକ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନର ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଦୁର୍ଘଟଣା ହେବା ନେଇ ବର୍ଷେ ପୂର୍ବରୁ ଭବିଷ୍ୟବାଣୀ…
ବିଜୟ ରୂପାନୀଙ୍କ ପୁଅ ବି ଦୁର୍ଘଟଣାରେ ହାରିଥିଲେ ଜୀବନ, ପୁଅର ସ୍ମୃତିରେ ଖୋଲିଥିଲେ…
ଅହମ୍ମଦାବାଦ,୧୩ା୬: ୧୨ ଜୁନ୍ ୨୦୨୫ ଭାରତୀୟଙ୍କ ଇତିହାସରେ ଏକ ଦୁଃଖଦ ଦିନ ଭାବରେ ଲିପିବଦ୍ଧ ହୋଇଛି। ଏହି ଦିନ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ସବୁକିଛି ଶାନ୍ତ ଏବଂ ସ୍ବାଭାବିକ ଥିଲା। କିନ୍ତୁ ଦୁଇଟା ପରେ ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଖବର ଆସିବା…
ଚିନ୍ତାରେ ପଡିଲା BCCI: ସିରିଜ ଆରମ୍ଭରୁ ଘରକୁ ଫେରିଆସିଲେ ଟିମ୍ ଇଣ୍ଡିଆ କୋଚ୍ ଗୌତମ ଗମ୍ଭୀର
ନୂଆଦିଲ୍ଲୀ,୧୩।୬: ଜୁନ୍ ୨୦ରେ ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଗୌତମ ଗମ୍ଭୀର ଏକ ଚିକିତ୍ସା ଜରୁରୀ ସ୍ଥିତି ହେତୁ ଇଂଲଣ୍ଡରୁ ଭାରତକୁ ଫେରିବାକୁ ବାଧ୍ୟ ହୋଇଛନ୍ତି। ରେଭ୍ସ୍ପୋର୍ଟଜ୍ ଅନୁଯାୟୀ, ତାଙ୍କ ମା’ଙ୍କୁ ହୃଦ୍ଘାତ ହୋଇଛି ଏବଂ ସେ…
ଇରାନ ଉପରେ ଇସ୍ରାଏଲ୍ର ଆକ୍ରମଣ ଦେଖି ପାକିସ୍ତାନର ହୋଶ୍ ଉଡ଼ିଲା: ରାଗରେ ଦେଲା ଏମିତି ଧମକ
ଇସଲାମାବାଦ୍,୧୩।୬: ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇସ୍ରାଏଲ ସେନା ଇରାନର ସାମରିକ ଘାଟି ସମେତ ପରମାଣୁ ସ୍ଥାନଗୁଡ଼ିକୁ ଟାର୍ଗେଟ କରିଛି। ଏହା ପରେ, ମଧ୍ୟପ୍ରାଚ୍ୟରେ ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଆକ୍ରମଣ ପରେ ବିଶ୍ୱର ବିଭିନ୍ନ ଦେଶ ପ୍ରତିକ୍ରିୟା…
Archives


