Home Middle

ସେନା ପାଇଁ ୭୯,୦୦୦ କୋଟି ଟଙ୍କାର ପ୍ରତିରକ୍ଷା ସରଞ୍ଜାମ କିଣିବାକୁ ଅନୁମୋଦନ

ନୂଆଦିଲ୍ଲୀ,୨୩।୧୦: ଭାରତୀୟ ସେନାର ଶକ୍ତି ବୃଦ୍ଧି ପାଇଁ ଗୁରୁବାର ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ୭୯,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସାମରିକ ସାମଗ୍ରୀ କ୍ରୟକୁ ଅନୁମୋଦନ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାୟୁସେନା, ନୌସେନା ଏବଂ…

ଦୀପାବଳିରେ ‘କାର୍ବାଇଡ୍ ଗନ୍’ ବିସ୍ଫୋରଣ: ମଧ୍ୟପ୍ରଦେଶରେ ୧୪ ଶିଶୁଙ୍କର ଆଖି ନଷ୍ଟ

ନୂଆଦିଲ୍ଲୀ,୨୩।୧୦: ଚଳିତ ବର୍ଷ ଦୀପାବଳି ଅବସରରେ ବ୍ୟବହୃତ ‘କାର୍ବାଇଡ୍ ଗନ୍’ ବା ‘ଦେଶୀ ଫାୟାରକ୍ରାକର୍ ଗନ୍’ ନାମକ ଏକ ବିପଜ୍ଜନକ ଖେଳଣା ପାଇଁ ମଧ୍ୟପ୍ରଦେଶରେ ୧୪ ଜଣ ଶିଶୁ ସେମାନଙ୍କ ଦୃଷ୍ଟିଶକ୍ତି ହରାଇଛନ୍ତି। ମାତ୍ର ତିନି ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ…

ତେଲ ଦାମ୍ ୩% ବଢ଼ିଲା, ରୁଷିଆ ତେଲ କିଣିବାକୁ ପୁନଃବିଚାର କରୁଛି ଭାରତ

ନୂଆଦିଲ୍ଲୀ,୨୩।୧୦: ଆମେରିକା ଦ୍ୱାରା ରୁଷିଆର ମୁଖ୍ୟ ତୈଳ କମ୍ପାନୀଗୁଡ଼ିକ ଉପରେ ନୂଆ କଟକଣା ଲାଗୁ ହେବା ପରେ ଭାରତୀୟ ରିଫାଇନାରୀମାନେ ରୁଷୀୟ ଅଶୋଧିତ ତୈଳ କ୍ରୟ ଯୋଜନାକୁ ପୁନଃବିଚାର କରୁଥିବା ଖବର ମିଳିଛି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଗୁରୁବାର…

ପାକିସ୍ତାନରେ ହଇଚଇ, ସେନା ମୁଖ୍ୟ ଅସୀମ ମୁନିରଙ୍କୁ କିଏ ଦେଲା ଏମିତି ଧମକ? କହିଲେ, ‘ତୁମେ ଯଦି ପୁରୁଷ ତେବେ…’, ଜାଣନ୍ତୁ ଏହା ପଛର ବଡ଼ କାରଣ

ଇସଲାମାବାଦ,୨୩।୧୦: ଆତଙ୍କବାଦୀଙ୍କ ନିରାପଦ ଆଶ୍ରୟସ୍ଥଳ ଭାବରେ ଜଣାଶୁଣା ପାକିସ୍ତାନ, ଟିଟିପିର ଧମକରେ ଭୟଭୀତ। ସମ୍ପ୍ରତି, ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଦେଶର ସେନାକୁ ଖୋଲାଖୋଲି ଚ୍ୟାଲେଞ୍ଜ କରି ଅନେକ ଭିଡିଓ ଜାରି କରିଛି। ଏହି ଭିଡିଓଗୁଡ଼ିକ ମଧ୍ୟରୁ ଗୋଟିଏରେ, ଟିଟିପି କମାଣ୍ଡର କାଜିମ…

ଇତିହାସରେ ପ୍ରଥମଥର ହେଲା ଏମିତି, ପୁଣିଥରେ ଶୂନ୍ୟରେ ଆଉଟ ହେଲେ ବିରାଟ

ଏଡିଲେଡ,୨୩।୧୦: ବିରାଟ କୋହଲି ଲଗାତାର ଦ୍ୱିତୀୟ ଥର ପାଇଁ ଡକ ଆଉଟ ହୋଇଥିଲେ। ଆଡିଲେଡ ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଜାଭିୟର ବାର୍ଟଲେଟ ତାଙ୍କୁ ଏଲବିଡବ୍ଲୁ ଆଉଟ ଦେଇଥିଲେ। କୋହଲି ରୋହିତଙ୍କ ସହ କିଛି ସମୟ କଥା ହୋଇଥିଲେ ଏବଂ…

ପୁଟିନଙ୍କ ବିରୋଧରେ ଟ୍ରମ୍ପଙ୍କ ବଡ଼ ଆକ୍ସନ! ରୁଷିଆର ୨ ତୈଳ କମ୍ପାନୀ ଉପରେ ବ୍ୟାନ୍‌, ଜାଣନ୍ତୁ ଭାରତ ଉପରେ… 

ଓ୍ବାଶିଂଟନ,୨୩।୧୦: ଆମେରିକା ଏବଂ ରୁଷିଆ ମଧ୍ୟରେ ପୁଣି ଉତ୍ତେଜନା ବୃଦ୍ଧି ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବୁଧବାର (୨୨ ଅକ୍ଟୋବର) ସେ ଦୁଇଟି ପ୍ରମୁଖ ରୁଷୀୟ ତୈଳ କମ୍ପାନୀକୁ ନିଷେଧ କରିଛନ୍ତି। ଏହି…

୨ ଦଳ ପାଇଁ ପ୍ରଚାର କରୁଛନ୍ତି ‘ଢୋଲକିଆ’

ନୂଆପଡ଼ା,୨୩ା୧୦ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢିବାରେ ଲାଗିଛି। ପ୍ରଚାର ଅଭିଯାନକୁ ବିଭିନ୍ନ ଦଳୀୟ କର୍ମକର୍ତ୍ତା ଜୋରଦାର କରିବାରେ ଲାଗିଛନ୍ତି। କିଏ ସଭା ସମିତି କରି ଭୋଟ ମାଗୁଛନ୍ତି ତ ଅନ୍ୟ କିଏ…

ପୀତବାସ ପଣ୍ଡା ମର୍ଡରକୁ ନେଇ ବଡ଼ ଖୁଲାସା; ହତ୍ୟା ପଛରେ ବଡ଼ କାରଣ…

ବ୍ରହ୍ମପୁର,୨୩।୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ଘଟଣା ପଛରେ ରହିଛି ବଡ଼ ଷଡ଼ଯନ୍ତ୍ର। ୧୫ଦିନର ଖୋଳତାଡ଼ ପରେ ପୋଲିସ ବୁଧବାର ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ବ୍ରହ୍ମପୁର ମହାନଗର ନିଗମ…

CBI ହାତକୁ ଗଲା SI ନିଯୁକ୍ତି ସ୍କାମ୍‌

ଭୁବନେଶ୍ୱର,୨୨ା୧୦: CBI ତଦନ୍ତ ପାଇଁ ସୁପାରିସ ହୋଇଛି ଏସ୍‌ଆଇ ନିଯୁକ୍ତି ସ୍କାମ୍‌। ତଦନ୍ତ ପାଇଁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁର୍ନୀତିରେ ଆନ୍ତଃରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ସନ୍ଦେହ କରାଯାଇଛି। ଏହି ଦୁର୍ନୀତିର ଚେର ଆନ୍ଧ୍ର ଓ…

ଭାଜପା ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା, ବିଜେଡି ନେତା ମାଷ୍ଟରମାଇଣ୍ଡ

ଗଞ୍ଜାମ,୨୨।୧୦: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ଏସ୍‌ପି ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା ଏବଂ ସାର୍ପ ସୁଟରକୁ ୧୦ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିଲା।…

ପୀତବାସ ହତ୍ୟାକାଣ୍ଡ ମାମଲା: ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସହ ୪ ଗିରଫ, କୋର୍ଟରେ ହାଜର

ବ୍ରହ୍ମପୁର,୨୨।୧୦: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୋଲିସ ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅନ୍ୟମାନେ ହେଲେ ପୂର୍ବତନ ମେୟର ଶିବଶଙ୍କର ଦାସ (ପିଣ୍ଟୁ), ବିକ୍ରମ ପଣ୍ଡାଙ୍କ ସହଯୋଗୀ ମଦନ ଦଳେଇ…

ପୀତବାସ ହତ୍ୟା ମାମଲାରେ ବିକ୍ରମ ପଣ୍ଡା ଅଟକ, ଏସ୍‌ପି ଅଫିସ ଘେରାଉ ଉଦ୍ୟମ

ବ୍ରହ୍ମପୁର,୨୨।୧୦: ପୀତବାସ ହତ୍ୟାକାଣ୍ଡ ମାମଲାରେ ପୋଲିସ ବିଳମ୍ବିତ ରାତିରେ ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଅଟକ ରଖିବା ଘଟଣାକୁ ନେଇ ବ୍ରହ୍ମପୁରରେ ଉତ୍ତେଜନା ଦେଖାଦେଇଛି। ବିକ୍ରମ ପଣ୍ଡାଙ୍କୁ ଅଟକ ରଖାଯିବା ପ୍ରତିବାଦରେ ବିଜେଡି କର୍ମୀମାନେ ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?