ୟୁଜରଙ୍କ ଗୋପନୀୟତା ସର୍ବୋପରି: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୧୫।୨: ୟୁଜରଙ୍କ ଗୋପନୀୟତା ନେଇ ଫେସ୍ବୁକ୍ ଏବଂ ହ୍ବାଟସ୍ ଆପ୍କୁ ସୁପ୍ରିମ୍କୋର୍ଟ ଭର୍ସନା କରିଛନ୍ତି। ୟୁଜରଙ୍କ ଗୋପନୀୟତା ସର୍ବୋପରି। ଏଥିରେ ହସ୍ତକ୍ଷେପ ସହ୍ୟ କରାଯିବ ନାହିଁ। ହ୍ବାଟସ୍ ଆପ୍ର ନୂଆ ଗୋପନୀୟତା ନୀତି ଯୋଗୁ ହୋଇଥିବା ବିବାଦର ଶୁଣାଣି ସମୟରେ ସୁପ୍ରିମ୍କୋର୍ଟ…
ଚାଷୀଙ୍କ ଘରେ ଭୋଜନ: ଭାଜପାର ନିର୍ବାଚନୀ ଥୋପ
କୋଲକାତା,୧୫।୨: ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଭାଜପା ପକ୍ଷରୁ ରାଜ୍ୟରୁ ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କୁ ହଟାଇବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଛି। ଫେବୃୟାରୀ ୧୮ରେ ରାଜ୍ୟର ୧,୨୬୩ ମଣ୍ଡଳରେ ଭାଜପାର କୃଷକ ମୋର୍ଚ୍ଚା…
ମହାକାଶକୁ ଯିବ ଶ୍ରୀମଦ୍ ଭଗବଦ୍ ଗୀତା, ମୋଦିଙ୍କ ଫଟୋ
ନୂଆଦିଲ୍ଲୀ,୧୫।୨: ଫେବୃୟାରୀ ୨୮ରେ ଶ୍ରୀହରିକୋଟାର ମହାକାଶ କେନ୍ଦ୍ରରୁ ଏକ ଉପଗ୍ରହ ମହାକାଶକୁ ପ୍ରେରଣ କରାଯିବ। ଏହାର ନାମ ସତୀଶ ଧାଓ୍ବନ ସାଟେଲାଇଟ୍ ( ଏସ୍ଡି ସାଟ୍) ରଖାଯାଇଛି। ପିଏସ୍ଏଲ୍ଭି-ସି-୫୧ ରକେଟ ଦ୍ୱାରା ମହାକାଶକୁ ପଠାଯାଉଥିବା ଏହି ନିଆରା ଉପଗ୍ରହରେ ଶ୍ରୀମଦ୍ ଭଗବଦ୍…
ନିଦ୍ରା ପାଲଟିଲା ମହାନିଦ୍ରା: ୧୬ ଶ୍ରମିକ ମୃତ
ଜଲଗାଓ୍ବଁ,୧୫।୨: ମହାରାଷ୍ଟ୍ର ଜଲଗାଓ୍ବଁରେ ଏକ ସଡ଼କ ଦୁର୍ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏକ ଅମୃତ ଭଣ୍ଡା ବୋଝେଇ ଟ୍ରକ୍ ଜଲଗାଓ୍ବଁର ରାବେରକୁ ଯାଉଥିଲା। ତେବେ ରବିବାର-ସୋମବାର ବିଳମ୍ବିତ ରାତ୍ରରେ କିନଗାଓ୍ବଁ ନିକଟରେ ଟ୍ରକ୍ଟି ଭାରସାମ୍ୟ ହାରଇ ଓଲଟି ପଡ଼ିଥିଲା। ଏଥିରେ…
କମିନି କଣ୍ଢେଇ ନାଚର ଆଦର
ଢେଙ୍କାନାଳ ଅଫିସ, ୧୫।୨: ଢେଙ୍କାନାଳ କଣ୍ଢେଇ ନାଚ ପରମ୍ପରା ଅର୍ଦ୍ଧଶତାବ୍ଦୀ ପୁରୁଣା। କଳାକାରର ହାତ ଆଙ୍ଗୁଠିରେ ନୃତ୍ୟ କରୁଥିବା କଣ୍ଢେଇର ଅଙ୍ଗଭଙ୍ଗୀ ବିଭୋର କରିଥାଏ ଦର୍ଶକଙ୍କୁ। ଜିଲାର ୧୪ ଲୋକକଳା ବିଭବ ଭିତରେ ସାମିଲ ହୋଇଛି ଏହି ପାରମ୍ପରିକ ନାଚ। କଳାକାରଙ୍କ ନିଷ୍ଠାପର…
ଶିଳ୍ପଜିଲା ହେବ ସୌନ୍ଦର୍ଯ୍ୟମୟ
ଅନୁଗୋଳ ଅଫିସ, ୧୫।୨( ଅମିତ କୁମାର ସାମଲ): ପ୍ରକୃତିକୁ ଉପଭୋଗ କରିବାକୁ ଅନୁଗୋଳ ଆସୁଥିବା ପର୍ଯ୍ୟଟକ କେବଳ ସାତକୋଶିଆ ବୁଲି ଫେରିବେ ନାହିଁ। ଡେରଜାଙ୍ଗ ଡ୍ୟାମ୍ର ଆକର୍ଷଣ ସେମାନଙ୍କୁ ସେଠାକୁ ଟାଣିନେବ। ବନ୍ଧ ଉପର ବେଞ୍ଚ ମନକୁ ଶୀତଳ କରିଦେବ। ରାଣୀଗୁଡ଼ା…
କ୍ଷତି ସହୁଛନ୍ତି ବିସ୍ଥାପିତ
ବନ୍ତଳା,୧୫ା୨: ଡେରଜାଙ୍ଗ ଡ୍ୟାମ୍ବୁଡ଼ି ଅଞ୍ଚଳର ୩୦ କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାର ବନ୍ତଳା ଥାନା ବଡ଼କେରା ପଞ୍ଚାୟତ ଗୁରଙ୍ଗ କରଡ଼ାବଣିରେ ଥଇଥାନ କରିଥିଲେ। ଘର ପାଇଁ ଜାଗା ସହ ଜୀବିକା ନିର୍ବାହ ନିମନ୍ତେ ଜମି ଦେଇଥିଲେ। ନିକଟସ୍ଥ ଗୁରଙ୍ଗ ଡ୍ୟାମ୍ରୁ ଜଳସେଚନ ସୁବିଧା…
ଅଶ୍ୱିନଙ୍କ ନାମରେ ବିଶ୍ୱ ରେକର୍ଡ
ଚେନ୍ନାଇ, ୧୪।୨ : ଭାରତୀୟ ଦଳର ବରିଷ୍ଠ ସ୍ପନିର ରବିଚନ୍ଦ୍ରନ ଅଶ୍ୱିନ ରବିବାର ଏକ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। କ୍ରିକେଟ ଇତିହାସର ପ୍ରଥମ ବୋଲର ଭାବେ ଟେଷ୍ଟ ଫର୍ମାଟରେ ୨୦୦ ବାମହାତୀ ବ୍ୟାଟ୍ସମ୍ୟାନଙ୍କ ଉଇକେଟ ହାତେଇଛନ୍ତି ଅଶ୍ୱିନ। ଇଂଲଣ୍ଡ ବିପକ୍ଷରେ…
ଜମ୍ମୁ ବସ୍ଷ୍ଟାଣ୍ଡ୍ ନିକଟରୁ ୭ କିଲୋଗ୍ରାମ୍ ଆର୍ଡିଏକ୍ସ ଜବତ
ଶ୍ରୀନଗର,୧୪।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ରବିବାର ୨ ବର୍ଷ ପୂରଣ ହୋଇଛି। ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ିକଡ଼ି ରହିଛି। ତେବେ ଜମ୍ମୁ ବସ୍ଷ୍ଟାଣ୍ଡ୍ ନିକଟରୁ କଶ୍ମୀର ଜୋନ୍ ପୋଲିସ ୭ କିଲୋଗ୍ରାମ୍ ଆର୍ଡିଏକ୍ସ ଜବତ କରିଛି। ଏହାଦ୍ୱାରା ଆତଙ୍କବାଦୀଙ୍କ ପକ୍ଷରୁ…
ପୂର୍ବରେ କଂଗ୍ରେସର ଗଡ଼ ଜୟ ଲକ୍ଷ୍ୟ: ଦକ୍ଷିଣରେ ଭାଜପାର ସ୍ଥିତି ସୁଦୃଢ଼ ଯୋଜନା
ନୂଆଦିଲ୍ଲୀ,୧୪।୨: ଆଗକୁ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ,କେରଳ ଆଦି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ସ୍ଥିତି ସୁଦୃଢ଼ କରିବା ଲାଗି ରବିବାର ତାମିଲନାଡୁ ଏବଂ କେରଳ ଗସ୍ତରେ ଯାଇଛନ୍ତି। କେତେକ ସଂଗଠନ…
ପୁଲୱାମା ଆକ୍ରମଣ: ୧୨ ଦିନରେ ଭାରତ ନେଇଥିଲା ୪୦ ଶହୀଦ ଯବାନଙ୍କ ପ୍ରତିଶୋଧ
ନୂଆଦିଲ୍ଲୀ,୧୪ ।୨: ସାରା ବିଶ୍ୱ ଫେବୃୟାରୀ ୧୪କୁ ଭାଲେଣ୍ଟାଇନ ଡେ’ ଭାବେ ପାଳନ କରୁଥିବା ବେଳେ ଭାରତ ପାଇଁ କିନ୍ତୁ ଏହା ଏକ କଳା ଦିବସ । ଏହିଦିନ ପାକିସ୍ତାନ ଆତଙ୍କବାଦୀଙ୍କ ଅକ୍ରମଣରେ ଶହୀଦ ହୋଇଥିଲେ ୪୦ ଭାରତୀୟ ବୀର ଯବାନ…
ସେନାକୁ ଅର୍ଜୁନ ଟ୍ୟାଙ୍କ ପ୍ରଦାନ କଲେ ମୋଦି
କୋଚି/ଚେନ୍ନାଇ,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭାରତୀୟ ସେନାକୁ ଅର୍ଜୁନ ଟ୍ୟାଙ୍କ ଏମ୍-୧ଏ ପ୍ରଦାନ କରିଛନ୍ତି। ତାମିଲନାଡୁର ଚେନ୍ନାଇ ସ୍ଥିତ ଜବାହର ଲାଲ ନେହେରୁ ଷ୍ଟାଡ଼ିୟମ୍ରେ ଏକ ଉତ୍ସବରେ ଯୋଗଦେଇ ସେ ଏଭଳି କରିଛନ୍ତି। ମୋଦି ତାମିଲନାଡୁ ଏବଂ କେରଳ ଗସ୍ତରେ…
Archives


