ପେଟ୍ରୋଲ-ଡିଜେଲ ଦାମ ବୃଦ୍ଧି ନେଇ ରାଜ୍ୟ ସଭା ଅଚଳ
ନୂଆଦିଲ୍ଲୀ,୮।୩: ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପେଟ୍ରୋଲ ଏବଂ ଡିଜେଲ ଦାମ ବୃଦ୍ଧି ନେଇ ବିରୋଧି ଦଳଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ ହୋଇଛି। କଂଗ୍ରେସ ପକ୍ଷରୁ ମଲ୍ଲିକାର୍ଜୁନ ଖଡ୍ଗେ ଶୂନ୍ୟକାଳ ନିଲମ୍ବିତ କରିବା ଲାଗି…
ପ୍ରବାସୀଙ୍କୁ ପର କରିଦେଲା କେନ୍ଦ୍ର
ନୂଆଦିଲ୍ଲୀ, ୮ା୩: ବିଦେଶରେ ରହୁଥିବା ଭାରତର ନାଗରିକ(ଓସିଆଇ)ମାନଙ୍କୁ ଚକିତ କରିଦେବା ଭଳି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛି। ନାଗରିକତ୍ୱ ଆଇନ, ୧୯୫୫ ଧାରା ୭ ‘ବି’ ଅଧୀନରେ ମାର୍ଚ୍ଚ ୪ରେ ପ୍ରକାଶିତ ଉକ୍ତ ବିଜ୍ଞପ୍ତି ଫଳରେ ଭାରତର ଦରିଆପାରି…
ବ୍ରିଗେଡ ପଡ଼ିଆରେ ମୋଦିଙ୍କ ଗର୍ଜନ
କୋଲକାତା୭।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବ୍ରିଗେଡ ପଡ଼ିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସକ ତୃଣମୂଳ କଂଗ୍ରେସକୁ ଟାର୍ଗେଟ୍ କରି ଗର୍ଜନ କରିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକଙ୍କ ଭରସାକୁ ଭାଙ୍ଗିଛନ୍ତି। ଯାହା ସେ ଲୋକଙ୍କଠାରୁ ଛଡାଇ ନେଇଛନ୍ତି,…
ଏସବୁ ୫ କାରଣ ଯୋଗୁ କରୋନା ପୁଣି ହେଉଛି ବେକାବୁ
ନୂଆଦିଲ୍ଲୀ,୭।୩: ଦେଶରେ କରୋନା ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଆଦି କେତେକ ରାଜ୍ୟର କିଛି ଅଞ୍ଚଳରେ ସରକାରଙ୍କ ପକ୍ଷରୁ କଡ଼ା କଟକଣା ଜାରି ହୋଇଛି। ଧୀରେଧୀରେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ଗ୍ରାଫ୍ ବଢ଼ିବାରେ ଲାଗିଛି। ଲଗାତାର…
୭୫୦୦ତମ ଜନଔଷଧି କେନ୍ଦ୍ର ଲୋକାର୍ପିତ
ନୂଆଦିଲ୍ଲୀ,୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୭୫୦୦ତମ ଜନଔଷଧି କେନ୍ଦ୍ରକୁ ରବିବାର ଲୋକାର୍ପିତ କରିଛନ୍ତି। ଏହି କେନ୍ଦ୍ର ମେଘାଳୟର ଶିଲଂର ନର୍ଥ ଇଷ୍ଟର୍ନ ଇନ୍ଦିରା ଗାନ୍ଧୀ ରିଜିଓନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ଆଣ୍ଡ୍ ମେଡ଼ିକାଲ ସାଇନ୍ସ୍ଠାରେ ରହିଛି। ମାର୍ଚ୍ଚ ୭ ଜନଔଷଧି…
ଆମେରିକା ନେଟ୍ଓ୍ବର୍କରେ ଚାଇନିଜ୍ ହ୍ୟାକର୍ସ
ସାନ୍ ଫ୍ରାନ୍ସିସ୍କୋ: ଆମେରିକାକୁ ପୁଣି ଟାର୍ଗେଟ କରିଛନ୍ତି ଚାଇନା ଭିତ୍ତିକ ସାଇବର ଆକ୍ରମଣକାରୀ। ଦେଶର ସରକାରୀ ଓ ବେସରକାରୀ ପ୍ରାୟ ୩୦ ହଜାର ସଂସ୍ଥା ଉପରେ ଆକ୍ରମଣ ହୋଇଛି। ବିଭିନ୍ନ ସଂସ୍ଥାର ନେଟଓ୍ବର୍କ ମଧ୍ୟରେ ପ୍ରବେଶ ପାଇଁ ମାଇକ୍ରୋସଫ୍ଟ୍ର ଏକ୍ସଚେଞ୍ଜ ସର୍ଭର ସଫ୍ଟଓ୍ବେର…
ଦ୍ୱିତୀୟ ଡୋଜ୍ ପରେ ବି ସଂକ୍ରମଣ
ଅହମଦାବାଦ/ନାଗପୁର, ୭।୩: କରୋନା ମହାମାରୀରେ ଭାରତରେ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ଟିକା ଆସିଗଲେ ମହାମାରୀରୁ ରକ୍ଷା ମିଳିବ ବୋଲି ସମସ୍ତେ ଆଶା କରିଥିଲେ। ଏଥିପାଇଁ କୋଭିଡ୍ ଟିକାକୁ ଦୀର୍ଘଦିନ ଧରି ପ୍ରତୀକ୍ଷା କରାଯାଇଥିଲା। ସରକାର ସିରମ୍ ଇନ୍ଷ୍ଟିଚ୍ୟୁଟ୍ର…
ରାଜ୍ୟ କ୍ୟାବିନେଟରେ ୧୬ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ଭୁବନେଶ୍ୱର,୬।୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଶକ୍ତି, କୃଷି, ସାମାଜିକ ସୁରକ୍ଷା, ଅବକାରୀ, ସାଧାରଣ ପ୍ରଶାସନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା…
ଏକ୍ସପ୍ରେସ୍ ଓ୍ବେ ୫ ଘଣ୍ଟା ପାଇଁ ବନ୍ଦ
ନୂଆଦିଲ୍ଲୀ,୬।୩: କୃଷି ଆଇନକୁ ବିରୋଧ କରି ଜାରି ରହିଥିବା ଚାଷୀ ସଂଗଠନଗୁଡ଼ିକର ଆନ୍ଦୋଳନ ଇତିମଧ୍ୟରେ ୧୦୦ ଦିନରେ ପହଞ୍ଚିଛି। ଏନେଇ ଦିଲ୍ଲୀ ଉପକଣ୍ଠରେ ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ ଶନିବାର କଳାଦିବସ ପାଳନ କରି ୫ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି।…
ମୋଦିଙ୍କ ରାଲି: ୧୦ଲକ୍ଷ ଲୋକଙ୍କୁ ଏକାଠି କରିବା ଭାଜପାର ଲକ୍ଷ୍ୟ
କୋଲକାତା,୬।୩: ମାର୍ଚ୍ଚ ୨୭ରେ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ଦଳଗୁଡ଼ିକ ବେଶ୍ ତତ୍ପର ହୋଇ ଉଠିଛନ୍ତି। ଏହି ମର୍ମରେ ମାର୍ଚ୍ଚ ୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି କୋଲକାତାର ବ୍ରିଗେଡ୍ ପରେଡ ଗ୍ରାଉଣ୍ଡ୍ରେ ହେବ।…
ଟିକାକରଣ ସାର୍ଟିଫିକେଟରୁ ହଟିବ ମୋଦିଙ୍କ ଫଟୋ: ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ
ନୂଆଦିଲ୍ଲୀ,୬।୩: କରୋନା ଟିକାକରର ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଉଥିବା ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ହଟାଇବା ପାଇଁ ଭାରତୀୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଜାରି କରିଛନ୍ତି। ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଚରଣ…
କରୋନା ପୁଣି ବେକାବୁ
ନୂଆଦିଲ୍ଲୀ,୬।୩: ଭାରତରେ ପୁଣି କରୋନା ମହାମାରୀ ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୩୨୭ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୧୦୮ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।…
Archives


