ଓଡ଼ିଶାରେ ବ୍ରିଟେନ ଷ୍ଟ୍ରେନ୍
ଭୁବନେଶ୍ୱର, ୨୫।୩(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏ ପରିସ୍ଥିତିରେ ଓଡ଼ିଶାରେ ବ୍ରିଟେନ ଷ୍ଟ୍ରେନ୍ ଚିହ୍ନଟ ହୋଇଥିବା ଜଣାପଡିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ଦେଶର ୧୮ ରାଜ୍ୟରେ କରୋନାର ୭୭୧ ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ୭୩୭ ବ୍ରିଟେନ…
ହୋଲି ପରେ ସପ୍ତାହକୁ ଦିନଟିଏ ବନ୍ଦ ରହିବ ଶ୍ରୀମନ୍ଦିର
ପୁରୀ ଅଫିସ,୨୪।୨: ହୋଲି ପରେ ସପ୍ତାହର ଗୋଟିଏ ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ଶ୍ରୀମନ୍ଦରକୁ ସାନିଟାଇଜ କରିବା ନେଇ ଏହି ନିଷ୍ପତ୍ତି ନିଆଯାଇଛି। ସପ୍ତାହର ନିର୍ଦ୍ଦିଷ୍ଟ କେଉଁଦିନ ମନ୍ଦିର ବନ୍ଦ ରହିବ, ସେନେଇ ଚୂଡ଼ାନ୍ତ ଆଲୋଚନା ହୋଇନାହିଁ। ଦୋଳ ପୂର୍ଣ୍ଣିମା ପରେ…
ଆଗକୁ ହୋଲି-ଇଷ୍ଟର୍-ଇଦ୍: ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୨୪।୩: ଆଗକୁ ହୋଲି, ଶବ୍-ଇ-ବାରାତ୍, ବିହୁ, ଇଷ୍ଟର ଏବଂ ଇଦ୍-ଉଲ୍-ଫିତର ଆଦି ପର୍ବ ପାଳନ କରାଯିବ। ତେବେ ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ମଧ୍ୟ ଜାରି ରହିଛି। ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାରଙ୍କ ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ଆରତି…
ବିପଦ ପୁଣି ଘନେଇଲା: ୧୮ ରାଜ୍ୟରେ ନୂଆ ଷ୍ଟ୍ରେନ୍
ନୂଆଦିଲ୍ଲୀ,୨୪।୩: ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ବଢୁଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ନେଇ ପୁଣି ଲକ୍ଡାଉନ୍ ଶର୍ଟଡାଉନ୍ ଘୋଷଣା କରାଯିବା ଆଶଙ୍କାରେ ଲୋକେ ଭୟଭୀତ ହେବାରେ ଲାଗିଛନ୍ତି।…
ପରମବୀରଙ୍କ ଆବେଦନ ସୁପ୍ରିମ୍କୋର୍ଟରେ ଖାରଜ
ନୂଆଦିଲ୍ଲୀ,୨୪।୩: ମହାରାଷ୍ଟ୍ରରେ ଜାରି ରହିଥିବା ସଙ୍କଟ ନେଇ ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ଆବେଦନ ସୁପ୍ରିମ୍କୋର୍ଟରେ ଖାରଜ ହୋଇଯାଇଛି। ମାମଲା ଗୁରୁତର ମାତ୍ର ଏହି ମାମଲାରେ ପରମବୀର କାହିଁକି ହାଇକୋର୍ଟର ଦ୍ୱାରସ୍ଥ ହେଲେ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ…
ମେ’ ୨ରେ ଦିଦିଙ୍କ ବିଦାୟ ନିଶ୍ଚିତ: ମୋଦି
କୋଲକାତା,୨୪।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ମେ’୨ରେ ପ୍ରକାଶ ପାଇବ। ଏହି ଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଦାୟ ନିଶ୍ଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କାନ୍ଥିଠାରେ ଏକ ନିର୍ବାଚନ ରାଲିରେ ଯୋଗଦେଇ ଏଭଳି କହିଛନ୍ତି। ରାଜ୍ୟରେ ପ୍ରଥମ ଥର…
ମାର୍ଚ୍ଚ ୨୫ରେ ଶେଷ ହେବ ବଜେଟ ଅଧିବେଶନ !
ନୂଆଦିଲ୍ଲୀ,୨୪।୩: ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ୪ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପାର୍ଲାମେଣ୍ଟର ବଜେଟ ଅଧିବେଶନ ସମୟ ପୂର୍ବରୁ ଶେଷ ହେବ। ଏହାକୁ ମାର୍ଚ୍ଚ ୨୫ରେ ଶେଷ କରାଯିବାର ସମ୍ଭାବନା ରହିଛି। ଏହା ଏପ୍ରିଲ୍…
ଦିନକରେ ୪୭ ହଜାର ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ,୨୪।୩: ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛିି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୭ ହଜାର ୨୬୨ରେ ପହଞ୍ଚିଛି। ସେହିପରି ଏହି…
କେନ୍ଦ୍ର ଟାର୍ଗେଟରେ ମହିଳା ଭୋଟର
ନୂଆଦିଲ୍ଲୀ,୨୪।୩ : ପାନୀୟ ଜଳ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ଏହା ପ୍ରତ୍ୟେକ ନାଗରିକଙ୍କ ଏକ ମୌଳିକ ଆବଶ୍ୟକତା। ଭାରତ ବିଶ୍ୱ କ୍ଷେତ୍ରଫଳର ୧୮% ହୋଇଥିଲେ ସୁଦ୍ଧା ଦେଶର ମାତ୍ର ୪% ପାଣି ପିଇବା ଯୋଗ୍ୟ। ଭାରତର ଭୂତଳ ଜଳ ସର୍ବନିମ୍ନ…
ଜିତିଲା ଟିମ୍ ଇଣ୍ଡିଆ; ଚମକିଲେ ପଦାର୍ପଣକାରୀ ଖେଳାଳି
ପୁଣେ,୨୩।୩: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ବିଜୟ ସହ ଦିନିକିଆ ସିରିଜ୍ ଆରମ୍ଭ କରିଛି। ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ କ୍ରିକେଟରେ ଖେଳାଯାଇଥିବା ପ୍ରଥମ ଦିନିକିଆକୁ ୬୬ ରନ୍ରେ ଜିତି ନେଇଛି ଭାରତୀୟ ଦଳ। ଏଥି ସହିତ ଘରୋଇ ଦଳ…
ପୁଣି ଲାଗିଲା କଟକଣା: ଏଣିକି ବିବାହରେ ୫୦୦ ନୁହେଁ ୨୦୦; ଶୁଦ୍ଧିକ୍ରିୟାରେ ୫୦ଜଣଙ୍କୁ ଅନୁମତି
ଭୁବନେଶ୍ୱର,୨୩।୩(ବ୍ୟୁରୋ): କରୋନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଗାଇଡ୍ଲାଇନ୍ ଜାରି କରାଯାଇଛି। ପୂର୍ବରୁ ବିବାହ ଉତ୍ସବରେ ସର୍ବାଧିକ ଲୋକସଂଖ୍ୟା ୫୦୦ ଥିବା ବେଳେ ଏବେ ଏହାକୁ କମାଇ ୨୦୦ କରାଯାଇଛି। ସେହିଭଳି ଦଶାହ ଏବଂ ଶୁଦ୍ଧିକ୍ରିୟାରେ ୫୦୦ ବଦଳରେ ୫୦ଜଣ…
ଚିନ୍ତା ବଢ଼ାଇଲାଣି କରୋନାର ଦ୍ୱିତୀୟ ସମ୍ଭାବ୍ୟ ସଂକ୍ରମଣ: ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୩।୩(ବ୍ୟୁରୋ): ଚିନ୍ତା ବଢ଼ାଇଲାଣି କରୋନାର ଦ୍ୱିତୀୟ ସଂକ୍ରମଣ। ଏହାର ମୁକାବିଲା ଲାଗି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତିର ସମୀକ୍ଷା କରିଛନ୍ତି। ସେ ସତର୍କତାମୂଳକ ପଦକ୍ଷେପ ଓ ଜନସଚେତନତା ଉପରେ ଗୁରୁତ୍ୱାରୋପ କରିଛନ୍ତି। କେତେକ ରାଜ୍ୟରେ ପରିସ୍ଥିତି ଦ୍ରୁତ ଗତିରେ ବିଗିଡିବାରେ…
Archives


