Home Middle

ମୃତ୍ୟୁ ସଂଖ୍ୟା-ଦୈନିକ ସଂକ୍ରମଣରେ ବ୍ରେକ୍‌…

ନୂଆଦିଲ୍ଲୀ,୪।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଗକୁ ଆସୁଥିବା ପାର୍ବଣରେ ଭିଡ଼ ଯୋଗୁ ପୁଣି ସ୍ଥିତି ସଙ୍କଟ ଜନକ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ…

ଟିକସ ଠକେଇର ସବୁଠୁ ବଡ଼ ପ୍ରଘଟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୪।୧୦: ଶତାଧିକ ବିଲିଓନେୟାର, ୩୦ ବିଶ୍ୱନେତା ଓ ୩୦୦ ସରକାରୀ ଅଧିକାରୀଙ୍କ ଗୁପ୍ତ ଡିଲ୍‌ ଏବଂ ସମ୍ପତ୍ତିକୁ ନେଇ ଲକ୍ଷ ଲକ୍ଷ ଦସ୍ତାବିଜ ପାଣ୍ଡୋରା ପେପର୍ସ ଜରିଆରେ ସାମ୍ନାକୁ ଆସିଛି। ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିମାନେ କିପରି ନିଜ କ୍ଷମତାର ଅପବ୍ୟବହାର…

ଭାରି ପଡୁଛନ୍ତି ଭାରତୀୟ ସେନା: ଏଲ୍‌ଏସିରେ ପାଟ୍ରୋଲିଂର ତରିକା ବଦଳାଇଲା ଚାଇନା

ନୂଆଦିଲ୍ଲୀ,୪ ।୧୦: ଚାଇନାର ଦୁଇ ପାଦ ଆଗକୁ ଦୁଇ ପାଦ ପଛକୁ ନୀତି ଯୋଗୁ ଭାରତ-ଚାଇନା ସୀମା ବିବାଦ ଶେଷ ହେଉନାହିଁ । ସେନା ତଥା କୁଟନୀତି ସ୍ତରରେ କଥାବାର୍ତ୍ତା ପରେ ବି ଚାଇନାର ଉସକାଉଥିବା ଗୁଣ ଯୋଗୁ ପରିସ୍ଥିତି ବିଗିଡି…

ଲକ୍ଷ୍ମୀପୁର ଖେରି ଘଟଣା ଦୁର୍ଭାଗ୍ୟପୂର୍ଣ୍ଣ: ଯୋଗୀ

ଲକ୍ଷ୍ନୌ,୪ ।୧୦: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଆଗମନକୁ ନେଇ କୃଷକମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏହାପରେ ଏଠାରେ ଉପୁଜିଥିବା ହିଂସାରେ ୪ କୃଷକଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ତିକୋନିୟା…

ଚାଷୀଙ୍କ ଉପରେ ମାଡ଼ିଗଲା କେନ୍ଦ୍ର ମନ୍ତ୍ରୀଙ୍କ ପୁଅର କାର; ୮ ମୃତ

ଲକ୍ଷ୍ନୌ, ୩।୧୦: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲାର ଟିକୁନିଆରେ ରବିବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଗସ୍ତ କରିଥିଲେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା। ଏହା ବିରୋଧରେ ସକାଳୁ ବିକ୍ଷୋଭ ଚଳାଇଥିଲେ…

କାବୁଲରେ ବଡ଼ ଧରଣର ବିସ୍ଫୋରଣ

କାବୁଲ,୩।୧୦: ଆଫଗାନିସ୍ତାନର କାବୁଲର ଇଦଗାହ ମସଜିଦ ନିକଟରେ ରବିବାର ଅପରାହ୍ନରେ ଏକ ବୋମା ବିସ୍ଫୋରଣ ହୋଇଛି। ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣ ଘଟିଥିବା ମସଜିଦରେ ବହୁ ସଂଖ୍ୟକ ଲୋକ ଏକାଠି ହୋଇଥିଲେ। ତାଲିବାନ ମୁଖପାତ୍ର ଜବିବୁଉଲ୍ଲା…

ବାପାଙ୍କ ବିଜୟ ଧାରା ଜାରି ରଖିଲେ ପୁଅ

ପୁରୀ ଅଫିସ,୩ା୧୦: ପିପିଲି ଉପ ନିର୍ବାଚନ ଭୋଟ ଗଣତି ରବିବାର ସନ୍ଧ୍ୟାରେ ଶେଷ ହୋଇଛି। ଏଥିରେ ବିଜେଡିର ରୁଦ୍ର ପ୍ରତାପ ମହାରଥୀ ବାଜି ମାରିଛନ୍ତି। ବାପା ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ବିଜୟ ଧାରାକୁ ପୁଅ ରୁଦ୍ର ସଫଳତାର ସହ ବଜାୟ ରଖିଛନ୍ତି।…

ବିଜୟ ପରେ ବି ମମତା ଭୁଲି ନାହାନ୍ତି ପରାଜୟ ଦୁଃଖ: କହିଲେ, ପଶ୍ଚିମବଙ୍ଗବାସୀ ଦେଇଛନ୍ତି ଉଚିତ୍‌ ଜବାବ

କୋଲକାତା,୩।୧୦: ଭବାନୀପୁର ଆସନରେ ବିପୁଳ ବିଜୟ ହାସଲ କରିଛନ୍ତି ମମତା ବାନାର୍ଜୀ। ସେ ଭାଜପା ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ପାଖାପାଖି ୫୯ ହଜାର ଭୋଟ୍‌ରେ ହରାଇଛନ୍ତି। ଏହି ବିଜୟ ହାସଲ ପରେ ମମତା ତା ପୂର୍ବ ପରାଜୟକୁ ଭୁଲି ପାରିନାହାନ୍ତି। ଷଡଯନ୍ତ୍ର…

ପିପିଲି ଉପନିର୍ବାଚନ: ବିଜୟ ମୁହାଁ ବିଜେଡି

ପୁରୀ ଅଫିସ୍‌,୩।୧୦: ପିପିଲି ଉପନିର୍ବାଚନ ଫଳାଫଳ ସ୍ପଷ୍ଟ ହେବାରେ ଲାଗିଛି। ଆଉ ମାତ୍ର କିଛି ଘଣ୍ଟା ମଧ୍ୟରେ ଫଳାଫଳ ଘୋଷଣା ହେବ। ଏପର୍ଯ୍ୟନ୍ତ ୧୫ ରାଉଣ୍ଡ ସୁଦ୍ଧେ ବିଜେଡି ପାର୍ଥୀ ରୁଦ୍ର ମହାରଥୀ ୧୬,୪୪୦ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି। ପିପିଲି…

ଦିଦିଙ୍କ ବିଜୟ…

କୋଲକାତା,୩।୧୦: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପ୍ରିୟଙ୍କା ଟିବରେଓ୍ବାଲଙ୍କଠାରୁ ୫୮,୮୩୨ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ପ୍ରିୟଙ୍କା ୨୬,୨୩୦ ଭୋଟ ପାଇଛନ୍ତି। ଏହାକୁ ନେଇ ତୃଣମୂଳ…

ନିର୍ବାଚନ କମିଶନଙ୍କ ଛାଟ, ବିଜୟ ଉତ୍ସବ ପାଳନ କରିବାକୁ ମନା…

କୋଲକାତା,୩।୧୦: ପଶ୍ଚିମବଙ୍ଗରେ ବିଧାନସଭା ଉପନିର୍ବାଚନ ଫଳାଫଳ ପ୍ରକାଶ ପୂର୍ବରୁ ନିର୍ବାଚନ କମିଶନ ଛାଟ ଦେଖାଇଛନ୍ତି। କୌଣସି ବିଜୟ ଉତ୍ସବ ପାଳନ ନ କରିବାକୁ ରାଜ୍ୟ ସରକାରଙ୍କୁ ତାଗିଦ୍‌ କରାଯାଇଛି। ଏନେଇ ନିର୍ବାଚନ କମିଶନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ଚିଠି ଲେଖିଛନ୍ତି।…

ପୁଣି ଟୁଇଟର୍‌କୁ ଫେରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌

ଓ୍ବାଶିଂଟନ,୩ା୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ଲୋରିଡାରେ ଜଣେ ସଂଘୀୟ ଜଜ୍‌ଙ୍କୁ ତାଙ୍କ ଟୁଇଟର ଆକାଉଣ୍ଟକୁ ପୁନଃ ଚାଲୁ କରିବାକୁ ଅନୁରୋଧ କରିଛନ୍ତି। ଜାନୁୟାରୀରେ କ୍ୟାପିଟାଲ ହିଂସା (ସଂସଦ ଭବନ) ପରେ ଟୁଇଟର ତାଙ୍କ ଆକାଉଣ୍ଟକୁ ବନ୍ଦ କରି ଦେଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?