Home Middle

ଜଗନ୍ନାଥ ପ୍ରଧାନ ଭାଜପାରୁ ଇସ୍ତଫା ଦେବେ କି? ସଭାପତି ମନମୋହନଙ୍କ ସହ ଲମ୍ବା ଆଲୋଚନା

ଭୁବନେଶ୍ୱର,୨ା୭: ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର କର୍ପୋରେଟର ଜଗନ୍ନାଥ ପ୍ରଧାନଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବୁଧବାର ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଜଗନ୍ନାଥ ପ୍ରଧାନଙ୍କ ଉପସ୍ଥିତି ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ଘଣ୍ଟାଏରୁ ଅଧିକ ସମୟ ଧରି…

ପୁରୀ ରଥଯାତ୍ରା ଭିଡ଼ ଦୁର୍ଘଟଣା ତଦନ୍ତ ପାଇଁ ଚାରି ଜଣିଆ ଟିମ୍ ଗଠନ କଲେ ଓଡ଼ିଶା ସରକାର

ଭୁବନେଶ୍ୱର,୨ା୭: ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ସମ୍ପ୍ରତି ଘଟିଥିବା ଭିଡ଼ ଦୁର୍ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଚାରି ଜଣିଆ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀଙ୍କୁ ନେଇ ଏକ ଟିମ ଗଠନ କରିଛନ୍ତି। ଏହି ଟିମ ବିକାଶ କମିଶନର-ତଥା-ଅତିରିକ୍ତ ମୁଖ୍ୟ…

ଗିରଫ ହେବେ ଜଗା ପ୍ରଧାନ? ଆସିଲା ବଡ଼ ଖବର

ଭୁବନେଶ୍ୱର,୨।୭: ଗିରଫ ହୋଇପାରନ୍ତି ଜଗା ପ୍ରଧାନ! ଜଗା ପ୍ରଧାନଙ୍କ ଉପରେ ହେବ କି ବଡ଼ କାର୍ଯ୍ୟାନୁଷ୍ଠାନ? ଏସବୁ ଚର୍ଚ୍ଚା ଭିତରେ ଭାଜପା ପାର୍ଟି ଅଫିସରେ ପହଞ୍ଚିଛନ୍ତି ଭାଜପା ନେତା। BMC ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ବିବାଦରେ ଫସିଛନ୍ତି ଜଗନ୍ନାଥ ।…

ଭାରତକୁ ମିଳିଲା ଆମେରିକାର ଲଢୁଆ ଆପାଚେ ହେଲିକାପ୍ଟର, ପାକ୍ ସୀମାରେ ହେବ ମୁତୟନ

ନୂଆଦିଲ୍ଲୀ,୨।୭: ଅନେକ ବିଳମ୍ବ ପରେ ଭାରତୀୟ ସେନାକୁ ମିଳିଛି ପ୍ରଥମ ପର୍ଯ୍ୟାୟରେ ଅତ୍ୟାଧୁନିକ ଆପାଚେ ଲଢୁଆ ହେଲିକାପ୍ଟର। ଏହି ହେଲିକାପ୍ଟରଗୁଡ଼ିକ ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ମୁତୟନ କରାଯିବ, ଯାହା ଭାରତୀୟ ସେନାର ଯୁଦ୍ଧ କ୍ଷମତାକୁ ଆହୁରି ଶକ୍ତିଶାଳୀ କରିବ। ଏହି ଖବର…

ଭାରତ ସହ ସବୁଠୁ ବଡ଼ ଡିଲ୍‌ କରିବେ ପୁଟିନ୍‌, ଆମେରିକା ଥରହର!

ନୂଆଦିଲ୍ଲୀ,୨।୭: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଗାମୀ ସେପ୍ଟେମ୍ବର ମାସରେ ଭାରତ ଗସ୍ତ ପୂର୍ବରୁ ରୁଷ ଭାରତକୁ ଏକ ବଡ଼ ପ୍ରସ୍ତାବ ଦେଇଛି। ଏହି ପ୍ରସ୍ତାବରେ ରୁଷ ଭାରତୀୟ ନୌସେନାକୁ ପରମାଣୁ ଶକ୍ତିଚାଳିତ ସମ୍ବରିନ, ପୁନରୁଦ୍ଧାର କରାଯାଇଥିବା କିଲୋ ଶ୍ରେଣୀର ସବମାରାଇନ…

ବେଙ୍ଗାଲୁରୁରେ ଇନଫୋସିସ କର୍ମଚାରୀ ଗିରଫ: ମହିଳାଙ୍କ ଶୌଚାଳୟରେ କରୁଥିଲେ ଗୁପ୍ତ ଭିଡିଓ ରେକର୍ଡ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଇନଫୋସିସରେ କାର୍ଯ୍ୟରତ ଜଣେ ଟେକିଙ୍କୁ ଅଫିସ ଶୌଚାଳୟରେ ଜଣେ ମହିଳାଙ୍କର ଗୁପ୍ତ ଭାବେ ଭିଡିଓ ରେକର୍ଡ କରିବା ଅଭିଯୋଗରେ ଗିରଫ କରାଯାଇଛି। ଅଭିଯୁକ୍ତ ନାଗେଶ ସ୍ୱପ୍ନିଲ ମାଲି ଇନଫୋସିସରେ ସିନିୟର ଆସୋସିଏଟ ଭାବେ କାର୍ଯ୍ୟ କରୁଛନ୍ତି। ସୋମବାର ଏକ…

ସୁଲୋଚନା କହୁକହୁ କହିଦେଲେ, ଅସଲଲୋକ ମାଷ୍ଟର ମାଇଣ୍ଡ କିଏ…

ଭୁବନେଶ୍ୱର,୨।୭: BMC ହିଂସା ଘଟଣାରେ ମୁହଁ ଖୋଲିଲେ ମେୟର ସୁଲୋଚନା ଦାସ। ସେ କହିଛନ୍ତି,ଏଘଟଣାରେ ସ୍ପଷ୍ଟ ହୋଇ ସାରିଛି ମାଷ୍ଟର ମାଇଣ୍ଡ କିଏ।ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିଲେ କେହି ଆଇନକୁ ହାତକୁ ନେବେ ନାହିଁ।ଆମେ ଅନୁରୋଧ କରି ସଫେଇ କର୍ମଚାରୀଙ୍କୁ କାମରେ ଲଗାଇଛୁ।କିନ୍ତୁ…

S-400 କିଣିବ ପାକିସ୍ତାନ? ରୁଷିଆର ବଡ଼ ଲିଙ୍କ୍‌, ଭାରତକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨।୭: ତୁର୍କୀ ଆମେରିକାରୁ F-35 ଯୁଦ୍ଧବିମାନ କିଣିବା ପାଇଁ ରୁଷିଆ ନିର୍ମିତ S-400 ଏୟାର ଡିଫେନ୍ସ ସିଷ୍ଟମକୁ ବିକ୍ରି କରିବାକୁ ଯୋଜନା କରୁଛି ବୋଲି ଖବର ଆସିଛି। ଏହି ପ୍ରସଙ୍ଗରେ ପାକିସ୍ତାନ ଏକ ସମ୍ଭାବ୍ୟ କ୍ରେତା ଭାବେ ଚର୍ଚ୍ଚାରେ ରହିଛି, ଯାହା…

ଆମେରିକୀୟଙ୍କୁ ହିଁ ଆମେରିକାରୁ ତଡ଼ିବେ ଟ୍ରମ୍ପ, କହିଦେଲେ ନାଁ

ଓ୍ବାଶିଂଟନ,୨ା୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଆକ୍ସନ ନେବାକୁ ଯାଉଛନ୍ତି। ଟ୍ରମ୍ପ କିଛି ଆମେରିକୀୟ ନାଗରିକଙ୍କୁ ଦେଶରୁ ବହିଷ୍କାର କରିବାକୁ ସମର୍ଥନ କରି ଏକ ବଡ଼ ବୟାନ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ଯେଉଁମାନେ ‘ବେସବଲ ବ୍ୟାଟ୍‌ରେ କାହାକୁ ଆଘାତ…

୧୦ ମିନିଟ୍‌ରେ ୨୬୦୦୦ ଫୁଟ ଉପରୁ ଖସିଲା ବିମାନ, ଏଥିରେ ଥିଲେ ୧୯୧ ଯାତ୍ରୀ, ଲେଖିଲେ ଏମିତି ଶେଷ ଏସ୍‌ଏମ୍‌ଏସ୍‌

ଟୋକିଓ,୨ା୭: ଜାପାନରେ ଆଉ ଏକ ବିମାନ ପ୍ରାୟ ୨୬୦୦୦ ହଜାର ଫୁଟ ଉଚ୍ଚତାରୁ ଖସିବା ଦେଖି ଯାତ୍ରୀମାନେ ଏଥିରେ ଶେଷ ବିଦାୟ ଏସ୍‌ଏମ୍‌ଏସ୍‌ ଲେଖିଥିଲେ।  ଏହି ବୋଇଂ ୭୩୭ ବିମାନଟି ଚାଇନାରୁ ଜାପାନର ରାଜଧାନୀ ଟୋକିଓ ଅଭିମୁଖେ ଉଡ଼ାଣ ଭରୁଥିଲା। ସାଂଘାଇରେ…

ପାଣି ତଳେ ବାରୁଦ ରଖିଥିଲା ଇରାନ, ଭାରତ-ଚାଇନା ତୈଳ ମାର୍ଗକୁ ନଷ୍ଟ କରିବା ଥିଲା ଉଦ୍ଦେଶ୍ୟ: ଗୋଇନ୍ଦା ରିପୋର୍ଟ

ତେହେରାନ,୨ା୭: ଆମେରିକୀୟ ଗୁପ୍ତଚର ସଂସ୍ଥା ଅନୁଯାୟୀ, ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀରେ ନୌସେନା ଲ୍ୟାଣ୍ଡମାଇନ ଲୋଡ୍‌ କରିଥିଲା। ଏହା ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ମାର୍ଗ ବନ୍ଦ କରିବାର ପ୍ରସ୍ତୁତି ବୋଲି କୁହାଯାଉଛି। ଯଦିଓ ଖଣିଗୁଡ଼ିକୁ ଏପର୍ଯ୍ୟନ୍ତ ନିୟୋଜିତ…

ପାଣ୍ଠିରୁ ପ୍ରଭାବ

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍‌ ୨୦ ଜାନୁଆରୀ ୨୦୨୫ରେ ଶପଥ ନେବା ପରେ ବିଶ୍ୱ ରାଜନୈତିକ ଓ ରଣନୀତିକ ଦୃଶ୍ୟପଟରେ ବ୍ୟାପକ ପରିବର୍ତ୍ତନ ହେବାରେ ଲାଗିଛି। ଟ୍ରମ୍ପ୍‌ଙ୍କ ଦ୍ୱିତୀୟ ପାଳିର ପ୍ରାରମ୍ଭରୁ ବେଆଇନ ଅନୁପ୍ରବେଶକୁ ବିରୋଧ, ଲିଙ୍ଗଗତ ବିଚାରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri