ଲୋକଙ୍କ ପାଇଁ କାମ କରୁଥିବା ବ୍ୟକ୍ତିଙ୍କୁ ପଦ୍ମ ସମ୍ମାନ ଲାଗି ମୋଦିଙ୍କ ଆହ୍ବାନ…
ନୂଆଦିଲ୍ଲୀ,୧୧।୭: ତୃଣମୂଳସ୍ତରରେ ଲୋକଙ୍କ ପାଇଁ ନିସ୍ବାର୍ଥପର ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ପିପୁଲସ୍ ପଦ୍ମ ସମ୍ମାନ ପ୍ରଦାନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ବାନ ଜଣାଇଛନ୍ତି। ରବିବାର ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଏଭଳି କହିଛନ୍ତି। ସେବା କରୁଥିବା ଲୋକ ଚିହ୍ନଟ…
ଟୁଇଟର୍ ଭାରତରେ ନିଯୁକ୍ତ କଲା ଅଭିଯୋଗ ଅଧିକାରୀ, ଦାୟିତ୍ୱରେ ବିନୟ ପ୍ରକାଶ…
ନୂଆଦିଲ୍ଲୀ,୧୧।୭: ଦିଲ୍ଲୀ ହାଇକୋର୍ଟଙ୍କ ତାଗିଦ୍ ପରେ ଟୁଇଟର ଏବେ ବାଟକୁ ଆସିଛି। ଭାରତରେ ଆବାସିକ ଅଭିଯୋଗ ଅଧିକାରୀ ଭାବେ ବିନୟ ପ୍ରକାଶଙ୍କୁ ନିଯୁକ୍ତ କରାଯିବା ନେଇ ଟୁଇଟର ପକ୍ଷରୁ ଘୋଷଣା କରାଯାଇଛି। ସେ ଟୁଇଟର ବିରୋଧରେ କରାଯାଇଥିବା ବିଭିନ୍ନ ଅଭିଯୋଗ ତଦାରଖ…
ହୀରାକୁଦରୁ ଛଡ଼ାଗଲା ପ୍ରଥମ ବନ୍ୟାଜଳ
ସମ୍ବଲପୁର ଅଫିସ,୧୧ା୭: ହୀରାକୁଦ ଉପରମୁଣ୍ଡରେ ବର୍ଷା ଯୋଗୁ ଜଳଭଣ୍ଡାରକୁ ଜଳର ପ୍ରବେଶ ମାତ୍ରା ବୃଦ୍ଧି ପାଇଛି । ଜଳଭଣ୍ଡାରରେ ଜଳସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ରବିବାର ପୂର୍ବାହ୍ନରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି ବୋଲି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ…
ତାଲିବାନ୍ ହେଉଛି ଉଗ୍ର, ୫୦ ଭାରତୀୟ ଅଧିକାରୀଙ୍କୁ ଆଫଗାନିସ୍ତାନ ଛାଡ଼ିବାକୁ ପରାମର୍ଶ…
କାବୁଲ,୧୧।୭: ଆଫଗାନିସ୍ତାନର କାନ୍ଧାହାର ସ୍ଥିତ ଦୂତାବାସ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ୫୦ ଜଣ ଭାରତୀୟ ଅଧିକାରୀଙ୍କୁ ସ୍ବଦେଶ ଫେରିବାକୁ ପରାମର୍ଶ ଦିଆଯାଇଛି। ଆଫଗାନିସ୍ତାନରେ ତାଲିବାନ୍ ଆତଙ୍କବାଦୀ ସଂଗଠନ ସକ୍ରିୟ ହେବା ସହିତ ଉଗ୍ର ହେବାରେ ଲାଗିଥିବାରୁ ଭାରତ ସରକାରଙ୍କ ପକ୍ଷରୁ ସୁରକ୍ଷା…
ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ଲଗାମ୍…
ନୂଆଦିଲ୍ଲୀ,୧୧।୭: ଦେଶରେ କରୋନା ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଦ୍ୱିତୀୟ ଲହର ପ୍ରକୋପ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ…
ଦକ୍ଷିଣ କଶ୍ମୀରରେ ଏନ୍ଆଇଏ ଚଢ଼ାଉ, ୫ ସନ୍ଦିଗ୍ଧ ଗିରଫ…
ଶ୍ରୀନଗର,୧୧।୭: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗ ମିଳିବା ପରେ ଏନ୍ଆଇଏ, ଟିମ୍, ର ଏବଂ ଆଇବି ଟିମ୍ ପକ୍ଷରୁ ଦକ୍ଷିଣ କଶ୍ମୀରର ଅନନ୍ତନାଗରେ ଚଢ଼ାଉ କରାଯାଇଛି। ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ସହିତ ସମ୍ପର୍କରେ ଥିବା ଅଭିଯୋଗ ଆଧାରରେ ୫ ଜଣ ସନ୍ଦିଗ୍ଧଙ୍କୁ…
କାନ୍ଦୁଛି ୟୁପି ପୋଲିସ
ଲକ୍ଷ୍ନୌ,୧୦।୭: “ଭାଜପା କର୍ମୀ ଟେକା, ପଥର ମାଡ଼ କରୁୁଛନ୍ତି। ଏପରି କି ମୋତେ ଚାପୁଡ଼ା ମାରିଲେ। ସାଥିରେ ଆଣିଥିଲେ ବୋମା। ସେମାନଙ୍କ ମଧ୍ୟରେ ଭାଜପା ବିଧାୟକ ଓ ଜିଲା ମୁଖ୍ୟ ଅଛନ୍ତି” । ଫୋନ ଯୋଗେ ଏଭଳି କହି ବରିଷ୍ଠ ଅଧିକାରୀଙ୍କୁ…
କୋଟିଆରୁ ଆନ୍ଧ୍ରକୁ ତଡ଼ିଲା ଓଡ଼ିଶା
କୋରାପୁଟ/ପଟ୍ଟାଙ୍ଗୀ,୧୦।୭: କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାକୁ ଲାଗି ରହିଥିବା କୋଟିଆ ପଞ୍ଚାୟତରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଆନ୍ଧ୍ର- ଓଡ଼ିଶା ପ୍ରଶାସନ। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ସରକାରୀ ଗୃହ ନିର୍ମାଣ କାର୍ଯ୍ୟକୁ ଆନ୍ଧ୍ର…
ଘୁଞ୍ଚିଲା ଭାରତ-ଶ୍ରୀଲଙ୍କା ସିରିଜ୍
ନୂଆଦିଲ୍ଲୀ,୧୦।୭: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ଓ ଟି୨୦ ସିରିଜ୍ ୫ ଦିନ ବିଳମ୍ବରେ ଅର୍ଥାତ୍ ୧୮ ତାରିଖରୁ ଆରମ୍ଭ ହେବ। ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆସନ୍ତା ୧୩ରୁ ଆରମ୍ଭ…
ବିପଦ ଆସୁଛି ମାଡ଼ି, ପୃଥିବୀ ମୁହାଁ ସୌରଝଡ଼, ଘଣ୍ଟାପ୍ରତି ବେଗ ୧୬ ଲକ୍ଷ କିଲୋମିଟର…
ଓ୍ବାଶିଂଟନ,୧୦।୭: ଗୋଟିଏ ପରେ ଗୋଟିଏ ବିପଦ ପୃଥିବୀ ଉପରେ ଘନେଇ ଆସୁଛି। କରୋନ ମହାମାରୀ ଆତଙ୍କ ଜାରି ରହିଥିବାବେଳେ ଏବେ ମହାକାଶରେ ପୃଥିବୀ ପାଇଁ ବିପଦ ଦେଖାଦେଇଛି। ଏକ ଭୟଙ୍କର ସୌରଝଡ଼ ପୃଥିବୀ ମୁହାଁ ହୋଇଛି। ଏହା ପୃଥିବୀରେ ମାଡ଼ ହେବାର…
ଗ୍ରୀଷ୍ମ ପ୍ରବାହରେ ଶହେ କୋଟିରୁ ଅଧିକ ଜଳଜୀବଙ୍କ ମୃତ୍ୟୁ ଆଶଙ୍କା…
ଓଟଓ୍ବା,୧୦।୭: କାନାଡ଼ାରେ ଦେଖାଦେଇଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଶହେ କୋଟିରୁ ଅଧିକ ଜଳଜୀବଙ୍କ ମୃତ୍ୟୁ ଘଟିଥିବା ପରିବେଶବିଜ୍ଞାନୀ ଆଶଙ୍କା କରିଛନ୍ତି। ପଶ୍ଚିମ କାନାଡ଼ା ଏବଂ ଉତ୍ତର-ପଶ୍ଚିମ ଆମେରିକାର ପ୍ରଶାନ୍ତ ମହାସାଗର ଉପକୂଳରେ ତାପମାତ୍ରା ଲଗାତାର ୪୦ ଡିଗ୍ରୀ ସେଲସିୟସ୍ରୁ ଅଧିକ ରହୁଛି।…
ରାଜଧାନୀରେ ନୂଆ ନିୟମ, ଲାଉଡ୍ସ୍ପିକର ଲଗାଇଲେ ଜରିମାନା ଲକ୍ଷେ ଟଙ୍କା…
ନୂଆଦିଲ୍ଲୀ,୧୦।୭: ଧ୍ୱନି ପ୍ରଦୂଷଣ ନେଇ ରାଜଧାନୀ ଦିଲ୍ଲୀରେ ନୂଆ ନିୟମ ଜାରି ହୋଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏସମ୍ପର୍କରେ ନିର୍ଦ୍ଦେଶ ଜାରି ହୋଇଛି। ବିନା ଅନୁମତିରେ ଲାଉଡସ୍ପିକର ଲଗାଇଲେ ଜରିମାନା ୧୦ ହଜାରରୁ ଆରମ୍ଭ କରି ଲକ୍ଷେ ଟଙ୍କା…
Archives


