Posted inଜାତୀୟ

ଦକ୍ଷିଣ କଶ୍ମୀରରେ ଏନ୍‌ଆଇଏ ଚଢ଼ାଉ, ୫ ସନ୍ଦିଗ୍ଧ ଗିରଫ…

ଶ୍ରୀନଗର,୧୧।୭: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗ ମିଳିବା ପରେ ଏନ୍‌ଆଇଏ, ଟିମ୍‌, ର ଏବଂ ଆଇବି ଟିମ୍‌ ପକ୍ଷରୁ ଦକ୍ଷିଣ କଶ୍ମୀରର ଅନନ୍ତନାଗରେ ଚଢ଼ାଉ କରାଯାଇଛି। ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ସହିତ ସମ୍ପର୍କରେ ଥିବା ଅଭିଯୋଗ ଆଧାରରେ ୫ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ସନ୍ଦିଗ୍ଧମାନେ ଆଫଗାନିସ୍ତାନ ଯିବା ନେଇ ଯୋଜନା କରୁଥିବା ଜଣାପଡ଼ିଛି। ୧୦ ସ୍ଥାନରେ ଏକତ୍ର ଚଢ଼ାଉ କରାଯାଇ ସନ୍ଦିଗ୍ଧମାନଙ୍କୁ ଗିରଫ କରାଯାଇଛି। ଦାରୁଲ୍‌ ଉଲମ୍‌ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରାଯାଇ ଅଧ୍ୟକ୍ଷଙ୍କୁ ଗିରଫ କରାଯାଇଛି। ଅନନ୍ତନାଗ, ଶ୍ରୀନଗର,ବାରମୁଳା, ଅଓ୍ବନ୍ତିପୋରା ଅଦି ଅଞ୍ଚଳରେ ଚଢ଼ାଉ ସମୟରେ ଲ୍ୟାପଟପ୍‌ ସହିତ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଛି। ଏହି ମାମଲାରେ ଜିଶାନ୍‌ ଅମିନ୍‌, ତନବୀର୍‌, ଓମର ଅହମ୍ମଦ, ଆରଫ୍‌ ଖାଁ ପ୍ରମୁଖଙ୍କୁ ଦକ୍ଷିଣ କଶ୍ମୀରରୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିବାରର ୪ ଜଣଙ୍କୁ ମାରି ନିଜେ ଆତ୍ମହତ୍ୟା କଲେ ବ୍ୟବସାୟୀ

ବେଙ୍ଗାଲୁରୁ, ୧୬।୮: କର୍ନାଟକର ଗୁଣ୍ଡଲୁପେଟରେ ଜଣେ ବ୍ୟବସାୟୀ ନିଜ ପରିବାରର ୪ଜଣଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ତାଙ୍କ ପିତା, ମାତା,...

ଜେଟ୍‌ଲୀ ହେବେନି ମନ୍ତ୍ରୀ: ମୋଦିଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ,୨୯।୫: ନରେନ୍ଦ୍ର ମୋଦି ଗୁରୁବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ଗ୍ରହଣ ଉତ୍ସବର ଗୋଟିଏ ଦିନ ପୂର୍ବରୁ ଅରୁଣ ଜେଟ୍‌ଲୀ ମୋଦି କ୍ୟାବିନେଟ୍‌ରେ ରହିବାକୁ...

ଦିଲ୍ଲୀରେ ‘ବିଟିଂ ଦ ରିଟ୍ରିଟ୍‌’ ଉତ୍ସବ ସମାପନ

ନୂଆଦିଲ୍ଲୀ,୨୯।୧: ଦିଲ୍ଲୀର ରାଜପଥରେ ବୁଧବାର ସନ୍ଧ୍ୟାରେ ‘ବିଟିଂ ଦ ରିଟ୍ରିଟ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରାଇସିନା ରୋଡ୍‌ସ୍ଥିତ ରାଷ୍ଟ୍ରପତି ଭବନ ସାମ୍ନାରେ ଏହାର ପ୍ରଦର୍ଶନ ସହ...

ଏହି ସବୁ ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ୍‌

ନୂଆଦିଲ୍ଲୀ,୧।୨: ଦେଶରେ କରୋନା ସ୍ଥିତି ସୁଧୁରୁଥିବାରୁ ବିଭିନ୍ନ ରାଜ୍ୟରେ ମଙ୍ଗଳବାର ପ୍ରଥମରୁ ଦଶମ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।...

ଧନକର ନେଲେ ଶପଥ…

ନୂଆଦିଲ୍ଲୀ, ୧୧।୮ : ଦେଶରେ ୧୪ ଉପ ରାଷ୍ଟ୍ରପତି ଭାବେ ଜଗଦୀପ ଧନକର ଗୁରୁବାର ଶପଥ ନେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ  ଧନକରଙ୍କୁ...

ଜଗଦୀପ ଧନଖରଙ୍କୁ ସମର୍ଥନ କରିବ ବିଏସ୍‌ପି

ଲକ୍ଷ୍ନୌ,୩।୮: ବହୁଜନ ସମାଜବାଦୀ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ଏନ୍‌ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖରଙ୍କୁ ସମର୍ଥନ କରିବେ। ବୁଧବାର ଏନେଇ ବିଏସ୍‌ପି ସୁପ୍ରିମୋ ମାୟାବତୀ...

ଭାଜପା ପାଇଁ ସଙ୍କଟମୋଚନ ହେବ କି ଏନ୍‌ସିପି

ନୂଆଦିଲ୍ଲୀ,୨୮।୧୦: ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଛି ଟଣାଓଟରା। ଏହି ସମୟରେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି...

ଭାରତ ପାଇଁ ବିପଦ ଘଣ୍ଟି: ୭ ମାସରେ ୪୧୩ ଥର ଥରିଲାଣି ପୃଥିବୀ

ନୂଆଦିଲ୍ଲୀ,୧୮।୯: ଚଳିତବର୍ଷ ସାରା ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଲାଣି। ଭାରତରେ ମଧ୍ୟ ଏହି ମହାମାରୀ ଯୋଗୁ...

Advertisement
Archives

Model This Week