ଆସିଲା ହୋମ୍ କିଟ୍, ଏବେ ଘରେ କରିହେବ କରୋନା ଟେଷ୍ଟ୍…
ନୂଆଦିଲ୍ଲୀ,୧୩।୭: ଏବେ ଘରେ ବସି ସହଜରେ କରୋନା ଟେଷ୍ଟ୍ କରିହେବ। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରମୁଖ କମ୍ପାନୀ ଏବୋଟ୍ ପକ୍ଷରୁ ହୋମ୍ କିଟ୍ ପ୍ରସ୍ତୁତ କରାଯାଇଛି। ଏହି ରାପିଡ୍ ଆଣ୍ଟିଜେନ୍ କିଟ୍ର ଦାମ ୩୨୫ ଟଙ୍କା ରହିଛି। ଦେଶର…
ବଢ଼ୁଛି ବଜ୍ରପାତ ବିପଦ
ନୂଆଦିଲ୍ଲୀ, ୧୩ା୭: ବୈଷୟିକ ଜ୍ଞାନକୌଶଳର ଅଗ୍ରଗତି ସତ୍ତ୍ୱେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଭାରତରେ ଅନେକ ଲୋକଙ୍କ ଜୀବନ ଯାଉଛି। ସେଥିମଧ୍ୟରୁ ବଜ୍ରପାତ ପ୍ରମୁଖ କାରଣ ପାଲଟିଛି। ରବିବାର ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରେ ବଜ୍ରପାତରେ ଅତି କମ୍ରେ ୭୦…
ଭାରତରେ ତୃତୀୟ ଲହର
ହାଇଦ୍ରାବାଦ, ୧୩।୭ : ଜୁଲାଇ ୪ରୁ ଭାରତରେ କୋଭିଡ୍-୧୯ର ତୃତୀୟ ଲହର ଆରମ୍ଭ ହୋଇଥିବା ଭଳି ମନେ ହେଉଥିବା ହାଇଦ୍ରାବାଦର ଜଣେ ଗବେଷକ ସୂଚନା ଦେଇଛନ୍ତି। ୟୁନିଭର୍ସିଟି ଅଫ୍ ହାଇଦ୍ରାବାଦର ପୂର୍ବତନ ପ୍ରୋ-ଭାଇସ୍ଚାନ୍ସେଲର ତଥା ଖ୍ୟାତନାମା ପଦାର୍ଥ ବିଜ୍ଞାନୀ ଡ. ବିପିନ…
ହିମାଚଳପ୍ରଦେଶରେ ବର୍ଷା ବିତ୍ପାତ
ଧର୍ମଶାଳା(ହିମାଚଳ ପ୍ରଦେଶ), ୧୩ା୭: ଦକ୍ଷିଣ-ପଶ୍ଚିମ ମୌସୁମୀଜନିତ ବର୍ଷା ହିମାଚଳପ୍ରଦେଶରେ ବିପର୍ଯ୍ୟୟ ସୃଷ୍ଟି କରିଛି। ରାଜ୍ୟର ଅନେକ ସ୍ଥାନରେ ରବିବାର ରାତିରେ ବାଦଲଫଟା ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଛି। କାଙ୍ଗ୍ରା ଜିଲାରେ ଭୂସ୍ଖଳନ ଯୋଗୁ ବହୁ ଲୋକ ନିଖୋଜ ଥିବା ଜଣାପଡ଼ିଛି।…
ଶୃଙ୍ଖଳାର ପରକାଷ୍ଠା ଦେଖାଇଛନ୍ତି ପୁରୀବାସୀ: ମୁଖ୍ୟମନ୍ତ୍ରୀ
ପୁରୀ ଅଫିସ,୧୨।୭: କୋଭିଡ୍ କଟକଣା ମଧ୍ୟରେ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଶାନ୍ତିସୃଙ୍ଖଳାର ସହ ସୋମବାର ଶେଷ ହୋଇଛି । ଶ୍ରୀଜିଉଙ୍କ ୩ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବାୟତ, ପୁରୀ ଜିଲା ପ୍ରଶାସନ…
ଶରଧାବାଲିରେ ଲାଗିଲା ୩ ରଥ
ପୁରୀ ଅଫିସ,୧୨।୭: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲା ୩ ରଥ। ଅପରାହ୍ନ ୪.୩୦ରେ ବଳଭଦ୍ରଙ୍କ ତାଳଧ୍ବଜ ରଥ ପହଞ୍ଚି ଥିବା ବେଳେ ୫ଟାରେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ପହଞ୍ଚିଥିଲା। ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ୫ଟା ୩୦ରେ ଗୁଣ୍ଡିଚା…
୨୦ ବର୍ଷ ଯୁଦ୍ଧ ପରେ ଖାଲିହାତରେ ଫେରୁଛନ୍ତି ଆମେରିକା ସୈନ୍ୟବାହିନୀ, ୬,୩୮୪ ସୈନ୍ୟଙ୍କ ଯାଇଛି ଜୀବନ…
କାବୁଲ/ଓ୍ବାଶିଂଟନ,୧୨।୭: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ସ୍ବଦେଶ ବାହୁଡ଼ିବା ଜାରି ରହିଛି। ଏପରିସ୍ଥଳେ ଦେଶର ୮୫ ପ୍ରତିଶତ ଅଞ୍ଚଳକୁ ତାଲିବାନ ଆତଙ୍କବାଦୀ ନିଜ କବ୍ଜାକୁ ମଧ୍ୟ ନେଇ ସାରିଛନ୍ତି। ଫଳରେ ଆଫଗାନିସ୍ତାନରେ ଆତଙ୍କବାଦୀ ସଂଗଠନର ଶାସନ ପୁଣି ଫେରିବାକୁ ଯାଉଛି। ଆମେରିକା ପକ୍ଷରୁ…
ବଡ଼ଦାଣ୍ଡରେ ଗଡ଼ିଲା ନନ୍ଦିଘୋଷ
ପୁରୀ ଅଫିସ,୧୨ା୭: ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏହି ନବଦିନାତ୍ମକ ଯାତ୍ରାରେ ରତ୍ନବେଦିରୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଛନ୍ତି ତିନିଠାକୁର। କୋଭିଡ୍ ମହାମାରୀ ଯୋଗୁ ଶ୍ରଦ୍ଧାଳୁମାନେ ରଥ ଟାଣିବାରୁ ଚଳିତବର୍ଷ ବଞ୍ଚିତ ହୋଇଥିବା ବେଳେ ସେବାୟତମାନେ…
ନିର୍ଦ୍ଧାରିତ ସମୟ ପୂର୍ବରୁ ଗଡିଲା ରଥ
ପୁରୀ ଅଫିସ୍,୧୨।୭: ଚଳିତବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଟଣା ଆରମ୍ଭ ହୋଇଛି। ରାଜବେଶରେ ଗଜପତି ମହାରାଜ ଗୋଟିଏ ପରେ ଗୋଟିଏ ରଥରେ ଛେରାପହଁରା ନୀତି ସମ୍ପାଦନ କରିବା ପରେ ରଥରେ ସାରଥି ବନ୍ଧା ଯାଇ ରଥ ଟଣା ଆରମ୍ଭ ହୋଇଥିଲା।…
କେନ୍ଦ୍ରୀୟ କ୍ୟାବିନେଟ୍ରେ ୧୧ ମହିଳା ମନ୍ତ୍ରୀ, ଚାଷଜମିରେ ଏବେ ବି ମହିଳା ଟାଣୁଛନ୍ତି ହଳ…
ଭୋପାଳ,୧୨।୭: ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ ବିସ୍ତାର ହୋଇଛି। କେନ୍ଦ୍ରୀୟ କ୍ୟାବିନେଟ୍ରେ ୧୧ ଜଣ ମହିଳାମନ୍ତ୍ରୀଙ୍କୁ ସ୍ଥାନ ମିଳିଛି। ତେବେ ଏବେ ବି ମଧ୍ୟପ୍ରଦେଶରେ ମହିଳାଙ୍କ ଦୁଃଖ ସରିନି। ଚାଷଜମିରେ ଗରିବ ମହିଳାମାନେ ବଳଦ ବଦଳରେ ହଳ ଟାଣୁଛନ୍ତି। ସେହିପରି…
ବିପଦ ଆସୁଛି ମାଡ଼ି, ୯ ବର୍ଷ ମଧ୍ୟରେ ସମୁଦ୍ରରେ ବୁଡ଼ିଯିବ ଏସିଆର ୭ ବଡ଼ ସହର…
ଆମଷ୍ଟେରଡାମ୍,୧୨।୭: ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱ ତାପନ ବଢ଼ିବାରେ ଲାଗିଛି। ଏହାଦ୍ୱାରା ମେରୁ ଅଞ୍ଚଳରେ ଥିବା ହିମ ପାହାଡ଼ ତରଳିବା ଧାରା ଜାରି ରହିଛି। ଏହାଯୋଗୁ ସମୁଦ୍ରର ଜଳସ୍ତର ବୃଦ୍ଧି ପାଉଛି। ଫଳରେ ଆସନ୍ତା ୯ ବର୍ଷ ମଧ୍ୟରେ ୨୦୩୦ ସୁଦ୍ଧା…
ଛେରାପହଁରା ନୀତି ଶେଷ: ଏବେ ଗଡିବ ରଥ
ପୁରୀ ଅଫିସ୍,୧୨।୭: ଶେଷ ହେଲା ତିନି ଠାକୁରଙ୍କ ଛେରାପହଁରା ନୀତି। ରଥଯାତ୍ରାର ଅନ୍ୟତମ ଆକର୍ଷଣୀୟ ନୀତି ଛେରାପହଁରା ନୀତି କରିବାକୁ ଶ୍ରୀନଅରରୁ ତାମ୍ଜାନ୍ ବସି ଗଜପତି ମହାରାଜ ରଥ ଖଳାକୁ ଆସିଥିଲେ। ରାଜବେଶରେ ଗଜପତି ମହାରାଜ ଗୋଟିଏ ପରେ ଗୋଟିଏ ରଥରେ…
Archives


