Home Middle

ନିଜ ନିଷ୍ପତ୍ତିରୁ ଓହରିଲେ ରାଜ୍ୟ ସରକାର: ମାଷ୍ଟରକ୍ୟାଣ୍ଟିନ ଛକରୁ ସ୍ଥାନାନ୍ତର ହେବନି ଐତିହ୍ୟ ଘୋଡ଼ା

ଭୁବନେଶ୍ୱର,୨୭।୭(ବ୍ୟୁରୋ): ସ୍ଥାନାନ୍ତର ହେବ ନାହିଁ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଶୋଭା ପାଉଥିବା ସ୍ଥାପତ୍ୟ ଘୋଡ଼ା। ବହୁ ବିବାଦ ଏବଂ ସମାଲୋଚନାର ଶିକାର ହେବା ପରେ ରାଜ୍ୟ ସରକାର ମଙ୍ଗଳବାର ନିଜ ନିଷ୍ପତ୍ତିରୁ ଉହରିଛନ୍ତି। ଏନେଇ ସରକାରୀସ୍ତରରେ ନିଷ୍ପତ୍ତି ନିଆଯାଇଥିବା ନେଇ ବିଏମ୍‌ସି କମିଶନର…

କ୍ରୁନାଲ ପାଣ୍ଡ୍ୟା କରୋନା ପଜିଟିଭ୍‌: ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ ସ୍ଥଗିତ

କଲମ୍ବୋ,୨୭।୭: ମଙ୍ଗଳବାର ଖେଳାଯିବାକୁ ଥିବା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି -୨୦ ମ୍ୟାଚ ସ୍ଥଗିତ ରଖାଯାଇଛି। ଭାରତୀୟ କ୍ରିକେଟର କ୍ରୁନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ହେବାରୁ କଲମ୍ବୋ ଖେଳାଯିବାକୁ ଥିବା ଆଜିର ମ୍ୟାଚ ଗୋଟିଏ ଦିନ ପାଇଁ…

ଦିଲ୍ଲୀରୁ ଖୁସି ଖବର, ଅଗଷ୍ଟରେ ପିଲାଙ୍କ ପାଇଁ କରୋନା ଭାକ୍ସିନ୍‌…

ନୂଆଦିଲ୍ଲୀ,୨୭।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶରେ ସାର୍ବଜନୀନ ଟିକାକରଣ ଅଭିଯାନ ଜାରି ରହିଛି। ଅପରପକ୍ଷରେ ତୃତୀୟ ଲହରର ଆଶଙ୍କା ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଦିଲ୍ଲୀରୁ…

ଭାରତୀୟ ସେନାରେ ୯,୭୧୨ ଅଫିସର-ଲକ୍ଷେରୁ ଅଧିକ ସୈନିକ କମ୍‌ ଅଛନ୍ତି…

ନୂଆଦିଲ୍ଲୀ,୨୭।୭: ଭାରତୀୟ ସେନାରେ ୯,୭୧୨ ଅଫିସର ଏବଂ ପ୍ରାୟ ୧ ଲକ୍ଷ ୯ ହଜାର ସୈନିକ କମ୍‌ ରହିଛନ୍ତି। ଏକ ଲିଖିତ ପ୍ରଶ୍ନର ଉତ୍ତରରେ ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ଅଜୟ ଭଟ୍ଟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତୀୟ…

ଡ୍ରାଗନର ଷଡ଼ଯନ୍ତ୍ର, ସାଟେଲାଇଟ୍‌ କଲା ପର୍ଦ୍ଦାଫାଶ୍‌…

ବେଜିଂ,୨୭।୭: ପୂର୍ବ ଲଦାଖରେ ଥିବା ଭାରତୀୟ ସୀମା ନିକଟରେ କ୍ଷେପଣାସ୍ତ୍ର ଏବଂ ଘାତକ ଅସ୍ତ୍ର ମୁତୟନ କରି ଉତ୍ତେଜନା ସୃଷ୍ଟି କରୁଥିବା ଚାଇନାର ଏକ ନୂଆ ଷଡ଼ଯନ୍ତ୍ରର ଏବେ ପର୍ଦ୍ଦାଫାଶ୍‌ ହୋଇଛି। ସାଟେଲାଇଟ୍‌ରୁ ମିଳି ଥିବା ଚିତ୍ରରୁ ଡ୍ରାଗନର ଚାଲାକି ଧରାପଡ଼ିଛି।…

ଗାଁରେ ବିତାଅ ୭୫ ଘଣ୍ଟା, ଏମ୍‌ପିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଗୁରୁମନ୍ତ୍ର…

ନୂଆଦିଲ୍ଲୀ,୨୭।୭: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ରାଜ୍ୟ ସଭା ଏବଂ ଲୋକ ସଭାରେ ଅଚଳାବସ୍ଥା ଜାରି ରହିଛି। ଏପରିସ୍ଥଳେ ଭାଜପା ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଏମ୍‌ପିଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି। ଦେଶ ସ୍ବାଧୀନ ବେହାର ୭୫ ବର୍ଷ…

ସରକାରୀ ବାବୁଙ୍କ କାମର ସମୀକ୍ଷା କରିବେ ମୋଦି ସରକାର…

ନୂଆଦିଲ୍ଲୀ,୨୭।୭: ଏଣିକି ସରକାରୀ ବାବୁଙ୍କ କାମର ସମୀକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ପକ୍ଷରୁ କରାଯିବ। ଖରାପ ପ୍ରଦର୍ଶନ କରିଥିବା ସରକାରୀ ବାବୁଙ୍କୁ ସମୟ ପୂର୍ବରୁ ଅବସର ପ୍ରଦାନ କରାଯିବ। କେନ୍ଦ୍ରୀୟ କର୍ମଚାରୀ ଏବଂ ୫୦ ବର୍ଷ ପାର୍‌ କରିଥିବା ସରକାରୀ…

ଖୁସି ଖବର, ମିଶ୍ରିତ ଭାକ୍ସିନ୍‌ ଯୋଗୁ ୬ ଗୁଣା ଅଧିକ ଆଣ୍ଟିବଡ଼ି ହେଉଛି ସୃଷ୍ଟି…

ସିଓଲ୍‌,୨୭।୭: ଦକ୍ଷିଣ କୋରିଆର ବୈଜ୍ଞାନିକମାନେ କରୋନା ଟିକାର ମିଶ୍ରିତ ବ୍ୟବହାର ବିଷୟରେ ଖୁସି ଖବର ଦେଇଛନ୍ତି। । ଦୁଇ ଭିନ୍ନ ଡୋଜ୍‌ ନେବା ଦ୍ୱାରା ଶରୀରରେ ସମାନ ପ୍ରକାର ଭାକ୍ସିନ୍‌ ନେଇଥିବା ଲୋକଙ୍କ ତୁଳନାରେ ୬ ଗୁଣା ଅଧିକ ଆଣ୍ଟିବଡି ସୃଷ୍ଟି…

ଲଗାତାର ୨ ଦିନ ଦୈନିକ ମୃତ୍ୟୁ ସଂଖ୍ୟା ୫ ଶହ ତଳେ…

ନୂଆଦିଲ୍ଲୀ,୨୭।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର ୪ ଦିନ ଧରି…

ମହାକାଳେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦଳାଚକଟା…

ଉଜ୍ଜୟନୀ,୨୭।୭: ମଧ୍ୟପ୍ରଦେଶ ଉଜ୍ଜୟନୀଠାରେ ପ୍ରଭୁ ଶ୍ରୀ ମହାକାଳେଶ୍ୱରଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ହୋଇଥିବା ଦଳା ଚକଟାରେ ବହୁ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କ ସମତେ ବହୁ ଭିଆଇପି ଏବଂ ସାଧାରଣ ଲୋକ ମନ୍ଦିରରେ…

ଚାଟିଂ ବେଶି, ପାଠପଢ଼ା କମ୍‌

ନୂଆଦିଲ୍ଲୀ, ୨୭ା୭: କରୋନା ମହାମାରୀ ଅଫ୍‌ଲାଇନ ପାଠପଢ଼ାରେ ଡୋରି ପକାଇଥିବାରୁ ଡିଜିଟାଲ ଶିକ୍ଷା ମୁହଁା ହୋଇଛନ୍ତି ଛାତ୍ରୀଛାତ୍ର। ପିଲାଙ୍କ ଶିକ୍ଷାରେ ବାଧା ସୃଷ୍ଟି ନ ହେବା ଉଦ୍ୟମରେ ଅଭିଭାବକ ସେମାନଙ୍କୁ ସ୍ମାର୍ଟ ଫୋନ୍‌ ଯୋଗାଇଦେଉଛନ୍ତି। ହେଲେ ପାଖରେ ମୋବାଇଲ ଥାଇ ବି…

ସତର୍କ ରହିବାକୁ ପଡ଼ିବ ଆହୁରି ୨ରୁ ୩ମାସ

ଭୁବନେଶ୍ୱର, ୨୬।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଛି। ତଥାପି ଆଗାମୀ ୨ରୁ ୩ ମାସ ସତର୍କ ରହିବାକୁ ପଡ଼ିବ। କୋଭିଡ ନିୟମ, ମାସ୍କ ପିନ୍ଧିବା, ସାମାଜିକ ଦୂରତା, ଇଣ୍ଡୋର ଗ୍ୟାଦରିଂକୁ ରୋକିବାକୁ ପଡ଼ିବ। ସଂକ୍ରମଣ କିଛି ଜିଲାରେ ଅଧିକ ରହିଥିଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri