Home Middle

ଗ୍ଲୋବାଲ ଟାକ୍ସ ଦେବେ ବହୁରାଷ୍ଟ୍ରୀୟ କମ୍ପାନୀ

ପ୍ୟାରିସ, ୧୦ା୧୦: ଅନ୍ତର୍ଜାତୀୟସ୍ତରରେ ଟିକସ ପ୍ରଦାନ ଉପରେ ଅର୍ଥନୈତିକ ସହଯୋଗ ଓ ବିକାଶ ସଙ୍ଗଠନ (ଓଇସିଡି)ର ଏକ ବୈଠକରେ କେତେକ ସଂସ୍କାରକୁ ଅନୁମୋଦନ ମିଳିଛି। ଭାରତ ସମେତ ଆଉ ୧୩୫ ଦେଶ ବହୁରାଷ୍ଟ୍ରୀୟ କମ୍ପାନୀ ଉପରେ ସର୍ବନିମ୍ନ ୧୫ ପ୍ରତିଶତ ଗ୍ଲୋବାଲ…

ସିବିଆଇ ମୁଖ୍ୟଙ୍କୁ ଥାନାକୁ ଡକାଇଲା ପୋଲିସ

ମୁମ୍ବାଇ,୯।୧୦: ରାଜନୈତିକ ଝଡ଼ ସୃଷ୍ଟି କରିଥିବା ଫୋନ ଟାପିଂ ଓ ଡାଟା ଲିକ୍‌ ସମ୍ପର୍କିତ ମାମଲାର ଶୁଣାଣି ବମ୍ବେ ହାଇକୋର୍ଟରେ ଚାଲିଛି। ଏ ସଂକ୍ରାନ୍ତରେ ପଚରାଉଚୁରା ପାଇଁ ସିବିଆଇ ମୁଖ୍ୟ ସୁବୋଧ କୁମାର ଜୈଶ୍ୱାଲଙ୍କୁ ସମନ୍‌ ପଠାଇଛି ମୁମ୍ବାଇ ପୋଲିସର ସାଇବର…

ଆଇପିଏଲରୁ ଡାଇରେକ୍ଟ ବିଶ୍ୱକପ୍‌

ନୂଆଦିଲ୍ଲୀ,୧୦।୧୦: ଚଳିତ ଆଇପିଏଲରେ ୧୫୦ରୁ ଅଧିକ ବେଗରେ ବୋଲିଂ କରି ଚର୍ଚ୍ଚକୁ ଆସିଥିଲେ ଉମରାନ ମଲିକ। ଆଗାମୀ ଟି୨୦ ବିଶ୍ୱକପ୍‌ ଲାଗି ତାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ତେବେ ନେଟ୍‌ ବୋଲର ଭାବେ ଭାରତୀୟ ଦଳ ସହ ସେ ୟୁଏଇରେ…

ଦେଶକୁ ଡରାଇଲାଣି ବିଦ୍ୟୁତ୍‌ ଅଭାବ

ନୂଆଦିଲ୍ଲୀ,୯।୧୦: ପୂରା ଦେଶରେ କୋଇଲା ସଙ୍କଟ ଘନେଇବାରେ ଲାଗିଛି। ଦିଲ୍ଲୀ ପରେ ଉତ୍ତରପ୍ରଦେଶ(ୟୁପି)ରେ ମଧ୍ୟ ବିଦ୍ୟୁତ୍‌ କାଟ ହେବା ନେଇ ଘୋଷଣା ହୋଇସାରିଲାଣି। ବିଦ୍ୟୁତ୍‌ ସଙ୍କଟରୁ ବର୍ତ୍ତିବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତା ମାଗିବା…

ଫେରିଯିବ ମୌସୁମୀ

ଭୁବନେଶ୍ବର,୯।୧୦(ବ୍ୟୁରୋ): ମୌସୁମୀ ଓଡ଼ିଶାରୁ ଫେରିଯିବ। ଏହି ପ୍ରକ୍ରିୟା ୨ରୁ ୩ ଦିନ ମଧ୍ୟରେ ଆରମ୍ଭ ହେବ। ବର୍ତ୍ତମାନ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ରହିଛି। ଗୁଜରାଟ ଏବଂ ଛତିଶଗଡ଼ର ଅଧିକାଂଶ ଅଞ୍ଚଳରୁ ମୌସୁମୀ ଫେରିଗଲାଣି। ତେବେ ଆସନ୍ତା ୩ ଦିନ…

ଲମ୍ବା ଜେରା ପରେ ଗିରଫ ହେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ,୯।୧୦: ଲଖିମପୁର ଖେରି ହିଂସା ଘଟଣାରେ ଶନିବାର ସନ୍ଧ୍ୟାରେ ଜୁନିୟର ସ୍ବରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଗିରଫ କରାଯାଇଛି। ଗିରଫ ପୂର୍ବରୁ ତାଙ୍କୁ ୮ ଘଣ୍ଟା ଧରି ପଚରାଉଚୁରା କରିଥିଲା ଡିଆଇଜି ଉପେନ୍ଦ୍ର ଅଗ୍ରଓ୍ବାଲଙ୍କ ନେତୃତ୍ୱାଧୀନ ସ୍ବତନ୍ତ୍ର…

୨୦୩୬ ଅଲିମ୍ପିକ୍ସ ଭାରତରେ !

ଅହମ୍ମଦାବାଦ,୯।୧୦: ୨୦୩୬ ସମର ଅଲିମ୍ପିକ୍ସ ଭାରତରେ ଆୟୋଜିତ ହୋଇପାରେ। ଏହି ଅଲିମ୍ପିକ୍ସ ଆୟୋଜନ ଅଧିକାର ହାସଲ କରିବା ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ସହ ଆଲୋଚନା ଚାଲିଛି। ଅଲିମ୍ପିକ୍ସ ଆୟୋଜନ ପାଇଁ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ ଶ୍ରେଷ୍ଠ ଭେନ୍ୟୁ ବୋଲି…

ଶାହରୁଖଙ୍କ ଡ୍ରାଇଭରଙ୍କୁ ଡାକରା

ମୁମ୍ବାଇ,୯।୧୦: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ଡ୍ରାଇଭର ରାଜେଶ ମିଶ୍ରା ଶନିବାର ମୁମ୍ବାଇସ୍ଥିତ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଅଫିସରେ ପହଞ୍ଚିଛନ୍ତି। କ୍ରୁଜ ଡ୍ରଗ୍‌ ମାମଲାରେ ତାଙ୍କୁ ପଚରାଉଚୁରା ପାଇଁ ଏନ୍‌ସିବି ଡକାଇଛି। ମୁମ୍ବାଇର ଏକ କୋର୍ଟ ଶାହରୁଖଙ୍କ ପୁଅ ଆର୍ୟନଙ୍କ…

ଟିକାକରଣରେ ସିରିଞ୍ଜ୍‌ର ଅଭାବ: ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

ନୂଆଦିଲ୍ଲୀ,୯ା୧୦: ଘରୋଇ ଉତ୍ପାଦନ ତଥା ଯୋଗାଣ ବୃଦ୍ଧି ପାଇଁ ସିରିଞ୍ଜ ରପ୍ତାନି ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଶନିବାର କୁହାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ, ୩ ମାସ…

୧୮ରେ ରେଳ ରୋକୋ, ୨୬ରେ ମହାପଞ୍ଚାୟତ…

ନୂଆଦିଲ୍ଲୀ,୯।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ଘଟଣା ବିରୋଧରେ ମିଳିତ ଚାଷୀ ସଂଗଠନ ପକ୍ଷରୁ ଅକ୍ଟୋବର ୧୮ରେ ଦେଶରେ ରେଳ ରୋକୋ କରାଯିବା। ସେହିପରି ଅକ୍ଟୋବର ୨୬ରେ ମହାପଞ୍ଚାୟତ ଅନୁଷ୍ଠିତ ହେବ। ଏନେଇ ସଂଗଠନର ନେତା ଯୋଗେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି।…

ରାଷ୍ଟ୍ର ନିର୍ମାଣର ବୋଝ ଥିବା କାନ୍ଧ ଉପରେ ଡ୍ରଗ୍ସ୍‌ ଆତଙ୍କ…

ନୂଆଦିଲ୍ଲୀ,୯।୧୦: ଦେଶର ଯୁବପିଢ଼ିଙ୍କୁ ଡ୍ରଗ୍ସ୍‌ ପ୍ରଭାବିତ କରୁଛି। ଏହା ଦେଶର ଭବିଷ୍ୟତ ପାଇଁ ବିପଦ। ଯୁବପିଢ଼ିଙ୍କ କାନ୍ଧରେ ରାଷ୍ଟ୍ର ନିର୍ମାଣ ବୋଝ ରହିଛି। ମାତ୍ର ସେମାନେ ଡ୍ରଗ୍ସ୍‌ କବଳରେ ପଡ଼ିବାରେ ଲାଗିଛନ୍ତି। ଫଳରେ ଡ୍ରଗ୍ସ୍‌ ଆତଙ୍କ ଯୋଗୁ ଦେଶରେ ସଙ୍କଟ ସୃଷ୍ଟି…

ଚର୍ଚ୍ଚ ଗଲେ ଅବା କ୍ରସ୍‌ ପିନ୍ଧଲେ ଏସ୍‌ସି ପ୍ରମାଣପତ୍ର ହେବନି ରଦ୍ଦ, ହାଇକୋର୍ଟଙ୍କ ରାୟ…

ଚେନ୍ନାଇ,୯।୧୦: ଚର୍ଚ୍ଚ ଗଲେ. କ୍ରସ୍‌ ପିନ୍ଧଲେ ଅନ୍ୟ କୌଣସି ଧାର୍ମିକ ପରମ୍ପରା ପାଳନ କଲେ ଏସ୍‌ସି ପ୍ରମାଣପତ୍ରକୁ ରଦ୍ଦ କରାଯାଇ ପାରିବ ନାହିଁ। ହାଇାକୋର୍ଟ ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ଏବଂ ବିଚାରପତି ଏମ୍‌ ଦୁରାଇସ୍ବାମୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri