ଭାରତକୁ ଦୋହଲାଇ ଦେବାର ଷଡଯନ୍ତ୍ର! ପିଓକେରେ ଆତଙ୍କବାଦୀ ସଙ୍ଗଠନ ସହ ବୈଠକ କଲା ଆଇଏସ୍ଆଇ
ନୂଆଦିଲ୍ଲୀ,୧୫ ।୧୦: ପାକିସ୍ତାନ ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ବିସେସ ଇଣ୍ଟଲିଜେନ୍ସ (ଆଇଏସ୍ଆଇ) ଓ କିଛି ଆତଙ୍କବାଦୀ ସଙ୍ଗଠନର ମୁଖ୍ୟଙ୍କ ମଧ୍ୟରେ ନିକଟରେ ବୈଠକ ହୋଇଥିବା ସୂଚନା ମିଳିଛି । କୁହାଯାଉଛି କି ଏହି ବୈଠକ ପିଓକେର ମୁଜାଫରାବାଦରେ ହୋଇଛି । ଏହି…
କଏଦୀ ନଂ ଏନ୍୯୫୬
ମୁମ୍ବାଇ,୧୫।୧୦: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନଙ୍କୁ କ୍ୱାରେଣ୍ଟିନରୁ ବାହାରି କରି କଏଦୀଙ୍କ ଭଳି ଆର୍ଥର ରୋଡ୍ ଜେଲ ପଠାଇ ଦିଆଯାଇଛି। କଏଦୀ ନଂ ଏନ୍୯୫୭। ତାଙ୍କୁ ଯେଉଁମାନଙ୍କ ସହ ରଖାଯାଇଛି, ସେମାନେ ମଧ୍ୟ ସମାନ ମାମଲାରେ ଜଡ଼ିତ। ମିଳିଥିବା…
ରୋଗୀଙ୍କ ସମ୍ପର୍କୀୟ ଧମକଚମକ ଦେଲେ ଡାକ୍ତରଙ୍କ ପାଇଁ କାମ କରିବା କଷ୍ଟକର ହେବ: କୋର୍ଟ…
ଚଣ୍ଡିଗଡ଼,୧୪।୧୦: ଯଦି ଡାକ୍ତରମାନେ ସବୁବେଳେ ରୋଗୀଙ୍କୁ ସମ୍ପର୍କୀୟଙ୍କ ଦ୍ୱାରା ମାଡ ମାରାଯିବା, ନିର୍ଯାତନା ଦିଆଯିବା ସହ ଧମକ ଚମକ ଦିଆଯାଏ, ତେବେ ସେମାନଙ୍କ କାମ କରିବା କଷ୍ଟକର ହେବ ବୋଲି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ କହିଛନ୍ତି। ବିଚାରପତି ବିକାଶ ବାହଲଙ୍କ…
୫ ଦିନରେ ୯ ଟପ୍ ଆତଙ୍କବାଦୀ କମାଣ୍ଡରଙ୍କ ମୁଣ୍ଡ ଗଡ଼ିଛି…
ଶ୍ରୀନଗର,୧୪।୧୦: ଜମ୍ମୁ-କଶ୍ମୀରରେ ଅପରେଶନ୍ ଅଲ୍ ଆଉଟ୍ ଅନ୍ତର୍ଗତ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ଧରଣର ସଫଳତା ମିଳିଛି। ଅକ୍ଟୋବର ୮ରୁ ୧୩ ଗତ ୫ ଦିନ ମଧ୍ୟରେ ୯ ଜଣ ଟପ୍ ଆତଙ୍କବାଦୀ କମାଣ୍ଡରଙ୍କ ମୁଣ୍ଡ ଗଡ଼ିଛି। ସେମାନେ ମୋଷ୍ଟ ଓ୍ବାଣ୍ଟେଡ୍ ତାଲିକାରେ…
ରାଜ୍ୟ ସରକାରଙ୍କୁ ରାସ୍ତାରେ ବୁଲୁଥିବା ବେଘର-ରୋଗାକ୍ରାନ୍ତଙ୍କ ରିପୋର୍ଟ ତଲବ…
ଚେନ୍ନାଇ,୧୪।୧୦: ରାସ୍ତାରେ ବୁଲୁଥିବା ବେଘର ମାନସିକ ରୋଗୀ ତଥା ରୋଗାକ୍ରାନ୍ତଙ୍କ ରିପୋର୍ଟ ସରକାରଙ୍କୁ ତଲବ କରିଛନ୍ତି ମାଡ୍ରାସ୍ ହାଇକୋର୍ଟ। ଏହା ସହିତ ସରକାରୀ ଆଶ୍ରୟ ଶିବିରର ନବୀକରଣ ଏବଂ ନିର୍ମାଣ ସମ୍ପର୍କିତ ସବିଶେଷ ତଥ୍ୟ ରାଜ୍ୟ ସରକାରଙ୍କଠାରୁ ମାଗିଛନ୍ତି। ଏସବୁ ଲୋକଙ୍କୁ…
ସୁରକ୍ଷା ପାଇଁ ଲାଇସେନ୍ସ୍ ବନ୍ଧୁକ ରଖିବା ଆଇନଜୀବୀଙ୍କ ଲାଗି ଉଚିତ ନୁହେଁ…
ଲକ୍ଷ୍ନୌ,୧୪।୧୦: ଜଣେ ଆଇନଜୀବୀ ନିଜ ସୁରକ୍ଷା ପାଇଁ ପାଖରେ ଲାଇସେନ୍ସ୍ ବନ୍ଧୁକ ରଖିବାକୁ କରିଥିବା ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରଛନ୍ତି। କୋର୍ଟ କହିଛନ୍ତି ଯେ, ବିନା କାରଣରେ ଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ର ରଖିବାର ଜଣେ ଆଇନଜୀବୀଙ୍କ ଲାଗି ଠିକ ନୁହେଁ। ଏହା…
ବଢ଼ୁଛି ପିଲାଙ୍କ ଚିନ୍ତା: ଆଜି ରାଜ୍ୟରେ ୬୫ ଛୁଆ କରୋନା ସଂକ୍ରମିତ
ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ତଳମୁହାଁ ହେଉଛି। ରାଜ୍ୟରେ ଗୁରୁବାର ୫୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୫ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ। ଆକ୍ରାନ୍ତଙ୍କ ମଧ୍ୟରୁ ୩୦୮…
ଘର ଖାଲି କରିବାକୁ ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ନିର୍ଦ୍ଦେଶ, ହରତାଳ କରିବେ କର୍ମଚାରୀ…
ନୂଆଦିଲ୍ଲୀ,୧୪।୧୦: ଏୟାର ଇଣ୍ଡିଆର ନିଲାମ ପରେ ଏହାର କର୍ମଚାରୀଙ୍କ ଉପରେ ଏବେ ସଙ୍କଟ ଘନେଇବାରେ ଲାଗିଛି। ଏୟାର ଇଣ୍ଡିଆ ଟାଟା ସନ୍ସଙ୍କ ହାତକୁ ଯିବା ପରେ ବର୍ତ୍ତମାନ ଏୟାର ଇଣ୍ଡିଆର ୟୁନିଅନ ଧର୍ମଘଟ କରିବାକୁ ଯୋଜନା କରିଛି। ଏୟାର ଇଣ୍ଡିଆର କର୍ମଚାରୀମାନଙ୍କ…
୩ ରାଜ୍ୟ ସୀମାରେ ବିଏସ୍ଏଫ୍ର କ୍ଷମତା ବୃଦ୍ଧି, ପଶ୍ଚିମବଙ୍ଗ-ପଞ୍ଜାବ କଲେ ବିରୋଧ…
ନୂଆଦିଲ୍ଲୀ,୧୪।୧୦: ପାକିସ୍ତାନ ଏବଂ ବାଂଲାଦେଶ ସହିତ ଆନ୍ତର୍ଜାତୀୟ ସୀମା ରହିଥିବା ତିନୋଟି ରାଜ୍ୟ ମଧ୍ୟରେ ୫୦ କିଲୋମିଟର ପର୍ଯ୍ୟନ୍ତ ବିଏସ୍ଏଫ୍ କ୍ଷମତା ବୃଦ୍ଧି ପାଇବ। ଆସାମ, ପଞ୍ଜାବ, ପଶ୍ଚିମବଙ୍ଗ ସୀମାରେ ବିଏସଏଫର ଅଧିକାର ବୃଦ୍ଧି ହେବ। ଏବେ ୧୫ କିଲୋମିଟର ପର୍ଯ୍ୟନ୍ତ…
ପୁଣି ବଢ଼ିଲା ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ,୧୪।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ପାର୍ବଣ ଯୋଗୁ ବୃଦ୍ଧି ପାଉଥିବା ଭିଡ଼କୁ ନେଇ ସଂକ୍ରମଣ ବଢ଼ିବାର ଆଶଙ୍କା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ…
ଅରୁଣାଚଳକୁ ନେଇ ଚାଇନାର ଦାଦାଗିରି
ନୂଆଦିଲ୍ଲୀ, ୧୪ା୧୦: ବିସ୍ତାରବାଦୀ ଚିନ୍ତାଧାରା ରଖି ଦାଦାଗିରି ଦେଖାଇବାରେ ଲାଗିଛି ଚାଇନା। ଭାରତ ସୀମାରେ ବେଆଇନ ପ୍ରବେଶକୁ ନେଇ ଉଭୟ ଦେଶର ସୈନ୍ୟ ବାରମ୍ବାର ମୁହାଁମୁହିଁ ହେଉଛନ୍ତି। ଲଦାଖ ସୀମାରେ ବିବାଦ ସମାଧାନ ପାଇଁ କମାଣ୍ଡସ୍ତରୀୟ ବୈଠକ ବସୁଛି। ହେଲେ ସ୍ଥିରତା…
ଗର୍ଭପାତ ସମୟ ସୀମା ବଢ଼ିଲା
ନୂଆଦିଲ୍ଲୀ, ୧୪ା୧୦: ଗର୍ଭପାତ ସମ୍ପର୍କରେ କେନ୍ଦ୍ର ସରକାର ନିୟମରେ ସଂଶୋଧନ ଆଣିଛନ୍ତି। ଏଥିରେ କିଛି ନିର୍ଦ୍ଦିଷ୍ଟ ଶ୍ରେଣୀର ମହିଳାଙ୍କ ନିମନ୍ତେ ଗର୍ଭପାତ ସମୟ ୨୦ରୁ ୨୪ ସପ୍ତାହକୁ ବୃଦ୍ଧି କରାଯାଇଥିବା ନେଇ ବୁଧବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ମେଡିକାଲ ଟର୍ମିନେଶନ…
Archives


