ପାରାମିଲିଟାରୀ କର୍ମଚାରୀଙ୍କୁ ମାଗଣା ସ୍ବାସ୍ଥ୍ୟସେବା…
ନୂଆଦିଲ୍ଲୀ,୩।୧୧: ଦେଶର ସମସ୍ତ କେନ୍ଦ୍ରୀୟ ପାରାମିଲିଟାରୀ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତରେ ମାଗଣା ଏବଂ ନଗଦ ବିହୀନ ଚିକିତ୍ସା ଉପଲବ୍ଧ ହେବ। ଆୟୁଷ୍ମାନ ଭାରତ ଅଧୀନରେ ସ୍ବୀକୃତିପ୍ରାପ୍ତ ଯେ କୌଣସି ସିଜିଏଚ୍ଏସ୍ ହସ୍ପିଟାଲ ଏବଂ…
ରାଜ୍ୟରେ ୩୨୨ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୩।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୨ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍। ଆକ୍ରାନ୍ତଙ୍କ ମଧ୍ୟରୁ ୧୮୭ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୩୫…
ହକ୍କାନି ନେଟ୍ଓ୍ବାର୍କ କମାଣ୍ଡରଙ୍କୁ ହତ୍ୟା, ପାକିସ୍ତାନ-ତାଲିବାନ୍କୁ ଝଟ୍କା…
କାବୁଲ,୩।୧୧: ଆଫଗାନିସ୍ତାନରେ ତାଲିବାନ ଶାସନ କ୍ଷମତା ଦଖଲ କରିବା ପରେ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। ମଙ୍ଗଳବାର ଏକ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହକ୍କାନି ନେଟୱାର୍କର ମୁଖ୍ୟ ରଣନୀତିଜ୍ଞ ତଥା ତାଲିବାନ ସରକାରଙ୍କ ଗୃହମନ୍ତ୍ରୀ…
ମୃତ୍ୟୁ ସଂଖ୍ୟାରେ ବ୍ରେକ୍…
ନୂଆଦିଲ୍ଲୀ,୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୧ ହଜାର ୯୦୩ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ…
ଆଇଆର୍ଆଇଏସ୍ ଶୁଭାରମ୍ଭ କଲେ ମୋଦି
ଗ୍ଲାସ୍ଗୋ, ୩ା୧୧: ଗ୍ଲାସ୍ଗୋ ଜଳବାୟୁ ସମ୍ମିଳନୀର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଛୋଟ ଦ୍ୱୀପପୁଞ୍ଜଗୁଡ଼ିକରେ ଭିତ୍ତିଭୂମି ବିକାଶ ନିମନ୍ତେ ମଙ୍ଗଳବାର ଏକ ଉଚ୍ଚାଭିଳାଷୀ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି। ଇନ୍ଫ୍ରାଷ୍ଟ୍ରକଚର ଫର୍ ରେଜିଲିଏଣ୍ଟ ଆଇଲାଣ୍ଡ୍ ଷ୍ଟେଟ୍ସ(ଆଇଆର୍ଆଇଏସ୍) ଜଳବାୟୁ ପରିବର୍ତ୍ତନ ଜନିତ…
୨୦୩୦ ସୁଦ୍ଧା ବନ୍ଦ ହେବ ଜଙ୍ଗଲ ନଷ୍ଟ
ଗ୍ଲାସ୍ଗୋ, ୩ା୧୧: ଜଳବାୟୁରେ ନକାରାତ୍ମକ ପରିବର୍ତ୍ତନର ପ୍ରମୁଖ କାରଣ ପାଲଟିଥିବା ବନାଞ୍ଚଳ ନଷ୍ଟ ଓ ମୃତ୍ତିକା କ୍ଷୟ ୨୦୩୦ ସୁଦ୍ଧା ବନ୍ଦ କରିବାକୁ ଗ୍ଲାସ୍ଗୋ ଜଳବାୟୁ ସମ୍ମିଳନୀରେ ପ୍ରତିଶ୍ରୁତି ଦେଇଛନ୍ତି ବିଶ୍ୱର ପ୍ରାୟ ଶହେ ନେତା। ଜଙ୍ଗଲ ସୁରକ୍ଷା ତଥା ଏହାର…
ସେମିରେ ପହଞ୍ଚିଲା ଅପରାଜେୟ ପାକିସ୍ତାନ
ଆବୁଧାବି,୨।୧୧: ଚଳିତ ଟି୨୦ ବିଶ୍ୱକପ୍ରେ ଅପରାଜେୟ ଧାରା ରଖିଛି ପାକିସ୍ତାନ। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ବାବର ଆଜାମଙ୍କ ଦଳ ୪୫ ରନ୍ରେ ନାମ୍ବିଆକୁ ହରାଇ ଦେଇଛି। ସୁପର-୧୨ ପର୍ଯ୍ୟାୟରେ ଏହା ପାକିସ୍ତାନର କ୍ରମାଗତ ୪ର୍ଥ ବିଜୟ। ୪ ମ୍ୟାଚ୍ରୁ ୮ ପଏଣ୍ଟ…
ଭିଜିବ ଦୀପାବଳି
ଭୁବନେଶ୍ୱର,୨।୧୧(ବ୍ୟୁରୋ): ଭିଜିବ ଦୀପାବଳି। ଉତ୍ତର ଶ୍ରୀଲଙ୍କାଠାରୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳ ଯାଏ ଲମ୍ବିଥିବା ଟ୍ରପ୍ ଲାଇନ୍ ପ୍ରଭାବରେ ଉପକୂଳ ଓ ଏହାକୁ ଲାଗିଥିବା ଆଭ୍ୟନ୍ତରୀଣ ଓଡ଼ିଶାରେ କୋହଲି ପାଗ ଲାଗିରହିଛି। ଏଥିସହ ଦକ୍ଷିଣ ଓଡ଼ିଶା ଓ ଏହାର ନିକଟବର୍ତ୍ତୀ କିଛି ଅଞ୍ଚଳରେ…
କୋହଲିଙ୍କ ହାତରୁ ଯାଇପାରେ ଦିନିକିଆ ଦଳର ନେତୃତ୍ୱ
ନୂଆଦିଲ୍ଲୀ,୨।୧୧: ଚଳିତ ଟି୨୦ ବିଶ୍ୱକପ୍ ପରେ ନ୍ୟୁଜିଲାଣ୍ଡ ସହ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଖେଳିବ ଭାରତୀୟ ଦଳ। ଏହି ସିରିଜ୍ରେ ବରିଷ୍ଠ ଓପନର ରୋହିତ ଶର୍ମା ଦଳର ନେତୃତ୍ୱ ନେଇପାରନ୍ତି। କେବଳ ଘୋଷଣା ବାକି ଅଛି। କିନ୍ତୁ ଆଗାମୀ…
୭,୯୬୫ କୋଟିର ପ୍ରତିରକ୍ଷା ପ୍ରସ୍ତାବକୁ ମଞ୍ଜୁରୀ, ବୃଦ୍ଧି ପାଇବ ସେନାର ଶକ୍ତି…
ନୂଆଦିଲ୍ଲୀ,୨।୧୧: ପୂର୍ବ ଲଦାଖରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏପରିସ୍ଥଳେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୭,୯୬୫ କୋଟି ଟଙ୍କାର ପ୍ରତିରକ୍ଷା ପ୍ରସ୍ତାବକୁ ମଙ୍ଗଳବାର ମଞ୍ଜୁରୀ ପ୍ରଦାନ କରାଯାଇଛି। ଏଥିରେ ୧୨ଟି ହାଲକା ୟୁଟିଲିଟି ହେଲିକପ୍ଟର, ଶର୍ଟ ରେଞ୍ଜ୍…
ବିନା ପ୍ରମାଣରେ ଜୀବନ ପ୍ରତି ବିପଦ ଦର୍ଶାଇ ବିଚାରାଧୀନ ମାମଲାର ସ୍ଥାନାନ୍ତରଣ କରାଯାଇ ପାରିବ ନାହିଁ…
ନୂଆଦିଲ୍ଲୀ,୨।୧୧: କୌଣସି ପ୍ରର୍ଯ୍ୟାପ୍ତ ପ୍ରମାଣ ବିନା ବିଚାରାଧୀନ ମାମଲାକୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଅନ୍ୟ କୋର୍ଟକୁ ସ୍ଥାନାନ୍ତରଣ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି। କେବଳ ସିଆରପିସି ଧାରା ୪୦୬ ଅନ୍ତର୍ଗତ ଏଭଳି କରାଯାଇ ପାରିବ ନାହିଁ…
ଭାଗ୍ୟ ଭଲ ଆର୍ୟନଙ୍କୁ ମିଳିଛି ଜାମିନ୍, ଦେଶରେ ପଡ଼ିରହିଛି ଏଭଳି ୨ ଲକ୍ଷ ମାମଲା, କହିଲେ ବିଚାରପତି ଲୋକୁର…
ନୂଆଦିଲ୍ଲୀ,୨।୧୧: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ୍ ପାର୍ଟି ମାମଲାରେ ବଲିଉଡ ଅଭିନେତା ଶାହାରୁଖ୍ ଖାଁଙ୍କ ପୁଅ ଆର୍ୟନ ଖାଁଙ୍କୁ ଜାମିନ୍ ମିଳିବା ଘଟଣାରେ ସୁପ୍ରିମ୍କୋର୍ଟ ବିଚାରପତି ମଦନ ବି. ଲୋକୁର କହିଛନ୍ତି ଯେ, ଭାଗ୍ୟ ତାଙ୍କୁ ବେଲ୍ ମିଳିଛି। ଦେଶରେ ଏଭଳି ୨…
Archives


