Home Middle

ନୂଆବର୍ଷ ମଜା ଫିକା: ଦୀଘାମୁହାଁ ପର୍ଯ୍ୟଟକ

ଭୋଗରାଇ, ୨।୧(ଡି.ଏନ.ଏ.)  କୋଭିଡ୍‌ କଟକଣା ଯୋଗୁ ନୂଆବର୍ଷ ପାଳନ ଫିକା ପଡିଛି। ବାଲେଶ୍ୱର ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଖାଁ ଖାଁ ପରିବେଶ ପରିଲକ୍ଷିତ ହୋଇଥିଲା। ଉଦୟପୁର, ତାଳସାରୀ, ବିଚିତ୍ରପୁର ଇକୋ ଟୁରିଜିମ୍‌, କୀର୍ତ୍ତନିଆ, ଚୌମୁଖ, ଡଗରା, ବାହାବଳପୁର ଓ ଚାନ୍ଦିପୁର ବେଳାଭୂମିକୁ ବହୁ ପର୍ଯ୍ୟଟକ ଆସିଥିଲେ ମଧ୍ୟ…

ଫ୍ରାନ୍ସରେ ବେକାବୁ ହେଲାଣି କରୋନା, ବିଶ୍ୱର ସର୍ବାଧିକ ସଂକ୍ରମିତ ଦେଶ ତାଲିକାର ୬ ନମ୍ବରରେ

ପ୍ୟାରିସ,୨ ।୧: ଏବେ ଫ୍ରାନ୍ସରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହୋଇ ଚାଲିଛି । ଶନିବାର ପ୍ରକାଶିତ ସରକାରୀ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ୧୦ ମିଲିୟନରୁ ଅଧିକ ସଂକ୍ରମିତ ଚିହ୍ନଟ ଦେଶ ତାଲିକାର ୬ ନମ୍ବର ସ୍ଥାନରେ ପହଞ୍ଚି ଯାଇଛି ।…

ପ୍ରଥମ କ୍ରୀଡା ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨ ।୧: କ୍ରାନ୍ତି ଓ କ୍ରୀଡା ନଗରୀ ନାମରେ ପରିଚିତ ମିରଠ ପାଇଁ ରବିବାର ଏକ ଐତିହାସିକ ଦିନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମିରଠରେ ଦେଶର ପ୍ରଥମ କ୍ରୀଡା ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବାକୁ ଯାଉଛନ୍ତି ।…

ହରିୟାଣାରେ କରୋନା ବିସ୍ଫୋରଣ, ୫ ଜିଲାରେ ମହାମାରୀ ଆଲର୍ଟ, ସିନେମାହଲରେ ତାଲା

ଚଣ୍ଡିଗଡ଼,୨ ।୧: ଦେଶରେ ପୁଣିଥରେ ବଢିବାରେ ଲାଗିଲାଣି କରୋନା ସଂକ୍ରମଣ । ଏହାକୁ ନେଇ ବିଭିନ୍ନ ରାଜ୍ୟ ସରକାର ନୂଆ ନୂଆ ଗାଇଡ ଲାଇନ୍ ଜାରି କଲେଣି । ହରିୟାଣାରେ ବେଳକୁ ବେଳ କରୋନା ବେକାବୁ ହେବାରୁ ଏଠାରେ ୫ ଜିଲାରେ…

ପ୍ରଥମଥର ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ଯୋଗୀ ଆଦିତ୍ୟନାଥ!

ଲକ୍ଷ୍ନୌ,୨ ।୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମଥର ଲାଗି ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ବୋଲି ଜଣାପଡିଛି । ଶନିବାର ଖବରାତାଙ୍କ ସହ କଥା ହେବା ସମୟରେ ସେ ପରୋକ୍ଷରେ ଏହା କହିଛନ୍ତି । ଏହା ଅଫିସିୟାଲି ଘୋଷଣା କରାଯାଇ…

ଇସ୍ରାଏଲରେ ଫ୍ଲୋରୋନା ସଂକ୍ରମଣ

ନୂଆଦିଲ୍ଲୀ,୧।୧: ବିଶ୍ୱ କରୋନାରୁ ମୁକୁଳିବାକୁ ରାସ୍ତା ଖୋଜୁଥିବାବେଳେ ଇସ୍ରାଏଲର ନୂତନ କରି ‘ଫ୍ଲୋରୋନା’ ସଂକ୍ରମଣ ଚିହ୍ନଟ ହୋଇଛି। ଏହା କରୋନା ଏବଂ ଇନ୍‌ଫ୍ଲୁଏଞ୍ଜାର ଏକ ଦୋହରା ସଂକ୍ରମଣ ବୋଲି ଇସ୍ରାଏଲ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ରୋବିନ୍‌ ମେଡିକାଲ ସେଣ୍ଟରେ ଜଣେ…

ଥରିଲା ଜମ୍ମୁ-କଶ୍ମୀର

ନୂଆଦିଲ୍ଲୀ,୧।୧: ଆଫଗାନିସ୍ତାନ ଫାୟାଜାବାଦର ଦକ୍ଷିଣ-ପୂର୍ବରେ ୮୪ କି.ମି. ଦୂରରେ ଶନିବାର ସନ୍ଧ୍ୟାରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରବିନ୍ଦୁ ଆଫଗାନିସ୍ତାନ-ତାଜିକିସ୍ତାନ ସୀମାରେ ରହିଛି। ଏହାର ପ୍ରଭାବରେ ଜମ୍ମୁ-କଶ୍ମୀର ପୁଞ୍ଚ ଅଞ୍ଚଳ ଥରି ଉଠିଥିଲା। ହେଲେ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନ…

ନୂଆବର୍ଷରେ ଖୁସି ଖବର: କମିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧ା୧: ନୂଆବର୍ଷରେ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ରାଷ୍ଟ୍ରୀୟ ତୈଳ ବିପଣନକାରୀ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ଓଜନର ବ୍ୟବସାୟିକ ସିଲିଣ୍ଡର ପିଛା ମୂଲ୍ୟ ୧୦୨ ଟଙ୍କା ୫୦ ପଇସା ହ୍ରାସ କରିଛନ୍ତି। ବର୍ତ୍ତମାନ ବ୍ୟବସାୟିକ ସିଲିଣ୍ଡର ପିଛା ମୂଲ୍ୟ ୧୯୯୮ ଟଙ୍କା…

ମଦ ଛଡ଼ାଇବା ପାଇଁ ଲୋକଙ୍କୁ କ୍ଷୀର ବାଣ୍ଟିଲେ

ମୁମ୍ବାଇ,୧ା୧: ଲୋକମାନେ କିପରି ମଦ ଛାଡ଼ିବେ ସେନେଇ ନୂଆବର୍ଷରେ ଏକ ନିଆରା ପଦକ୍ଷେପ ନେଇଛନ୍ତି ପୁଣେ ସହରର ଅରୁଣ ଓହାର। ମଦ ଛାଡ଼ିବା ପାଇଁ ସେ ଲୋକଙ୍କୁ କ୍ଷୀର ଯୋଗାଇ ନିବେଦନ କରିଛନ୍ତି।  (କ୍ଷୀର ପିଅ, ମଦ ନୁହେଁ) ଶୀର୍ଷକରେ ସେ…

ନୂଆବର୍ଷରେ ଅଘଟଣ: ଧସିଲା ପାହାଡ଼, ଚାପି ହୋଇଗଲେ ୨୦

ଚଣ୍ଡିଗଡ଼,୧ା୧: ବର୍ଷ ଆରମ୍ଭରୁ ଅଘଟଣ। ପାହାଡ଼ ଧସି ହରିୟାଣାର ଭବାନୀ ଜିଲାରେ ୮ରୁ ୧୦ଟି ଗାଡ଼ି ଦବି ଯାଇଥିବା ବେଳେ ପ୍ରାୟ ୨୦ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ପାହାଡ଼ ତଳେ ଫସିଥିବା ୩ ଜଣଙ୍କୁ ଉଦ୍ଧାର…

ମହାରାଷ୍ଟ୍ରରେ କରୋନା ବିସ୍ଫୋରଣ: ୧୦ ମନ୍ତ୍ରୀ, ୨୦ ବିଧାୟକ ସଂକ୍ରମିତ

ମୁମ୍ବାଇ,୧ ।୧: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ବେକାବୁ ହେବାରେ ଲାଗିଛି । ଅନ୍ୟପଟେ ଓମିକ୍ରନ୍ ବି ଦ୍ରୁତ ବେଗରେ ମାଡି ଚାଲିଛି । ଶନିବାର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ୧୦ ମନ୍ତ୍ରୀ ଓ…

ବର୍ଷର ପ୍ରଥମଦିନକୁ ଅନ୍ନଦାତାଙ୍କୁ ସମର୍ପଣ କଲେ ମୋଦି

ନୂଆଦିଲ୍ଲୀ,୧ ।୧: ନୂଆବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଏକ ବଡ କଥା କହିଛନ୍ତି । ମୋଦି କହିଛନ୍ତି ବର୍ଷର ପ୍ରଥମଦିନକୁ ଅନ୍ନଦାତାଙ୍କୁ ସମର୍ପଣ କରାଯିବ । ପ୍ରଧାନମନ୍ତ୍ରୀ ମୋଦି ଶନିବାର ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri