Home Middle

୩୧ ଜାନୁୟାରୀ ପର୍ଯ୍ୟନ୍ତ ରାଲି-ରୋଡ୍‌ ଶୋ’ ଉପରେ କଟକଣା…

ନୂଆଦିଲ୍ଲୀ, ୨୨।୧ : ଦେଶରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ହେବାକୁ ଥିବା ରାଲି ଏବଂ ରୋଡ୍‌ ଶୋ’ ଉପରେ ରୋକ ଜାନୁୟାରୀ…

ବେଡ୍‌ ପଡୁଛି ଖାଲି, ତୃତୀୟ ଲହରରେ ହସ୍ପିଟାଲ ଭର୍ତ୍ତିିଙ୍କ ସଂଖ୍ୟା କମ୍‌…

ନୂଆଦିଲ୍ଲୀ, ୨୨।୧ : ଦେଶରେ କରୋନା ମହାମାରୀର ତୃତୀୟ ଲହର ଜାରି ରହିଛି। ତେବେ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରରେ ବିଭିନ୍ନ ହସ୍ପିଟାଲରେ ବେଡ୍‌ ଖାଲି ପଡୁଛି ବୋଲି ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମାକ୍ସ୍‌ ହେଲଥ୍‌ କେୟାର…

୩୦ ଜାନୁୟାରୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌ ବନ୍ଦ…

ଲକ୍ଷ୍ନୌ, ୨୨।୧ : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ୩୦ ଜାନୁୟାରୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେଣୁ ପୂର୍ବପରି ଅନ୍‌ଲାଇନ୍‌ରେ ପାଠପଢ଼ା ଜାରି ରଖିବାକୁ ଅତିରିକ୍ତ ମୁଖ୍ୟ ସଚିବ ଅବିନାଶ…

ବସ୍‌ ଦୁର୍ଘଟଣା: ମୃତକଙ୍କ ପାଇଁ ୨ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨ା୧(ବ୍ୟୁରୋ): ସୋର ବସ୍‌ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି  ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ…

ଯୁଦ୍ଧର ପଦଧ୍ୱନୀ, ୟୁକ୍ରେନ୍‌ ସୀମାରେ ଲକ୍ଷାଧିକ ରୁଷିଆ ସୈନ୍ୟ…

ମସ୍କୋ, ୨୨।୧ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧର ପଦଧ୍ୱନୀ ସୃଷ୍ଟି ହେବା ଆରମ୍ଭ ହୋଇଛି। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଉତ୍ତେଜନା ଦେଖାଦେଇଛି। ଆମେରିକା ଏବଂ ରୁଷିଆ ମଧ୍ୟରେ ହୋଇଥିବା ବୈଠକ ସଫଳ ନ ହେବାରୁ ଏକ ନୂତନ ସଙ୍କଟ…

ନିର୍ବାଚନ ପ୍ରଚାରରେ ଉପହାର ଦେବା ଅବା ପ୍ରତିଶ୍ରୁତି ଲାଞ୍ଚ ସହ ସମାନ, ସୁପ୍ରିମ୍‌କୋର୍ଟରେ ପିଟିଶନ୍‌…

ନୂଆଦିଲ୍ଲୀ, ୨୨।୧ : ନିର୍ବାଚନ ପ୍ରଚାରରେ ଲୋକଙ୍କୁ ଉପହାର ଦେବା ଅବା ନାନା ପ୍ରକାର ଲୋଭନୀୟ ପ୍ରତିଶ୍ରତି ଲାଞ୍ଚ ସହିତ ସମାନ। ଏନେଇ ସୁପ୍ରିମ୍‌କୋର୍ଟରେ ଏକ ପିଟିଶନ୍‌ ଦାଖଲ କରାଯାଇଛି। ଏହାକୁ ଲାଞ୍ଚ ଭାବେ ଘୋଷଣା କରିବାକୁ ଏଥିରେ ଉଲ୍ଲେଖ କରାଯାଇଛି।…

ଜାପାନରେ ଭୂକମ୍ପ, ୧୦ରୁ ଊର୍ଦ୍ଧ୍ୱ ଆହତ

ଟୋକିଓ,୨୨ା୧: ଦକ୍ଷିଣ ପଶ୍ଚିମ ଏବଂ ପଶ୍ଚିମ ଜାପାନରେ ହୋଇଥିବା ଭୂକମ୍ପ ସମସ୍ତଙ୍କୁ ଥରାଇ ଦେଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୪ ରେକର୍ଡ କରାଯାଇଛି। ଏହି ଶକ୍ତିଶାଳୀ ଭୂକମ୍ପ ଯୋଗୁ ୧୦ ଜଣ ଆହତ ହୋଇଛନ୍ତି। ଜାପାନ ପାଣିପାଗ ବିଭାଗର ସୂଚନାନୁଯାୟୀ,…

ଶୋପିଆନ୍‌ରେ ଏନ୍‌କାଉଣ୍ଟର, ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର, ୨୨।୧ : ଜମ୍ମୁ-କଶ୍ମୀରର ଶୋପିଆନ୍‌ରେ ସର୍ଚ୍ଚ ଅପରେଶନ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। କାଲବିକ୍‌ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସମଗ୍ର ଅଞ୍ଚଳରେ ଘେରାବନ୍ଦୀ…

ବିବାଦୀୟ ରାୟ, ୨୮ ଦିନର ଶିଶୁକୁ ସ୍ତନ୍ୟପାନ କରାଇବା ଲାଗି ମା’ଙ୍କର ଜାମିନ୍‌ ଆବେଦନ ନାମଞ୍ଜୁର…

ଗୁରୁଗ୍ରାମ୍‌, ୨୨।୧ : ସ୍ତନ୍ୟପାନ ଶିଶୁର ଅଧିକାର। ତେବେ ଜଣେ ୨୮ ଦିନର ଶିଶୁଙ୍କୁ ସ୍ତନ୍ୟପାନ କରାଇବା ଲାଗି ଗୁରୁଗ୍ରାମ୍‌ କୋର୍ଟ ମା’ଙ୍କର ଜାମିନ୍‌ ଆବେଦନ ନାମଞ୍ଜୁର କରିଛନ୍ତି। ମା’ଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ଥିବା ଦର୍ଶାଇ କୋର୍ଟ ଏଭଳି…

ବଦଳିଲା ନିୟମ, ଆକ୍ରାନ୍ତ ହେବାର ୩ ମାସ ପରେ ନେବାକୁ ପଡ଼ିବ ଟିକା…

ନୂଆଦିଲ୍ଲୀ, ୨୨।୧ : ଏବେ ଟିକା ନେବା ନେଇ କେନ୍ଦ୍ର ସରକାର ନିୟମରେ ପରିବର୍ତ୍ତନ କରିଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କର ରିପୋର୍ଟ ନେଗେଟିଭ୍‌ ଆସିବାର ୩ ମାସ ପରେ ଏଣିକି ଟିକା ଦିଆଯିବ। ଏହି ନିୟମ ପ୍ରଥମ, ଦ୍ୱିତୀୟ ଡୋଜ୍‌…

ଗତ ୪ ବର୍ଷ ମଧ୍ୟରେ ସବୁ ପରିବାରକୁ ମିଳିଛି ଶୌଚାଳୟ, ସବୁ ଗାଁରେ ପହଞ୍ଚିଛି ବିଜୁଳି: ମୋଦି

ନୂଆଦିଲ୍ଲୀ,୨୨ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବିଭିନ୍ନ ଜିଲାର ଜିଲାଧିକାରୀଙ୍କ ସହ ଭିଡିଓ କନଫରେନସିଂ ଯୋଗେ କଥା ହୋଇଛନ୍ତି । ଏହି ସମୟରେ ମୋଦି କହିଛନ୍ତି ଗତ ୪ ବର୍ଷ ମଧ୍ୟରେ ପ୍ରାୟ ସମସ୍ତ ଆଶାୟୀ ଜିଲାରେ ଧନ-ଜନ ଖାତା…

ବିଦେଶ ଫେରନ୍ତା ଏବେ ରହିବେ ହୋମ କ୍ୱାରାଣ୍ଟାଇନରେ

ନୂଆଦିଲ୍ଲୀ,୨୨ ।୧: କରୋନା ସଂକ୍ରମଣ କମି ଆସୁଥିବା ବେଳେ ଭାରତ ସରକାର ବିଦେଶ ଯାତ୍ରୀଙ୍କ ପାଇଁ କୋୱିନ ଆପରେ ବଡ ପରିବର୍ତ୍ତନ କରିଛନ୍ତି । ଶନିବାରଠାରୁ ବିଦେଶରୁ ଫେରୁଥିବା ଯାତ୍ରୀମାନଙ୍କୁ ସରକାରୀ ଆଇସୋଲେଶନ ବ୍ୟବସ୍ଥାରେ ରଖିବା ଅନିର୍ବାର୍ଯ୍ୟ ହେବନାହିଁ । ସଂକ୍ରମିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri