Home Middle

ଘୋଷଣା ହେଲା ପୁଲିତ୍‌ଜର ପୁରସ୍କାର, ସାମିଲ ଅଛନ୍ତି ତିନି ଭାରତୀୟ ଖବରଦାତା

ୱାଶିଂଟନ,୧୦ ।୫: ଚଳିତ ବର୍ଷ ଅର୍ଥାତ୍ ୨୦୨୨ ପାଇଁ ପୁଲିତ୍‌ଜର ପୁରସ୍କାର ଘୋଷଣା କରାଯାଇଛି । ସାମ୍ବାଦିକତା କ୍ଷେତ୍ରରେ ଆମେରିକାର ଏହି ସର୍ବୋଚ୍ଚ ପୁରସ୍କାର ପାଇବାରେ ୩ ଭାରତୀୟ ରହିଛନ୍ତି । ଏମାନେ ହେଲେ ଅଦନାନ ଆବିଦି, ସନା ଇରସାଦ ମଟ୍ଟୁ…

ଇଣ୍ଟେଲିଜେନ୍ସ ଅଫିସ୍‌ରେ ବିସ୍ଫୋରଣ: ପଞ୍ଜାବରେ ହାଇଆଲର୍ଟ

ମୋହାଲି,୧୦।୫: ପଞ୍ଜାବର ମୋହାଲିରେ ସୋମବାର ବିଳମ୍ବିତ ରାତିରେ ପଞ୍ଜାବ ପୋଲିସର ଇଣ୍ଟେଲିଜେନ୍ସ ୟୁନିଟର ମୁଖ୍ୟାଳୟ ଭବନରେ ରକେଟ ଆକ୍ରମଣ ହୋଇଥିଲା। ଏହା ଏତେ ଭୟଙ୍କର ବିସ୍ଫୋରଣ ଥିଲା ଯେ, ବିଲ୍ଡିଂର କାଚ ସବୁ ଭାଙ୍ଗି ଯାଇଥିଲା। ଏହି ଘଟଣା ପରେ ପଞ୍ଜାବରେ…

ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ସୂର୍ଯ୍ୟକୁମାର

ମୁମ୍ବାଇ,୯।୫: ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଆହତ ସମସ୍ୟା ଯୋଗୁ ଚଳିତ ଆଇପିଏଲ୍‌ରୁ ବାଦ୍‌ ପଡ଼ିଛନ୍ତି। ଗତ ୬ ତାରିଖରେ ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ୍‌ରେ ତାଙ୍କ ବାମହାତ ମାଂସପେଶୀରେ ଆଘାତ ଲାଗିଥିଲା। ତାଙ୍କ ବଦଳରେ ଫ୍ରାଞ୍ଚାଇଜ୍‌ ପକ୍ଷରୁ କୌଣସି…

ଏୟାରଲିଫ୍ଟ ହେଲେ ୧୧ ମତ୍ସ୍ୟଜୀବୀ

ବ୍ରହ୍ମପୁର ଅଫିସ,୯। ୫: ଗଞ୍ଜାମ ଜିଲା ସୁନାପୁର ନିକଟ ଗଭୀର ସମୁଦ୍ରରୁ ୧୧ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଛି। କୋଷ୍ଟଗାର୍ଡର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଫସି ରହିିଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ, ୧୧ ମତ୍ସ୍ୟଜୀବୀ ଏକ ଡଙ୍ଗାରେ ମାଛ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ନିର୍ମାଣ ପାଇଁ ନ ଥିଲା ଅନୁମତି

କଟକ ଅଫିସ, ୯।୫: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୋମବାର ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ଏ ନେଇ ଏଏସ୍‌ଆଇ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। ଏଏସ୍‌ଆଇ ପକ୍ଷରୁ ପ୍ରକଳ୍ପ ନିର୍ମାଣ ପାଇଁ କୌଣସି ଅନୁମତି ଦିଆଯାଇ ନ…

୩୦ ମାସ ପରେ ମାତ୍ର ୨ ଦିନ ପାଇଁ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିବେ ଶୀର୍ଷକୋର୍ଟ…

ନୂଆଦିଲ୍ଲୀ, ୯।୫ : ସୋମବାର ସୁପ୍ରିମକୋର୍ଟର ବିଚାରପତି ଭାବେ ଜଷ୍ଟିସ ସୁଦର୍ଶନ ଧୁଲିଆ ଏବଂ ଜଷ୍ଟିସ ଜାମସେଦ ବି ପାରଦୀୱାଲା ଶପଥ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ଏନ୍‌.ଭି. ରମନା ସେମାନେଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଦୁଇଜଣ…

ପ୍ରମୋଦିନୀ ରାଉଳ ଏସିଡ୍‌ ଆକ୍ରମଣ ଘଟଣା, ଦୀର୍ଘବର୍ଷ ପରେ ରାୟ ଶୁଣାଇଲେ କୋର୍ଟ

ଜଗତସିଂହପୁର ଅଫିସ,୯ା୫: ଦୀର୍ଘବର୍ଷ ପରେ ପ୍ରମୋଦିନୀ ରାଉଳ ଏସିଡ୍‌ ଆକ୍ରମଣ ଘଟଣାରେ ରାୟ ଶୁଣାଇଛନ୍ତି ଜଗତସିଂହପୁର ସହକାରୀ ଦୌରାଜଜ୍‌ ତଥା ମହିଳା କୋର୍ଟ ବିଚାରପତି ରଶ୍ମିତା ସାହୁ। ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ଅନିଲ ଓରଫ୍‌ ବିଶ୍ୱଜିତ୍‌ ଦଳସିଂରାୟଙ୍କୁ ୧୪ ବର୍ଷ…

ବ୍ରଜରାଜନଗର ଉପନିର୍ବାଚନ: ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କଲା ବିଜେଡି

ଭୁବନେଶ୍ୱର,୯ା୫(ବ୍ୟୁରୋ): ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ସୋମବାର ବିଜେଡି ତା’ର ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଦିବଂଗତ ବିଧାୟକ କିଶୋର କୁମାର ମହାନ୍ତିଙ୍କ ସ୍ତ୍ରୀ ଶ୍ରୀମତୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଚୟନ…

ଶାହିନ ବାଗରେ ବୁଲଡୋଜର, ଭାଜପାକୁ ଘେରିଲା କଂଗ୍ରେସ…

ନୂଆଦିଲ୍ଲୀ, ୯।୫ : ଶାହିନ ବାଗରେ ଅତିକ୍ରମଣ ହଟାଇବା କାର୍ଯ୍ୟ ସୋମବାର ଜାରି ରହିଛି। ଏନେଇ କଂଗ୍ରେସ ଭାଜପାକୁ ଘେରିବା ଆରମ୍ଭ କରିଛି। ଭାଜପା ନିର୍ଦ୍ଦେଶରେ ଏହା କରାଯାଉଥିବା କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ନେତା ଓ କର୍ମୀମାନେ ବୁଲଡୋଜର ସମ୍ମୁଖରେ…

ଏଲପିଜି ସିଲିଣ୍ଡର ଦାମ୍‌ ବୃଦ୍ଧି, ସୋସିଆଲ ମିଡ଼ିଆରେ ମୋଦିଙ୍କ ପୁରୁଣା ଭିଡ଼ିଓ ଭାଇରାଲ…

ନୂଆଦିଲ୍ଲୀ, ୯।୫ : ଦେଶରେ ଦରଦାମ୍‌ ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ପେଟ୍ରୋଲ ଏବଂ ଡିଜେଲ ପରେ ଏବେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ପକେଟକୁ ଖାଲକରିି ଦେଇଛି। ରୋଷେଇ ଘରେ…

ବିରୋଧୀ ଏକତାକୁ ବଡ଼ ଝଟ୍‌କା,୨୦୨୪ରେ ମହାମେଣ୍ଟରେ ସାମିଲ୍‌ ହେବାକୁ ମନା କଲେ କେଜ୍ରିଓ୍ବାଲ …

ନୂଆଦିଲ୍ଲୀ, ୯।୫ : ବିରୋଧୀ ଏକତାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି)ର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଝଟକା ଦେଇଛନ୍ତି। ଏଏପି ୨୦୨୪ ଲୋକସଭା ନିର୍ବାଚନରେ କୌଣସି ମହାମେଣ୍ଟରେ ଯୋଗ ଦେବ ନାହିଁ ବୋଲି…

ଡ୍ରୋନ୍‌ରେ ସୀମା ପାର୍‌ ହେରୋଇନ୍‌ ଚୋରା ଚାଲାଣ, ବିଏସ୍‌ଏଫ୍‌ ଗୁଳି କରି ଖସାଇଲା …

ଅମୃତସର, ୯।୫ : ପାକିସ୍ତାନ ଭାରତ ବିରୋଧରେ ଷଡ଼ଯନ୍ତ୍ର ଜାରି ରହିଛି। ଡ୍ରୋନ୍‌ ମାଧ୍ୟମରେ ସୀମାବର୍ତ୍ତୀ ଅଞ୍ଚଳକୁ ଅସ୍ତ୍ରଶସ୍ତ୍ରଠାରୁ ଆରମ୍ଭ କରି ବିଭିନ୍ନ ନିଶାଦ୍ରବ୍ୟ ଚୋରା ଚାଲାଣ ପାକିସ୍ତାନ ଇଶାରାରେ କରାଯାଉଛି। ରବିବାର ରାତିରେ ବିଏସ୍‌ଏଫ୍‌ ଅମୃତସର ସେକ୍ଟରରେ ଏକ ପାକିସ୍ତାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?