Home Middle

ମୁସଲମାନଙ୍କ ଜୀବନ ବିପଦରେ

ନୂଆଦିଲ୍ଲୀ, ୨୭ା୧୨: ଦିଲ୍ଲୀ ଓ ହରିଦ୍ୱାରରେ ଅନୁଷ୍ଠିତ ଧର୍ମ ସଂସଦରେ ଘୃଣିତ ବକ୍ତବ୍ୟକୁ ନେଇ ସୁପ୍ରମକୋର୍ଟର ୭୬ ଜଣ ଆଇନଜୀବୀ ଚିନ୍ତା ପ୍ରକଟ କରିଛନ୍ତି। ସର୍ବୋଚ୍ଚ ଅଦାଲତ ଏଥିରେ ହସ୍ତକ୍ଷେପ କରିବା ଲାଗି ସେମାନେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି.…

ପିଲାଙ୍କ ଚାଉଳ ହେରଫେର

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଅନୁପୂରକ ପୁଷ୍ଟିକର କାର୍ଯ୍ୟକ୍ରମ(ଏସ୍‌ଏନ୍‌ପି) ଜରିଆରେ ରାଜ୍ୟରେ ଅଙ୍ଗନୱାଡି କେନ୍ଦ୍ରର ଶିଶୁଙ୍କୁ ଚାଉଳ ଯୋଗାଣରେ ବ୍ୟାପକ ହେରଫେର ହୋଇଛି। ପିଲାଙ୍କ ପାଇଁ ଆସୁଥିବା ଚାଉଳକୁ ଜିଲା ସମାଜ କଲ୍ୟାଣ ଅଧିକାରୀ(ଡିଏସ୍‌ଡବ୍ଲ୍ୟୁଓ) ଏବଂ ପରିହବନ ଏଜେଣ୍ଟ…

୧୦୦ ଟ୍ରିଲିୟନ୍‌ ଡଲାର ଟପିବ ବିଶ୍ୱ ଅର୍ଥନୀତି

ଲଣ୍ଡନ,୨୭ା୧୨: କୋଭିଡ୍‌-୧୯ ମହାମାରୀ ସାରା ବିଶ୍ୱର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିବାବେଳେ ରାଷ୍ଟ୍ରଗୁଡ଼ିକ ଏବେ ଅଣ୍ଟା ସଳଖି ଛିଡ଼ାହେବା ଆରମ୍ଭ କରିଛନ୍ତି। ହେଲେ କ୍ରମବର୍ଦ୍ଧିଷ୍ଣୁ ମୁଦ୍ରାସ୍ଫୀତି ଓ ଜଳବାୟୁ ପରିବର୍ତ୍ତନର ନକାରାମତ୍କ ପ୍ରଭାବ ଏଥିରେ ବାଧକ ସାଜିଛି। ତେବେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣକୁ…

୨୪ ଦିନରେ ୧୯ ରାଜ୍ୟରେ ପହଞ୍ଚିଲାଣି ଓମିକ୍ରନ୍‌

ନୂଆଦିଲ୍ଲୀ,୨୭ ।୧୨: କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ୨୪ ଦିନ ମଧ୍ୟରେ ୧୯ ରାଜ୍ୟରେ ପହଞ୍ଚି ସାରିଥିବା ସୂଚନା ମିଳିଛି । ଏହାଦ୍ୱାରା ଏବେ ସିଦ୍ଧା ୫୦୯ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ଓମିକ୍ରନର ଦ୍ରୁତ ସଂକ୍ରମଣକୁ ଦେଖି…

ସରକାରଙ୍କ ନିଷ୍ପତ୍ତି ‘ଅବୈଜ୍ଞାନିକ’

ନୂଆଦିଲ୍ଲୀ,୨୬।୧୨: କିଶୋରଙ୍କୁ ଟିକା ଦେବା ନେଇ ସରକାରଙ୍କ ଘୋଷଣା ଏକ ‘ଅବୈଜ୍ଞାନିକ’ ନିଷ୍ପତ୍ତି। ଏହା କହିଛନ୍ତି ଏମ୍ସର ଜଣେ ସିନିୟର ଏପିଡୋମିଲୋଜିଷ୍ଟ ଡ. ସଞ୍ଜୟ କେ ରାଇ। ସରକାରଙ୍କ ଘୋଷଣା ପୂର୍ବରୁ ଏମ୍ସରେ ଛୁଆ ଏବଂ କିଶୋରଙ୍କ ଉପରେ କୋଭାକ୍ସିନ ଟିକାର…

ନୋବେଲ ଶାନ୍ତି ପୁରସ୍କାର ବିଜେତା ଦେସମଣ୍ଡ ଟୁଟୁଙ୍କ ପରଲୋକ…

ଜୋହାନ୍ସବର୍ଗ, ୨୬।୧୨: ବର୍ଣ୍ଣବୈଷମ୍ୟ ବିରୋଧ ଏବଂ ଅଧିକାର ଲାଗି ସଂଗ୍ରାମ ଜାରି ରଖିଥିବା କେପଟାଉନର ଅବସରପ୍ରାପ୍ତ ଆଙ୍ଗଲିକାନ ଆର୍କବିଶପ ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ଡେସମଣ୍ଡ ଟୁଟୁଙ୍କର ପରଲୋକ ହୋଇଯାଇଛି।ମୃତ୍ୟୁ ବେଳକୁ ଟୁଟୁଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ସେ…

କରୋନା ଭ୍ୟାକ୍ସିନର ଦ୍ୱିତୀୟ ଡୋଜ, ବୁଷ୍ଟର ଡୋଜ ମଧ୍ୟରେ ରହିବ ୯-୧୨ ମାସର ବ୍ୟବଧାନ!

ନୂଆଦିଲ୍ଲୀ,୨୬ ।୧୨: ଦେଶରେ କୋଭିଡ ୧୯ ବୁଷ୍ଟର ଡୋଜ ଦେବାଲାଗି ଅନୁମତି ମିଳିଯାଇଛି । ଏହା ପ୍ରଥମେ ଫ୍ରଣ୍ଟଲାଇନ୍ ୱାର୍କର୍ସ ଓ ବରିଷ୍ଠ ନାଗରିକଙ୍କୁ ଦିଆଯିବ । ଏହାସହ ଯେଉଁମାନେ କୌଣସି ବଡ ଧରଣର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ସେମାନଙ୍କୁ ମଧ୍ୟ…

ନ୍ୟାୟପାଳିକା ଉପରେ ବଢୁଛି ଆକ୍ରମଣ…

ବିଜୟଓ୍ବାଡା, ୨୬।୧୨: ଦେଶରେ ନ୍ୟାୟପାଳିକା ଉପରେ କ୍ରମାଗତ ଭାବେ ଆକ୍ରମଣ ଘଟଣା ବଢ଼ିବାରେ ଲାଗିଛି। ଏକ ନିରାପଦ ପରିବେଶ ସୃଷ୍ଟି କରିବାକୁ ସରକାରଙ୍କ ପକ୍ଷରୁ ନ୍ୟାୟପାଳିକା ଉପରେ ହୋଇଥିବା ଆକ୍ରମଣର ପ୍ରଭାବଶାଳୀ ମୁକାବିଲା ପାଇଁ ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକର ଆବଶ୍ୟକତା ରହିଛି…

କୃଷିମନ୍ତ୍ରୀଙ୍କ ଟୁଇଟ୍‌, ଫେରିବନି କୃଷି ଆଇନ…

ନୂଆଦିଲ୍ଲୀ, ୨୬।୧୨: କେନ୍ଦ୍ରୀୟ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଦୁଇଦିନ ତଳେ ତିନି କୃଷି ଆଇନକୁ ପୁଣି ନୂଆ ରୂପରେ ଫେରାଇ ଅଣାଯିବ ବୋଲି ମହାରାଷ୍ଟ୍ରର ନାଗପୁର ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତବ୍ୟ ଦେଇଥିଲେ। ସରକାର ପ୍ରତ୍ୟାହାର କରି ନେଇଥିବା…

ନୁଡଲ୍ସ ଫ୍ୟାକ୍ଟ୍ରିରେ ଫାଟିଲା ବଏଲର, ୬ ମୃତ-୧୨ରୁ ଅଧିକ ଆହତ…

ମୁଜାଫରପୁର, ୨୬।୧୨: ବିହାରର ମୁଜାଫରପୁରଠାରେ ଥିବା ନୁଡଲ୍ସ୍‌ ଫ୍ୟାକ୍ଟ୍ରିରେ ଥିବା ବଏଲରରେ ଫାଟିବା ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ବଏଲର ପ୍ରଚଣ୍ଡ ବିସ୍ଫୋରଣ କରି ଫାଟି ଯାଇଥିଲା। ଏଥିରେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଉଦ୍ଧାରକାର୍ଯ୍ୟ ଯୁଦ୍ଧକାଳୀନ ଭିର୍ତ୍ତିିରେ…

ପ୍ରାପ୍ତ ବୟସ୍କା ମୁସଲମାନ୍‌ ଯୁବତୀ ନିଜ ପସନ୍ଦର ବିବାହ କରିପାରିବେ, ହାଇକୋର୍ଟଙ୍କ ରାୟ…

ଚଣ୍ଡିଗଡ଼, ୨୬।୧୨: ପ୍ରାପ୍ତ ବୟସ୍କା ମୁସଲମାନ୍‌ ଯୁବତୀ ନିଜ ପସନ୍ଦର ବିବାହ କରିପାରିବେ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଜଣେ ମୁସଲମାନ ଯୁବତୀଙ୍କର ସୁରକ୍ଷା ଆବେଦନକୁ ଗ୍ରହଣ କରି ଏଭଳି କହିଛନ୍ତି। ୧୭ ବର୍ଷ ବୟସ୍କା ଯୁବତୀ ଜଣକ ତାଙ୍କ ପରିବାର…

ମହାମାରୀ ବିରୋଧରେ ଭାରତବାସୀ ଏକଜୁଟ ହୋଇ ଲଢୁଛନ୍ତି…

ନୂଆଦିଲ୍ଲୀ, ୨୬।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଭାରତବାସୀ ଏକଜୁଟ ହୋଇ ଲଢ଼େଇ ଜାରି ରଖି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। କରୋନା ଲଢ଼େଇରେ ଦେଶର ମାନବ ଶକ୍ତି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri