ରୁଷିଆକୁ ପୁଣି ଝଟ୍କା, ମାଷ୍ଟରକାର୍ଡ ପକ୍ଷରୁ ବଡ ପଦକ୍ଷେପ…
କ୍ୱିଭ୍,୧।୩ : ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ପରେ ମାଷ୍ଟରକାର୍ଡ ପକ୍ଷରୁ ମଧ୍ୟ ଏକ ବଡ ପଦକ୍ଷେପ ନେଇଛି। ୟୁକ୍ରେନ ଉପରେ ଆକ୍ରମଣ ଷଷ୍ଠ ଦିନରେ ଦ୍ୱିତୀୟ ବୃହତ୍ତମ ସହର ଖାଓର୍ବିଓ୍ବରେ ବିସ୍ଫୋରଣ ହୋଇଛି। ରୁଷିଆ ଉପରେ ଲାଗିଥିବା କଟକଣାକୁ ଦୃଷ୍ଟିରେ…
ୟୁକ୍ରେନରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ
କ୍ୱିଭ,୧।୩: ରୁଷିଆ ଓ ୟୁକ୍ରେନ ଯୁଦ୍ଧର ୬ଷ୍ଠ ଦିନରେ ବି ଭୟଙ୍କର ଗୁଳିଗୋଳା ଜାରି ରହିଛି। ଇତିମଧ୍ୟରେ ୟୁକ୍ରେନରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଖାର୍କ୍ୱିଭରେ ରୁଷିଆ ପକ୍ଷରୁ ହୋଇଥିବା ଗୁଳିବିନିମୟରେ ମଙ୍ଗଳବାର ସକାଳେ ଜଣେ ଭାରତୀୟ…
ଚାଇନାର ଚିନ୍ତା ବଢ଼ିଲା, ବିବାହ ପାଇଁ ଅମଙ୍ଗ ଯୁବବର୍ଗ…
ବେଜିଂ,୧।୩ : ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ଯୁବବର୍ଗ ଏବେ ବିବାହ କରିବାକୁ ଅମଙ୍ଗ ହେଉଛନ୍ତି। ଫଳରେ ମାନବ ସମ୍ବଳ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦେଶରେ ବିବାହ ପଞ୍ଜିକରଣ ସଂଖ୍ୟାରେ ହ୍ରାସ ହେବା ସହିତ ଜନ୍ମ ହାର କମିବାରେ…
କାନ୍ଦି କାନ୍ଦି ଭିଟାମାଟି ଛାଡୁଛନ୍ତି ଲୋକେ…
କ୍ୱିଭ୍, ୧।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରୁଷିଆ ଆକ୍ରମଣରେ ଜୀବନ ବିକଳରେ ଲୋକେ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଇତିମଧ୍ୟରେ ୫ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ୟୁକ୍ରେନ୍ରୁ ପଡ଼ୋଶୀ ଦେଶ ସୀମାରେ…
କ୍ୱିଭ ମୁହାଁ ରୁଷିଆ ସେନା, ୬୪ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନ
କ୍ୱିଭ,୧ ।୩: ୟୁକ୍ରେନ୍ ଉପରେ ଲଗାତାର ଆକ୍ରମଣ ଜାରି ରଖିଛି ୟୁକ୍ରେନ୍ । ଖୁବଶୀଘ୍ର ରୁଷିଆ ୟୁକ୍ରେନର ରାଜଧାନୀ କ୍ୱିଭକୁ ନିଜ ଦଖଲକୁ ଆଣିବାକୁ ଚେଷ୍ଟା ଚଳାଇଛି । ଏଥିପାଇଁ ଏବେ କ୍ୱିଭ ମୁହାଁ ହୋଇଛନ୍ତି ରୁଷିଆ ସେନା । ସଦ୍ୟ…
ୟୁକ୍ରେନ୍ ଉପରେ ବଡ଼ ଆକ୍ରମଣ କଲା ରୁଷିଆ: ୭୦ ସୈନ୍ୟ ନିହତ
କ୍ୱିଭ୍,୧।୩: ୟୁକ୍ରେନ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇ ରୁଷ ଘନଘନ ଆକ୍ରମଣ କରୁଛି। ରଷିଆର ସାମରିକ ଆକ୍ରମଣରେ ୭୦ରୁ ଅଧିକ ୟୁକ୍ରେନ ସୈନିକ ନିହତ ହୋଇଛନ୍ତି। ଓଖର୍ଟିକାରେ ଅବସ୍ଥିତ ସାମରିକ ବେସ୍କୁ ଆର୍ଟିଲିରିକୁ ଟାର୍ଗେଟ କରାଯାଇଥିଲା। ଓଖର୍ଟିକା ସହର ଖାର୍କ୍ୱିଭ ଏବଂ…
ଆଜି ମହାଶିବରାତ୍ରି, ଝଲସୁଛି ଲିଙ୍ଗରାଜ ମନ୍ଦିର
ପୁରୁଣା ଭୁବନେଶ୍ୱର, ୧ା୩(ଡି.ଏନ୍.ଏ.):ଆଜି ମହାଶିବରାତ୍ରି। ଉତ୍ସବ ମୁଖରିତ ହୋଇଉଠିଛି ଏକାମ୍ର କ୍ଷେତ୍ର। ଫୁଲରେ ଝଲୁସୁଛି ଶ୍ରୀଲିଙ୍ଗରାଜଙ୍କ ମନ୍ଦିର। ପ୍ରଶାସନର ସୌନ୍ଦର୍ଯ୍ୟକରଣ ଓ ବିକାଶମୂଳକ କାର୍ଯ୍ୟ ଜାରି ରହିଥିବା ବେଳେ ଏଥର ନୂଆ ରୂପରେ ଦୃଶ୍ୟମାନ ହେଉଛି ସାରା ଅଞ୍ଚଳ। ବିଏମ୍ସି ଗାଇଡ୍ଲାଇନ…
ରୁଷିଆର ପରମାଣୁ ଧମକକୁ ନେଇ ବଢିଲା ବିବାଦ, ଆମେରିକା କହିଲା ବିନା କାରଣରେ ଦିଆଯାଉଛି ଧମକ
ୱାଶିଂଟନ,୧ ।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଷଷ୍ଠ ଦିନରେ ଯୁଦ୍ଧ ଜାରି ରହିଛି । ବେଳକୁ ବେଳ ସ୍ଥିତି ଚିନ୍ତାଜନକ ହେବାରେ ଲାଗିଛି । ଇତି ମଧ୍ୟରେ ରବିବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏକ ବିପଜ୍ଜନକ ସଙ୍କେତ ଦେଇଛନ୍ତି । ପୁଟିନ…
ଅପରେଶନ ଗଙ୍ଗା: ୧୮୨ ଭାରତୀୟଙ୍କୁ ନେଇ ମୁମ୍ବାଇ ପହଞ୍ଚିଲା ସପ୍ତମ ବିମାନ
ମୁମ୍ବାଇ,୧ ।୩: ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପରିବାର ଭୟ ଓ କୋହରେ ସମୟ କାଟୁଥିବା ବେଳେ ଧିରେ ଧିରେ ସେମାନେ ଆଶ୍ୱସ୍ତ ହେବାରେ ଲାଗିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେଶନ ଗଙ୍ଗା ମାଧ୍ୟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ…
ରୁଷିଆ ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଲା କାନାଡା
ଓଟାୱା,୧ ।୩: କାନାଡା ରୁଷିଆ ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି । କନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏହି ଘୋଷଣା କରିଛନ୍ତି । ସମାଚାର ଏଜେନ୍ସି ଏଏଫପି ପକ୍ଷରୁ ଏହି ସୂଚନା ଦିଆଯାଇଛି । ରୁଷିଆ ଉପରେ ଲାଗିଥିବା ଏହି…
ୟୁକ୍ରେନ୍ ଫାଷ୍ଟ ଲେଡିଙ୍କ ଇମୋଶନାଲ ପୋଷ୍ଟ ଭାଇରାଲ, ଶେୟାର କଲେ ବମ ସେଲ୍ଟରରେ ଜନ୍ମ ଝିଅର ଫଟୋ
କ୍ୱିଭ୍,୧ ।୩: ୟୁକ୍ରେନକୁ ଚପାଇ ଦେବାକୁ ସମସ୍ତ ଶକ୍ତି ଲଗାଇ ଦେଇଛି ରୁଷିଆ । ଲଗାତାର ଭାବେ ପଞ୍ଚମ ଦିନରେ ବି ମିଶାଇଲ ଆକ୍ରମଣ କରି ଚାଲିଛି ରୁଷିଆ । ଏମିତିକି ଏବେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ସିଜଫାୟାର ପାଇଁ…
କୁକୁରକୁ ବଳିଦେଇ ରକ୍ତ ପିଇଲେ ୫ଶିଶୁ
ବଲାଙ୍ଗୀର ଅଫିସ,୧।୩: ପରମ୍ପରା ନାଁରେ ପଶୁବଳି ଦିଆଯିବା ଘଟଣା ଶିଶୁ ମାନସିକତା ଉପରେ କିଭଳି କୁପ୍ରଭାବ ପକାଇଥାଏ ତାହା ବଲାଙ୍ଗୀର ଜିଲା ସଦର ଥାନା ଅନ୍ତର୍ଗତ ପଣ୍ଡାରାପିଟା ଗାଁରେ ଘଟିଥିବା ଏକ ଘଟଣାରୁ ଜଣାପଡିଛି। ଖେଳରେ ପଶୁବଳି ଦେଇ ୫ଶିଶୁ ଏକ…
Archives


