୧୬ରୁ ୧୨-୧୪ ବର୍ଷ ପିଲାଙ୍କୁ ମିଳିବ କୋଭିଡ୍ ଟିକା
ନୂଆଦିଲ୍ଲୀ,୧୪।୩: ମାର୍ଚ୍ଚ ୧୬ରୁ ୧୨ ରୁ ୧୪ ବର୍ଷ ପିଲାମାନଙ୍କ କୋଭିଡ୍ ଟିକାକରଣ ଅଭିଯାନ ଆରମ୍ଭ ହେବ। ଏହା ସହ ୬୦ ରୁ ଉର୍ଦ୍ଧ ବୟସ୍କଙ୍କୁ ପ୍ରକସନ ଡୋଜ ଦିଆଯିବ। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ସୋମବାର ଟୁଇଟ୍…
ସିଏପିଏଫ୍ ଯବାନଙ୍କ ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ କରାଯିବ ଅବଗତ,ସୁପ୍ରିମ୍କୋଟଙ୍କ ଅନୁମତି…
ନୂଆଦିଲ୍ଲୀ,୧୪।୩ : କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ (ସିଏପିଏଫ୍) ରେ ଥିବା ଯବାନମାନେ ଧୀରେଧୀରେ ନିଜର ମାନସିକ ସନ୍ତୁଳନ ହରାଇ ବସୁଥିବା ଦେଖିବାକୁ ମିଳୁଛି। ଯବାନଙ୍କ ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଜଣେ ଅବସରପ୍ରାପ୍ତ ସିଏପିଏଫ୍ ସଦସ୍ୟ ପ୍ରତିନିଧି ଭାବେ ଅବଗତ…
ସିଗାରେଟ ବଟ୍ ଯୋଗୁ ମାଟି-ପାଣି ହେଉଛି ପ୍ରଦୂଷିତ, ୭ ହଜାର ପ୍ରକାର ଜହର ସୃଷ୍ଟି ହେଉଛି…
ନୂଆଦିଲ୍ଲୀ/ଜେନେଭା,୧୪।୩ : ଲୋକେ ସିଗାରେଟ ଟାଣିବା ପରେ ଏହାର ବଟ୍କୁ ଏଣେତେଣେ ପିଙ୍ଗି ଦେଉଛନ୍ତି। କିନ୍ତୁ ଏହା ଯୋଗୁ ମାଟି ଏବଂ ପାଣି ଉଭୟ ପ୍ରଦୂଷିତ ହେଉଛି। ଏହା ଯୋଗୁ ୭ ହଜାର ପ୍ରକାର ଜହର ସୃଷ୍ଟି ହେଉଥିବା ନେଇ ଜାତିସଂଘ…
କରୋନା ମୃତ୍ୟୁ କ୍ଷତିପୂରଣ ମିଥ୍ୟା ଦାବି ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୧୪।୩ : କରୋନା ମୃତ୍ୟୁ କ୍ଷତିପୂରଣ କ୍ଷେତ୍ରରେ ନକଲି ମେଡ଼ିକାଲ ପ୍ରମାଣ ପତ୍ର ଦାଖଲକୁ ନେଇ ସୋମବାର ସୁପ୍ରିମ୍କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଏଭଳି ପ୍ରମାଣପତ୍ର ଦ୍ୱାରା ଅଯୋଗ୍ୟ ଲୋକେ ଅନୁକମ୍ପାମୂଳକ କ୍ଷତିପୂରଣ ନେଉଛନ୍ତି। ଏହା ଅତ୍ୟନ୍ତ…
‘ମୋଦି-ମୋଦି’ ସ୍ଲୋଗାନରେ କମ୍ପିଲା ଗୃହ
ନୂଆଦିଲ୍ଲୀ,୧୪।୩: ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହୋଇଛି। ଆଜି ଲୋକ ସଭା ଓ ରାଜ୍ୟ ସଭାରେ ବଜେଟ ଉପରେ ଆଲୋଚନା ହେବ। ଅଧିବେଶନ ଆରମ୍ଭ ହେବା କ୍ଷଣି ଗୃହରେ ପ୍ରବେଶ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଆସିବା…
ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ଘନେଇଲା,ରୁଷିଆ ସୀମାରେ ନାଟୋର ମିଳିତ ସମରାଭ୍ୟାସ…
ମସ୍କୋ,୧୪।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଥିବାବେଳେ ନାଟୋର କାର୍ଯ୍ୟ ନେଇ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି। ସୋମବାରଠାରୁ ନାଟୋର ମିଳିତ ସୈନ୍ୟବାହିନୀ ପକ୍ଷରୁ ରୁଷିଆ ସୀମାରେ ସମରାଭ୍ୟାସ ଆରମ୍ଭ ହୋଇଛି। ଏଥିରେ ନାଟୋର ୩୫ ହଜାରରୁ ଅଧିକ…
ବ୍ରହ୍ମୋସର ଲକ୍ଷ୍ୟଭେଦ କ୍ଷମତା ବୃଦ୍ଧି କଲା ଭାରତ…
ନୂଆଦିଲ୍ଲୀ,୧୪।୩ : ଭାରତର ବ୍ରହ୍ମୋସ ସୁପରସୋନିକ କ୍ଷେପଣାସ୍ତ୍ର ହଠାତ୍ ପାକିସ୍ତାନ ଅଞ୍ଚଳରେ ପଡ଼ିବା ନେଇ ବିବାଦ ମଧ୍ୟରେ ବି ଖୁସି ଖବର ଆସିଛି। ଭାରତ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ଶକ୍ତି ବୃଦ୍ଧି କରିବାକୁ ଯାଉଛି। ଏହି କ୍ଷେପଣାସ୍ତ୍ର ବର୍ତ୍ତମାନ…
ଭାରତ ବିରୋଧରେ ‘ମନୋବୈଜ୍ଞାନିକ ଯୁଦ୍ଧ’ ଷଡ଼ଯନ୍ତ୍ର କରୁଛି ଚାଇନା, ବାଂଲାଦେଶରେ କ୍ଷେପଣାସ୍ତ୍ର ରକ୍ଷାଣବେକ୍ଷଣ କେନ୍ଦ୍ର ନିର୍ମାଣ…
ନୂଆଦିଲ୍ଲୀ,୧୪।୩ : ବାଂଲାଦେଶକୁ ମୋହରା କରି ଚାଇନା ବର୍ତ୍ତମାନ ଭାରତ ବିରୋଧରେ ମାନସିକ ଚାପ ସୃଷ୍ଟି କରିବାରେ ଲାଗିଛି। ଏହା ବାଂଲାଦେଶରେ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ପାଇଁ ଏକ ରକ୍ଷଣାବେକ୍ଷଣ କେନ୍ଦ୍ର ସ୍ଥାପନ କରିବାରେ ନିୟୋଜିତ ଅଛି। ଏହି ରକ୍ଷଣାବେକ୍ଷଣ କେନ୍ଦ୍ର…
୨ ହଜାର ତଳେ ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୩୦ରୁ କମ୍…
ନୂଆଦିଲ୍ଲୀ, ୧୪।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗିଛି। ଦୈନିକ ସଂକ୍ରମଣ ୨ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୧ ହଜାର ୯୦୧…
ଜେଲେନସ୍କିଙ୍କ ନାଟୋକୁ ଅନୁରୋଧ, ଆମକୁ ବଞ୍ଚାଅ, ନଚେତ ଆପଣଙ୍କ ଦେଶକୁ ମଧ୍ୟ ଧ୍ୱଂସ କରିଦେବ ରୁଷିଆ କ୍ଷେପଣାସ୍ତ୍ର…
କ୍ୱିଭ୍,୧୪।୩ : ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ୧୯ ଦିନ ଧରି ଜାରି ରହିଛି। ଧୀରେ ଧୀରେ ରୁଷିଆ ଆକ୍ରମଣକୁ ବୃଦ୍ଧି କରୁଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଥମିବାର କୌଣସି ଉପାୟ ବାହାରିବା ଭଳି ମନେ ହେଉନାହିଁ। ରୁଷିଆ ଏବଂ…
ରୁଷିଆରେ ଇନଷ୍ଟାଗ୍ରାମ୍ ଉପରେ କଟକଣା, ୮ କୋଟି ୟୁଜରଙ୍କ ଆକାଉଣ୍ଟ୍ ବନ୍ଦ…
ମସ୍କୋ,୧୪।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଏପରିସ୍ଥଳେ ରୁଷିଆ ଉପରେ କଟକଣା ବଢ଼ିବାରେ ଲାଗିଛି। ତେବେ ଏବେ ରୁଷିଆ ଏହାର ଜବାବ ଦେବା ଆରମ୍ଭ କରିଛି। ସୋମବାରଠାରୁ ରୁଷିଆରେ ଇନଷ୍ଟାଗ୍ରାମ୍ ଉପରେ କଟକଣା ଜାରି ହୋଇଛି। ଫଳରେ…
ଦୁଃଖ ଉପରେ ଦୁଃଖ, ମାନବ ଚୋରା ଚାଲାଣ ର଼୍ୟାକେଟ ସକ୍ରିୟ, କାଢ଼ି ନେଉଛନ୍ତି ଶରୀରର ବିଭିନ୍ନ ଅଙ୍ଗ…
କ୍ୱିଭ୍,୧୪।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ମଧ୍ୟରେ ସାଧାରଣ ଲୋକଙ୍କ ଦୁଃଖ ପୁଣି ବଢ଼ିବାରେ ଲାଗିଛି। ସେମାନଙ୍କ ଦୁଃଖ ଉପରେ ଦୁଃଖ ବଢୁଛି। ଘରଛାଡ଼ି ଶରଣାର୍ଥୀ ସାଜିଥିବା ଲୋକମାନେ ମାନବ ଚୋରା ଚାଲାଣର ଶିକାର ହେଉଛନ୍ତି। ମହିଳାମାନଙ୍କୁ ଧରିନେଇ ରେଡ୍…
Archives


