ଥିଏଟର ଉପରେ ବୋମାମାଡ଼ କଲା ରୁଷିଆ, ଆଶ୍ରୟ ନେଇଥିଲେ ମହିଳା-ଛୋଟ ପିଲା…
କ୍ୱିଭ୍,୧୭।୩ : ୟୁକ୍ରେନ୍ର ଏକ ଡ୍ରାମା ଥିଏଟର ଉପରେ ରୁଷିଆ ବାୟୁସେନା ବୋମା ମାଡ଼ କରିଛି। ଏହା ସହିତ ରୁଷିଆ ସୈନ୍ୟବାହିନୀ ମଧ୍ୟ ଏହା ଉପରେ ଆଖିବୁଜା ଗୁଳି ମାଡ଼ କରିଥିବା କୁହାଯାଉଛି। ଥିଏଟରରେ ଚିଲଡ୍ରେନ୍ ବୋଲି ଲେଖାଥିଲା। ମାତ୍ର ଏହାକୁ…
ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ୪୫ ହଜାର ଅତିଥି, ତାଲିକାରେ ସୋନିଆ-ରାହୁଲ-ଅଖିଳେଶଙ୍କ ନାମ…
ଲକ୍ଷ୍ନୌ,୧୭।୩ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପାର ସଫଳତା ପରେ ଯୋଗୀ ଆଦିତ୍ୟନାଥ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଶପଥ ଗ୍ରହଣ ସମାରୋହକୁ ବଡ଼ ଧରଣର କରିବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି। ଇକାନା ଷ୍ଟାଡିୟମରେ ଏହି…
ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଡ୍ରାଇଭର ଗିରଫ
ଭୁବନେଶ୍ୱର,୧୭ା୩(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଡ୍ରାଇଭର ଗିରଫ ହୋଇଛନ୍ତି। ନୟାଗଡ଼ ଜିଲା ରଣପୁର ଅଞ୍ଚଳରୁ ରମେଶଙ୍କ ଡ୍ରାଇଭର ଚିତ୍ତରଞ୍ଜନ ପଟ୍ଟନାୟକ ଓରଫ ପପୁକୁ ଗିରଫ କରିଛି କମିଶନରେଟ୍ ପୋଲିସ। ରମେଶ ଗିରଫ ହେବା ପରଠାରୁ ପପୁ ଫେରାର ଥିଲେ। ପୋଲିସ…
ମାଡ଼ି ଆସୁଛି ବାତ୍ୟା ‘ଅସନି’…
ନୂଆଦିଲ୍ଲୀ,୧୭।୩ : ବଙ୍ଗୋପସାଗରରେ ବାତ୍ୟା ’ଅସନି’ ଆସନ୍ତା ସପ୍ତାହରେ ପହଞ୍ଚିବାର ଆଶଙ୍କା ରହିଛି। ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଦକ୍ଷିଣ-ପଶ୍ଚିମ ଭାରତ ମହାସାଗରରେ ଏକ ଲଘୁଚାପ ଅଞ୍ଚଳ ଯୋଗୁ ଆସନ୍ତା ସପ୍ତାହ ଆରମ୍ଭରେ ପ୍ରବଳ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପାଣିପାଗ…
ଭାରତ ଆସିବେ ବ୍ରିଟିଶ ବୈଦେଶିକ ସଚିବ
ଲଣ୍ଡନ,୧୭ା୩: ରୁଷିଆ-ୟୁକ୍ରେନ ବିବାଦ ମଧ୍ୟରେ ବ୍ରିଟିଶ ବୈଦେଶିକ ସଚିବ ଲିଜ୍ ଟ୍ରସ ଚଳିତ ମାସ ଶେଷରେ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଦୀର୍ଘ ୨୨ ଦିନ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ୟୁକ୍ରେନ ଡୋନେଟସ୍କ ଏବଂ…
କରୋନା ଟିକାକୁ ପେଟେଣ୍ଟ୍ ମୁକ୍ତ ପାଇଁ ସହମତି…
ଓ୍ବାଶିଂଟନ/ନୂଆଦିଲ୍ଲୀ,୧୭।୩ : ଭାରତ, ଆମେରିକା, ୟୁରୋପୀୟ ୟୁନିଅନ ଏବଂ ଦକ୍ଷିଣ ଆଫ୍ରିକା କରୋନା ଟିକା ଉତ୍ପାଦନକୁ ପେଟେଣ୍ଟମୁକ୍ତ କରିବାକୁ ରାଜି ହୋଇଛନ୍ତି। ଡବ୍ଲ୍ୟୁଟିଏଚଓ ଏହି ଚୁକ୍ତିନାମାକୁ ଅଭିନନ୍ଦନ ଚୁକ୍ତିନାମା ଭାବରେ ବର୍ଣ୍ଣନା କରିଛି। ବିଶ୍ୱ ବାଣିଜ୍ୟ ସଂଗଠନର ମୁଖ୍ୟ ଡକ୍ଟର ନଗୋଜି…
ଡବ୍ଲ୍ୟୁଏଚ୍ଓର ସତର୍କ ସୂଚନା, ଭାରତକୁ କରୋନା ନେଇ ଚେତାବନୀ…
ଜେନେଭା/ନୂଆଦିଲ୍ଲୀ,୧୭।୩ : ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ସମଗ୍ର ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଅବଶ୍ୟ, ଗତ କିଛି ସପ୍ତାହ ଧରି ଭାତରରେ କରୋନା ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି। କିନ୍ତୁ ବର୍ତ୍ତମାନ ବିଶ୍ୱ ସୱାସ୍ଥ୍ୟ ସଂଗଠନ…
ସୀମାରେ ଚାହିଁ ବସିଛି ଶତ୍ରୁ, ପ୍ରତିରକ୍ଷା ଗବେଷଣା ଅନୁସନ୍ଧାନ ଖର୍ଚ୍ଚ ମାତ୍ର ୦.୦୮୩ ପ୍ରତିଶତ…
ନୂଆଦିଲ୍ଲୀ,୧୭।୩ : ପୂର୍ବ ଲଦାଖର ଏଲ୍ଏସି ଏବଂ ଜମ୍ମୁ-କଶ୍ମୀରର ଏଲ୍ଓସିରେ ଶତ୍ରୁ ପକ୍ଷ ଚାହିଁ ବସିଥିବାବେଳେ ଭାରତରେ ପ୍ରତିରକ୍ଷା ଗବେଷଣା ଅନୁସନ୍ଧାନ ଖର୍ଚ୍ଚ କମିବାରେ ଲାଗିଛି। ଏଥି ପାଇଁ ମାତ୍ର ୦.୦୮୩ ପ୍ରତିଶତ ଖର୍ଚ୍ଚ ବଜେଟରେ ଆବଣ୍ଟିତ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ…
ପୁଣି କମିଲା ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୧୭।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗିଛି। ଦୈନିକ ସଂକ୍ରମଣ ୨ ହଜାର ୫୩୯ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୬୦…
୧୫ରୁ ୧୭ ବର୍ଷ ବୟସ୍କ ପିଲାଙ୍କ ଟିକାକରଣ, ୧.୧୯ କୋଟି ଦ୍ୱିତୀୟ ଡୋଜ୍ ନେଇ ନାହାନ୍ତି…
ନୂଆଦିଲ୍ଲୀ,୧୭।୩ : କରୋନା ବିରୋଧୀ ଲଢ଼େଇରେ ଦେଶରେ ଇତିମଧ୍ୟରେ ୧୨ରୁ ୧୪ ବର୍ଷ ବୟସର ପିଲାମାନଙ୍କର ଟିକାକରଣ ଆରମ୍ଭ ହୋଇଛି। କିନ୍ତୁ ତୃତୀୟ ଲହର ପରେ ସଂକ୍ରମଣର ଗତି କମୁଥିବାରୁ ଟିକାକରଣ ବିଷୟରେ କୌଣସି ଗମ୍ଭୀରତା ଦେଖିବାକୁ ମିଳୁ ନାହିଁ। ଦେଶରେ…
ରୁଷିଆ-ୟୁକ୍ରେନ୍ ଶାନ୍ତି ଯୋଜନା, ଜେଲେନସ୍କିଙ୍କ ସର୍ତ୍ତ…
ମସ୍କୋ/କ୍ୱିଭ୍,୧୭।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ୨୨ ଦିନ ବିତିଛି। ଆମେରିକା ସମେତ ନାଟୋ ଦେଶଗୁଡ଼ିକ ରୁଷିଆ ବିରୁଦ୍ଧରେ ୟୁକ୍ରେନକୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭ୍ଲାଦିମିର ପୁଟିନଙ୍କୁ ଯୁଦ୍ଧ ଅପରାଧୀ ବୋଲି…
ଭାରତୀୟ ବିଚାରପତିଙ୍କ ରୁଷିଆ ବିରୋଧରେ ମତଦାନ…
ହେଗ୍,୧୭।୩ : ୟୁକ୍ରେନରେ ତୁରନ୍ତ ସାମରିକ କାର୍ଯ୍ୟ ବନ୍ଦ କରିବାକୁ ରୁଷିଆକୁ ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ) କହିଛି। ଏହି ପ୍ରସଙ୍ଗରେ ୧୩-୨ ମତଦାନ ପରେ ଆଇସିଜେ ଏହି ନିର୍ଦ୍ଦେଶ ଜାରି କରିଛି। ଭୋଟ ସମୟରେ ୧୩ ଟି ଦେଶ ସପକ୍ଷରେ ଥିଲେ…
Archives


