୬ ମହଲା କୋଠା ଭୁଶୁଡ଼ିଲା, ଫସି ରହିଛନ୍ତି ୨୦ରୁ ଊର୍ଦ୍ଧ୍ୱ ଲୋକ
ବେଜିଂ,୩୦ା୪: ଚାଇନାର ହୁନାନ ଜିଲାରେ ୬ ମହଲା ବିଶିଷ୍ଟ ଆବାସିକ କୋଠା ଭୁଶୁଡ଼ିବା ପରେ ଅତି କମରେ ୩୯ ଜଣ ନିଖୋଜ ଅଛନ୍ତି ଏବଂ ୨୦ରୁ ଅଧିକ ଜଣ ଫସି ରହିଛନ୍ତି। ଚାଇନାର ଅଧିକାରୀମାନେ ଶନିବାର ଏହି ସୂଚନା ଦେଇଛନ୍ତି। ବିଲ୍ଡିଂରେ…
ଶ୍ରମିକଙ୍କ ମଜୁରି ବଢ଼ିଲା
ଭୁବନେଶ୍ୱର,୩୦ା୪(ବ୍ୟୁରୋ): ଶ୍ରମିକ ଦିବସ ପୂର୍ବରୁ ଶ୍ରମିକମାନଙ୍କ ପାଇଁ ଖୁସି ଖବର। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ, ଅତି କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବଢ଼ିଛି। ୮୯ଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରି ବୃଦ୍ଧି କରାଯାଇଛି । ଏନେଇ…
ଭାଷଣ ଭୁଲିଗଲେ ବାଇଡେନ
ଓ୍ବାଶିଂଟନ,୩୦ା୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ବାଇଡେନ ଆମେରିକା ସଂସଦରେ ଭାଷଣ ଦେଉଥିବା ସମୟରେ ‘କ୍ଲେପ୍ଟୋକ୍ରାସି’ ଶବ୍ଦ କହିବାରେ ଝୁଣ୍ଟିଥିଲେ। ବାଇଡେନ ୟୁକ୍ରେନକୁ ଅତିରିକ୍ତ ୩୩ ବିଲିୟନ ଡଲାର ସହାୟତା ଲୋଡ଼ିଥିଲେ। ଏହି ସମୟରେ ସେ ତାଙ୍କ…
ଅନୁଚ୍ଛେଦ ୩୭୦ ହଟିବା ପରେ ଜମ୍ମୁ-କଶ୍ମୀରରେ ଖର୍ଚ୍ଚ ହୋଇଛି ୯୦୦୦ କୋଟିରୁ ଅଧିକ…
ନୂଆଦିଲ୍ଲୀ, ୩୦।୪ : ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ କେନ୍ଦ୍ର ସରକାର ୨୦୨୧ ପର୍ଯ୍ୟନ୍ତ ସୁରକ୍ଷା ପାଇଁ ୯,୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ୫ ଅଗଷ୍ଟ ୨୦୧୯ରେ ଅନୁଚ୍ଛେଦ ୩୭୦ ହଟିବା ପରଠାରୁ ସୁରକ୍ଷା ସମ୍ବନ୍ଧୀୟ ଖର୍ଚ୍ଚ…
ଜିଟି ପାଇଁ ବିଜୟ ଲକ୍ଷ୍ୟ ୧୭୧…
ମୁମ୍ବାଇ, ୩୦।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣର ୪୩ ତମ ମ୍ୟାଚ୍ରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ଗୁଜରାଟ ଟାଇଟନ୍ସ(ଜିଟି) ବିପକ୍ଷରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି…
ଶିକ୍ଷାନୁଷ୍ଠାନରେ ଓଡ଼ିଆରେ ଲେଖାଯିବ ନାମଫଳକ
ଭୁବନେଶ୍ୱର,୩୦ା୪(ବ୍ୟୁରୋ): ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ନାମଫଳକ ଓଡ଼ିଆ ଭାଷାରେ ଲେଖାଯିବାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏନେଇ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା…
ମେ’ ପହିଲାରୁ ବନ୍ଦ ରହିବ ଭିତରକନିକା
କେନ୍ଦ୍ରାପଡ଼ା ଅଫିସ,୩୦ା୪: ଆସନ୍ତାକାଲି ଅର୍ଥାତ୍ ମେ’ପହିଲାରୁ ଭିତରକନିକା ଅଭୟାରଣ୍ୟ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ। ଏନେଇ ଭିତରକନିକା ଅଭୟାରଣ୍ୟ ଡିଏଫ୍ଓ ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି। କୁମ୍ଭୀର ପ୍ରଜନନ ପାଇଁ ଭିତରକନିକା ଅଭୟାରଣ୍ୟ ୩ ମାସ ବନ୍ଦ ରହିବ। ଏହି…
୫ ରାଜ୍ୟପାଳଙ୍କ ନିଯୁକ୍ତି ନେଇ ଚର୍ଚ୍ଚା ଆରମ୍ଭ…
ନୂଆଦିଲ୍ଲୀ, ୩୦।୪ : ସେପ୍ଟେମ୍ବର-ଅକ୍ଟୋବରରେ ଖାଲି ହେବାକୁ ଯାଉଥିବା କେତେକ ରାଜ୍ୟର ରାଜ୍ୟପାଳ ଏବଂ ଉପରାଜ୍ୟପାଳଙ୍କ ନିଯୁକ୍ତିକୁ ନେଇ ରାଜନୈତିକସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ମେଘାଳୟ, ଆସାମ, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମର ରାଜ୍ୟପାଳ ଏବଂ ଆଣ୍ଡାମାନ ନିକୋବରର ଉପରାଜ୍ୟପାଳଙ୍କ କାର୍ଯ୍ୟକାଳ…
ମେ’ରେ ତାତି ୫୦ ଡିଗ୍ରୀ ଟପିବ, ପାଣିପାଗ ବିଭାଗର ପୂର୍ବାନୁମାନ…
ନୂଆଦିଲ୍ଲୀ, ୩୦।୪ : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶନିବାର କୁହାଯାଇଛି ଯେ, ମେ’ ମାସରେ ଦେଶର ବହୁ ଅଞ୍ଚଳରେ ତାତି ୫୦ ଡିଗ୍ରୀ ସେଲସିୟସ୍ ଟପିବାର ସମ୍ଭାବନା ରହିଛି। ଏହାଦ୍ୱାରା ସଙ୍କଟ ପୁଣି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ…
ମନୋଜ ପାଣ୍ଡେ ୨୯ତମ ସେନାଧ୍ୟକ୍ଷ…
ନୂଆଦିଲ୍ଲୀ, ୩୦।୪ : ଜେନେରାଲ ମନୋଜ ପାଣ୍ଡେ ଶନିବାର ଜେନେରାଲ ଏମ. ନରାଓ୍ବଣେଙ୍କ ଅବସର ପରେ ଦେଶର ୨୯ତମ ସେନାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେନା କର୍ମଚାରୀଙ୍କ ଡେପୁଟି ଚିଫ ଭାବରେ କାର୍ଯ୍ୟ କରିଥିବା ଜେନେରାଲ ପାଣ୍ଡେ, ଫୋର୍ସର ଇଞ୍ଜିନିୟର୍…
ଘୃଣା ରାଜନୀତି: ପ୍ରଧାନମନ୍ତ୍ରୀଙ୍କ ସମର୍ଥନରେ ବାହାରିଲେ ୧୯୭ ଅବସରପ୍ରାପ୍ତ ଅଧିକାରୀ…
ନୂଆଦିଲ୍ଲୀ, ୩୦।୪ : ଘୃଣା ରାଜନୀତି ଜବାବରେ ଦେଶର ୮ ଜଣ ଅବସରପ୍ରାପ୍ତ ବିଚାରପତି, ୯୭ ଅବସରପ୍ରାପ୍ତ ଅମଲାତନ୍ତ୍ର ଏବଂ ୯୨ ଅବସରପ୍ରାପ୍ତ ସଶସ୍ତ୍ର ବାହିନୀର ଅଧିକାରୀଙ୍କ ସମେତ ୧୯୭ ଜଣ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନରେ ଚିଠି ଲେଖିଛନ୍ତି।…
ଟସ୍ ଜିତିଲା ଆର୍ସିବି , ବ୍ୟାଟିଂ ନିଷ୍ପତ୍ତି…
ମୁମ୍ବାଇ, ୩୦।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣର ୪୩ ତମ ମ୍ୟାଚ୍ରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ଗୁଜରାଟ ଟାଇଟନ୍ସ(ଜିଟି) ବିପକ୍ଷରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି…
Archives


