ଅଗ୍ନିପଥ ଯୋଜନାକୁ ବିରୋଧ କରି ବିହାରରେ ହିଂସା, ବସ୍, ଟ୍ରକରେ ଲଗାଇଲେ ନିଆଁ
ପାଟନା,୧୮ ।୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ହେଲେ ବିହାରରେ ଏହା ଉଗ୍ରରୂପ ଧାରଣ କରିଛି । ଲଗାତାର ତୃତୀୟ ଦିନରେ ପ୍ରଦର୍ଶନକାରୀମାନେ ବସ୍ ଓ ଟ୍ରକ୍ରେ ନିଆଁ ଲଗାଇ…
ପୁଲୱାମାରେ ସବ୍ ଇନ୍ସପେକ୍ଟରଙ୍କୁ ହତ୍ୟା କଲେ ଆତଙ୍କବାଦୀ
ଜମ୍ମୁ,୧୮ ।୬: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କୁ ମିଳିଛି ଆଉ ଏକ ସଫଳତା । ପୁଲୱାମାରେ ଆତଙ୍କବାଦୀମାନେ ଜଣେ ସବ ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି । ଘରେ ପଶି ଏମାନେ ସବ ଇନ୍ସପେକ୍ଟରଙ୍କୁ ହତ୍ୟା କରିଥିବା କୁହାଯାଉଛି ।…
ମାଆଙ୍କ ୧୦୦ତମ ଜନ୍ମଦିନରେ ଆଶୀର୍ବାଦ ନେଲେ ମୋଦି
ଗାନ୍ଧିନଗର,୧୮ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହିରାବେନ ମୋଦି ୧୦୦ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ଶନିବାର ଅର୍ଥାତ୍ ୧୮ ଜୁନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଭାଇ ପଙ୍କଜ ମୋଦିଙ୍କ ଘରେ ପହଞ୍ଚି ମାଆଙ୍କଠାରୁ ଆଶୀର୍ବାଦ…
ଜୀବନ ନେଉଛି ‘ଅଗ୍ନିପଥ’
ନୂଆଦିଲ୍ଲୀ/ହାଇଦ୍ରାବାଦ/ଭୁବନେଶ୍ୱର(ବ୍ୟୁରୋ),୧୮ା୬: ଭାରତୀୟ ସେନାରେ ଚୁକ୍ତିଭିତ୍ତିକ ନିଯୁକ୍ତି ‘ଅଗ୍ନିପଥ’ ଯୋଜନା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ମୁଣ୍ଡ ଟେକିଥିବା ଆନ୍ଦୋଳନ କ୍ରମଶଃ ହିଂସ୍ର ହେବାରେ ଲାଗିଛି। ତିନି ସଶସ୍ତ୍ର ବାହିନୀରେ ଏହି ସ୍ବଳ୍ପକାଳୀନ ନିଯୁକ୍ତିକୁ ଦେଶବ୍ୟାପୀ ବିରୋଧ କରାଯାଇଛି। ଆଶାୟୀମାନେ ନିଯୁକ୍ତି…
ଜଳୁଛି ଅଗ୍ନିପଥ ନିଆଁ: ପୋଲିସ ଗୁଳିରେ ଜଣେ ମୃତ
ହାଇଦ୍ରାବାଦ,୧୭।୬: ଅଗ୍ନିପଥ ଯୋଜନା ବିରୋଧରେ ଜାରି ରହିଥିବା ପ୍ରଦର୍ଶନ ଏବେ ଉଗ୍ର ରୂପ ଧାରଣ କରିଛି। ଦିନକୁ ଦିନ ଏହାର ନିଆଁ ଦେଶର ବିଭିନ୍ନ ରାଜ୍ୟକୁ ବ୍ୟାପିଲାଣି। ଇତିମଧ୍ୟରେ ତେଲେଙ୍ଗାନାର ସିକନ୍ଦରାବାଦରେ ଶୁକ୍ରବାର ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି। ଏହି ଘଟଣାରେ…
ଜୁନ୍ ୨୪ରୁ ଆରମ୍ଭ ହେବ ସେନା ନିଯୁକ୍ତି ପ୍ରକ୍ରିୟା
ନୂଆଦିଲ୍ଲୀ,୧୭।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ ଯୋଜନା’କୁ ବିରୋଧ କରି ଯୁବକମାନଙ୍କ ପ୍ରଦର୍ଶନ ତୃତୀୟ ଦିନ ପାଇଁ ଜାରି ରହିଛି। ବିହାରର ଅନେକ ସ୍ଥାନରେ ଏହି ନୂତନ ଯୋଜନାକୁ ବିରୋଧ କରାଯାଉଛି। ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସରକାର ସେନା ନିଯୁକ୍ତିରେ ବୟସ…
୨ରୁ ୧୮ବର୍ଷର ପିଲାଙ୍କ ପାଇଁ କୋଭାକ୍ସିନ ବହୁ ପ୍ରଭାବଶାଳୀ: ଦାବି କଲା ଭାରତ ବାୟୋଟେକ
ନୂଆଦିଲ୍ଲୀ,୧୭।୬: ଭାରତ ବାୟୋଟେକର ଆଣ୍ଟି-କରୋନା ଭାଇରସ୍ ଟିକା କୋଭୋକ୍ସିନ ୨ରୁ ୧୮ ବର୍ଷ ବୟସ ମଧ୍ୟରେ ଥିବା ଶିଶୁ ଏବଂ କିଶୋରମାନଙ୍କ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ। ଶୁକ୍ରବାର କମ୍ପାନୀ ପକ୍ଷରୁ ଦାବି କରାଯାଇଛି ଯେ, ଏହାର କୋଭିଡ ଟିକା ଦ୍ୱିତୀୟ ଏବଂ…
ସରିଲା ଖରାଛୁଟି, ସ୍କୁଲ ଆସିଲେ ପିଲା
ଭୁବନେଶ୍ୱର,୧୭ା୬(ବ୍ୟୁରୋ): ଖରାଛୁଟି ସରିଥିବାରୁ ଶୁକ୍ରବାରଠାରୁ ରାଜ୍ୟର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ୍ ଖୋଲିଛି। ୧୧ ଦିନ ପରେ ଆଜି ସ୍କୁଲ ଆସିଛନ୍ତି ପିଲା। ଗତ ୬ ତାରିଖରୁ ରାଜ୍ୟରେ ଖରାଛୁଟି ଘୋଷଣା କରିଥିଲେ ସରକାର। ଗତ ଦୁଇ…
ଟାର୍ଗେଟ ପୂରୁଛି, ଋଣ ମିଳୁନି
ପୁରୀ ଅଫିସ,୧୭।୬: ପୁରୀ ଜିଲା ଅର୍ଥନୀତି ମୁଖ୍ୟତଃ ପର୍ଯ୍ୟଟନ ଓ କୃଷି ଉପରେ ନିର୍ଭରଶୀଳ। ଉଦ୍ୟୋଗ ଭଳି କ୍ଷେତ୍ରରେ ପୁରୀ ଜିଲା ଅଗ୍ରଣୀ ହୋଇପାରିନାହିଁ। ଉଦ୍ୟୋଗ କ୍ଷେତ୍ରରେ ଜିଲାକୁ ଆଗକୁ ବଢ଼ାଇବା ପାଇଁ ଯେଉଁ ସାମଗ୍ରିକ ପ୍ରଚେଷ୍ଟା ଆବଶ୍ୟକ ତାହା ଦେଖିବାକୁ…
ଭାରତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳରେ ଦୂତୀ, ଶ୍ରାବଣୀ
ନୂଆଦିଲ୍ଲୀ,୧୬।୬: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତୀୟ ଆଥ୍ଲେଟିକ୍ସ ଫେଡେରେଶନ (ଏଏଫ୍ଆଇ) ପକ୍ଷରୁ ଗୁରୁବାର ୩୭ ଜଣିଆ ଭାରତୀୟ ଆଥ୍ଲେଟ୍ ଦଳ ଘୋଷଣା କରାଯାଇଛି। ଅଲିମ୍ପିକ୍ ଚାମ୍ପିୟନ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଏହି ଦଳର ନେତୃତ୍ୱ ନେବେ। ଏହି ଦଳରେ…
ଆଇଏଏସ୍ ସ୍ତରରେ ବଡ ଧରଣର ଅଦଳବଦଳ: ଗଞ୍ଜାମ ଜିଲାପାଳ ହେଲେ ବିଏମ୍ସି କମିଶନର
ଭୁବନେଶ୍ବର,୧୬।୬(ବ୍ୟୁରୋ): ରାଜ୍ୟ ସରକାର ଗୁରୁବାର ଆଇଏଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ସୁଧାଂଶୁ ସାମଲ ହେଲେ ଜଳ ସମ୍ପଦ ଯୁଗ୍ମ ସଚିବ। କନ୍ଧମାଳ ଜିଲାପାଳ ବୃନ୍ଦା ଡି. ହେଲେ ଓଏସ୍ଏମ୍ସିଏଲ୍ ଏମ୍ଡି। ପ୍ରେମଚନ୍ଦ୍ର ଚୌଧୁରୀ ହେଲେ କୃଷି…
‘ଆମେରିକା ଧମକକୁ ଡରିବନି ଚାଇନା’
ବେଜିଂ,୧୬ା୬: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଚେତାବନୀକୁ ଅଣଦେଖା କରି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍ ସାର୍ବଭୌମତ୍ୱ ତଥା ସୁରକ୍ଷା ପ୍ରସଙ୍ଗକୁ ଦୃଢ଼ ଭାବେ ସମର୍ଥନ କରିଛନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥାବାର୍ତ୍ତା ବେଳେ ଜିନପିଙ୍ଗ କହିଛନ୍ତି, ୟୁକ୍ରେନ…
Archives


