ପ୍ରଶ୍ନପତ୍ର ଲିକ୍, ଏଜୁକେଶନ ଅନର୍ସ ପରୀକ୍ଷା ବାତିଲ
ସମ୍ବଲପୁର,୧୪ା୭(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏଜୁକେଶନ ଅନର୍ସ ପ୍ରଶ୍ନପତ୍ର ଲିକ୍ ହେବା ପରେ ପରୀକ୍ଷା ବାତିଲ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଆଜି ବିଶ୍ୱବିଦ୍ୟାଳୟର +୩ ତୃତୀୟ ବର୍ଷ ଏଜୁକେଶନ ଅନର୍ସ ପରୀକ୍ଷା ହେବାର ଥିଲା। ମାତ୍ର ଏହା ପୂର୍ବରୁ ସକାଳୁ…
ଆଜି ମାଳଦ୍ୱୀପ ଛାଡ଼ି ସିଙ୍ଗାପୁର ଯିବେ ଗୋଟାବାୟା
କଲମ୍ବୋ,୧୪ା୭: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ବୁଧବାର ଦେଶଛାଡ଼ି ମାଳଦ୍ୱୀପ ପଳାୟନ କରିଥିଲେ। ଗୋଟାବାୟାଙ୍କ ପଳାୟନ ପରେ ଶ୍ରୀଲଙ୍କାର ଅବସ୍ଥା ଆହୁରି ବିଗିଡ଼ି ଯାଇଛି। ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଇତିମଧ୍ୟରେ ଗୋଟାବାୟା ମାଳଦ୍ୱୀପ ଛାଡ଼ି…
ରାଜଧାନୀର ୩୦ ସ୍ଥାନରେ ଡମି ଆଇଇଡ଼ି ପ୍ଲାଣ୍ଟ କରିଛି ସ୍ପେଶାଲ ସେଲ, ପୋଲିସ ବିଭାଗକୁ ମିଳିଛି ୧୨ର ସୂଚନା…
ନୂଆଦିଲ୍ଲୀ,୧୪।୭ : ରାଜଧାନୀ ଦିଲ୍ଲୀରେ ପୋଲିସ ବିଭାଗର ପ୍ରସ୍ତୁତିକୁ ପରୀକ୍ଷାମୂଳକ ଭାବେ ଯାଞ୍ଚ କରିବା ପାଇଁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗତ ଏକ ମାସ ମଧ୍ୟରେ ଉଚ୍ଚ ଫୁଟଫଲ ସ୍ଥାନରେ ୩୦ ଡମି ଇମ୍ପ୍ରୋଭାଇଜଡ ବିସ୍ଫୋରକ ଉପକରଣ (ଆଇଇଡି) ସ୍ଥାପନ…
ପିଏଫ୍ଆଇର ମିଶନ ୨୦୪୭ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍…
ପାଟନା,୧୪।୭ : ବିହାରର ରାଜଧାନୀ ପାଟନାରେ ପିଏଫଆଇ ନାମରେ ଏକ ବଡ ଆତଙ୍କବାଦୀ ତାଲିମ କେନ୍ଦ୍ରର ପଦର୍ଦ୍ଦାଫାଶ ହୋଇଛି। ଚଢ଼ାଉ ସମୟରେ ଦୁଇ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଏଥିମଧ୍ୟରେ ମିଶନ…
ମୁସେୱାଲାଙ୍କ ହତ୍ୟା ପଛରେ ୬୦ ଗ୍ୟାଙ୍ଗଷ୍ଟରଙ୍କ ହାତ, ଯାଞ୍ଚ୍ କରୁଛନ୍ତି ୬୦୦ ପୋଲିସ…
ଚଣ୍ଡିଗଡ଼,୧୪।୭ : ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାରେ ପ୍ରାୟ ୬୦ ଗ୍ୟାଙ୍ଗଷ୍ଟର ଏବଂ ସେମାନଙ୍କ ଗ୍ୟାଙ୍ଗ ସଦସ୍ୟ ସମ୍ପୃକ୍ତି ରହିଛି। ଦିଲ୍ଲୀ ଏବଂ ପଞ୍ଜାବ ପୋଲିସର ଏକ ବଡ ପୋଲିସ ଟିମ୍ ଘଟଣାର ତଦନ୍ତରେ ନିୟୋଜିତ ଅଛନ୍ତି। ଅନୁସନ୍ଧାନରୁ…
ବାବ୍ରି ଭଙ୍ଗ ପରବର୍ତ୍ତୀ ସ୍ଥିତି ସମାଜରେ ସୃଷ୍ଟି ନହେଉ,ପୂଜାସ୍ଥଳ ଅଧିନିୟମ ସମର୍ଥନରେ ଏସ୍ସିଙ୍କ ଦ୍ୱାରସ୍ଥ ହେଲେ ମୁସଲମାନ ସଂଗଠନ…
ନୂଆଦିଲ୍ଲୀ,୧୪।୭ : ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ପ୍ଲେସ ଅଫ ଓ୍ବରଶିପ୍ ଆକ୍ଟ (ପୂଜାସ୍ଥଳ ଅଧିନିୟମ) କୁ ସମର୍ଥନ କରି ସୁପ୍ରିମକୋର୍ଟ(ଏସ୍ସି)ଙ୍କ ଦ୍ୱାରସ୍ଥ ହୋଇଛି। ଜାରି ରହିଥିବ ବିବାଦ ମଧ୍ୟରେ ସୁପ୍ରିମକୋର୍ଟରେ ଆବେଦନ କରି ବୋର୍ଡ ଏହି ଆଇନକୁ…
ସଂସଦରେ ଦୁର୍ନୀତିଗ୍ରସ୍ତ-ଦେଶଦ୍ରୋହୀ ଆଦି ଶବ୍ଦ ବ୍ୟବହାର ଉପରେ ଲାଗିଲା ରୋକ…
ନୂଆଦିଲ୍ଲୀ,୧୪।୭ : ବର୍ତ୍ତମାନ ଲୋକସଭା ଏବଂ ରାଜ୍ୟସଭାରେ ଗୃହର କାର୍ଯ୍ୟ ସମୟରେ କେତେକ ଶବ୍ଦର ବ୍ୟବହାର କରିବା ଭୁଲ ଏବଂ ସଂସଦୀୟ ବିବେଚନା କରାଯିବ। କେତେକ ତାଲିକାଭୁକ୍ତ ଶବ୍ଦଗୁଡିକୁ ଗୃହ ପ୍ରକ୍ରିୟାରେ ଅନ୍ତର୍ଭୂକ୍ତ କରାଯିବ ନାହିଁ । ଲୋକ ସଭା ସଚିବାଳୟ…
୨୨ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ, ୮ ରାଜ୍ୟ ପାଇଁ ସତର୍କ ସୂଚନା ଜାରି…
ନୂଆଦିଲ୍ଲୀ,୧୪।୭ : ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରଭାବ ହେତୁ ଗତ କିଛି ଦିନ ହେବ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିଛି। ଲଗାତାର ବର୍ଷା ଯୋଗୁ ବିଭିନ୍ନ ନଦୀର ନଦୀର ଜଳ ସ୍ତର ବଢ଼ିବାରେ ଲାଗିଛି। ଏହି କ୍ରମରେ, ଜୁଲାଇ ୧୪…
ସକ୍ରିୟ ମାମଲା ଲକ୍ଷେ ୩୬ ହଜାର ଟପିଲା…
ନୂଆଦିଲ୍ଲୀ, ୧୪।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
୯୨ ପ୍ରତିଶତ ଭାରତୀୟ ନେଇ ନାହାନ୍ତି ବୁଷ୍ଟର ଡୋଜ୍…
ନୂଆଦିଲ୍ଲୀ,୧୪।୭ : କରୋନା ମହାମାରୀ ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ୧୦ ହଜାରରୁ ଅଧିକ ନୂତନ ମାମଲା ରିପୋର୍ଟ କରାଯାଉଛି। ଏଥି ସହିତ ଟିକାକରଣ ବିଷୟରେ ଆଶ୍ଚର୍ଯ୍ୟଜନକ ଆକଳନ ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ…
କାନାଡ଼ାରେ ମହାତ୍ମାଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଲେ…
ଟରୋଣ୍ଟୋ,୧୪।୭ : କାନାଡାର ଟରୋଣ୍ଟୋରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା ମାମଲା ସାମ୍ନାକୁ ଆସିଛି। କାନାଡାର ଟରୋଣ୍ଟୋରେ ଥିବା କନସୁଲେଟ ଜେନେରାଲ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଏକ ଟୁଇଟରେ ସେ କହିଛନ୍ତି, ରିଚମଣ୍ଡ ହିଲସ୍ଥିତ ବିଷ୍ଣୁ ମନ୍ଦିରଠାରେ ଥିବା…
ଉଦ୍ଧବ ସାଇଡ୍ଲାଇନ୍ !, ସମର୍ଥନ ପରେ ବି ଦ୍ରୌପଦୀଙ୍କୁ ଭେଟିବାର ସୁଯୋଗ ନାହିଁ…
ମୁମ୍ବାଇ,୧୪।୭ : ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ ଘୋଷଣା କରିଥିବା ଶିବସେନାର ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଏକ ବଡ଼ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଖବର ମୁତାବକ, ଦଳ ମୁଖ୍ୟ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନା ସଦସ୍ୟମାନଙ୍କୁ ଦ୍ରୌପଦୀଙ୍କୁ ଭେଟିବାକୁ…
Archives


