Home Middle

ପୁଣି ଆଉ ୨ ଗେଟ୍‌ ଖୋଲିଲା ହୀରାକୁଦ: ୧୦ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର,୨୧ା୭(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ହୀରାକୁଦ ଡ୍ୟାମର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଫଳରେ ଗୁରୁବାର ପୂର୍ବାହ୍ନରେ ୩ଟି ଗେଟ୍‌ ଖୋଲାଯାଇଥିବା ବେଳେ ଅପରାହ୍ନରେ ଆଉ ଦୁଇଟି ଗେଟ୍‌ ଖୋଲାଯାଇଛି। ପୂର୍ବରୁ ୫ଟି ଗେଟ୍‌ ଖୋଲାଯାଇଥିଲା। ବର୍ତ୍ତମାନ ମୋଟ୍‌…

ପ୍ରଥମ ରାଉଣ୍ଡ ଫଳାଫଳ: ଦ୍ରୌପଦୀ ମୁର୍ମୁ ଆଗରେ

ନୂଆଦିଲ୍ଲୀ,୨୧।୭: ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଗୁରୁବାର ପ୍ରକାଶ ପାଇବ। ଏଥିପାଇଁ ସକାଳ ୧୧ଟାରୁ ଗଣତି ଆରମ୍ଭ ହୋଇଯାଇଛି। ପ୍ରଥମ ରାଉଣ୍ଡ ଭୋଟ ଗଣନାରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଗୁଆ ଅଛନ୍ତି। ରାଜ୍ୟ ସଭା ମହାସଚିବ ପିସି ମୋଦି କହିଛନ୍ତି, ଏମ୍‌ପିଙ୍କ…

ବିଜୟ ପରେ ଦ୍ରୌପଦୀ ମୁର୍ମୁଙ୍କ ଘରକୁ ଯିବ ପୂରା ମୋଦି କ୍ୟାବିନେଟ

ନୂଆଦିଲ୍ଲୀ,୨୧ ।୭: ରାଷ୍ଟ୍ରପତି ନିର୍ବାଚନର ମତଗଣନା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇବାକୁ ସମ୍ପୂର୍ଣ୍ଣ ମୋଦି କ୍ୟାବିନେଟ ତାଙ୍କ ଘରେ ପହଞ୍ଚିବେ । କୁହାଯାଉଛି କି ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରୋଡ ଶୋ’ କରି ଦ୍ରୌପଦୀଙ୍କ…

ସଦସ୍ୟଙ୍କଠାରୁ ୫୦ ଲକ୍ଷ ବିଶ୍ୱସ୍ତତା ସତ୍ୟପାଠ ମାଗିଲେ ଉଦ୍ଧବ…

ମୁମ୍ବାଇ,୨୧।୭ : ଶିବସେନାର ବିଧାୟକ ଏବଂ ଏମ୍‌ପିମାନେ ଉଦ୍ଧବ ଠାକରେଙ୍କଠାରୁ ଦୂରେଇବାରେ ଲାଗିଛନ୍ତି। ଏପରିସ୍ଥଳେ ଉଦ୍ଧବ ଦଳର ସଦସ୍ୟଙ୍କ ଉପରେ ଭରସା କରିବା ଆରମ୍ଭ କରିଛନ୍ତି। ଉଦ୍ଧବ ଠାକରେ ଦଳର ଶାଖା ଏବଂ ସଦସ୍ୟଙ୍କ ମାଧ୍ୟମରେ ଶିବସେନାକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।…

ଉଦ୍ଭାବନ ସୂଚକାଙ୍କ ଜାରି କଲା ନୀତି ଆୟୋଗ, କର୍ନାଟକ ଶୀର୍ଷରେ…

ନୂଆଦିଲ୍ଲୀ,୨୧।୭ : ନୀତି ଆୟୋଗ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟଗୁଡିକର ଇନୋଭେଶନ ଇଣ୍ଡେକ୍ସ(ଉଦ୍ଭାବନ ସୂଚକାଙ୍କ) ପ୍ରକାଶ କରାଯାଇଛି। ଗୁରୁବାର କମିଶନଙ୍କ ଦ୍ୱାରା ପ୍ରକାଶିତ ଏହି ତାଲିକାରେ କର୍ନାଟକ ପୁଣି ଏକ ନମ୍ବର ହୋଇ ଶୀର୍ଷରେ ରହିଛି। ନିବେଶ ପାଇଁ ଏହା ସର୍ବୋତ୍ତମ…

ଶରଣାର୍ଥୀଙ୍କୁ ଶରଣ ଦେବାରେ ଏସିଆର ଶ୍ରେଷ୍ଠ ୩ ଦେଶ ମଧ୍ୟରେ ଭାରତ ସ୍ଥାନୀତ, ଜାତିସଂଘ ରିପୋର୍ଟ…

ଜେନେଭା,୨୧।୭ : ଶରଣାର୍ଥୀଙ୍କୁ ଶରଣ ଦେବାରେ ୨୦୨୦ରେ ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳର ଶ୍ରେଷ୍ଠ ତିନୋଟି ଦେଶ ମଧ୍ୟରେ ଭାରତ ସ୍ଥାନ ପାଇଛି। ପ୍ରକାଶିତ ଏକ ବିଶ୍ୱସ୍ତରୀୟ ରିପୋର୍ଟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହି ସୂଚନା ଦେଇଛି। ଶରଣାର୍ଥୀ ଏବଂ ପ୍ରବାସୀଙ୍କ…

ଡ୍ରୋନ୍‌ ଦ୍ୱାରା ସୀମା ପାର୍‌ରୁ ଆସୁଛି ଭାରତକୁ ଅସ୍ତ୍ରଶସ୍ତ୍ର, ଗୁପ୍ତ ସୂଚନା…

ଶ୍ରୀନଗର,୨୧।୭ : ଜମ୍ମୁରେ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ର ୩ ଟି ବଡ ମଡ୍ୟୁଲର ପର୍ଦ୍ଦାଫାଶ ହେବା ପରେ ଜମ୍ମୁ-କଶ୍ମୀର ପୋଲିସର ସ୍ପେଶାଲ ଅପରେଶନ ଗ୍ରୁପ(ଏସ୍‌ଓଜି) ପାକିସ୍ତାନ ନିକଟ କଠୁଆ ଏବଂ ସାମ୍ବା ସୀମାରେ ଏହାର ସୁରକ୍ଷା କାର୍ଯ୍ୟକଳାପକୁ ଜୋରଦାର କରିଛି।…

ରାଷ୍ଟ୍ରପତି ନିର୍ବାଚନ, ଭୋଟ୍‌ ଗଣତି ଆରମ୍ଭ

ନୂଆଦିଲ୍ଲୀ,୨୧ା୭: କଡ଼ା ସୁରକ୍ଷା ମଧ୍ୟରେ ପାର୍ଲାମେଣ୍ଟ ହାଉସର ୬୩ ନଂ ରୁମ୍‌ରେ ରାଷ୍ଟ୍ରପତି ନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟାରେ ଏହି ଗଣତି ଆରମ୍ଭ ହୋଇଛି। ତେବେ ଆଉ କିଛି ସମୟ ମଧ୍ୟରେ ଭୋଟ୍‌ ଗଣତିର ଫଳାଫଳ ସ୍ପଷ୍ଟ…

ଶ୍ରୀଲଙ୍କା ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ ୱିକ୍ରମସିଂଘେ

କଲମ୍ବୋ,୨୧।୭: ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଭାବରେ ରାନିଲ ୱିକ୍ରମସିଂଘେ ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ମୁଖ୍ୟ ବିଚାରପତି ଶପଥ ପାଠ କରାଇଥିଲେ। ଦେଶରେ ନୂତନ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ମଧ୍ୟ ରାଜଧାନୀ କଲମ୍ବୋରେ ପୁଣି ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀମାନେ…

୧୫ ହଜାର ରୁଷିଆ ସୈନ୍ୟଙ୍କ ମୃତ୍ୟୁ ଘଟିଛି, ଆମେରିକା ଗୁପ୍ତଚର ସଂସ୍ଥା ସୂଚନା…

ଓ୍ବାଶିଂଟନ,୨୧।୭ : ଆମେରିକା ଆକଳନ କରିଛି ଯେ ୟୁକ୍ରେନ-ରୁଷିଆ ଯୁଦ୍ଧରେ ଏପର୍ଯ୍ୟନ୍ତ ଦେଢ଼ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୪୫ ହଜାର ଲୋକ ଆହତ ହୋଇଛନ୍ତି। ଆମେରିକା ଗୁପ୍ତଚର ସଂସ୍ଥା ସିଆଇଏ ନିର୍ଦ୍ଦେଶକ ୱିଲିୟମ ବର୍ନସ ବୁଧବାର କହିଛନ୍ତି…

ହୀରାକୁଦରେ ଖୋଲିଲା ଆଉ ୩ ଗେଟ୍‌

ସମ୍ବଲପୁର,୨୧ା୭(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ହୀରାକୁଦ ଡ୍ୟାମର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଫଳରେ ଗୁରୁବାର ୩ଟି ଗେଟ୍‌ ଖୋଲାଯାଇଛି। ପୂର୍ବରୁ ୫ଟି ଗେଟ୍‌ ଖୋଲାଯାଇଥିବା ବେଳେ ଆଜି ଆଉ ୩ଟି ଗେଟ୍‌ ଖୋଲାଯାଇଛି। ମୋଟ୍‌ ୮ଟି ଗେଟ୍‌…

ଆମେ ଅସଲି ଶିବସେନା, ଆମକୁ ଦିଅ ଧନୁତୀର ଚିହ୍ନ, ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେଲେ ଶିନ୍ଦେ ଗୋଷ୍ଠୀ…

ମୁମ୍ବାଇ,୨୧।୭ : ଶିବସେନାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀ ବର୍ତ୍ତମାନ ଦଳର ଧନୁତୀର ନିର୍ବାଚନ ଚିହ୍ନ ହାତେଇବା ପାଇଁ ଉଦ୍ୟମ କରୁଛି। ଉଦ୍ଧବ ଠାକରେଙ୍କ ପାଖରେ କମ୍‌ ସଂଖ୍ୟକ ବିଧାୟକ ତଥା ଏମ୍‌ପି ରହିଛନ୍ତି। ତେଣୁ ଶିନ୍ଦେ ଗୋଷ୍ଠୀ ଦାବି କରୁଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri