ମୋ ଲାଗି ନିର୍ବାଚନ ବିଜୟ ପାଇଁ ଚିହ୍ନର ଆବଶ୍ୟକତା ନାହିଁ, ମୁଖ୍ୟମନ୍ତ୍ରୀ…
ମୁମ୍ବାଇ, ୩।୮ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି ଯେ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହେବା ପାଇଁ ତାଙ୍କୁ ନିର୍ବାଚନୀ ଚିହ୍ନର ଆବଶ୍ୟକତା ନାହିଁ। ସେ ଶିବସେନାର ପ୍ରକୃତ ଦଳ ଗଠନ କରିଛନ୍ତି ବୋଲି କହିଛନ୍ତି। ଶିନ୍ଦେ କହିଛନ୍ତି, କିଏ…
ସିବିଆଇ-ଇଡ଼ି-ଆୟକର ଭଳି ଏଜେନ୍ସିର ଦୂରୁପଯୋଗ କରୁଛନ୍ତି ସରକାର, କହିଲେ ମଲି୍ଳକାର୍ଜୁନ…
ନୂଆଦିଲ୍ଲୀ, ୩।୮ : ଦୁଇ ଦିନ ଧରି ଲୋକ ସଭା ଓ ରାଜ୍ୟ ସଭାରେ ଦରଦାମ ବୃଦ୍ଧି ବିଷୟରେ ଆଲୋଚନା ହେବା ପରେ ବୁଧବାର ଶିବସେନା ଏମ୍ପି ପ୍ରିୟଙ୍କା ଚତୁର୍ବେଦୀ ରାଜ୍ୟ ସଭାରେ ଇଡି ଦ୍ୱାରା ସଞ୍ଜୟ ରାଉତଙ୍କୁ ଗିରଫ କରିବା…
ଶିନ୍ଦେ ସରକାର ବିଷ ବୃକ୍ଷର ଫଳ, ସୁପ୍ରିମ୍କୋର୍ଟରେ ଠାକରେ ସମର୍ଥକଙ୍କ ପିଟିଶନ ଦାଖଲ…
ନୂଆଦିଲ୍ଲୀ, ୩।୮ : ଶିବସେନା ବିବାଦ ମାମଲାର ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ଉଦ୍ଧବ ଠାକରେଙ୍କ ପକ୍ଷରୁ ଊତ୍ତର ଦାଖଲ କରାଯାଇଛି। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଉତ୍ତରରେ ଉଦ୍ଧବ ସମର୍ଥକ କହିଛନ୍ତି ଯେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସରକାର ଏକ…
ପୁଣି ବଢ଼ିଲା ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୩।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
ହରିୟାଣା କଂଗ୍ରେସରେ ଫାଟ, ଭାଜପା ଶିବିରକୁ ଯିବେ କୁଲଦୀପ ବିଷ୍ନୋଇ…
ଚଣ୍ଡିଗଡ଼,୩।୮ : ହରିୟାଣା ରାଜନୀତିରେ କଂଗ୍ରେସ ବିଧାୟକ କୁଲଦୀପ ବିଷ୍ନୋଇଙ୍କ ସମ୍ପର୍କରେ ଚାଲିଥିବା କଳ୍ପନା ଜଳ୍ପନା ଏବେ ଶେଷ ହୋଇଛି। ସେ ନିଜେ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗଦେବାକୁ ଘୋଷଣା କରିଛନ୍ତି। ଫଳରେ ହରିୟାଣା କଂଗ୍ରେସରେ ଫାଟ ସୃଷ୍ଟି ହୋଇଛି। ଗୁରୁବାର…
ସନ୍ଦେହରେ ସଂଖ୍ୟା: ୧୩ ବର୍ଷରେ ଚାଷୀସଂଖ୍ୟା ସାଢ଼େ ୪ଗୁଣ ବଢ଼ିଛି
ଯାଜପୁର ଅଫିସ,୩ା୮: ରାଜ୍ୟରେ ୨୦୦୯-୧୦ରେ ୧,୩୫୭ ଧାନ ସଂଗ୍ରହ କେନ୍ଦ୍ର(ପିପିସି) ଜରିଆରେ ୩ ଲକ୍ଷ ୪୧ ହଜାର ଚାଷୀଙ୍କଠାରୁ ୧୬.୩୧ ଲକ୍ଷ ମେଟ୍ରିକ ଟନ ଧାନ କିଣାଯାଇଥିଲା। ୨୦୨୧-୨୨ରେ ୩,୮୬୨ ପିପିସିରେ ୧୫ ଲକ୍ଷ ୧୫ ହଜାର ଚାଷୀଙ୍କଠାରୁ ୭୧.୦୪ ଲକ୍ଷ…
ଦରଦାମ୍ ବଢ଼ିଛି ଏହା ସତ୍ୟ, ଆମେ ପଳାୟନ କରୁନୁ, କହିଲେ ଅର୍ଥମନ୍ତ୍ରୀ…
ନୂଆଦିଲ୍ଲୀ, ୨।୮ : ଦେଶରେ ଦରଦାମ୍ ବଢ଼ିଛି। ଏହା ସତ୍ୟ। ଆମେ ଏଥିରୁ ପଳାୟନ କରୁନୁ ବୋଲି ରାଜ୍ୟ ସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଦରଦାମ୍ ବୃଦ୍ଧି ବିତର୍କ ସମୟରେ କହିଛନ୍ତି। ଆମର ଦରଦାମ ବୃଦ୍ଧିର ଏକ ବ୍ୟାଣ୍ଡ୍ ରହିଥାଏ। ମହଙ୍ଗା…
ଅଗଷ୍ଟ ୭ ପର୍ଯ୍ୟନ୍ତ ତାଇଓ୍ବାନ ଆଖପାଖରେ କ୍ଷେପଣାସ୍ତ୍ର ଅଭ୍ୟାସ କରିବ ଚାଇନା, ପଠାଇଲା ଏସ୍ ୟୁ-୩୫ ବିମାନ-ଟ୍ୟାଙ୍କ…
ତାଇପେଇ/ବେଜିଂ, ୨।୮ : ଆମେରିକା ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ନେଇ ଚାଇନାରେ ଉତ୍ତେଜନା ପ୍ରକାଶ ପାଇଛି। ଚାଇନା ତାଇଓ୍ବାନ ଅଭିମୁଖେ ଏହାର ଏସ୍ୟୁ-୩୫ ଯୁଦ୍ଧ ବିମାନ ଏବଂ ଟ୍ୟାଙ୍କ ପଠାଇଛି। ଚାଇନା ତାଇଓ୍ବାନର ଦକ୍ଷିଣ ପଶ୍ଚିମ ଏବଂ ଦକ୍ଷିଣ…
ଆମେ ତାଇଓ୍ବାନରେ ଲୋକତନ୍ତ୍ରର ସମର୍ଥକ କହିଲେ ପେଲୋସି, ଚାଇନାରେ ସିଭିଲ ଡିଫେନ୍ସ ସାଇରନ୍…
ତାଇପେଇ/ବେଜିଂ/ ଓ୍ବାଶିଂଟନ, ୨।୮ : ଚାଇନାର ଧମକକୁ ଖାତିର ନକରି ଆମେରିକା ସ୍ପିକର ନାନ୍ସି ପେଲୋସି ତାଇଓ୍ବାନର ତାଇପେଇ ବିମାନ ବନ୍ଦରରେ ଓହ୍ଲାଇଛନ୍ତି। ଏହା ସହିତ ପେଲୋସିଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ସେ ଟୁଇଟ କରି କହିଛନ୍ତି ଯେ, ଆମେ ତାଇଓ୍ବାନରେ…
ତାଇଓ୍ବାନରେ ପେଲୋସି, ଚାଇନା ରକ୍ତମୁଖା…
ତାଇପେଇ, ୨।୮ : ଚାଇନାର ଧମକକୁ ଖାତିର ନକରି ଆମେରିକା ସ୍ପିକର ନାନ୍ସି ପେଲୋସି ତାଇଓ୍ବାନର ତାଇପେଇ ବିମାନ ବନ୍ଦରରେ ଓହ୍ଲାଇଛନ୍ତି। ଏହାକୁ ନେଇ ଚାଇନା ଏବେ ରକ୍ତମୁଖା ହେବାରେ ଲାଗିଛି। ପେଲୋସିଙ୍କୁ ସ୍ବାଗତ କରିବା ପାଇଁ ତାଇପେଇ ବିମାନ ବନ୍ଦରରେ…
ଯାଞ୍ଚ୍ରେ କାହିଁକି ହେଉଛି ବିଳମ୍ବ,ଦୁର୍ନୀତି ନିବାରଣ ଶାଖାଠାରୁ ଜବାବ ଲୋଡିଲେ ଉପରାଜ୍ୟପାଳ…
ନୂଆଦିଲ୍ଲୀ, ୨।୮ : ବିଭିନ୍ନ ଦୁର୍ନୀତି କ୍ଷେତ୍ରରେ ବିଳମ୍ବ ହେବାର କାରଣ ସମ୍ପର୍କରେ ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସସେନା ଦୁର୍ନୀତି ନିବାରଣ ଶାଖାଠାରୁ ଜବାବ ଲୋଡିଛନ୍ତି। ଏଭଳି ମାମଲାର ତଦନ୍ତ ସମୟରେ ସତର୍କତା ସହିତ ଉପଯୁକ୍ତ କାର୍ଯ୍ୟପ୍ରଣାଳୀ ଗ୍ରହଣ ଉପରେ…
ଜୁନ୍ରେ ୨୨ ଲକ୍ଷରୁ ଅଧିକ ଭାରତୀୟଙ୍କ ହ୍ବାଟସଆପ୍ ଆକାଉଣ୍ଟ୍ ନିଷିଦ୍ଧ…
ନୂଆଦିଲ୍ଲୀ, ୨।୮ : ଜୁନ ୨୦୨୨ରେ ହ୍ଟାଟସ୍ଆପ୍ ୨୨ ଲକ୍ଷରୁ ଅଧିକ ଭାରତୀୟଙ୍କ ଆକାଉଣ୍ଟକୁ ନିଷିଦ୍ଧ କରିଛି। ବ୍ୟବହାରକାରୀଙ୍କଠାରୁ ଆସିଥିବା ଅଭିଯୋଗ ଆଧାରରେ ଏବଂ ନୀତିକୁ ଉଲ୍ଲଂଘନକୁ ଚିହ୍ନଟ କରିବା ନେଇ ମେଟା ମାଲିକାନା ମେସେଜିଂ ପ୍ଲାଟଫର୍ମ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ…
Archives


