ଜୁଲାଇ ୧୨୨ ବର୍ଷର ତାତିର ରେକର୍ଡ ଭାଙ୍ଗିଛି, ୧୯୦୧ ପରେ ଏଭଳି ସ୍ଥିତି…
ନୂଆଦିଲ୍ଲୀ, ୭।୮ : ଗତ ୧୨୨ ବର୍ଷ ମଧ୍ୟରେ ଜୁଲାଇ ମାସରେ ପୂର୍ବ ଏବଂ ଉତ୍ତର ପୂର୍ବ ଭାରତରେ ସବୁଠାର ଅଧିକ ତାତି ଥିଲା। ଏହି ଅବଧିରେ, ଏସବୁ ଅଞ୍ଚଳରେ କମ ବର୍ଷା ମଧ୍ୟ ରେକର୍ଡ କରାଯାଇଥିଲା। ହାରାହାରି ସର୍ବାଧିକ ତାପମାତ୍ରା…
ବିଚାରପତି ନିଯୁକ୍ତିରେ ସିଜେଆଇ ରମନାଙ୍କ ରେକର୍ଡ…
ନୂଆଦିଲ୍ଲୀ, ୭।୮ : ଉଚ୍ଚ ନ୍ୟାୟପାଳିକାରେ ସର୍ବାଧିକ ସଂଖ୍ୟକ ବିଚାରପତି ନିଯୁକ୍ତି କରିବାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନା ଦେଶର ପ୍ରଥମ ପ୍ରଧାନ ବିଚାରପତି ହୋଇଛନ୍ତି। ତାଙ୍କର ଏକ ବର୍ଷରୁ ଅଧିକ କାର୍ଯ୍ୟକାଳ ମଧ୍ୟରେ ସେ ହାଇକୋର୍ଟରେ ୧୦୦ ରୁ…
ଏସ୍ଏସ୍ଏଲଭି-ଡି-୧ର ସଫଳ ଉତ୍କ୍ଷେପଣ…
ଶ୍ରୀହରିକୋଟା,୭।୮ : ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ରବିବାର ଏହାର ପ୍ରଥମ ଛୋଟ ରକେଟ ସ୍ମଲ୍ ସାଟେଲାଇଟ ଲଞ୍ଚ ଭେହିକିଲ ଏସ୍ଏସ୍ଏଲଭି-ଡି-୧ ପୂର୍ବାହ୍ନ ୯ଟା ୧୮ରେ ସଫଳତାର ସହିତ ଉତ୍କ୍ଷେପଣ କରିଛି। ଏହି ମିଶନକୁ ଏସ୍ଏସ୍ଏଲଭି-ଡି-୧/ ଇଓଏସ-୦୨ କୁହାଯାଉଛି। ଇସ୍ରୋର…
ସଂକ୍ରମଣରେ ସାମାନ୍ୟ ବ୍ରେକ୍…
ନୂଆଦିଲ୍ଲୀ, ୭।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
ହାରିବା ପରେ ବିରୋଧିଙ୍କ ଉପରେ ହିଁ ବର୍ଷିଲେ ମାର୍ଗାରେଟ
ନୂଆଦିଲ୍ଲୀ,୭ ।୮: ଉପରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଶନିବାର ଘୋଷଣା ହେବା ପରେ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥି ମାର୍ଗାରେଟ ଆଲଭା ନିଜ ସହଯୋଗୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେ ବିରୋଧୀ ଦଳଙ୍କୁ ଟାର୍ଗେଟ କରି କହିଛନ୍ତି, କିଛି ବିରୋଧୀ ଦଳ…
ନୀତି ଆୟୋଗ ବୈଠକରେ ଯୋଗ ଦେବେନାହିଁ ନୀତୀଶ, କେସିଆର କଲେ ବହିଷ୍କାର
ନୂଆଦିଲ୍ଲୀ,୭ ।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୀତି ଆୟୋଗର ଗର୍ଭନିଂ କାଉନସିଲର ସପ୍ତମ ବୈଠକରେ ଅଧ୍ୟକ୍ଷତା କରିବେ । ନୀତି ଆୟୋଗର ଏହି ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯୋଗ ଦେବେ ନାହିଁ ବୋଲି ଜଣାପଡିଛି । ଏହାସହ…
ତାଜମହଲରେ ନିଃଶୁଳ୍କ ପ୍ରବେଶ, ଗୋଟିଏ ଦିନରେ ବୁଲିଲେ ୬୦ ହଜାର ପର୍ଯ୍ୟଟକ
ନୂଆଦିଲ୍ଲୀ,୭ ।୮: ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ ଅବସରରେ ତାଜମହଲ ସମେତ ସମସ୍ତ ଐତିହାସିକ ସ୍ଥଳରେ ଅଗଷ୍ଟ ୧୫ ପର୍ଯ୍ୟନ୍ତ ନିଃଶୁଳ୍କ ପ୍ରବେଶ ଅନୁମତି ମିଳିବା ପରେ ପ୍ରଥମ ୱିକଏଣ୍ଡରେ ଶନିବାର ତାଜମହଲରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ପ୍ରବେଶ…
ଆଜି ନୀତି ଆୟୋଗ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୭।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ସେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗ ଗଭର୍ନିଂ କାଉନସିଲ ବୈଠକରେ ଯୋଗଦେବେ। ବୈଠକରେ ନବୀନ ଓଡ଼ିଶାକୁ ଫୋକସ ଷ୍ଟେଟ୍ର ମାନ୍ୟତା, କୃଷି,…
ଟାଟୁକୁ ସାବଧାନ, ବ୍ୟାପୁଛି ଏଚ୍ଆଇଭି…
ବାରାଣସୀ, ୬।୮ : ବାରାଣସୀରେ ଟାଟୁ ତିଆରି କରିବା ପ୍ରକ୍ରିୟାରେ ଏଚ୍ଆଇଭି ବ୍ୟାପିବାରେ ଲାଗିଛି। ଏନେଇ ବାରାଣସୀର ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ହସ୍ପିଟାଲର ଆଣ୍ଟିରେଟ୍ରୋଭାଇରାଲ ଚିକିତ୍ସାର ଡାକ୍ତର ପ୍ରୀତି ଅଗ୍ରୱାଲଙ୍କ ଅନୁଯାୟୀ, ନିକଟରେ ଏଭଳି ଅନେକ ମାମଲା ରୁଜୁ ହୋଇଛି ଯେଉଁଥିରେ…
୧୨ ସିଂହ ନିଲାମ କରିବ ପାକିସ୍ତାନ
ଇସଲାମାବାଦ,୬ା୮: ପାକିସ୍ତାନର ଏକ ଚିଡ଼ିଆଖାନା ଖାଦ୍ୟ ଓ ସ୍ଥାନ ଅଭାବ ଦୂର ପାଇଁ ୧୨ଟି ସିଂହ ନିଲାମ କରିବ। ସିଂହ ନିଲାମ ପାଇଁ ମୂଳ ମୂଲ୍ୟ ଦେଢ଼ ଲକ୍ଷ ପାକିସ୍ତାନୀ ମୁଦ୍ରା ରଖାଯାଇଥିବା ଜଣାପଡ଼ିଛି। ଏହି ନିଷ୍ପତ୍ତି ପରିବେଶବିତ୍ଙ୍କ ଚିନ୍ତା ବଢ଼ାଇଛି।…
ଜଗଦୀପ ନୂଆ ଉପ-ରାଷ୍ଟ୍ରପତି…
ନୂଆଦିଲ୍ଲୀ, ୬।୮ : ଦେଶର ପରବର୍ତ୍ତୀ ଉପ-ରାଷ୍ଟ୍ରପତି ଭାବେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନକର ନିର୍ବାଚିତ ହୋଇଛନ୍ତି। ସେ ବିରୋଧୀ ପ୍ରାର୍ଥୀ ମାର୍ଗେଟ ଅଲଭାଙ୍କୁ ପରାସ୍ତ କରିଛନ୍ତି। ଜଗଦୀପଙ୍କୁ ୫୨୮ ଭୋଟ ମିଳିଥିବାବେଳେ ଆଲଭାଙ୍କୁ ୧୮୨ ଭୋଟ ମିଳିଛି। ଶନିବାର ଉପରାଷ୍ଟ୍ରପତି…
ରୋମାଞ୍ଚକର ବିଜୟ ସହ ଫାଇନାଲରେ ଭାରତୀୟ ମହିଳା କ୍ରିକେଟ୍ ଟିମ୍
ବର୍ମିଂହାମ,୬।୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ପଦକ ପକ୍କା କରିଛି ଭାରତୀୟ ମହିଳା କ୍ରିକେଟ ଟିମ୍। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମଥର ମହିଳା କ୍ରିକେଟକୁ ସାମିଲ କରାଯାଇଥିବା ବେଳେ ଭାରତ ପ୍ରଥମ ଟିମ ଭାବେ ଫାଇନାଲରେ ପ୍ରବେଶ କରିଛି। ଶନିବାର ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା…
Archives


