୨୫ ଯାଏ ବର୍ଷା, ୨୦ ଜିଲାକୁ ବଜ୍ରପାତ ସତର୍କତା
ଭୁବନେଶ୍ୱର,୨୧।୮(ଅନୁରାଧା ମହାରଣା): ରାଜ୍ୟରେ ଏବେ ଲଘୁଚାପଜନିତ ମୌସୁମୀ ବର୍ଷା ଜାରି ରହିଛି। ୨୫ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବା ନେଇ ଆଞ୍ଚଳିକ…
ମେଡିକାଲ୍ରୁ ଡିସ୍ଚାର୍ଜ ହେଲେ ନବୀନ, ଖୁବଶୀଘ୍ର ନେବେ ବଡ଼ ନିଷ୍ପତ୍ତି
ଭୁବନେଶ୍ୱର,୨୦ା୮: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁସ୍ଥ ହେବା ପରେ ଡିସଚାର୍ଜ ହୋଇ ନବୀନ ନିବାସକୁ ଫେରିଛନ୍ତି। ଡିହାଇଡ୍ରେସନ ଯୋଗୁ ଗତ ୧୭ ଅଗଷ୍ଟ ଅପରାହ୍ନରେ ସେ ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇ ଚିକିତ୍ସା…
୧୯ଟି ଶିଳ୍ପକୁ ମଞ୍ଜୁରୀ କଲେ ରାଜ୍ୟ ସରକାର, ସୃଷ୍ଟି ହେବ ୮,୨୦୦ରୁ ଅଧିକ ନିଯୁକ୍ତି
ଭୁବନେଶ୍ୱର,୨୦ା୮: ଶିଳ୍ପ ବିକାଶକୁ ଗୁରୁତ୍ୱ ଦେଇ ମୋଟ ୪,୫୧୫ କୋଟି ଟଙ୍କାର ୧୯ଟି ନୂଆ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ଓଡ଼ିଶା ସରକାର। ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୩୯ତମ ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ କମିଟି (SLSWCA) ବୈଠକରେ ଏହି…
ଯାଜପୁରରେ ଏକାଠି ହେଲେ ବିଜେଡିର ପୂର୍ବତନ ପୁରୁଖା ନେତା, ନୂଆ ଫ୍ରଣ୍ଟ ଚର୍ଚ୍ଚା
ଭୁବନେଶ୍ୱର,୨୦ା୮: ଯାଜପୁର ଜିଲାର ଓଳାଶୁଣି ଗୁମ୍ଫା ପୀଠରେ ବିଜୁ ଜନତା ଦଳ (ବିଜେଡି)ର ପୂର୍ବତନ ପ୍ରମୁଖ ନେତାମାନଙ୍କର ଏକ ମେଳି ଅନୁଷ୍ଠିତ ହୋଇଯାଇଛି। ଏହି ମେଳିରେ ଅମର ଶତପଥୀ, ପ୍ରଭାତ ତ୍ରିପାଠୀ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀ, ରବି ପାଣି…
ନବୀନଙ୍କ ସହ ଫୋନ୍ରେ କଥା ହେଲେ ପ୍ରଧାନମନ୍ତ୍ରୀ, କହିଲେ ଏବେ…
ନୂଆଦିଲ୍ଲୀ/ଭୁବନେଶ୍ୱର,୨୦ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ମୋଦି ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା କଥା ପଚାରି ବୁଝିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଥିସହିତ…
ନୂଆଦିଲ୍ଲୀରେ ନିର୍ମାଣ ହେବ ଓଡ଼ିଶା ଭବନ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୦ା୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବୁଧବାର ନୂଆଦିଲ୍ଲୀର ନୂତନ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଏହି ଭବନର ପୁନଃନିର୍ମାଣ କରାଯାଉଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଦେଶର ରାଜଧାନୀ ନୂଆଦିଲ୍ଲୀରେ…
ଟ୍ରମ୍ପଙ୍କ ନାଁ ନ ନେଇ ପୁଟିନ ଦେଲେ ବଡ଼ ଧମକ! କହିଲେ ଭାରତ ସହ…
ମସ୍କୋ,୨୦।୮: ଟାରିପ୍ ବିବାଦ ଭିତରେ ରୁଷିଆ କରିଛି ବଡ଼ ଘୋଷଣା। ରୁଷିଆ କହିଛି ଯେ ଭାରତ ରୁଷ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ରୁଷୀୟ ତେଲ କିଣିବା ପାଇଁ ଭାରତ ଉପରେ ଶୁଳ୍କ ଲଗାଇବା…
ମୁଖ୍ୟମନ୍ତ୍ରୀଙ୍କ କେଶ ଧରି ଝିଙ୍କିଲେ, ମୁଣ୍ଡ ପିଟିଦେଲେ: ଜାଣନ୍ତୁ କିଏ ସେହି ବ୍ୟକ୍ତି
ନୂଆଦିଲ୍ଲୀ,୨୦।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ ହୋଇଛି। ସେ ସିଭିଲ ଲାଇନ୍ସ ସ୍ଥିତ ତାଙ୍କ ସରକାରୀ ବାସଭବନରେ ଏକ ଜନଶୁଣାଣି କରୁଥିଲେ, ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ସୂଚନା ମିଳିଛି…
ଗିରଫ ହେଲେ ପଳାଇବ ପ୍ରଧାନମନ୍ତ୍ରୀ- ମୁଖ୍ୟମନ୍ତ୍ରୀ ପଦ, ଲୋକ ସଭାରେ ଆସିଲା ବଡ଼ ବିଲ୍
ନୂଆଦିଲ୍ଲୀ,୨୦।୮: କେନ୍ଦ୍ର ସରକାର ବୁଧବାର ଲୋକ ସଭାରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଲ ଆଗତ କରିବାକୁ ଯାଉଛନ୍ତି। ଯଦି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା କୌଣସି ମନ୍ତ୍ରୀଙ୍କୁ କୌଣସି ଗୁରୁତର ଅପରାଧିକ ମାମଲାରେ ଗିରଫ କରାଯାଏ, ତେବେ ତାଙ୍କୁ ପଦରୁ ହଟାଇ ଦିଆଯାଇପାରିବ। ବିଲ…
ଲିଭିଂ ଲାବ୍
ଜଳବାୟୁ ପରିବର୍ତ୍ତନ ଯୋଗୁ ଏବେ ବନ୍ୟା, ବାତ୍ୟା, ଭୂସ୍ଖଳନ ଓ ଜଙ୍ଗଲ ନିଆଁର ପ୍ରାବଲ୍ୟତା ଯେଉଁଭଳି ବୃଦ୍ଧି ପାଉଛି, ତାହା ଏବେ ଦେଶବ୍ୟାପୀ ସମସ୍ତେ ହୃଦ୍ବୋଧ କରୁଛନ୍ତି। ଓଡ଼ିଶାରେ ପୂର୍ବରୁ ମଧ୍ୟ ଏହିଭଳି ବାତ୍ୟା, ବନ୍ୟା ଓ ଠାଏ ଠାଏରେ ମରୁଡ଼ି…
ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୬୨,୦୦୦ କୋଟିରେ ଯୁଦ୍ଧ ବିମାନ କିଣିବାକୁ ମଞ୍ଜୁରୀ
ନୂଆଦିଲ୍ଲୀ,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମେକ ଇନ ଇଣ୍ଡିଆ’ ପ୍ରୋଜେକ୍ଟକୁ ବଡ଼ ପ୍ରୋତ୍ସାହନ ଦେଇ ଭାରତ ସରକାର ମଙ୍ଗଳବାର ଭାରତୀୟ ବାୟୁସେନା ପାଇଁ ୯୭ଟି ଏଲସିଏ ମାର୍କ ୧ଏ ଯୁଦ୍ଧ ବିମାନ କିଣିବା ପାଇଁ ୬୨,୦୦୦ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ…
ଦିଲ୍ଲୀରେ ଜଳ ସଙ୍କଟ: ମାସିକ ୧୦ ହଜାରରୁ କମ ରୋଜଗାର କରୁଥିବା ଲୋକେ ଆୟର ୧୫% ପାଣି କିଣିବାରେ ଖର୍ଚ୍ଚ କରୁଛନ୍ତି
ନୂଆଦିଲ୍ଲୀ,୧୯।୮: ଗ୍ରୀନପିସ ଇଣ୍ଡିଆର ଏକ ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ନିମ୍ନ ଆୟ ବର୍ଗର ପରିବାରମାନେ ଜଳ ସଙ୍କଟ ଓ ବେସରକାରୀ ଜଳ ଯୋଗାଣକାରୀଙ୍କ ଉପରେ ଅଧିକ ନିର୍ଭରଶୀଳ। ‘ଓ୍ୱାଟର ଆକ୍ସେସ ଅଡିଟ: ଗ୍ୟାପ୍ସ, କଷ୍ଟସ ଆଣ୍ଡ ବିଓଣ୍ଡ’ ଶୀର୍ଷକ ଏହି…
Archives


